Browsing Category

ରାଜ୍ୟ

ରାଜ୍ୟର ୮୩୦୦ ଗାଁକୁ ନାହିଁ ସବୁ ଦିନିଆ ପକ୍କା ରାସ୍ତା, ଅବଶିଷ୍ଟ ଗାଁକୁ ରାସ୍ତା ସଂଯୋଗ କାମ ଚାଲୁଛି; ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ରାଜ୍ୟର ୮୩୦୦ ଗାଁକୁ ନାହିଁ ସବୁ ଦିନିଆ ପକ୍କା ରାସ୍ତା । ରାଜ୍ୟରେ ମୋଟ ୫୯,୯୭୧ ଗାଁ ଥିବା ବେଳେ ସେଥିରୁ ୫୧,୬୭୧ ଗାଁକୁ ସବୁ ଦିନିଆ ରାସ୍ତା ସଂଯୋଗ କରାଯାଇଛି । ମୁଖ୍ୟମନ୍ତ୍ରୀ ସଡ଼କ…

‘ସରକାରଙ୍କୁ ଦେଢ଼ ମାସ ପୁରିନି ଦରଦାମ ଆକାଶ ଛୁଆଁ, ଲୋକେ ହନ୍ତସନ୍ତ’, ମୁଲତବୀ ପ୍ରସ୍ତାବ ଉପରେ ମନ୍ତ୍ରୀଙ୍କ ଉତ୍ତର

ଭୁବନେଶ୍ୱର: ବର୍ତ୍ତମାନ ସାରା ରାଜ୍ୟରେ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ଉପରେ ମୂଲ୍ୟ ବୃଦ୍ଧି ଘଟିଛି। ଏହାର ପ୍ରଭାବ କେବଳ ଓଡ଼ିଶାରେ ନୁହେଁ ସାରା ଦେଶରେ ଦେଖିବାକୁ ମିଳିଛି। ଆଭ୍ୟନ୍ତରୀଣ ଉତ୍ପାଦନ ବ୍ୟତୀତ, ଡାଲି ଆଳୁ,…

ରାଜ୍ୟରେ ଆହୁରି ୫ ଦିନ ଯାଏଁ ପ୍ରବଳ ବର୍ଷା, ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ୱର: ଗତକାଲି ରାଜଧାନୀରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି । ତେବେ ଆହୁରି ୫ ଦିନ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ୩୧ ଜୁଲାଇରୁ ୪ ଅଗଷ୍ଟ ପର୍ଯ୍ୟନ୍ତ…

IPS ରାଜେଶ ପଣ୍ଡିତଙ୍କୁ ନିଲମ୍ବନ ନିର୍ଦ୍ଦେଶ ଦେଲେ ରାଜ୍ୟପାଳ: ତୁରନ୍ତ କାର୍ଯ୍ୟକାରୀ ପାଇଁ ଗୃହ ବିଭାଗକୁ ଚିଠି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସର୍ବଭାରତୀୟ ପୋଲିସ ସେବା (ଆଇପିଏସ) ଅଧିକାରୀ ରାଜେଶ ପଣ୍ଡିତଙ୍କୁ କାର୍ଯ୍ୟରୁ ନିଲମ୍ବନ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟପାଳ ରଘୁବର ଦାସ । ଏହି ନିର୍ଦ୍ଦେଶନାମା ତୁରନ୍ତ କାର୍ଯ୍ୟକାରୀ…

ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସୂଚନା: ରାଜ୍ୟରେ ପୂରଣ ହେବ ୩ ହଜାର ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମଚାରୀ ପଦବୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମେଡିକାଲ କ୍ଷେତ୍ରରେ ନିଯୁକ୍ତି ପାଇବାକୁ ଆଶାୟୀ ଥିବା ସମସ୍ତ ପ୍ରାର୍ଥୀଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର । ରାଜ୍ୟରେ ପୂରଣ ହେବ ୩ ହଜାର ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମଚାରୀ ପଦବୀ ।…

ଆଜି ବିଧାନସଭା ଅଧିବେଶନର ସପ୍ତମ ଦିନ, ପ୍ରଶ୍ନକାଳରେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋକପାତ ହୋଇପାରେ

ଭୁବନେଶ୍ୱର: ଆଜି ବିଧାନସଭା ଅଧିବେଶନର ସପ୍ତମ ଦିନ । ଆଜି ପ୍ରଶ୍ନକାଳ ସ୍ୱାଭାବିକ ରହିପାରେ କିନ୍ତୁ ଶୂନ୍ୟ କାଳରେ ସରଗରମ ରହିବାରେ ବିଧାନସଭା । ସୋମବାର ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ କଂଗ୍ରେସ ସ୍ୱାଧିକାର ଭଙ୍ଗ…

ଶ୍ରାବଣ ମାସରେ ମହାଦେବଙ୍କ ବାହନ ନନ୍ଦିଙ୍କୁ ବିୟରରେ ଅଭିଷେକ କରିଲେ ଦୁର୍ବୃତ୍ତ; ସୋସିଆଲ ମିଡିଆରେ ଭାଇରାଲ ହେଉଛି ଫଟୋ

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଆରମ୍ଭ ହୋଇଛି ପବିତ୍ର ଶ୍ରାବଣ ମାସ ଏବଂ ଶିବ ଭକ୍ତଙ୍କ କାଉଡ଼ି ଯାତ୍ରା । ଗୋଟେପଟେ ହଜାର ହଜାର ଯୁବକ ପାଣି ଭାର ନେଇ ଯାଉଛନ୍ତି । ସେପଟେ ଶ୍ରାବଣ ମାସରେ ମହାଦେବଙ୍କ ବାହନ ନନ୍ଦିଙ୍କୁ…

ସାଇକେଲ୍ ରଖିବାକୁ ନେଇ ଦୁଇ ଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳ; ଦଶମ ଛାତ୍ରର ଆକ୍ରମଣରେ ନବମ ଶ୍ରେଣୀ ଛାତ୍ର ଗୁରୁତର

ଅନୁଗୁଳ: (ଓଡ଼ିଶା ଭାସ୍କର) ଦଶମ ଛାତ୍ରର ଆକ୍ରମଣରେ ନବମ ଶ୍ରେଣୀ ଛାତ୍ର ଗୁରୁତର ହୋଇଛି । ଅନୁଗୁଳ ସରକାରୀ ହାଇସ୍କୁଲର ଦୁଇ ଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ସାଇକେଲ୍ ରଖିବାକୁ ନେଇ ପୂର୍ବ ଝଗଡ଼ାରୁ ଧାରୁଆ…

ନାବାଳକଙ୍କୁ ରାସ୍ତାରେ ଗାଡ଼ି ଚଳାଇବା ମନା: ଧରା ପଡ଼ିଲେ ବନ୍ଧା ହେବେ ପିଲାମାନଙ୍କ ଅଭିଭାବକ

ଭୁବନେଶ୍ୱର: ଆଜିଠୁ ଏସଟିଏ ପକ୍ଷରୁ ଦୁଇ ଦିନିଆ ସମସ୍ତ ଗାଡି ଓ ଏହାର ଚାଳକଙ୍କୁ ଚେକିଂ କରାଯିବ । ବିଶେଷକରି ନାବାଳକଙ୍କ ଗାଡ଼ି ଡ୍ରାଇଭ ରୋକିବାକୁ ଏଭଳି ପଦକ୍ଷେପ ଗ୍ରହଣ କହିଛନ୍ତି ରାଜ୍ୟ ସରକାର । ଏନେଇ ଆଜିଠୁ…

ଭୁବନେଶ୍ବରରେ ୨୦୦ ଟପିଲା ଡେଙ୍ଗୁ ରୋଗୀଙ୍କ ସଂଖ୍ୟା: ଚିନ୍ତାରେ ରାଜଧାନୀବାସୀ

ଭୁବନେଶ୍ୱର: ବର୍ଷାଦିନ କାରଣରୁ ମଶାମାନଙ୍କର ଉତ୍ପାତ ଦିନକୁ ଦିନ ବଢିବାରେ ଲାଗିଛି । ଏଥିଲାଗି ଏବେ ରାଜଧାନୀ ଭୁବନେଶ୍ବରରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୨୦୦ ଟପିଛି । ଜୁଲାଇ ମାସ ୨୬ ତାରିଖ ସୁଦ୍ଧା ରାଜଧାନୀରେ ଡେଙ୍ଗୁ…