Browsing Category

ରାଜ୍ୟ

ଭୁବନେଶ୍ଵର ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ୨ ବର୍ଷରେ ୧୨୧୦ କୋଟି ମଞ୍ଜୁର: ୨୦୨୭ ଡିସେମ୍ବର ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ

ଭୁବନେଶ୍ଵର: (ଓଡ଼ିଶା ଭାସ୍କର) ଭୁବନେଶ୍ଵର ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ୨୦୨୩-୨୪ ଓ ୨୦୨୪-୨୫ ଆର୍ଥିକ ବର୍ଷରେ ଯଥାକ୍ରମେ ୨୧୦ କୋଟି ଓ ୧,୦୦୦ କୋଟି ମଞ୍ଜୁର ହୋଇଛି । ପ୍ରକଳ୍ପରେ କାର୍ଯ୍ୟରତ ସମୟରେ ମୁଖ୍ୟ ରାସ୍ତାର…

ସ୍କୁଲରେ ହେଉଥିଲା ପୋଷାକ ବଣ୍ଟନ, ଛାତରୁ ଖସିଲା ଫ୍ୟାନ୍, ସିଧା ପଡିଲା ଶିକ୍ଷୟିତ୍ରୀଙ୍କ ମୁଣ୍ଡରେ…

ଉମରକୋଟ- ଫ୍ୟାନ ଖସି ଶିକ୍ଷୟିତ୍ରୀ ଆହତ । ଉମରକୋଟର କରଣ୍ଡିଆଗୁଡା ପ୍ରାଥମିକ ବିଦ୍ୟାଳୟରେ ଅଘଟଣ । ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ପୋଷାକ ବଣ୍ଟନ ବେଳେ ଘଟିଲା ଅଘଟଣ । ତେବେ ସ୍ୱଭାଗ୍ୟକୁ ଛାତ୍ରଛାତ୍ରୀଙ୍କର କିଛି…

ବଦ୍ରୀ ଗଣେଇଲେ ଦଳର ଦୋଷ, ଧାରରେ ଦଳ ଚାଲେନାହିଁ, ବୁଝାଇଲେ ନବୀନଙ୍କୁ

ଭୁବନେଶ୍ୱର- ଘସିପୁରା ବିଧାୟକ ବଦ୍ରୀ ପାତ୍ର ପୁଣି ମୁହଁ ଖୋଲିବା ସହ ନବୀନଙ୍କ ଭୁଲ ନିଷ୍ପତ୍ତି ଓ ପଦକ୍ଷେପକୁ ପରୋକ୍ଷରେ ଦାୟୀ କରିଛନ୍ତି । ବଦ୍ରୀ କହିଛନ୍ତି, ଧାର କରି ନେତା ଆଣିବା ଦଳ ପାଇଁ ମହଙ୍ଗା ପଡିଛି ।…

ମଝି ଆକାଶରେ ଯାନ୍ତ୍ରିକ ତ୍ରୁଟି! ଜରୁରୀ ଅବତରଣ କଲା ନୌସେନା ହେଲିକପ୍ଟର

ଭୁବନେଶ୍ୱର:  ନୌସେନା ଦିବସରେ ଜରୁରୀ ଅବତରଣ କଲା ନୌସେନା ହେଲିକପ୍ଟର । ବାରିପଦା ଜିଲ୍ଲା ଅମର୍ଦ୍ଦା ନିକଟରେ ଜରୁରୀ ଅବତରଣ କରିଛି । ତେବେ ହଠାତ୍ ଆସି ବିଲ ଭିତରେ ଜରୁରୀ ଅବତରଣ କରିଥିବା ଦେଖାଯାଇଛି । କେଉଁ କାରଣ…

ତାରାଙ୍କୁ ଷଣ୍ଢ ଚିନ୍ତା! ବିଧାନସଭାରେ ଉଠାଇଲେ ପ୍ରସଙ୍ଗ, କେତେ ଅଛନ୍ତି ଉତ୍ତର ଦେଲେ ମନ୍ତ୍ରୀ

ଭୁବନେଶ୍ୱର : ଷଣ୍ଢକୁ ନେଇ ବିଧାନସଭାରେ ଚିନ୍ତା ପ୍ରକଟ କଲେ କଂଗ୍ରେସ ବିଧାୟକ ତାରା ବାହିନୀପତି । କେଉଁ ଜିଲ୍ଲାରେ କେତେ ଷଣ୍ଢ ଅଛନ୍ତି ବୋଲି ବିଧାୟକ ପ୍ରଶ୍ନ କରିଥିଲେ । ଏହାସହିତ ପ୍ରାଣୀ ସମ୍ପଦ ବିଭାଗକୁ ଟାର୍ଗେଟ…

(Breaking) କମ୍ପାନୀଙ୍କୁ ହଜାର ହଜାର କୋଟି ଛାଡ, ଜନତାଙ୍କ ଉପରେ ଅନ୍ଧାର ମାଡ

ଭୁବନେଶ୍ୱର- ସାଧାରଣ ଜନତାଙ୍କର ବିଦ୍ୟୁତ୍ ବାକିରେ କଟାଯାଉଛି ବିଦ୍୍ୟୁତ ସଂଯୋଗ । ହେଲେ ଏଠି ୪ କମ୍ପାନୀ ଉପରେ ବାକି ପଡିଛି ସାଢେ ୬ ହଜାର କୋଟିର ବାକି । ଏହି ତଥ୍ୟ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ କେ ଭି ସିଂହଦେଓ ।…

Breaking: ସରକାରୀ ଚାକିରି ନାଁରେ ଠକିନେଇଛନ୍ତି କୋଟିଏ ଟଙ୍କା, ଧରାପଡ଼ିଲେ ଗଞ୍ଜାମର ୬ ଅଭିଯୁକ୍ତ

ବ୍ରହ୍ମପୁର: ସରକାରୀ ଚାକିରି ଦେବାକୁ କହି ଟଙ୍କା ଠକି ନେଇଥିବା ଘଟଣା ସାମ୍ନାକୁ ଆସିଛି । ଘଟଣାରେ ୬ ଜଣଙ୍କୁ ଗିରଫ କରିଛି ପୋଲିସ । ବୈଦ୍ୟନାଥ ଥାନା ପୋଲିସ ଦ୍ୱାରା ଏହି ଗିରଫ କରାଯାଇଛି । ଗଞ୍ଜାମ ସମେତ ବିଭିନ୍ନ…

ମହାପ୍ରଭୁଙ୍କ ଦର୍ଶନ କରିବା ସବୁବେଳେ ମୋ ପାଇଁ ଏକ ଅଧ୍ୟାତ୍ମିକ ଅନୁଭବ: ଦ୍ରୌପଦୀ ମୁର୍ମୁ

ପୁରୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ପୁରୀରେ ପହଞ୍ଚିଥିଲେ । ତାଙ୍କ ବିମାନ ସମଙ୍ଗ ଅସ୍ଥାୟୀ ହେଲିପ୍ୟାଡରେ ଅବତରଣ କରିଥିଲା । ସେଠାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ…

Breaking: ହୁସିଆର…..! ଆକ୍ରାମକ ହେବାରେ ଲାଗିଛନ୍ତି କୁକୁର, ରାସ୍ତାରେ ୧୭ ଲକ୍ଷ ବୁଲା କୁକୁର

ଭୁବନେଶ୍ୱର: ରାସ୍ତାରେ ବୁଲୁଛନ୍ତି ୧୭ ଲକ୍ଷ ବୁଲା କୁକୁର । ୨ ବର୍ଷରେ ୫ ଲକ୍ଷରୁ ଅଧିକ ଲୋକ କୁକୁର କାମୁଡ଼ାର ଶିକାର ହୋଇସାରିଲେଣି । ୧୦ ମାସରେ ୨,୪୩,୫୬୫ ଜଣଙ୍କୁ କୁକୁର କାମୁଡ଼ିଛି । ଗତବର୍ଷ ୨ ଲକ୍ଷ ୬୦ ହଜାର…

ଜାନୁଆରୀ ୮ରୁ ଆରମ୍ଭ ହେବ ୩ ଦିନିଆ ପ୍ରବାସୀ ଭାରତୀୟ ଦିବସ: ଆୟୋଜନର ପ୍ରସ୍ତୁତି ପାଇଁ ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଗାମୀ ଜାନୁଆରୀ ୮ରୁ୧୦ ତାରିଖ ପର୍ଯ୍ୟନ୍ତ ୩ଦିନ ଧରି ଭୁବନେଶ୍ୱର ଜନତା ମଇଦାନରେ ଅନୁଷ୍ଠିତ ହେବାକୁ ଥିବା ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ ଆୟୋଜନର ପ୍ରସ୍ତୁତି ସଂପର୍କରେ ମୁଖ୍ୟଶାସନ…