Browsing Category
ରାଜ୍ୟ
ବେଆଇନ ଗର୍ଭପାତ କିଟ ବିକୁଥିବା ନେଇ ରାଜଧାନୀରେ ଚଢ଼ାଉ
ଭୁବନେଶ୍ୱର: ରାଜଧାନୀରେ ବିକ୍ରି ହେଉଛି ବେଆଇନ ଗର୍ଭପାତ କିଟ। ବିନା ଡାକ୍ତରୀ ପ୍ରେସକ୍ରିପସନରେ ମେଡ଼ିସିନ ଷ୍ଟୋରରେ ଏହା ବିକ୍ରି ହେଉଛି। ଯାହାକୁ ନେଇ ମେଡ଼ିସିନ ଷ୍ଟୋରରେ ଚଢ଼ାଉ ହୋଇଛି।
ଆଜିକା ସମୟରେ ଗର୍ଭପାତ…
ରାଜା ରଘୁବଂଶୀଙ୍କ ହତ୍ୟା ଘଟଣାର ହେଲା ପର୍ଦ୍ଦାଫାଶ, ସୋନମ ରାଜା ରଘୁବଂଶୀଙ୍କୁ ନୁହେଁ, ରାଜକୁ କରୁଥିଲେ ପ୍ରେମ
ମେଘାଳୟ: ଇନ୍ଦୋରର ନବବିବାହିତ ଦମ୍ପତି ରାଜା ରଘୁବଂଶୀ ଏବଂ ସୋନମ ରଘୁବଂଶୀଙ୍କ ମାମଲା ବିଷୟରେ ତ ଏବେ ଚାରିଆଡେ ଚର୍ଚ୍ଚା, ଯାହା ପୁରା ଦେଶକୁ ଥରାଇଦେଇଛି। ଏବେ ଏହି ମାମଲାରେ ଏକ ଚାଞ୍ଚଲ୍ୟକର ଖୁଲାସା ହୋଇଛି, ଯାହା…
ବାହାଘରରେ ଆସିଥିବା ନାବାଳିକା ଆଦିବାସୀ ଝିଅକୁ ବଳାତ୍କାର, ୧୦ ଜଣ ନୃଶଂସ ବ୍ୟକ୍ତି କଲେ ଗଣଦୁଷ୍କର୍ମ
ଝାଡ଼ଖଣ୍ଡ: ବିବାହ ଉତ୍ସବରେ ଯୋଗ ଦେବାକୁ ଆସିଥିବା ଜଣେ ଆଦିବାସୀ ନାବାଳିକାଙ୍କୁ ଗଣବଳାତ୍କାର। ଏଭଳି ଏକ ବର୍ବରତାର ଘଟଣା ଦେଖିବାକୁ ମିଳିଛି ଝାଡ଼ଖଣ୍ଡର ଗୋଡ୍ଡା ଜିଲ୍ଲା ଅନ୍ତର୍ଗତ ସୁନ୍ଦରପାହାରି ଥାନା ଅଞ୍ଚଳରେ।…
ସୀମାରେ IED ବିସ୍ଫୋରଣ, ସୁକୁମା ASP ସହିଦ୍
ମାଲକାନଗିରି: ସୀମାରେ ବିସ୍ଫୋରଣ। ଆଡିଶନାଲ ଏସପି ସହିଦ୍। ଅନେକ ପୋଲିସ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି। ମାଲକାନଗିରି ସୀମାରେ IED ବିସ୍ଫୋରଣ। ବିସ୍ଫୋରଣରେ ଆଡିଶନାଲ ଏସପି ଦେଶ ପାଇଁ ଦେଲେ ଜୀବନ।
ବିସ୍ଫୋରଣରେ…
ଭାଇ ସାଜିଲା ରାକ୍ଷସ, ଭଉଣୀକୁ ଲୁହା ରଡ଼ରେ ପିଟି ପିଟି ମାରିଦେଲା
ବଣାଇ: ଯେଉଁ ଭାଇ ହାତରେ ଦିନେ ଭଉଣୀ ରାକ୍ଷୀ ବାନ୍ଧି ସୁରକ୍ଷା ଆଶା କରିଥିଲା। ସୁରକ୍ଷା ଦେବା ବଦଳରେ ସେହି ହାତ ଭଉଣୀର ହତ୍ୟାକାରୀ ସାଜିଲା। ନିଜ ଭାଇ ଲୁହା ରଡରେ ପିଟିପିଟି ତା ଭଉଣୀକୁ ଅତି ବିଭତ୍ସ ଭାବରେ ହତ୍ୟା…
୧୧ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ, ଭୀଷଣ ଗ୍ରୀଷ୍ମପ୍ରବାହ ସହ କାଳବୈଶାଖୀ ଚେତାବନୀ
ଭୁବନେଶ୍ୱର: ଆଜି ଭୀଷଣ ଖରା। ସକାଳ ନ ହେଉଣୁ କଲବଲ କଲାଣି ଖରା ସାଙ୍ଗକୁ ଗୁଳୁଗୁଳି। ସେପଟେ ଆଜି ହିଟଓ୍ୱେଭ୍ ନେଇ ୧୧ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ।
କେବଳ ହିଟଓ୍ୱେଭ୍…
ଚଳିତ ବର୍ଷ ଧୋଇଯିବ ରଜ, ଜୁନ୍ ୧୨ ପରଠୁ ଆରମ୍ଭ ହେବ ବର୍ଷା!
ଭୁବନେଶ୍ୱର: ପାଖେଇ ଆସୁଛି ରଜ। ଏଥିପାଇଁ ଏବେଠୁ ସଜବାଜ ଆରମ୍ଭ ହୋଇଗଲାଣି। ହେଲେ ଚଳିତ ବର୍ଷର ରଜକୁ ଫିକା କରିଦେବ ବର୍ଷା। କାରଣ ରଜରେ ଭିଜିବ ଓଡ଼ିଶା। ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ। ଆରମ୍ଭ ହେବ ବର୍ଷା।
ପୂର୍ବ…
ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ: ଏହିସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଆଲର୍ଟ ଜାରି!
ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ। ଏ-ହା ପରବର୍ତ୍ତୀ ସମୟରେ ଘନୀଭୂତ ହୋଇ ଲଘୁଚାପରେ ପରିଣତ ହେବ। ପ୍ରଭାବରେ ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ବର୍ଷା ନେଇ ସତର୍କତା ଜାରି ହୋଇଛି। ତେବେ,ଆସନ୍ତୁ ଜାଣିବା ଆଜି…
ରାହୁଲ ଗାନ୍ଧୀଙ୍କ ପ୍ରସଙ୍ଗକୁ ସାମ୍ବାଦିକ ସମ୍ମିଳନୀ କରି ବୁଝାଇଲେ ଭକ୍ତ ଦାସ, କହିଲେ ନିର୍ବାଚନ ଆୟୋଗ ନିର୍ବାଚନକୁ ହଡ଼ପ କରୁଛନ୍ତି
ଭୁବନେଶ୍ବର : ନିକଟରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ନିର୍ବାଚନ ଆୟୋଗକୁ ଟାର୍ଗେଟ କରିଥିଲେ । ନିର୍ବାଚନ ଆୟୋଗ ନିଜକୁ ମୁହଁ ଓ ସାମ୍ବିଧାନିକ ଦାୟିତ୍ବକୁ ନିଷ୍ଠାର ସହ ମୁକ୍ତ ଓ ଅବାଧ ନିର୍ବାଚନ କରିବା ପରିବର୍ତ୍ତେ…
ରାଜ୍ୟରେ ଆଉ ନୂଆ ୪ କରୋନା ଆକ୍ରାନ୍ତ ଟିହ୍ନଟ, ୪୯ରେ ପହଞ୍ଚିଲା ସଂଖ୍ୟା
ଭୁବନେଶ୍ବର: ଦେଶ ସହିତ ରାଜ୍ୟରେ ବଢ଼ି ଚାଲିଛି କରୋନା ମାମଲା । ବର୍ତ୍ତମାନ ଆଜି ରାଜ୍ୟରେ ଆଉ 4 ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ।
ଏନେଇ ସୂଚନା ଦେଲେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର ।…