
Browsing Category
ରାଜ୍ୟ
‘ମୁନ୍ନାଭାଇ ଏମବିବିଏସ୍’ ଫିଲ୍ମ ଦେଖିବାକୁ ଡାକ୍ତରଙ୍କୁ ପରାମର୍ଶ; SCBରେ ସମୀକ୍ଷା ପରେ କହିଲେ ସ୍ୱାସ୍ଥ୍ୟମନ୍ତ୍ରୀ
କଟକ: (ଓଡ଼ିଶା ଭାସ୍କର) ମୁନ୍ନାଭାଇ ଏମବିବିଏସ୍ ଦେଖିବାକୁ ଡାକ୍ତରଙ୍କୁ ପରାମର୍ଶ ଦିଆଯାଇଛି । କଟକ ଏସସିବିରେ ସମୀକ୍ଷା ପରେ ଏପରି ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ । ରୋଗୀଙ୍କୁ ଭଲ ବ୍ୟବହାର କରିବାକୁ…
ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ: ଏହିସବୁ ଜିଲ୍ଲାରେ ହେବ ପ୍ରବଳ ବର୍ଷା
ଭୁବନେଶ୍ବର: ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ। ଫଳରେ ଆଗାମୀ ୫ ଦିନ ଯାଏଁ ରାଜ୍ୟରେ ଲାଗି ରହିବ ବର୍ଷା। ୨୯ ତାରିଖ ଯାଏଁ ବର୍ଷା ନେଇ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ୨୬ ଅର୍ଥାତ୍…
Big Breaking; ହଟିବ ରେଡ୍ ଲାଇଟ୍, ଲାଗିବ ବିକଳ୍ପ ବ୍ୟବସ୍ଥା: ଟ୍ରାଫିକ ଝାମେଲାରୁ ମିଳିବ ମୁକ୍ତି
ଭୁବନେଶ୍ୱର: ରାଜଧାନୀର ରାଜରାସ୍ତାରେ ଟ୍ରାଫିକ ସମସ୍ୟାରୁ ମୁକ୍ତି ପାଇବେ ଜନତା । ଏଣିକି ଟ୍ରାଫିକ ପୋଷ୍ଟରୁ ହଟିବ ରେଡ୍ ଲାଇଟ୍ । ଏହା ପରିବର୍ତ୍ତେ ବିକଳ୍ପ ବ୍ୟବସ୍ଥା କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ଏ ନେଇ…
ବୁଲିଲା ବୁଲଡୋଜର, ଭାଙ୍ଗିଲା ବବି ଦାସଙ୍କ ସରକାରୀ ଘର
ଭୁବନେଶ୍ୱର: ବିଜେଡି ନେତା ପ୍ରଣବ ପ୍ରକାଶ ଦାସଙ୍କ ଘର ଭଙ୍ଗାଯିବା ଖବର ସାମ୍ନାକୁ ଆସିଛି । ବବିଙ୍କ ସରକାରୀ ଘର ବର୍ତ୍ତମାନ ଭଙ୍ଗା ଚାଲିଛି । ବବିଙ୍କ ଘରେ ଅଣ୍ଡର ଗ୍ରାଉଣ୍ଡରେ କିଛି ନିର୍ମାଣ ହୋଇଥିଲା, ସେଗୁଡିକୁ…
୨୬ରେ ଘୂର୍ଣ୍ଣିବଳୟ, ୨୭ରୁ ବର୍ଷିବ: ଏହିସବୁ ଜିଲ୍ଲାପାଇଁ ୟେଲୋ ୱାର୍ଣ୍ଣିଂ ଜାରି
ଭୁବନେଶ୍ୱର,: ଜୁନ୍ ମାସ ଶେଷ ହେବାକୁ ବସିଲାଣି, ହେଲେ ବର୍ଷାର ଦେଖା ନାହିଁ । ଜୁନ୍ ୧ରୁ ଆଜିସୁଦ୍ଧା ରାଜ୍ୟରେ ସ୍ୱାଭାବିକ ଭାବେ ୮୩.୬ ମିଲିମିଟର ବର୍ଷା ହେବା କଥା । ମାତ୍ର ସେହି ଅନୁଯାୟୀ ବର୍ଷା ହୋଇନାହିଁ । ଫଳରେ…
ଖୋର୍ଦ୍ଧା ରୋଡ୍ ଷ୍ଟୋସନରେ ନିର୍ମାଣ ହେବ ଫ୍ଲାଏଓଭର, ଖର୍ଚ୍ଚ ହେବ ୧୯୨ କୋଟି ଟଙ୍କା
ଭୁବନେଶ୍ୱର: ଖୋର୍ଦ୍ଧା ରୋଡ୍ ଷ୍ଟେସନରେ ଟ୍ରେନ ଚଳାଚଳ ଓ ଯାତାୟତକୁ ଦୃଷ୍ଟିରେ ରଖି ରେଳ ଫ୍ଲାଏଓଭର ନିର୍ମାଣ ପାଇଁ ରେଳ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛନ୍ତି । ଭାରତୀୟ ରେଳବାଇର ଏନର୍ଜି କରିଡର ଯୋଜନା ଅଧୀନରେ ଏହି…
Video; ଭଲ ଖବର ଆଉ କ’ଣ କି?, ଗୁହାରି ଶୁଣିଲାନି ପ୍ରଶାସନ, ନିଜ ଗାଁ’କୁ ରାସ୍ତା ନିର୍ମାଣ କଲେ ଗ୍ରାମବାସୀ
କୋରାପୁଟ: (ଓଡ଼ିଶା ଭାସ୍କର) ଶେଷରେ ନିଜ ଗ୍ରାମ ପାଇଁ ତିନି କିମି ଦୂର ଶ୍ରମ ଦାନ କରି ରାସ୍ତା ନିର୍ମାଣ କରିବାକୁ ଅଣ୍ଟା ଭିଡ଼ି ଛନ୍ତି ଗ୍ରାମବାସୀ। ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ଦଶମନ୍ତପୁର…
ବାଲେଶ୍ୱରରେ କୋହଳ ହେଲା କର୍ଫ୍ୟୁ, ବ୍ୟବସାୟିକ ପ୍ରତିଷ୍ଠାନ ଖୋଲିବାକୁ ଅନୁମତି
ବାଲେଶ୍ୱର: ବାଲେଶ୍ୱର ପୌରାଞ୍ଚଳରେ କର୍ଫ୍ୟୁ କୋହଳ ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । କାଲି ସହଦେବଖୁଣ୍ଟା ଥାନା ଅଞ୍ଚଳରେ ଭୋର ୫ଟାରୁ ରାତି ୯ଟା କଟକଣା ମନା । ସେହିପରି ଟାଉନ୍ ଥାନା ଅଞ୍ଚଳରେ ସକାଳ ୫ଟାରୁ…
ଛତିଶା ନିଯୋଗ ବୈଠକରେ ଶ୍ରୀଗୁଣ୍ଡିଚା ଯାତ୍ରା ପାଇଁ ହେଲା ନୀତି ନିର୍ଘଣ୍ଟ; ଦିନ ୧ଟା ୧୦ରେ ହେବ ପହଣ୍ଡି
ପୁରୀ: (ଓଡ଼ିଶା ଭାସ୍କର) ଶ୍ରୀମନ୍ଦିର ଛତିଶା ନିଯୋଗ ଗୁରୁତ୍ୱପୂର୍ଣ୍ଣ ବୈଠକ । ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଏସ୍ପି, ନିଯୋଗ ସଦସ୍ୟ ସାମିଲ । ଶ୍ରୀଗୁଣ୍ଡିଚା ଓ ବାହୁଡ଼ା ଯାତ୍ରା ପାଇଁ ନୀତି ନିର୍ଘଣ୍ଟକୁ ଅନୁମୋଦନ…
Video; ବାପା-ମାଆଙ୍କୁ ମାରି ପୋତିଦେବା ଘଟଣା, ୬ଦିନ ପରେ ଘରେ ପହଞ୍ଚିଲା ମା’…
ବାଲେଶ୍ୱର: (ଓଡ଼ିଶା ଭାସ୍କର) ୬ଦିନ ପରେ ନିଖୋଜ ଚମ୍ପା ବେହେରା ଉଦ୍ଧାର । ସିମୁଳିଆ ଥାନା ଅନ୍ତର୍ଗତ ଗରସଙ୍ଗ ଗ୍ରାମରେ ସ୍ୱାମୀର ମୃତ ଦେହ ଉଦ୍ଧାର ପରେ ଆଜି ସ୍ତ୍ରୀ ଚମ୍ପାବତି ଘରେ ପହଞ୍ଚିଲେ । ଗତ ୬ ଦିନ ତଳେ…