fbpx
Browsing Category

ରାଜ୍ୟ

Video: ମୋ ସ୍କୁଲ୍ ଅଭିଯାନ ନାଁରେ ଟଙ୍କା ଆଦାୟ କରି ପ୍ରଧାନ ଶିକ୍ଷୟତ୍ରୀ ନିଲମ୍ବିତ

କୋରାପୁଟ: ମୋ ସ୍କୁଲ୍ ଅଭିଯାନ ନାଁରେ ଛାତ୍ରଛାତ୍ରୀଙ୍କ ଠାରୁ ପ୍ରଧାନ ଶିକ୍ଷୟତ୍ରୀ ଜୋର୍ ଜବରଦସ୍ତ ୫୦୦ ଟଙ୍କା ଆଦାୟ କରୁଥିବା ଏକ ଭିଡିଓ ଭାଇରାଲ ହେବା ପରେ ନିଲମ୍ବିତ ହୋଇଛନ୍ତି ପ୍ରଧାନ ଶିକ୍ଷୟତ୍ରୀ। ଏପରି ଏକ ଘଟଣା…

Video: ଯାହାକୁ ରଖିବେ ଅନନ୍ତ କି କରିପାରେ ବଳବନ୍ତ, ଟ୍ରେନ୍‌ରୁ ଖସି ପଡୁଥିବା ଯୁବକଙ୍କୁ ବଞ୍ଚାଇଲେ ଆର୍‌ପିଏଫ୍

କଟକ: କଟକ ରେଳଷ୍ଟେସନରେ ଶନିବାର ଜଣେ ଯୁବକ ଅଳ୍ପକେ ମୃତ୍ୟୁ ମୁଖରୁ ବଞ୍ଚି ଯାଇଛନ୍ତି। ଚଳନ୍ତା ଟ୍ରେନ୍‌ରୁ ଖସି ପଡୁଥିବା ଯୁବକ ଜଣଙ୍କୁ ଉଦ୍ଧାର କରାଯାଇଛି। ସେ ହେଉଛନ୍ତି ଅରୁପ ପଣ୍ଡା। ସୂଚନା ଅନୁସାରେ, ପୁରୀରୁ…

Video: ବିନା ମେଘରେ କାହ୍ନୁଙ୍କୁ ଦେଖି ପୁଚ୍ଛ ମେଲାଇ ନାଚିଯାଉଛନ୍ତି ମୟୂର, ଆ କହିଲେ ଆସୁଛନ୍ତି ଜା କହିଲେ ଯାଉଛନ୍ତି

କଟକ: ସେ ଆ କହିଲେ ଆସୁଛନ୍ତି ଜା କହିଲେ ଯାଉଛନ୍ତି. ଆଉ ଖାଇବାକୁ ଦେଲେ ହାତରୁ ଖାଉଛନ୍ତି। ମୟୁର ମାନଙ୍କର ଅନ୍ନଦାତା ସାଜିଥିବା ଏହି ମଣିଷ ଜଣଙ୍କ ହେଉଛନ୍ତି ପଚିଶି ବର୍ଷୀୟ କାହ୍ନୁ ବେହେରା। ଯାହାଙ୍କ ଘର ବାଙ୍କୀ…

Video: ରାତିରେ ଆସିଲେ ଭୂଜାଲି ଦେଖେଇ ପେଟ୍ରୋଲ ପମ୍ପରୁ ସବୁ ଲୁଟିନେଲେ, ସିସିଟିଭିରେ କଏଦ ହେଲା ଫୁଟେଜ୍

ସମ୍ବଲପୁର: ଭୂଜାଲି ମୁନରେ ପେଟ୍ରୋଲ ପମ୍ପରୁ ଡକାୟତି। ବିଳମ୍ବିତ ରାତିରେ ସମ୍ବଲପୁର କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମି ଡୁଙ୍ଗୁରୀ ପେଟ୍ରୋଲ ପମ୍ପରୁ ଭୂଜାଲି ଦେଖେଇ ୪୫ ହଜାର ଟଙ୍କା ଲୁଟିନେଇ ଥିବା ଅଭିଯୋଗ…

ରାଜ୍ୟରେ ପରିବା ଦର ଲଗାମଛଡ଼ା, ୧୦୦ ଉପରେ ସବୁ ପରିବା ଦାମ୍

ଭୁବନେଶ୍ୱର/କଟକ (ଭାସ୍କର ନ୍ୟୁଜ୍‌): ଦିନକୁ ଦିନ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦର ବୃଦ୍ଧି ପାଇବାରେ ଲାଗିଛି । ଏହାଦ୍ୱାରା ନିମ୍ନ, ମଧ୍ୟବିତ୍ତ ଗରିବ ଶ୍ରେଣୀର ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।…

ମା’ସମଲେଶ୍ୱରୀଙ୍କ ମନ୍ଦିରରେ ପହଞ୍ଚିଲା ନୂଆ ଧାନ, ନୂଆଁଖାଇରେ ଲାଗି ହେବ ନବାନ୍ନ

ସମ୍ବଲପୁର, (ଭାସ୍କର ନ୍ୟୁଜ୍‌): ସମ୍ବଲପୁର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଇଙ୍କ ପୀଠରେ ପହଞ୍ଚିଲା ନୂଆ ଧାନ । ମା’ସମଲେଇଙ୍କଠାରେ ଲାଗି ହେବାକୁ ଥିବା ନୂଆଖାଇରେ ନବାନ୍ନ ପାଇଁ ଏହି ନୂଆଧାନ ବଲବସପୁର ଅଞ୍ଚଳର ସୁବାଷ…

ବୁଲେଟ୍‌ରେ ଓଡ଼ିଶା ପୋଲିସ ଲେଖିବା ଯୁବକଙ୍କୁ ପଡ଼ିଲା ମହଙ୍ଗା, ଏମ୍‌ଭିଆ ଆକ୍ଟରେ ବାନ୍ଧିିଲା ପୋଲିସ

ବ୍ରହ୍ମପୁର, (ଭାସ୍କର ନ୍ୟୁଜ୍‌): ଗାଡ଼ିର ନମ୍ବର ପ୍ଲେଟରେ ନୁମ୍ବରକୁ ବିକୃତି ବା ଡିଜାଇନ କରି ଲେଖୁଥିବା ଅନେକ ସମୟରେ ଦେଖିବାକୁ ମିଳେ । ଯାହାକି ସରକାରୀ ନିୟମ ସମ୍ପୂର୍ଣ୍ଣ ଖିଲାପ । ଏହାକୁ ନେଇ ସରକାର ଯେତେ ନିୟମ…

ଯାତ୍ରୀବାହି ଅଟୋକୁ ଧକ୍କା ଦେଲା ଟ୍ରକ ୫ମୃତ

କାମାକ୍ଷାନଗର:ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ ଘଟିଯାଇଛି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ।ଫଳରେ ଘଟଣାସ୍ଥଳରେ ୫ଜଣଙ୍କର ମୃତ୍ୟୁ ହୋଇଛି ।  ତେବେ ସମସ୍ତ ମୃତକ କାମାକ୍ଷାନଗର ଥାନା ବାଉଁଶପାଳ ପଂଚାୟତ ଅନ୍ତର୍ଗତ…

ମହୁଲଫୁଲ ବୋଝେଇ ପିକଅପ୍ ଜବତ, ୨ ଗିରଫ

ଖପ୍ରାଖୋଲ, (ଭାସ୍କର ନ୍ୟୁଜ୍‌): ଖପ୍ରାଖୋଲ ବ୍ଲକ ବାଘମୁଣ୍ଡ ପଞ୍ଚାୟତ ନାଗେନମାଲ ଗାଁରେ ବେଆଇନ ଭାବେ ମହୁଲ ଚାଲାଣ ବେଳେ ଅବକାରୀ ବିଭାଗ ଚଢ଼ଉ କରି ମହୁଲ ବୋଝଇ ବୋଲେରୋ ପିକଅପ ସହ ଦୁଇ ଅଭିଯୁକ୍ତକୁ ଶୁକ୍ରବାର ଗିରଫ…

ମତ୍ସ୍ୟ ଉତ୍ପାଦନରେ ଓଡିଶା ଦେଶର ଚତୁର୍ଥ ସ୍ଥାନରେ, ‘ମାଛ ଉତ୍ପାଦନ ଦଶଗୁଣା ବୃଦ୍ଧି ପାଇଛି’

ଭୁବନେଶ୍ବର (ଓଡ଼ିଶା ଭାସ୍କର): ରାଜ୍ୟରେ ଥିବା ପ୍ରଚୁର ଜଳସଂପଦରେ ମତ୍ସ୍ୟଚାଷର ବିପୁଳ ସମ୍ଭାବନାକୁ ଉପଯୋଗ କରି ମାଛ ଉତ୍ପାଦନ ବୃଦ୍ଧି କରାଯାଇପାରିଛି । ଦୁଇ ଦଶନ୍ଧିରେ ମାଛ ଉତ୍ପାଦନ ୨.୬୦ ଲକ୍ଷ ମେଟ୍ରିକ୍‌ ଟନ୍‌ରୁ…