fbpx
Browsing Category

ରାଜ୍ୟ

କେନ୍ଦୁଝର ହାତୀ ମୃତ୍ୟୁରେ ବଡ଼ ଆକ୍ସନ: ଫରେଷ୍ଟର ଓ ଗାର୍ଡ ନିଲମ୍ବିତ

କେନ୍ଦୁଝର(ଓଡ଼ିଶା ଭାସ୍କର): କେନ୍ଦୁଝରରେ ୨ ମାଈହାତୀ ମୃତ୍ୟୁ ଘଟଣାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ସଦର ରେଞ୍ଜ ଫରେଷ୍ଟର ଓ ଫରେଷ୍ଟ ଗାର୍ଡଙ୍କୁ ନିଲମ୍ବିତ କରାଯାଇଛି । ଫରେଷ୍ଟର ପ୍ରଦୀପ ବାରିକ ଓ ଗାର୍ଡ…

ଓଡିଶା ହାଇକୋର୍ଟରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ: ଦରମା ୧ ଲକ୍ଷ, ଏପରି କରନ୍ତୁ ଆବେଦନ

କଟକ: ଓଡ଼ିଶା ହାଇକୋର୍ଟରେ ଚାକିରି ଖୋଜୁଥିବା ଲୋକଙ୍କ ପାଇଁ ଆସିଛି ଖୁସିଖବର । ଓଡ଼ିଶା ହାଇକୋର୍ଟର ପରାମର୍ଶଦାତା (ଆଇନ) ଏବଂ କନ୍ସଲଟାଣ୍ଟ (ଇତିହାସ) ପଦରେ ନିଯୁକ୍ତି ପାଇଁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ଡେପୁଟେସନ୍…

ମୂର୍ତ୍ତି ଉଚ୍ଚତାକୁ ନେଇ ଲାଗିଲା କଟକଣା: ନ ମାନିଲେ ଗଣିବେ ମୋଟା ଅଙ୍କର ଜୋରିମାନା

ଭୁବନେଶ୍ୱର : ଆସୁଛନ୍ତି ବିଘ୍ନ ବିନାଶନ ଅଗ୍ରପୂଜ୍ୟ ପ୍ରଭୁ ଶ୍ରୀଗଣେଶ । ଗିରିଜାନନ୍ଦନଙ୍କ ପୂଜା ପାଇଁ ଚଳଚଞ୍ଚଳ ହୋଇ ଉଠିଛି ପଲ୍ଲୀରୁ ଦିଲ୍ଲୀ । ଏଥିପାଇଁ ମୂର୍ତ୍ତି କାରିଗର ମାନେ ମଧ୍ୟ ବ୍ୟସ୍ତ ଅଛନ୍ତି ।ଏହାରି…

ରାଜ୍ୟରେ ୧୦ ପ୍ରକଳ୍ପକୁ ସିଙ୍ଗଲ ୱିଣ୍ଡୋ ଅନୁମୋଦନ, ୩,୫୪୫ ନୂଆ ନିଯୁକ୍ତି ସୃଷ୍ଟି ହେବ

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): ସୋମବାର ଦିନ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଡିଜିଟାଲ ମୋଡ୍‌ରେ ସିଙ୍ଗିଲ୍‌ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ୨…

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାଇବେ କ୍ୟାପିଟାଲ୍‌ ଫାଉଣ୍ଡେସନ ଲାଇଫ୍‌ଟାଇମ୍‌ ଆଚିଭମେଣ୍ଟ ସମ୍ମାନ, ୪ରେ ସମ୍ମାନ ପ୍ରଦାନ ସମାରୋହ

ନୂଆଦିଲ୍ଲୀ, (ଭାସ୍କର ନ୍ୟୁଜ୍) : ଓଡ଼ିଶାର ବିକାଶ ପୁରୁଷ ଭାବେ ପରିଚିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଦାନ କରାଯିବ କ୍ୟାପିଟାଲ୍‌ ଫାଉଣ୍ଡେସନ ଲାଇଫ୍‌ ଟାଇମ୍‌ ଆଚିଭମେଣ୍ଟ ସମ୍ମାନ । ଆସନ୍ତା ସେପ୍ଟେମ୍ବର ୪…

ଦେବାଶିଷ ମହାନ୍ତିଙ୍କୁ ଜୀବନବ୍ୟାପୀ ସାଧନ କ୍ରୀଡା ପୁରସ୍କାର: ମୁଖ୍ୟମନ୍ତ୍ରୀ ଦେଲେ ବିଜୁ ପଟ୍ଟନାୟକ ଆୱାର୍ଡସ

ଭୁବନେଶ୍ୱର: ଜାତୀୟ କ୍ରୀଡା ଦିବସ ଉପଲକ୍ଷେ କ୍ରୀଡାବିତମାନଙ୍କୁ ସମ୍ମାନିତ କରିଛି ଓଡିଶା । କ୍ରୀଡା ଜଗତର କିଛି କିମ୍ବଦନ୍ତୀ ଖେଳାଳିମାନଙ୍କୁ ମୁଖ୍ୟମନ୍ତ୍ରୀ ସମ୍ମାନିତ କରିଛନ୍ତି । ଓଡିଶାର ବୀରପୁତ୍ର ସ୍ୱର୍ଗତ ବିଜୁ…

(Video) କୋର୍ଟ ପରିସର ପାଲଟିଲା ରଣକ୍ଷେତ୍ର, ଭିଡ଼ିଗଲେ ସ୍ୱାମୀ-ସ୍ତ୍ରୀ…

ବାଲେଶ୍ୱର: କୋର୍ଟ ପରିସରରେ ଭିଡ଼ିଗଲେ ସ୍ୱାମୀ-ସ୍ତ୍ରୀ । ସ୍ୱାମୀ-ସ୍ତ୍ରୀ ମଧ୍ୟରେ ହେଲା ଟଣାଓଟରା, ମାରପିଟ୍ । ଫ୍ୟାମିଲି କୋଟ୍ ପାଲଟିଗଲା ରଣକ୍ଷେତ୍ର । ମାରପିଟ୍ ଏତେ ବଢ଼ିଗଲା ଯେ ଏମାନଙ୍କ ଝଗଡ଼ାରୋ ହସ୍ତକ୍ଷେପ…

ଦେଶର ପ୍ରଥମ AC Resturant: ଆଦିମ ଜନଜାତିର ମହିଳା କରିବେ ପରିଚାଳନା

କଳାହାଣ୍ଡି: ଓଡିଶାରେ ସ୍ଥାପନ ହୋଇଛି ଭାରତର ପ୍ରଥମ ଏସି ରେଷ୍ଟୁରାଣ୍ଟ । ଆଦିମ ଜନଜାତିର ମହିଳା ମାନେ ନିଜକୁ ସ୍ୱାବଲମ୍ବୀ କରିବା ପାଇଁ ଏଭଳି ପଦକ୍ଷେପ ନେଇଛନ୍ତି । ତେବେ ଏହି ଏସି ରେଷ୍ଟୁରାଣ୍ଟଟି କେବଳ ଜନଜାତି…

SI ପରୀକ୍ଷାରେ ବାରମ୍ବାର ବିଭ୍ରାଟ: ଏଥର ସବୁ ଜିଲ୍ଲାରେ ହେବ ପରୀକ୍ଷା, ନିଜ ପସନ୍ଦ ସେଣ୍ଟର ବାଛିବେ ପ୍ରାର୍ଥୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ପୋଲିସ ସବଇନ୍ସପେକ୍ଟର ବା ଏସଆଇ ପରୀକ୍ଷାରେ ବାରମ୍ବାର ବିଭ୍ରାଟ । ଗତ ୨୦ରେ ହୋଇଥିବା କମ୍ପ୍ୟୁଟର ବେସଡ ଟେଷ୍ଟକୁ ନେଇ ବିଭ୍ରାଟ ହୋଇଥିବା ଅଭିଯୋଗ ହୋଇଥିଲା । କ୍ୱେଶ୍ଚିନ ଡାଉନଲୋଡ…

ରାଜ୍ୟରେ ଗଠନ ହେବ ଷ୍ଟ୍ରାଇକିଂ ଫାୟାର ଫୋର୍ସ, ୧୪୪  ପଦବୀରେ ମିଳିବ ନିଯୁକ୍ତି: ମିଳିଲା ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅଗ୍ନିଶମ ବାହିନୀରେ ଗଠନ ହେବ ଷ୍ଟ୍ରାଇକିଂ ଫାୟାର ଫୋର୍ସ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଷ୍ଟ୍ରାଇକିଂ ଫାୟାର ଫୋର୍ସ ଗଠନକୁ  ଅନୁମୋଦନ ଦେଇଛନ୍ତି ।  ଏହି ଷ୍ଟ୍ରାଇକିଂ ଫୋର୍ସ…