fbpx
Browsing Category

ରାଜ୍ୟ

BMC ପାଇଁ ଚିନ୍ତା ପାଲଟିଛି ଅଳିଆ ବିବାଦ: ମନ୍ତ୍ରୀ କହିଲେ ୨-୩ ଦିନ ମଧ୍ୟରେ ହେବ ସମାଧାନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀରେ ଏବେ ଅଳିଆକୁ ନେଇ ଉପୁଜିଛି ବିବାଦ । ସହରରୁ ବାହାରୁଥିବା ଦେନନ୍ଦିନ ଅଳିଆକୁ ନେଇ ହୋଇଛି ଏହି ବିବାଦ । ଆଉ ଏହି ବିବାଦ ଭିତରେ ଫିସିଛି ଭୁବନେଶ୍ୱର ମ୍ୟୁନିସିପାଲ…

(Video) ବିକୃତ ଗଣେଶ ମୂର୍ତ୍ତି ନିର୍ମାଣ ମାମଲା: ହସ୍ତକ୍ଷେପ କଲେନି ହାଇକୋର୍ଟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିକୃତ ଭାବରେ ଗଣେଶ ମୂର୍ତ୍ତି ତିଆରି କରିବା ମାମଲାରେ ହସ୍ତକ୍ଷେପ କରିବାକୁ ମନାକଲେ ହାଇକୋର୍ଟ । ଏହା ସହ ମାମଲାରେ ପୂର୍ଣ୍ଣଚ୍ଛେଦ ପକାଇଲେ କୋର୍ଟ । ତେବେ ହାଇକୋର୍ଟ ପୋଲିସ ପ୍ରଶାସନ…

ନୂଆଖାଇରେ ବ୍ୟାଙ୍କରେ ପଡିବ ତାଲା: ଅନ୍ୟ ବିତ୍ତୀୟ ସଂସ୍ଥାକୁ ମଧ୍ୟ ଛୁଟି ଘୋଷଣା କଲେ ସରକାର

ଭୁବନେଶ୍ୱର: ଆସନ୍ତା ସେପ୍ଟେମ୍ବର ୧ ତାରିଖରେ ଓଡିଶାର ଗଣପର୍ବ ନୂଆଖାଇ । ପଶ୍ଚିମ ଓଡିଶାର ଏହା ଗଣ ପର୍ବ ହୋଇଥିଲେ ବି ରାଜ୍ୟର ପ୍ରାୟ ସବୁ ଅଞ୍ଚଳରେ ଏହାକୁ ପାଳନ କରାଯାଏ । ତେଣୁ ଏହି ଦିନ ରାଜ୍ୟରେ ଏକ ଛୁଟି ଘୋଷଣା…

୩୧ତାରିଖରେ ମେକ୍ ଇନ୍ ଓଡ଼ିଶାର ତୃତୀୟ ସଂସ୍କରଣ,ଏଥର କେଉଁଠି ହେବ ଜାଣନ୍ତୁ …

ଭୁବନେଶ୍ବର: ୧୬ଟି ଦେଶର ପ୍ରତିନିଧିଙ୍କ ସହ କଥା ହେବେ ମୁଖ୍ୟମନ୍ତ୍ରୀ। ଆସନ୍ତା ୩୧ତାରିଖରେ ଦିଲ୍ଲୀରେ ଆୟୋଜନ ହେବାକୁ ଯାଉଛି ମେକ୍ ଇନ୍ ଓଡ଼ିଶାର ତୃତୀୟ ସଂସ୍କରଣ । ତେବେ ଗଣମାଧ୍ୟମ କୁ ଏହି ସୂଚନା ଦେଇଛନ୍ତି…

ରାଜଧାନୀରେ ଚାଞ୍ଚଲ୍ୟ : ବ୍ୟାଗରୁ ମିଳିଲା ୮ ମାସ ଶିଶୁର ମୃତ ଦେହ

ଭୁବନେଶ୍ୱର: ଭୁବନେଶ୍ୱରର ଖଣ୍ଡଗିରି ଅଞ୍ଚଳରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ଯାହାକି ସାରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ତେବେ ଏକ ବ୍ୟାଗ ଭିତରୁ ଜଣେ ୮ ମାସ ଶିଶୁକନ୍ୟାର ମୃତ ଦେହ ମିଳିଛି । ଯାହାକୁ…

ଭୁବନେଶ୍ବର: ବହୁରୂପୀ ଏଣ୍ଡୁଅ ଚୋରା ଚାଲାଣ ରାକେଟର ପର୍ଦ୍ଦାଫାସ, ଦୁଇ ଜଣଙ୍କୁ ଗିରଫ କଲା ବନ ବିଭାଗ

ଭୁବନେଶ୍ୱର: ବହୁରୂପି ଏଣ୍ଡୁଅର ମୂଲ୍ୟ ଦେଢ ଲକ୍ଷ ଟଙ୍କା। ଭୁୁବନେଶ୍ୱର ବାଣିବିହାର ସାମ୍ନାରେ ଦେଢ ଲକ୍ଷ ଟଙ୍କାରେ ଏଣ୍ଡୁଅ ବିକ୍ରି କରିବା ସମୟରେ ଦୁଇ ମାଫିଆଙ୍କୁ ମାଡ଼ି ବସିଛି ବନ ବିଭାଗ। ଦୁହେଁ ସମ୍ପର୍କରେ ଅଜା…

ନବଜାତ ଶିଶୁ କନ୍ୟାର ମୃତଦେହ ନଦୀରେ ଫିଙ୍ଗିଦେଲ ବାପା ମା

ଅନୁଗୁଳ: ନବଜାତ ଶିଶୁ କନ୍ୟାର ମୃତଦେହ ନଦୀରେ ଫିଙ୍ଗିଦେଲ ବାପା ମା। ଏଭଳି ଅଭାବନୀୟ ଘଟଣା ଘଟିଛି ଅନୁଗୋଳ ଜିଲ୍ଲା ଛେଣ୍ତିପଦା ଥାନା ରାଇପାଳ ଗ୍ରାମ ନିକଟଦେଇ ବହି ଯାଇଥିବା ଆଉଁଳି ନଦୀରୁ ଏକ ନବଜାତ ଶିଶୁ କନ୍ୟାର…

ମହିଳା SIଙ୍କ ମୃତ୍ୟୁ ମାମଲା: ଜି.ଉଦୟଗିରି ଥାନା ଆଇଆଇସିଙ୍କୁ ବଦଳି

ଗଜପତି(ଓଡ଼ିଶା ଭାସ୍କର): ଜି.ଉଦୟଗିରି ଥାନା ମହିଳା ଏସଆଇଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ପରେ ଆରମ୍ଭ ହୋଇଛି ଉତ୍ତେଜନା । ମୃତ ମହିଳା ଏସଆଇଙ୍କ ଘର ଖୋର୍ଦ୍ଧା ଜିଲ୍ଲା ନିରାକାରପୁରର ନିକିରାଇରେ ହୋଇଥିବା ଜଣାପଡିଛି ।…

ଚାଲିଛି OTET ପରୀକ୍ଷା: ବାହାରେ ଘୂରି ବୁଲୁଛି ପ୍ରଶ୍ନର ଉତ୍ତର ସିଟ୍!

ମାଲକାନଗିରି(ଓଡ଼ିଶା ଭାସ୍କର): ମାଲକାନଗିରିରେ ଓଟିଇଟି ପ୍ରଶ୍ନର ଉତ୍ତରସିଟ୍ ଭାଇରାଲ ହୋଇଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ସଂକ୍ଷିପ୍ତ ପ୍ରଶ୍ନ ସୂଚକ ୩ ସେଟର ଉତ୍ତର ସିଟ୍ ଭାଇରାଲ ହୋଇଥିବା ଜଣାପଡ଼ିଛି । କିନ୍ତୁ…

ଜାତୀୟ ରାଜପଥ କଡରେ ବାଲି ଡିପୋ, ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତୀଲେ ଯୁବକ

ବୌଦ୍ଧ(ପୁରୁଣାକଟକ): ଜିଲ୍ଲା ୫୭ ନମ୍ବର ଜାତୀୟ ରାଜପଥ ସଦା ସର୍ବଦା ଦୁର୍ଘଟଣା ପାଇଁ ଚର୍ଚା ରେ ରହିଥାଏ। ସହ ସହ ଗାଡି ମୋଟର ଏହି ବାଟ ଦେଇ ଯାଇଥାଏ ଏବଂ ଅନେକାଂଶ ରେ ବିଭିନ୍ନ ଦୁର୍ଘଟଣା ମଧ୍ଯ ଘଟେ ଯେଉଁଥିପାଇଁ ଲୋକ…