Browsing Category
ରାଜ୍ୟ
ରାଜ୍ୟ ସରକାରଙ୍କ ଘୋଷଣା: ନିର୍ବାଚନ କାର୍ଯ୍ୟରେ ନିୟୋଜିତ କର୍ମଚାରୀ ପାଇବେ ମାଗଣା ସ୍ୱାସ୍ଥ୍ୟସେବା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ୧୯ ତାରିଖରୁ ଦେଶରେ ୭ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ଆରମ୍ଭ ହେବାକୁ ଯାଉଥିବା ବେଳେ ମେ ୧୩ରୁ ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ମତଦାନ ଆରମ୍ଭ ହେବ । ତେବେ ରାଜ୍ୟରେ ଏବେ ପ୍ରବଳ…
୩ ଜଣ IAS ଅଧିକାରୀଙ୍କୁ ଅତିରିକ୍ତ ଦାୟିତ୍ୱ: ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ୩ ଜଣ ସର୍ବଭାରତୀୟ ପ୍ରଶାସନିକ ସେବା (ଆଇଏଏସ) ଅଧିକାରୀଙ୍କୁ ରାଜ୍ୟ ସରକାର ଅତିରିକ୍ତ ଦାୟିତ୍ୱ ଦେଇଛନ୍ତି । ପାନୀୟ ଜଳ ଓ ପରିମଳ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଡାଇରେକ୍ଟର ତଥା…
ଗାଧୋଇଲା ବେଳେ ଅଘଟଣ, ବିରୁପା ନଦୀରେ ବୁଡ଼ିଗଲେ ୨ ଜଣ
ଟାଙ୍ଗୀ: ନଦୀରେ ଗାଧୋଇବା ହେଲା କାଳ । ଅକାଳରେ ଚାଲିଗଲା ୨ ଜଣଙ୍କ ଜୀବନ । ବିରୁପା ନଦୀରେ ଗାଧୋଇଲା ବେଳେ ଅସାବଧାନତା ଯୋଗୁଁ ୨ ଯୁବକ ଭାସିଯାଇଥିବା ଘଟଣା ସାମ୍ନାକୁ ଆସିଛି । ସଠାରେ ଥିବା ସ୍ଥାନୀୟ ଲୋକେ ଉଭୟଙ୍କୁ…
ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ନେଇ ସତର୍କ କଲା ପାଣିପାଗ ବିଭାଗ, ୪୫ ଡିଗ୍ରୀ ଛୁଇଁବ ପାରଦ : ୧୬ ଓ ୧୭ରେ ୧୩ ଜିଲ୍ଲା ପାଇଁ ୱାର୍ଣ୍ଣିଂ
ଭୁବନେଶ୍ୱର: ରାଜ୍ୟକୁ ଫେରିବ ପ୍ରବଳ ଗ୍ରୀଷ୍ମପ୍ରବାହ । ବଦଳିବ ପାଗ । ବଢିବ ତାତି, ଉପରମୁହାଁ ହେବ ପାରଦ । ଆସନ୍ତା ୪ ଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ୬ରୁ ୮ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବ…
ଆଜି ଆସିପାରେ ବିଜେପି ୨ୟ ପର୍ଯ୍ୟାୟ ତାଲିକା, ୨୫ ଜଣିଆ ବିଧାନସଭା ପ୍ରାର୍ଥୀଙ୍କ ନାଁ ହୋଇପାରେ ଘୋଷଣା
ଭୁବନେଶ୍ୱର: ଆଜି ବିଜେପିର ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା ହୋଇପାରେ । ଆସନ୍ତା ୨୦ ତାରିଖ ସୁଦ୍ଧା ସମସ୍ତ ୧୪୭ଟି ଆସନରେ ଘୋଷଣା ହୋଇପାରେ ପ୍ରାର୍ଥୀଙ୍କ ନାଁ । ତେବେ ୨୫ ଜଣିିଆ ବିଧାନସଭା…
Big Breaking; ପୋଲ୍ କର୍ମଚାରୀଙ୍କୁ ମିଳିବ କ୍ୟାସଲେସ୍ ଚିକିତ୍ସା: ଘରୋଇ ମେଡିକାଲକୁ ନିର୍ଦ୍ଦେଶ
ଭୁବନେଶ୍ୱର: ଆଗକୁ ଆସୁଛି ସାଧାରଣ ନିର୍ବାଚନ । ଏଥିପାଇଁ ପ୍ରସ୍ତୁତି ଜୋରଦାର କରୁଛନ୍ତି ବିଭିନ୍ନ ରାଜନୈତିକ ଦଳ । ତେବେ ଆସନ୍ତା ନିର୍ବାଚନରେ ମତଦାନ ପାଇଁ ନିୟୋଜିତ କର୍ମଚାରୀମାନଙ୍କ ସମସ୍ତ ସୁବିଧା ପାଇଁ ବ୍ୟବସ୍ଥା…
ବାବୁସାନ-ଅମ୍ଳାନଙ୍କୁ ମିଳିପାରେ ବଡ଼ ‘ଦାୟିତ୍ୱ’: ନବୀନ ନିବାସରେ ସିନେ ଷ୍ଟାରଙ୍କ ଲମ୍ବା ଲାଇନ୍
ଭୁବନେଶ୍ୱର: ରାଜ୍ୟ ରାଜନୀତିରେ ଏବେ ଦେଖାଦେଇଛି ଆଉ ଏକ ଟ୍ୱିଷ୍ଟ । ଚିହ୍ନା ଚେହେରାଙ୍କୁ ହରାଇ ଏବେ ଓଡ଼ିଶା ପଲିଟିକ୍ସରେ ବଳ ଗୋଟାଉଛି ବିଜୁ ଜନତା ଦଳ । ଗାଦି ହାତେଇବା ପାଇଁ ନବୀନ ନିବାସରେ ଚାଲିଛି ଚକ୍ରବ୍ୟୁହର…
ଏପ୍ରିଲ ୧୭ରୁ ୨୦ ମଧ୍ୟରେ ହେବ ସାଂଘାତିକ ଖରା, ହିଟ୍ ୱେଭ ପାଇଁ ଜାରି ହେଲା ୱାର୍ଣ୍ଣିଂ
ଭୁବନେଶ୍ୱର: ବର୍ତ୍ତମାନ ରାଜ୍ୟବାସୀ ଖରାରୁ ସାମାନ୍ୟ ଆଶ୍ୱସ୍ତି ପାଇଥିବା ବେଳେ ଏପ୍ରିଲ ୧୭ରୁ ୨୦ ମଧ୍ୟରେ ପ୍ରବଳ ଖରା ସାଙ୍ଗକୁ ଗୁଳିଗୁଳି ହେବାର ସମ୍ଭାବନା ଦର୍ଶାଯାଇଛି । ଏଥିପାଇଁ ୬ ଜିଲ୍ଲାରେ ହିଟ୍ ୱେଭ ରହିବ…
ଶ୍ରୀମନ୍ଦିରକୁ ପ୍ରବେଶ କରି ପାରିବେନି ଅଣହିନ୍ଦୁ: ରୋକିବା ପାଇଁ ପଦକ୍ଷେପ ନେଉଛନ୍ତି ସେବାୟତ
ପୁରୀ: ପୁରୀ ଶ୍ରୀମନ୍ଦିର ପାଇଁ ଲାଗୁ ହେବାକୁ ଯାଉଛି ନୂଆ ନିୟମ । ଏଣିକି ମନ୍ଦିର ଭିତରକୁ ପ୍ରବେଶ କରିପାରିବେନି ଅଣହିନ୍ଦୁ ଶ୍ରଦ୍ଧାଳୁ । ମନ୍ଦିର ଭିତରକୁ ଅଣହିନ୍ଦୁ ଶ୍ରଦ୍ଧାଳୁଙ୍କୁ ବାରଣ କରାଯାଇଛି । ଆସନ୍ତା ୧୪…
(Video) ସାଢ଼େ ୭ ବର୍ଷ ଧରି ସବୁ ସମ୍ପର୍କ ରଖିଲା, ହେଲେ ଏବେ ତୋର ଇଜ୍ଜତ ନାହିଁ କହି ବାହା ହେବାକୁ ମନା କରୁଛି: ରାଣୀ ପଣ୍ଡା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା ସବୁବେଳେ ଚର୍ଚ୍ଚାରେ ରହିଥାଆନ୍ତି । ନିଜର ରୋକଠୋକ୍ ବୟାନ ପାଇଁ ହେଉ ବା ଅନ୍ୟମାନଙ୍କ ବିପଦ ସମୟରେ ସାହାଯ୍ୟ କରି ହେଉ ରାଣୀ ସର୍ବଦା ସିଧା କଥା କହିବାକୁ…