
Browsing Category
ରାଜ୍ୟ
ରାଜଧାନୀରେ ସିରିଜ୍ ଦୁର୍ଘଟଣା: ୪ଟି କାର୍ ଓ ଗୋଟିଏ ବାଇକକୁ ଧକ୍କା ଦେଲା ଟ୍ରକ୍
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀରେ ଘଟିଯାଇଛି ଏକ ବଡ଼ ଘଟଣା । ଜାତୀୟ ରାଜପଥରେ ଦେଖିବାକୁ ମିଳିଛି ସିରିଜ୍ ଦୁର୍ଘଟଣା । ୪ଟି କାର ଓ ଗୋଟିଏ ବାଇକକୁ ଧକ୍କା ଦେଇଥିଲା ଗୋଟିଏ ଟ୍ରକ୍ । ଫଳରେ ଘଟଣାସ୍ଥଳରେ କାର୍…
ରାଜ୍ଯରୁ ହଟିଲା ‘ଫାଇଭ-ଟି’ ବ୍ୟବସ୍ଥା; ସରକାରୀ କାର୍ଯ୍ୟାଳଯ ପରିସରରୁ ବୋର୍ଡ଼ ହଟାଇବାକୁ ନିର୍ଦ୍ଦେଶ
ଭୁବନେଶ୍ଵର: (ଓଡ଼ିଆସା ଭାସ୍କର) ରାଜ୍ଯରୁ ହଟିଲା ଫାଇଭ-ଟି ବ୍ୟବସ୍ଥା । ସରକାରୀ କାର୍ଯ୍ୟାଳଯ ପରିସରରୁ 'ଫାଇଭ-ଟି' ବୋର୍ଡ଼ ହଟାଇବାକୁ ନିର୍ଦ୍ଦେଶ ହୋଇଛି
। ଏପରିକି 'ମୋ-ସରକାର' ବୋର୍ଡ ହଟାଇବାକୁ ମଧ୍ଯ ନିର୍ଦ୍ଦେଶ…
ରଜରେ ଋଷିବ ମୌସୁମୀ!; ଲୋକଙ୍କୁ କଲବଲ କରିବ ଗୁଳୁଗୁଳି
ଭୁବନେଶ୍ଵର: (ଓଡ଼ିଶା ଭାସ୍କର) ଆଗାମୀ ପାଞ୍ଚଦିନ ଅସହ୍ଯ ଗୁଳୁଗୁଳି ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତିଙ୍କ ସୂଚନା । ବର୍ତ୍ତମାନ ମାଲକାନଗିରି, କୋରାପୁଟରେ ପ୍ରବେଶ କରିଛି ମୌସୁମୀ ବାୟୁ…
(Video) ହାରିକି ବି ଜିତି ଯାଇଛନ୍ତି ନବୀନ ପଟ୍ଟନାୟକ; ଏହି ସବୁ କାରଣ ନବୀନଙ୍କୁ ପରାଜୟ ପରେ ବିଜୟ କରାଇଛି…
ଭୁବନେଶ୍ଵର: (ଓଡ଼ିଶା ଭାସ୍କର) ୨୦୨୪ ପୂର୍ବରୁ ଗଣତନ୍ତ୍ରର ପ୍ରକ୍ରିୟା କଣ କେହି ବୁଝି ନଥିଲେ। ପରାଜୟ ପରେ ଶତ୍ରୁ କରି ନେଉଥିଲେ। କିନ୍ତୁ ୨୦୨୪ରେ ନବୀନ ଶିଖାଇଲେ ପରାଜୟ ପରେ କେମିିତି ହୃଦୟ ଜିତା ଯାଏ । କେମିତି…
ରାଜ୍ୟ ଅତିଥି ଭବନ ନୂଆ ମୁଖ୍ୟମନ୍ତ୍ରୀଙ୍କ ଅସ୍ଥାୟୀ କାର୍ଯ୍ୟାଳୟ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ମୋହନ ଚରଣ ମାଝୀଙ୍କ ଅସ୍ଥାୟୀ କାର୍ଯ୍ୟାଳୟ ହୋଇଛି ରାଜ୍ୟ ଅତିଥି ଭବନ । ଅତିଥି ଭବନର ପ୍ରଥମ ମହଲାକୁ ସେଥିପାଇଁ ପ୍ରସ୍ତୁତ…
ଦେଶର ଏହିସବୁ ରାଜ୍ୟରେ ହେବ ପ୍ରବଳ ବର୍ଷା, ପୂର୍ବାନୁମାନ କଲା ପାଣିପାଗ ବିଭାଗ
ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀ ସମେତ ଦେଶର ଅନେକ ରାଜ୍ୟର ଲୋକମାନେ ପ୍ରବଳ ଗରମ ଗୁଳୁଗୁଳିରେ ଛଟପଟ ହେଉଛନ୍ତି। ଜୁନ୍ ୧୬ ପର୍ଯ୍ୟନ୍ତ ଉତ୍ତରପ୍ରଦେଶ, ହରିୟାଣା, ପଞ୍ଜାବ, ଦିଲ୍ଲୀ ଏବଂ ଝାଡ଼ଖଣ୍ଡର କେତେକ ଅଞ୍ଚଳରେ…
ଓଡ଼ିଶାରେ ଜାଲ ସାର୍ଟିଫିକେଟ ଦୁର୍ନିୀତି, ସବୁଠି ସିବିଆଇ ରେଡ୍
ଭୁବନେଶ୍ୱର: ସାରା ରାଜ୍ୟରେ ଚାଲିଛି ବଡ ଧରଣର ସିବିଆଇ ରେଡ । ଗ୍ରାମୀଣ ଡାକ ସେବକ ପରୀକ୍ଷାରେ ସାର୍ଟିଫିକେଟ ଜାଲିଆତି ନେଇ ସିବିଆଇ ରେଡ କରିଛି । ରାଜ୍ୟର ବିଭିନ୍ନ ଜିଲ୍ଲାରେ ୬୭ଟି ସ୍ଥାନରେ ରେଡ ଚାଲିଛି ।
ଖବର…
ସୁଆଣ୍ଡୋରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ: କହିଲେ, ‘ସଂକଳ୍ପ ପତ୍ରରେ ଦିଆଯାଇଥିବା ପ୍ରତିଶୃତି ହେଉଛି ପ୍ରଧାନମନ୍ତ୍ରୀ ମୋଦୀଙ୍କ…
ଭୁବନେଶ୍ଵର : ଆଜି ପ୍ରତ୍ୟୁଷରେ ପୁରୀ ଶ୍ରୀମନ୍ଦିରଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମନ୍ତ୍ରୀ ମଣ୍ଡଳ ସଦସ୍ୟମାନଙ୍କ ସହିତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ଭିକ୍ଷା କରିବା ସହିତ ଶ୍ରୀମନ୍ଦିରର ଚାରି…
ବିଜୟ ଉତ୍ସବ ପାଳନ କରୁଥିବାରୁ ବିଜେପି ସମର୍ଥଙ୍କୁ ମାଡ଼, ୫ ଗୁରୁତର
ହାଟଡିହି: ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ଭାବରେ କେନ୍ଦୁଝରର ବିଧାୟକ ମୋହନ ଚରଣ ମାଝୀ ଶପଥ ଗ୍ରହଣ କରିଛନ୍ତି । ଏହି ଅବସରରେ ହାଟଡିହି ବ୍ଲକ ଅନ୍ତର୍ଗତ ଧନୁର୍ଜୟପୁର ଗ୍ରାମରେ ବିଜେପି କର୍ମୀମାନେ ବାଣ ଫୁଟାଇ ଖୁସି…
ଖୋଲିଲା ଶ୍ରୀମନ୍ଦିର ଚାରିଦ୍ୱାର, ମହାପ୍ରଭୁଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ପୁରୀ: ମଙ୍ଗଳ ଆଳତି ପରେ ଶ୍ରୀମନ୍ଦିରର ଚାରିଦ୍ୱାର ଖୋଲିଲା । ବିନାବାଧାରେ ଶ୍ରଦ୍ଧାଳୁ ମନ୍ଦିର ଭିତରକୁ ପ୍ରବେଶ କରୁଛନ୍ତି । ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମଣ୍ଡଳ ସଦସ୍ୟଙ୍କ ଉପସ୍ଥିତିରେ ପୁରୀ ଶ୍ରୀମନ୍ଦିରର ଚାରିଦ୍ୱାର…