
Browsing Category
ରାଜ୍ୟ
‘BSKY କାର୍ଡ ଗ୍ରହଣ କରନ୍ତୁ’, ସମସ୍ତ ହସ୍ପିଟାଲକୁ ନିର୍ଦ୍ଦେଶ ଦେଲେ ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶକ
ଭୁବନେଶ୍ୱର: ନବୀନ ପଟ୍ଟନାୟକ ସରକାର ୨୦୧୮ ଅଗଷ୍ଟ ୧୫ ତାରିଖରୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଶୁଭାରମ୍ଭ କରିଥିଲେ । ଏହାଦ୍ୱାରା ଅନେକ ଲୋକେ ମଗଣାରେ ଚିକିତ୍ସା ପାଉଥିଲେ । ହେଲେ ୨୦୨୪ ସାଧାରଣ ନିର୍ବାଚନର ଫଳାଫଳ…
ହାଏରେ ଦଇବ ! ଝିଅ ଘରୁ ସାବିତ୍ରୀ ଭାର ଦେଇ ଫେରୁଥିବା ବେଳେ ଦୁର୍ଘଟଣାରେ ବାପାଙ୍କ ମୃତ୍ୟୁ
ଭୁବନେଶ୍ୱର : : ସାବିତ୍ରୀ ଭାର ଦେଇ ଝିଅ ଘରୁ ଫେରୁଥିବା ବେଳେ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁସାରେ ବାଲେଶ୍ବର ଜିଲ୍ଲା ଅନ୍ତର୍ଗତ ବାସୁଦେବପୁର ବାଲିମେଣ୍ଢ ଅଞ୍ଚଳର ସୁନୀଲ ବାରିକ ସାବତ୍ରୀ…
‘କାଲି କହୁଥିଲେ ବିଜେଡି ସଦସ୍ୟ ଆଜି କହୁଛନ୍ତି… ଆର୍ଶୀବାଦ’, ଇନଷ୍ଟାଗ୍ରାମ ପ୍ରୋଫାଇଲ ବଦଳାଇଲେ ପାଣ୍ଡିଆନ
ଭୁବନେଶ୍ୱର: ସାଧାରଣ ନିର୍ବାଚନର ଫଳାଫଳ ଘୋଷଣା ଶେଷ ହୋଇଛି । ୨୪ ବର୍ଷ ଶାସନ କ୍ଷମତାରେ ବଦଳିଛି ଓଡ଼ିଶାର ରାଜନୀତି । ଏଥର ରାଜ୍ୟରେ ପରିବର୍ତ୍ତନର ପବନ ବୋହିବା ସହ ଗଠନ ହେବ ନୂତନ ସରକାର । ଏଥିମଧ୍ୟରେ ଭିକେ…
BIG BREAKING…ସାପ କାମୁଡ଼ାରେ ଅସୁସ୍ଥ ହେଲେ ଚିତ୍ରକୁଣ୍ଡାର ନବ ନିର୍ବାଚିତ ବିଧାୟକ ମଙ୍ଗୁ ଖିଲ
ଭୁବନେଶ୍ବର: (ଓଡ଼ିଶା ଭାସ୍କର) ସାପ କାମୁଡ଼ାରେ ଅସୁସ୍ଥ ହେଲେ ଚିତ୍ରକୁଣ୍ଡାର ନବ ନିର୍ବାଚିତ ବିଧାୟକ ମଙ୍ଗୁ ଖିଲ । ନବ ନିର୍ବାଚିତ କଙ୍ଗ୍ରେସ୍ ବିଧାୟକ ସାପ କାମୁଡିବାରୁ ଅସୁସ୍ଥ ହୋିଥିବା ସୂଚନା । ସାପ କାମୁଡ଼ିବା…
ଘରୋଇ ଚିକିତ୍ସାଳୟ BSKY ଗ୍ରହଣ ନକରିବା ଦ୍ୱାରା ରୋଗୀମାନେ ହନ୍ତସନ୍ତ ହେଉଛନ୍ତି: ପ୍ରସାଦ ହରିଚନ୍ଦନ
ଭୁବନେଶ୍ୱର: ରାଜ୍ୟ ରାଜନୀତିରେ ହଠାତ୍ ଏବେ ବଡ଼ ପରିବର୍ତ୍ତନକୁ କେହି ବୁଝି ପାରୁ ନ ଥିବା ସମୟରେ ଏକ କଡ଼ ସମସ୍ୟା ହୋଇ ଛିଡ଼ା ହେଲାଣି BSKY । ଗତକାଲି ଦିର୍ଘ ଚବିଶ ବର୍ଷ ଧରି ଶାସନ କରିଆସୁଥିବା ବିଜେଡିର ପରାଜୟ ପରେ…
ତଦନ୍ତ ପରେ ସ୍ପଷ୍ଟ ହେଲା ରାଜ୍ୟରେ ଅଂଶୁଘାତଜନିତ ମୃତ୍ୟୁସଂଖ୍ୟା; ଏବେଯାଏଁ ପ୍ରାଣ ହରାଇଛନ୍ତି ୩୬ଜଣ
ଭୁବନେଶ୍ବର: (ଓଡ଼ିଶା ଭାସ୍କର) ରାଜ୍ୟରେ ଅଂଶୁଘାତଜନିକ ମୃତ୍ୟୁସଂଖ୍ୟା ୩୬କୁ ବୃଦ୍ଧି ପାଇଛି । ୧୫୧ ଜଣଙ୍କର ଅଂଶୁଘାତ ମୃତ୍ୟୁ ନେଇ ଅଭିଯୋଗ ଆସିଛି । ତଦନ୍ତ ପରେ ସ୍ପଷ୍ଟ ହେଲା ୩୬ ଜଣଙ୍କ ମୃତ୍ୟୁ ଅଂଶୁଘାତଜନିତ ହୋଇଛି…
ରାଜ୍ୟରେ ବନ୍ଦ ହେବ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା: ବିଜେପି ରାଜ୍ୟ ସଭାପତିଙ୍କ ଘୋଷଣା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଲୋକସଭା ଓ ରାଜ୍ୟ ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଜାରି ରହିଥିବା ବେଳେ ଏହା ମଧ୍ୟରେ ଆସିଛି ଏକ ବଡ଼ ଖବର । ରାଜ୍ୟରେ ବନ୍ଦ ହେବ ବିଜୁ ସ୍ୱାସ୍ଥ୍ୟ…
କ’ଣ ହେବ ବିଏସକେୱାଇ କାର୍ଡଧାରୀଙ୍କ ଅବସ୍ଥା ? ରୋଗୀଙ୍କୁ ଫେରାଇବା ଆରମ୍ଭ କଲେଣି ହସ୍ପିଟାଲ
ଭୁବନେଶ୍ୱର: ରାଜ୍ୟରେ ବିଜେଡି ସରକାରର ପରାଜୟ ପରେ ଚିନ୍ତାରେ ପଡିଯାଇଛନ୍ତି ବିଏସକେୱାଇ କାର୍ଡଧାରୀ । କାରଣ ଖବର ମିଳିଛି ଏହି କାର୍ଡଧାରୀ ରୋଗୀଙ୍କୁ ଚିକିତ୍ସା ନ କରି ଫେରାଇ ଦେଉଛନ୍ତି କିଛି ଘରୋଇ ହସ୍ପିଟାଲ । ଫଳରେ…
କାଲିମେଳାରୁ ଅପହୃତ ହୋଇଥିବା ଡାକ୍ତରଙ୍କ ମିଳିଲା ପତ୍ତା, କର୍ଣାଟକରୁ ଠାବ କରିଲା ପୋଲିସ
ଓଡ଼ିଶା ଭାସ୍କର: ନିକଟରେ ମାଲକାନଗିରି ଜିଲ୍ଲା କାଲିମେଳାରୁ ଅପହୃତ ହୋଇଥିବା ଡାକ୍ତରଙ୍କ ପତ୍ତା ମିଳିଛି । ଡାକ୍ତର ଅମ୍ଳାନ ଭୋଇଙ୍କୁ କର୍ଣ୍ଣାଟକରୁ ପୋଲିସ ଠାବ କରିଥିବା ସୂଚନା ଦେଇଛନ୍ତି ମାଲକାନଗିରି ଏସପି ନୀତୀଶ…
(Video) ପରାଜୟ ପରେ ନିରାଶ ନିରଞ୍ଜନ ପଟ୍ଟନାୟକ: ରାଜନୀତିରୁ ସନ୍ୟାସ ନେଇପାରନ୍ତି କଂଗ୍ରେସ ପ୍ରାର୍ଥୀ
ଓଡ଼ିଶା ଭାସ୍କର: ରାଜ୍ୟର ଚର୍ଚ୍ଚିତ ନିର୍ବଚନ ମଣ୍ଡଳୀ ଭଣ୍ଡାରିପୋଖରୀ ଆରମ୍ଭରୁ ବେଶ ଆଗରେ ଭୋଟ୍ ଗଣତିରେ ଦୌଡୁଥିଲେ ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ । ଆରମ୍ଭରୁ ବିଜେଡି ଆଉ କଂଗ୍ରେସ ଭିତରେ ଚାଲିଥିଲା କଡା…