
Browsing Category
ରାଜ୍ୟ
(Video) ମୋଦୀ ଗ୍ୟାରେଣ୍ଟି vs ନବୀନ ଗ୍ୟାରେଣ୍ଟି vs କଂଗ୍ରେସ ଗ୍ୟାରେଣ୍ଟି: କାହା ଗ୍ୟାରେଣ୍ଟି ଉପରେ ଭୋଟରଙ୍କ ଭରସା? କିଏ ମାରିବ ବାଜି?
ଓଡ଼ିଶା ଭାସ୍କର: ଚଳିତ ନିର୍ବାଚନ ପାଇଁ କମ୍ପୁଛି ଓଡ଼ିଶାର ରାଜନୀତି ମଇଦାନ । ଓଡ଼ିଶାରେ ଆସନ କବଜା କରିବା ପାଇଁ ରାଜ୍ୟକୁ ପ୍ରତିଦିନ କେନ୍ଦ୍ରରୁ ଓଡିଶାକୁ ଛୁଟୁଛି ନେତାଙ୍କ ସୁଅ । ଓଡିଶାରୁ ବହୂମତ ପାଇବାକୁ ପ୍ରାୟ…
(Video) ବାରିପଦା ବାସୀଙ୍କୁ ମିଳିଲା ଆଶ୍ୱସ୍ତି; କାବୁ ହେଲା ଆତଙ୍କ ରଚିଥିବା ବାଘ, ପୁଣି ଖସି ପଳାଇବାକୁ ଚେଷ୍ଟା କରୁଥିଲା ହେଲେ…
ବାରିପଦା: ଗର୍ଜନ କରୁଥିଲା ବାଘ । ପୁଣି ଖସି ପଳାଇବାକୁ ଚେଷ୍ଟା କରୁଥିଲା ହେଲେ ସେ ଶେଷରେ କାବୁ ହେଲା ବାଘ । ମାଡି ବସିଲା ବନ ବିଭାଗ ଟିମ୍ । ନିଜ ଜାବନକୁ ବାଜି ଲଗାଇ ବାଘକୁ ଧରି ପକାଇଲେ ବନ ଅଧିକାରୀ । ଧରାହେଲା…
Breaking; ନିଆଳିରେ ବଦଳିଲେ କଂଗ୍ରେସ ପ୍ରାର୍ଥୀ: ବିଧାନସଭାରୁ ଲଢିବେ ଗୀତାଞ୍ଜଳି
କଟକ: ରାଜ୍ୟରେ ଗୋଟିଏ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇସାରିଛି । କିନ୍ତୁ ସେପଟେ ପ୍ରାର୍ଥୀ ଚୟନ ଶେଷ କରି ପାରୁନ କଂଗ୍ରେସ । ବର୍ତ୍ତମାନ ନିଆଳି ବିଧାନସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ପରିବର୍ତ୍ତନ କରିଛି । ପ୍ରଥମେ…
ନବୀନଙ୍କ ବଡ଼ ଗ୍ୟାରେଣ୍ଟି: ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ଆଣିବ ‘ଯୁବ ବଜେଟ୍’
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନିର୍ବାଚନରେ ଜିତିବା ଲକ୍ଷ୍ୟରେ ପ୍ରତ୍ୟେକ ରାଜନୈତିକ ଦଳମାନେ ଏକାଧିକ ଗ୍ୟାରେଣ୍ଟି ଦେବାରେ ବ୍ୟସ୍ତ । ଏହି ରେସରେ ବିଜେଡି ମଧ୍ୟ ପଛରେ ପଡ଼ିନାହିଁ । ବିଜେଡିର ନିର୍ବାଚନୀ ଇସ୍ତାହାରରେ…
କାରଖାନାରେ ଫାଟିଲା ଗ୍ୟାସ: ନାବାଳିକା ସମେତ ୧୫ ଗୁରୁତର
ବାଲେଶ୍ୱର (ଓଡିଶା ଭାସ୍କର): ବାଲେଶ୍ୱର ଜିଲ୍ଲା ପ୍ରବଣ କାରଖାନାରେ ବିଷାକ୍ତ ଗ୍ୟାସ ଲିକ ହୋଇଥିବା ଘଟଣା ସାମ୍ନାକୁ ଆସିଛି । ଏଥିରେ ୧୫ ଜଣ ଗୁରୁତର ହୋଇଛନ୍ତି ।
ଖବର ଅନୁସାରେ , ନୀଳଗିରି ସ୍ଥିତ ଗାଡିଆମାଳା ଠାରେ…
Big Breaking: ଅନ୍ନପୂର୍ଣ୍ଣା ଫାଇନାନ୍ସ କମ୍ପାନୀ ଅଫିସରେ ଅଗ୍ନିକାଣ୍ଡ
ବାଲେଶ୍ୱର: ଫାଇନାନ୍ସ କମ୍ପାନୀ ଅଫିସରେ ନିଆଁ ଲାଗିବା ଘଟଣା ସାମ୍ନାକୁ ଆସିଛି । ଅନ୍ନପୂର୍ଣ୍ଣା ଫାଇନାନ୍ସ କମ୍ପାନୀ ଅଫିସରେ ଅଗ୍ନିକାଣ୍ଡ ଘଟିବା ଜଣାପଡିଛି । ଏହି ଅଫିସଟି ବାଲେଶ୍ୱରର ରେମୁଣା ଭୀମପୁର ଛକରେ ଅବସ୍ଥିତ…
ନିୟନ୍ତ୍ରଣ ହରାଇ ଡିଭାଇଡରକୁ ଧକ୍କାଦେଲା ବୋଲେରୋ: ୧୦ ଜଣ ଗୁରୁତର
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଘଟିଯାଇଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଭାରସାମ୍ୟ ହରାଇ ଏକ ବୋଲେରୋ ଡିଭାଇଡରରେ ପିଟିହେବା ଫଳରେ ୧୦ ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଚିକିତ୍ସା ନିମନ୍ତେ ରାଉରକେଲା…
ବାଘ ଆତଙ୍କରେ ଥରୁଛି ବାରିପଦା ସହର, କଲରାପତରିଆ ବାଘ ଦେଖିଥିବା ଚର୍ଚ୍ଚା
ବାରିପଦା: ବାଘକୁ ନେଇ ବାରିପଦା ସହରରେ ଆତଙ୍କ ଦେଖିବାକୁ ମିଳିଛି । କଲରାପତରିଆ ବାଘ ଦେଖିଛନ୍ତି ବୋଲି ଲୋକେ ଚର୍ଚ୍ଚା କରୁଛନ୍ତି । ସୂଚନାନୁଯାୟୀ, ଲୋକେ ବୁଢିଖମାରୀ ଅଞ୍ଚଳରେ ସକାଳୁ ସକାଳୁ ବାଘ ଦେଖିଛନ୍ତି ବୋଲି…
ଓଡ଼ିଶାକୁ ଶ୍ରମିକ ଚାଲାଣ ରାଜ୍ୟରେ ପରିଣତ କରିଛି ବିଜେଡି-ବିଜେପି ମେଣ୍ଟ: ମଲ୍ଲିକାର୍ଜୁନ ଖଡ଼ଗେ
ଭୁବନେଶ୍ୱର: ବିଜେପି ଓ ବିଜେଡି ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି ମଲ୍ଲିକାର୍ଜୁନ ଖଡ଼ଗେ । ଏକ ସାମ୍ବାଦିକ ସେ କହିଛନ୍ତି ଯେ କିଛିଦିନ ତଳେ ବିଜେପି ଓ ବିଜେଡି ମେଣ୍ଟ ପାଇଁ ଖୋଲା ଆଲୋଚନା କରୁଥିଲେ । ବର୍ତମାନ…
BIG BREAKING…ବିଜେପି ଛାଡ଼ି ବିଜେଡିକୁ ଫେରିଲେ ଧାମନଗରର ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ
ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ବିଜେପି ଛାଡ଼ିବାର ଘଣ୍ଟାଏ ଭିତରେରେ ବିଜେଡିରେ ସାମିଲ୍ ହେଲେ ଧାମନଗରର ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ । ଆଜି ସନ୍ଧ୍ୟା ସମୟରେ ବିଜେପିରୁ ଇସ୍ତଫା ଦେଇଥିଲେ ରାଜୁ ଦାସ । ଦଳ…