Browsing Category

ରାଜ୍ୟ

ବିଜେପିର ମିଶ୍ରଣ ପର୍ବ, ପଦ୍ମ ଧରିଲେ ପ୍ରେମାନନ୍ଦ, ରାଜେନ୍ଦ୍ର ଓ ନରେନ

ଭୁବନେଶ୍ୱର: ଭୁବନେଶ୍ୱର: ପାଖେଇ ଆସୁଛି ନିର୍ବାଚନ । ଏଥିପାଇଁ ରାଜନୈତିକ ଉଷ୍ମତା ଦେଖାଯିବା ସହ ଦଳବଦଳ ପ୍ରକ୍ରିୟା ମଧ୍ୟ ବଢ଼ି ବଢ଼ି ଚାଲିଛି । ଏହି କ୍ରମରେ ବିଜେପିରେ ମିଶିଲେ ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକ ଏବଂ…

ମୋକିମଙ୍କୁ ହାଇକୋର୍ଟ ପକ୍ଷରୁ ଝଟକା, ନିର୍ବାଚନକୁ ଅସିଦ୍ଧ ଘୋଷଣା

ଭୁବନେଶ୍ୱର: ନାମାଙ୍କନ ବେଳେ ସବିଶେଷ ତଥ୍ୟ ଦେଇ ନ ଥିବାରୁ ମହମ୍ମଦ ମୋକିମଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କଲେ ହାଇକୋର୍ଟ । କଟକ-ବାରବାଟୀ ନିର୍ବାଚନ ଅନିୟମିତତା ମାମଲାରେ ନୂଆ ଖବର ସାମ୍ନାକୁ ଆସିଛି । ଅପରାଧିକ…

ଉପର ମୁହାଁ ଦିନ ତାପମାତ୍ରା; ୩୫ ଡିଗ୍ରୀ ଉପରେ ୧୩ ସହର, ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ଉପର ମୁହାଁ ହେଉଛି ଦିନର ତାପମାତ୍ରା । ରାଜ୍ୟର ଅଧିକାଂଶ ସହରରେ ସର୍ବୋଚ୍ଚ ତାପମାତ୍ରା ୩୫ ଡିଗ୍ରୀ ଉପରେ ଥିବା ବେଳେ ୭ଟି ସହରରେ ୩୬ ଡିଗ୍ରୀ ରେକର୍ଡ଼ କରାଯାଇଛି । ଆସନ୍ତା ୪-୫…

୬ରେ BSKY ନବୀନ କାର୍ଡର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ, ଗ୍ରାମାଞ୍ଚଳ ଲୋକଙ୍କୁ ଜଟିଳ ରୋଗ ପାଇଁ ମିଳିବ ମାଗଣା ଚିକିତ୍ସା

ଭୁବନେଶ୍ବର: ଆସନ୍ତା ୬ ତାରିଖରେ ବିଏସକେୱାଇ ନବୀନ କାର୍ଡର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଥମ ପର୍ଯ୍ଯାୟରେ ଏହା ସମ୍ବଲପୁର ଓ ଖୋର୍ଦ୍ଧା ଜିଲ୍ଲାରେ ଆରମ୍ଭ ହେବ । ପରେ ସବୁ ଜିଲ୍ଲାରେ…

(Video) ପୁରୀ ଶ୍ରୀମନ୍ଦିରରେ ପ୍ରବେଶ କଲେ ଅଣହିନ୍ଦୁ: ୯ ଜଣ ଅଟକ

ଓଡ଼ିଶା ଭାସ୍କର: ପୁରୀ ଶ୍ରୀମନ୍ଦିରରେ ପ୍ରବେଶ କଲେ ଅଣହିନ୍ଦୁ। ଜଣେ ହିନ୍ଦୁଙ୍କ ସହିତ ୪ ଜଣ ଅଣହିନ୍ଦୁ ଶ୍ରୀମନ୍ଦିର ଭିତରେ ପ୍ରବେଶ କରିଛନ୍ତି। ସେମାନେ ମହାପ୍ରଭୁଙ୍କୁ ଦର୍ଶନ କରିବା ସହିତ ଆନନ୍ଦ ବଜାରରେ ମହାପ୍ରସାଦ…

ପ୍ରଥମ ଥର ରାଜ୍ୟ ସରକାର ନେଲେ ବଡ଼ ନିଷ୍ପତ୍ତି: ଏଣିକି ଗବେଷଣା ପାଇଁ ସରକାରୀ ଡାକ୍ତରଙ୍କୁ ମିଳିବ ସହାୟତା, ଚଳିତ ସପ୍ତାହରେ ପ୍ରକାଶ ପାଇବ…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗବେଷଣା କ୍ଷେତ୍ରରେ ଆଗ୍ରହୀ ଥିବା ଡାକ୍ତରଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର । ଏଣିକି ମେଡିକାଲ କଲେଜରେ ଗବେଷଣା ପାଇଁ ଡାକ୍ତରଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବେ ରାଜ୍ୟ ସରକାର । ଦି…

(Video) ମାର୍କେଟକୁ ଆସିଲା ଏକ ଅଜବ ପ୍ରକାରର ପରିବା: ଆଖି ଅଛି ଥଣ୍ଟ ବି ଅଛି, ଅବିକଳ ରାଜହଂସୀ ପରି ଦେଖାଯାଉଛି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅନେକ ସମୟରେ ଆମ ଆଖପାଖରେ କିଛି ଆଶ୍ଚର୍ଯ୍ୟଜନକ ଫଳ, ଫୁଲ, ପନିପରିବା ଆଦି ଦେଖିବାକୁ ମିଳିଥାଏ । ତେବେ ଏହା ମଧ୍ୟରେ ଏକ ଅଜବ ଧରଣର ପରିବାକୁ ନେଇ ଚାରିଆଡ଼େ ବେଶ୍ ଚର୍ଚ୍ଚା ଦେଖିବାକୁ…

ମାର୍ଚ୍ଚ ୪-୬ ରେ ତେଲେଙ୍ଗାନା, ତାମିଲନାଡୁ, ଓଡ଼ିଶା, ପଶ୍ଚିମବଙ୍ଗ ଏବଂ ବିହାର ଗସ୍ତ କରିବେ ପ୍ରଧାନମନ୍ତ୍ରୀ: ଏହିସବୁ ପ୍ରକଳ୍ପର କରିବେ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ମାର୍ଚ୍ଚ ୪-୬, ୨୦୨୪ରେ ତେଲଙ୍ଗାନା, ତାମିଲନାଡୁ, ଓଡ଼ିଶା, ପଶ୍ଚିମବଙ୍ଗ ଏବଂ ବିହାର ଗସ୍ତ କରିବେ । ମାର୍ଚ୍ଚ ୪ ତାରିଖ ସକାଳ ପ୍ରାୟ ସାଢ଼େ ୧୦ଟାରେ…

ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ: ନିର୍ମାଣ ଶ୍ରମିକଙ୍କ ପେନସନ୍ ବଢ଼ିଲା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନିକଟରେ ରାଜ୍ୟ ସରକାର ବିଭିନ୍ନ ବିଭାଗରେ କାର୍ଯ୍ୟରତ କର୍ମଚାରୀଙ୍କ ପାରିଶ୍ରମିକ ବୃଦ୍ଧି କରିଥିବା ବେଳେ ଏହା ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ଏକ ବଡ଼ ଘୋଷଣା କରିଛନ୍ତି ।…

କେନ୍ଦ୍ରାପଡାରେ ଗଡିବ ମେମୁ ଟ୍ରେନ, ଆସନ୍ତା ୫ରେ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦୀ

ଓଡ଼ିଶା ଭାସ୍କର: କେନ୍ଦ୍ରାପଡାରେ ଗଡିବ ମେମୁ ଟ୍ରେନ । ଆସନ୍ତା ମଙ୍ଗଳବାର ଅର୍ଥାତ ୫ ତାରିଖ ଦିନ ଏହି ଟ୍ରେନକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ତେବେ ଏହାକୁ ନେଇ କେନ୍ଦ୍ରାପଡାବାସୀ ବେଶ ଉତ୍ସାହିତ…