Browsing Category
ରାଜ୍ୟ
ବିଜୁ ଜନତା ଦଳରେ ନବୀନ କାହାକୁ ଉତ୍ତରାଧିକାରୀ ବାଛିବେ: ଏହି ବଡ଼ ପ୍ରଶ୍ନର ଉତ୍ତର ଦେଲେ ପାଣ୍ଡିଆନ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଗକୁ ଆସୁଛି ରାଜ୍ୟ ବିଧାନସଭା ଓ ଲୋକସଭା ନିର୍ବାଚନ । ନିର୍ବାଚନକୁ ଆଉ କିଛି ମାସ ବାକି ଥିବାବେଳେ ସେନେଇ ଏବେଠାରୁ ରାଜ୍ୟର ରାଜନୈତିକ ମାହୋଲ ଚଳଚଞ୍ଚଳ ହୋଇ ଉଠିଛି । ରାଜ୍ୟର ତିନି…
‘ନୂଆ-ଓ’ ଛାତ୍ରବୃତ୍ତି ବିତରଣ ଆଜିଠୁ ଆରମ୍ଭ, ପ୍ରଥମେ ୩ ଜିଲ୍ଲାର ଛାତ୍ରଛାତ୍ରୀ ପାଇବେ ଟଙ୍କା
ଭୁବନେଶ୍ୱର: ରାଜ୍ୟ ସରକାର ଘୋଷଣା କରିଥିବା ନୂଆ-ଓ ଛାତ୍ରବୃତ୍ତି ଆଜିଠୁ କରାଯିବ ବିତରଣ । ଏହି ଛାତ୍ରବୃତ୍ତି କେବଳ ଯୁକ୍ତ ତିନି ଏବଂ ପିଜି ଛାତ୍ରଛାତ୍ରୀମାନଙ୍କ ପାଇଁ ଉପଲବ୍ଧ ହେବ । ତେବେ ପ୍ରଥମେ ଏହି…
୨୮ରେ ଓଡ଼ିଶା ଆସିବେ ବିଲ୍ ଗେଟସ୍, ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ସହ କୃଷି ଭବନ ପରିଦର୍ଶନ କରିବେ
ଭୁବନେଶ୍ୱର: ଆସନ୍ତା ୨୮ ତାରିଖରେ ଓଡ଼ିଶା ଆସିବେ ବିଲ୍ ଗେଟସ୍ । ଏହି ଗସ୍ତ ସମୟରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବେ । ଏହାସହିତ କୃଷି ଭବନ ପରିଦର୍ଶନ କରିବେ ବିଲ୍ ଗେଟସ୍ । ଏ ନେଇ ବିଲ୍ ଗେଟସ୍…
ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ସରକାର ଆଣିବେ ‘ଯୁବ ବଜେଟ’: ୫-ଟି ଅଧ୍ୟକ୍ଷଙ୍କ ସୂଚନା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟବାସୀଙ୍କ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ଭିନ୍ନ ଭିନ୍ନ ଯୋଜନା ଲାଗୁ କରିଛନ୍ତି । ତେବେ ପ୍ରତିଟି ପାଳିରେ କିଛି ନୂଆ କରି…
ସମାନ ସଂସଦୀୟ କ୍ଷେତ୍ର ଥାଇ ଗୋଟିଏ ଜିଲ୍ଲାରୁ ଅନ୍ୟ ଗୋଟିଏ ଜିଲ୍ଲାକୁ ବଦଳି ମନା
ଭୁବନେଶ୍ୱର : ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ହେଉଥିବା ଅଧିକାରୀମାନଙ୍କ ବଦଳୀ ଉପରେ ନିର୍ବାଚନ ଆୟୋଗ ରାଜ୍ୟମାନଙ୍କ ପାଇଁ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି । ନିର୍ଦ୍ଦେଶାବଳୀ ଅନୁସାରେ ରାଜ୍ୟମାନଙ୍କ ଦ୍ୱାରା…
ଗଛରେ ପିଟି ହେଲା ବୋଲେରୋ, ୩ ମୃତ, ୪ ଗୁରୁତର
ଓଡ଼ିଶା ଭାସ୍କର: କେନ୍ଦ୍ରାପଡ଼ାରେ ଘଟିଯାଇଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । କେନ୍ଦ୍ରାପଡ଼ା ସଦର ଥାନା ଓସ୍ତପୁର ନିକଟରେ ଏକ ଗଛରେ ବୋଲେରୋ ପିଟି ହେବା କାରଣରୁ ଏହି ଦୁର୍ଘଟଣା ଘଟିଥିଲା । ମୃତକଙ୍କ ମଧ୍ୟରେ ୩ ଜଣ…
ଆଜି ଲୋକସେଭା ଭବନ ଘେରାଉ କରିବ କଂଗ୍ରେସ, ବେକାରୀ ସମସ୍ୟା ଓ ନାରୀ ନିର୍ଯାତନା ବୃଦ୍ଧି ପ୍ରସଙ୍ଗ ଉଠାଇବେ ଦଳର ତୁଙ୍ଗ ନେତା
ଭୁବନେଶ୍ୱର: ଆଜି କଂଗ୍ରେସ ପକ୍ଷରୁ ଲୋକସେବା ଭବନ ଘେରାଉ କରାଯିବ । ଦୁର୍ନିତି ବିରୋଧରେ ସକାଳ ୧୧ଟାରେ ଲୋକସେବା ଭବନ ଘେରାଉ କରିବାକୁ କଂଗ୍ରେସ ଯୋଜନା କରିଛି । ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସାରା ରାଜ୍ୟରୁ…
ବନ୍ଧା ହେଲେ ଲାଞ୍ଚୁଆ ASI, ୨ ହଜାର ଟଙ୍କା ଲାଞ୍ଚ ନେଇ ଗିରଫ
ଭୁବନେଶ୍ୱର : ବନ୍ଧା ହେଲେ ଲାଞ୍ଚୁଆ ଏଏସଆଇ । ନିଆଳି ଏଏସଆଇ ବିଜୟ କୁମାର ଭଞ୍ଜ ଗିରଫ । ୨ ହଜାର ଟଙ୍କା ଲାଞ୍ଚ ନେବା ମାମଲାରେ ତାଙ୍କୁ ଗିରଫ କରାଯାଇଛି । ଅଭିଯୋଗକାରୀଙ୍କଠାରୁ ଲାଞ୍ଚ ନେବା ବେଳେ ଧରିଥିଲା…
ବଲାଙ୍ଗିର ବଡ଼ମାଳ ଗୋଳାବାରୁଦ କାରଖାନାରେ ବିସ୍ଫୋରଣ
ଓଡ଼ିଶା ଭାସ୍କର: ବଲାଙ୍ଗିର ବଡ଼ମାଳ ଗୋଳାବାରୁଦ କାରଖାନାରେ ବିସ୍ଫୋରଣ ଘଟିଛି। ତେବେ ବିସ୍ଫୋରଣ ପରେ ଗୋଳାବାରୁଦ କାରଖାନା ଭିତରକୁ ଆମ୍ୱୁଲାନ୍ସ ଓ ଅଗ୍ନିଶମ ଗାଡ଼ି ଯାଇଛି। ଅନ୍ୟପଟେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି…
ବୀରମହାରାଜପୁରକୁ NAC ଘୋଷଣା କଲେ ରାଜ୍ୟ ସରକାର
ଓଡ଼ିଶା ଭାସ୍କର: ଆଜି ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜାପୁରକୁ ବିଜ୍ଞାପିତ ଅଞ୍ଚଳ ପରିଷଦ (NAC) ଭାବେ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ଘୋଷଣା କରିଛନ୍ତି। ତେବେ…