fbpx
BSKY SKY
BSKY SKY
Browsing Category

ରାଜ୍ୟ

ଆନ୍ତଃ ରାଜ୍ୟ ଦୌଡ଼କୁଦ ପ୍ରତିଯୋଗିତାରେ ଦୂତି ଅନ୍ୟାୟର ଶିକାର

ଓଡ଼ିଶା ଭାସ୍କର: ଚେନ୍ନାଇରେ ଚାଲିଥିବା ଆନ୍ତଃ ରାଜ୍ୟ ଦୌଡ଼କୁଦ ପ୍ରତିଯୋଗିତାରେ ଓଡ଼ିଆ ଧାବିକା ଅଲମ୍ପିଆନ ଦୂତି ଚାନ୍ଦ ରୌପ୍ୟ ଏବଂ ଶ୍ରାବଣୀ ନନ୍ଦ କାଂସ୍ୟ ପଦକ ହାସଲ କରିଛନ୍ତି। ଉଭୟେ ୧୦୦ ମିଟର ଦୋୖଡରେ ଏହି ସଫଳତା…

ଆଜି ଭାରତ ଏବଂ ଦକ୍ଷିଣ ଆଫ୍ରିକା ମୁକାବିଲା, ଜାଣନ୍ତୁ କଣ ରହିବ ପାଣିପାଗ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ବହୁ ପ୍ରତିକ୍ଷିତ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ 'ଟି-20 ମୁକାବିଲା ଖେଳାଯିବ। ତେବେ ପାଣିପାଗ ବିଜ୍ଞାନ ଅକେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ମୁତାବକ ଖୁବ୍‌ ଶୀଘ୍ର ଓଡ଼ିଶା…

ଲୋନ ଆପ୍‌ ମାଧ୍ୟମରେ ଠକେଇ ଅଭିଯୋଗ, ୨ଜଣ ଠକ ନିର୍ଦ୍ଦେଶକୁ ବାନ୍ଧିଲା ଇଓଡବ୍ଲ୍ୟୁ

ଭୁବନେଶ୍ୱର(ଭାସ୍କର ନ୍ୟୁଜ୍‌): ବେଆଇନ ଲୋନ ଆପ୍‌ ମାଧ୍ୟମରେ ଲୋକଙ୍କୁ ଠକିବା ମାମଲାରେ ଆଉ ୨ ଜଣ ଅଭିଯୁକ୍ତଙ୍କୁ ଭୁବନେଶ୍ୱରରୁ ଗିରଫ କରିଛି କ୍ରାଇମ୍‌ବ୍ରାଞ୍ଚର ଇଓଡବ୍ଲ୍ୟୁ । ଗିରଫ ହୋଇଥିବା ଲୋନ୍‌ ଆପ୍‌ କମ୍ପାନୀର ୨…

ଆଇଆଇଏମସିରେ ଓଡ଼ିଆ ସାମ୍ବାଦିକତା ପାଠ୍ୟକ୍ରମରେ ନାମଲେଖା ପ୍ରକ୍ରିୟା ଆରମ୍ଭ, ଜୁଲାଇ ୩୧ ତାରିଖରେ ପ୍ରବେଶିକା ପରୀକ୍ଷା

ଢେଙ୍କାନାଳ, (ଭାସ୍କର ନ୍ୟୁଜ): ଭାରତୀୟ ଜନ ସଂଚାର ସଂସ୍ଥାନ (ଆଇଆଇଏମସି)ରେ ଓଡ଼ିଆ, ଉର୍ଦ୍ଦୁ, ମରାଠୀ ଓ ମାଲାୟଲମ ସାମ୍ବାଦିକତାରେ ସ୍ନାତକୋତର ଡିପ୍ଲୋମା ପାଠ୍ୟକ୍ରମରେ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି…

ମନମାନି କରୁଛି ଛତିଶଗଡ଼ ସରକାର, ଚୁପ ବସିଛି ଓଡ଼ିଶା: ବର୍ଷା ପୂର୍ବରୁ କଲମା ବ୍ୟାରେଜ୍‌ର ସବୁ ଗେଟ୍‌ ଖୋଲିବକୁ ନିର୍ଦ୍ଦେଶ

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌) : ମହାନଦୀ ଜଳକୁ ନେଇ ଓଡ଼ିଶା ଓ ଛତିଶଗଡ଼ ସରକାରଙ୍କ ମଧ୍ୟରେ ଦୀର୍ଘ ଦିନ ହେବ ବିବାଦ ଲାଗି ରହିଥିଲେ ମଧ୍ୟ ଏହାର ସମାଧାନ ଏ ପର୍ଯ୍ୟନ୍ତ ହୋଇପାରି ନାହିଁ । ମହାନଦୀ ଓଡ଼ିଶାର ଜୀବନରେଖା…

ଆଜି ବାରବାଟୀ ଲଢ଼େଇ, ଘଣ୍ଟି ବଜାଇ ମ୍ୟାଚ୍‌ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

କଟକ/ଭୁବନେଶ୍ୱର,(ଭାସ୍କର ନ୍ୟୁଜ୍‌) : ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ୍‌ ପାଇଁ ବାରବାଟୀ ଷ୍ଟାଡିୟମ ସମ୍ପୂର୍ଣ୍ଣ ପ୍ରସ୍ତୁତ । ଦର୍ଶକଙ୍କୁ ଘାରିଲାଣି କ୍ରିକେଟ୍‌ ଫିଭର । ସେମାନଙ୍କ ମନରେ ଅସୀମ ଉତ୍ସାହ ଓ…

ରଜରେ ଓଡ଼ିଶାକୁ ଭିଜାଇବ ମୌସୁମୀ ବର୍ଷା, ତାତିରୁ ରାଜ୍ୟବାସୀଙ୍କୁ ମିଳିବ ଆଶ୍ୱସ୍ତି

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌) : ଚାଷୀମାନଙ୍କ ପାଇଁ ଖୁସି ଖବର । ଖୁବ୍‌ ଶୀଘ୍ର ଓଡ଼ିଶା ଛୁଇଁବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।…

ସ୍ୱାଭିମାନ ଅଞ୍ଚଳରେ ୧୮୦ ମିଲିସିଆଙ୍କ ଆତ୍ମସମର୍ପଣ

ଗତ କିଛି ଦିନ ତଳେ ପୁଲିସ ଡିଜି ସୁନୀଲ ବଂଶଲ ମାଲକାନଗିରି ଗସ୍ତ କରି ସ୍ବାଭିମାନ ଅଂଚଳର ଯନ୍ତ୍ରୀ ଠାରେ ନୂତନ ଭାବେ ଅବସ୍ଥାପିତ ବିଏସଏଫ କ୍ୟାମ୍ପ ପ୍ରତିଷ୍ଠା ହେବା ପରେ ମାଓ ଦମନ ନେଇ ସମୀକ୍ଷା କରିଥିଲେ ।  ବିଏସଏଫ…

ଜୁନ୍ ୩୦ ସୁଦ୍ଧା ଦାବି ପୂରଣ କର, ନଚେତ୍ ଜୁଲାଇ ୧ରୁ ଧର୍ମଘଟ: ଚେତାବନୀ ଦେଲା ରାଜ୍ୟ ବସ୍ ମାଲିକ ସଂଘ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମହଙ୍ଗା ମାଡ଼ରେ କଲବଲ ହେଉଥବା ରାଜ୍ୟବାସୀଙ୍କ ପାଇଁ ଗୋଟିକ ପରେ ଗୋଟିଏ ସମସ୍ୟା ଆସି ପହଞ୍ଚି ଯାଉଛି । ତେବେ ରାଜ୍ୟରେ ପୁଣି ହେବ ବସ୍ ଧର୍ମଘଟ । ଆସନ୍ତା ଜୁଲାଇ ମାସ ୧ ତାରିଖରେ ସାରା…

ଓଡ଼ିଶାରେ ଖୋଲିବ ୫ଟି ନୂଆ କେନ୍ଦ୍ରୀୟ ବିଦ୍ୟାଳୟ, ଟ୍ୱିଟ୍ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଶିକ୍ଷାକ୍ଷେତ୍ରରେ ପୁଣି ଆଗକୁ ବଢ଼ିବ ଓଡ଼ିଶା । ରାଜ୍ୟର ଗରିବ ତଥା ଆର୍ଥିକ ଦୁର୍ବଳ ଶ୍ରେଣୀର ପିଲାମାନେ ସହଜରେ ଶିକ୍ଷାଲାଭ କରିପାରିବେ । ଓଡ଼ିଶାରେ ଖୁବଶୀଘ୍ର ଖୋଲିବାକୁ ଯାଉଛି ୫ଟି ନୂଆ…