Browsing Category
ରାଜନୀତି
ମହାରାଷ୍ଟ୍ରରେ କିଏ ଗଢ଼ିବ ସରକାର, କ’ଣ କହୁଛି ଜନ ମତ? ଆସିଲା Exit Poll…
ମୁମ୍ୱାଇ: ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ମତଦାନ ଶେଷ ହେବା ପରେ ଏକ୍ଜିଟ୍ ପୋଲ୍ ଆସିବା ଆରମ୍ଭ ହୋଇଛି । ଅଧିକାଂଶ ସର୍ଭେ ମହାରାଷ୍ଟ୍ରରେ ପୁଣି ଥରେ ମହାୟୁତି ମେଣ୍ଟ ସରକାର ଗଠନ କରିବାର…
ଶିକ୍ଷକଙ୍କ ବଦଳି ନୀତି ଉପରେ ରୋକ ଲଗାଇଲେ ବିହାର ସରକାର
ନୂଆଦିଲ୍ଲୀ: ବିହାର ସରକାରଙ୍କ ଶିକ୍ଷାମନ୍ତ୍ରୀ କହିଛନ୍ତି ଯେ ଶିକ୍ଷକମାନଙ୍କ ବଦଳି ନୀତିକୁ ବର୍ତ୍ତମାନ ପାଇଁ ନିଷିଦ୍ଧ କରାଯାଇଛି । ଶିକ୍ଷକଙ୍କ ଅସନ୍ତୋଷକୁ ଦୃଷ୍ଟିରେ ରଖି ସରକାର ଏହି ନୀତିରେ କିଛି ପରିବର୍ତ୍ତନ…
ବଳି ପଡ଼ିଲା ବାକ୍ ସ୍ୱାଧୀନତା! ଭୋଟ୍ ପାଇଁ ଗଲା ଜୀବନ, ଅପହରଣ, ବଳାତ୍କାର, ହତ୍ୟା ଆଉ ତା’ପରେ…….
ଲକ୍ଷ୍ନୌ: ଉତ୍ତର ପ୍ରଦେଶ କରହାଲରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗୋଟିଏ ବସ୍ତାରୁ ଯୁବତୀଙ୍କ ଉଲଗ୍ନ ମୃତଦେହ ଜବତ କରିଛି ପୋଲିସ । ଯୁବତୀଙ୍କୁ ହତ୍ୟା ପୂର୍ବରୁ ବଳାତ୍କାର କରାଯାଇଥିବା ତାଙ୍କ ପରିବାର ଅଭିଯୋଗ…
ନିର୍ବାଚନ ବେଳେ ହଙ୍ଗାମା କଲେ ଭୋଟର: ୪୦ରୁ ଅଧିକ ଅଭିଯୋଗ, ନିର୍ବାଚନ ଆୟୋଗରେ ପହଞ୍ଚିଲା ବିଜେପି
ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ ୯ଟି ସିଟ୍ ପାଇଁ ଉପନିର୍ବାଚନ ଜାରି ରହିଛି । ଶାନ୍ତି ଶୃଙ୍ଖଳାରେ ମତଦାନ ଚାଲିଥିବା ବେଳେ ଏବେ ଧିରେ ଧିରେ ଅଶାନ୍ତ ହେଉଛି ଭୋଟିଂ ଏରିଆ । ରାଜ୍ୟର ବିଭିନ୍ନ ସ୍ଥାନରେ ଦଙ୍ଗା ଏବଂ ଅଶାନ୍ତି…
ମହାରାଷ୍ଟ୍ର- ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ: ଭୋଟର୍ସଙ୍କୁ ଖାସ୍ ଅପିଲ କଲେ ପ୍ରଧାନମନ୍ତ୍ରୀ ମୋଦୀ
ନୂଆଦିଲ୍ଲୀ: ଆଜି ମହାରାଷ୍ଟ୍ର ଏବଂ ଝାଡ଼ଖଣ୍ଡ ଦୁଇଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଟିତ ହେଉଛି । ମହାରାଷ୍ଟ୍ରର ଗୋଟିଏ ପର୍ଯ୍ୟାୟରେ ସମସ୍ତ ୨୮୮ ଏବଂ ଝାଡ଼ଖଣ୍ଡର ୨ୟ ତଥା ଶେଷ ପର୍ଯ୍ୟାୟରେ ୩୮ ବିଧାନସଭା ଆସନ…
ରାଜନୀତି ବାଜିରେ କ୍ରିପ୍ଟୋକରେନ୍ସିକୁ ଅସ୍ତ୍ର କଲା ବିଜେପି: ସୁପ୍ରିୟା-ନାନାଙ୍କ ଉପରେ ବିଟକଏନ୍ ହେରଫେର ଅଭିଯୋଗ
ମୁମ୍ବାଇ: ଆଜି ମହାରାଷ୍ଟ୍ରରେ ଚାଲିଛି ବିଧାନସଭା ନିର୍ବାଚନ ମହାଯୁଦ୍ଧ । କିନ୍ତୁ ମତଦାନ କିଛି ସମୟ ପୂର୍ବରୁ ନିର୍ବାଚନ ମଇଦାନରେ ଦେଖିବାକୁ ମିଳିଛି ରାଜନୀତିର ପଶାପାଲି ଖେଳ । ଏନସିପି ନେତାଙ୍କ ବିରୋଧରେ ଆସିଛି…
ଆଜି ମହାରାଷ୍ଟ୍ର- ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ, ମହାରାଷ୍ଟ୍ରରେ ସମସ୍ତ ୨୮୮ ଏବଂ ଝାଡ଼ଖଣ୍ଡରେ ୩୮ ଆସନ ପାଇଁ ମତଦାନ ଆରମ୍ଭ
ନୂଆଦିଲ୍ଲୀ: ଆଜି ମହାରାଷ୍ଟ୍ର ଏବଂ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ । ମହାରାଷ୍ଟ୍ରର ସମସ୍ତ ୨୮୮ ଆସନ ପାଇଁ ଗୋଟିଏ ପର୍ଯ୍ୟାୟରେ ମତଦାନ ହେଉଛି । ସେହିପରି ଝାଡ଼ଖଣ୍ଡ ବିଧାନସଭାରେ ମୋଟ୍ ୮୧ଟି ଆସନ ରହିଛି । ପ୍ରଥମ…
ରାଜନୀତିର ଖବର: ୬୨ ବର୍ଷୀୟ ପୂର୍ବତନ ବିଧାୟକ ୨୫ ବର୍ଷୀୟ ଯୁବତୀଙ୍କୁ ଦ୍ୱିତୀୟ ବିବାହ କଲେ
ନୂଆଦିଲ୍ଲୀ: ରାଜନୈତିକ କ୍ଷେତ୍ରରୁ ଆସିଛି ଏକ ବଡ଼ ଖବର । ୬୨ ବର୍ଷ ବୟସରେ ଜଣେ ପୂର୍ବତନ ବିଧାୟକ ଜଣେ ୨୫ ବର୍ଷୀୟା ଯୁବତୀଙ୍କୁ ନିଜର ଜୀବନସାଥୀ ଭାବେ ଗ୍ରହଣ କରିଛନ୍ତି । ପୂର୍ବତନ ବିଧାୟକ ପୂର୍ବରୁ ବିବାହ କରିଥିବା…
ନିର୍ବାଚନ ଆଗରୁ ମହାରାଷ୍ଟ୍ରରେ ହିଂସା, ଅନୀଲ ଦେଶମୁଖଙ୍କ ଉପରେ ଆକ୍ରମଣ
ପୁଣେ- ମହାରାଷ୍ଟ୍ରରେ ୨୦ ନଭେମ୍ବରକୁ ୨୮୮ ଆସନରେ ହେବ ମତଦାନ । ସୋମବାର ପ୍ରଚାରର ଶେଷ ଦିନ ଥିଲା । ଠିକ ମତଦାନ ଆଗରୁ ଏନସିପି , ସରଦଙ୍କ ଦଳର ନେତା ତଥା ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ଉପରେ ହୋଇଛି ଆକ୍ରମଣ…
ସରକାର ଗଢିବାକୁ କସରତ; ସରିଲା ପ୍ରଚାର, ବୁଥ ମୁହାଁ ପୋଲିଂ ପାର୍ଟି
ନୂଆଦିଲ୍ଲୀ: ନିର୍ବାଚନ ପ୍ରଚାର ଶେଷ ହୋଇଥିବା ବେଳେ ଆସନ୍ତାକାଲି(ବୁଧବାର) ଭାଗ୍ୟ ପରୀକ୍ଷା । ମହାରାଷ୍ଟ୍ର ଏବଂ ଝାଡଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ସୋମବାର ପ୍ରଚାର ଶେଷ ହୋଇଛି । ମହାରାଷ୍ଟ୍ରରେ 288 ବିଧାନସଭା…