Browsing Category
ସାଧାରଣ ନିର୍ବାଚନ 2024
ଓଡ଼ିଶାର ଭୋଟରଙ୍କ ମୁଡ୍ କିପରି ରହିଛି: ‘ବିଜୟ-ପରାଜୟ’କୁ ନେଇ ଟେନସନରେ ସବୁ ଦଳର ପ୍ରାର୍ଥୀ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସାରା ଦେଶରେ ଏବେ ନିର୍ବାଚନୀ ଋତୁ ଚାଲିଛି । ଦେଶରେ ଏହା ମଧ୍ୟରେ ଚତୁର୍ଥ ପର୍ଯ୍ୟାୟରେ ମତଦାନ ସରିଗଲାଣି । ଆଗକୁ ଆଉ ୩ଟି ପର୍ଯ୍ୟାୟରେ ମତଦାନ ଗ୍ରହଣ କରାଯିବ । ସେହିପରି ଓଡ଼ିଶାରେ ପ୍ରଥମ…
(Video) ଶଙ୍ଖ ଧରି ମଇଦାନରେ ମା-ପୁଅ ଯୋଡ଼ି: ସମ୍ବଲପୁରରେ ବବି, କୋରେଇରେ ସନ୍ଧ୍ୟାରାଣୀ ଲଢିବେ ନିର୍ବାଚନ
ଓଡ଼ିଶା ଭାସ୍କର: ବିଜେଡିର ଶଙ୍ଖକୁ ଧରି ନିର୍ବାଚନ ମଇଦାନରେ ଓହ୍ଲାଇଛନ୍ତି ମା ପୁଅ ଯୋଡ଼ି । ସମ୍ବଲପୁର ଲୋକସଭା ଆସନରୁ ଲଢୁଛନ୍ତି ପୁଅ ଏବଂ କୋରେଇ ବିଧାନସଭା ଆସନରୁ ଲଢୁଛନ୍ତି ମା’ । ବିଜେଡିର ସାଙ୍ଗଠନିକ ସମ୍ପାଦକ ତଥା…
୩୧୫ଟି ଆସନ ଜିତୁଛି ‘ଇଣ୍ଡିଆ ମେଣ୍ଟ’: ମମତା ବାନାର୍ଜୀ…”ବିଜେପି କେତେ ସଂକୁଚିତ ହେଉଛି”
କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଲୋକସଭା ନିର୍ବାଚନକୁ ନେଇ ବଡ ଦାବି କରିଛନ୍ତି। ମମତା ବାନାର୍ଜୀ କହିଛନ୍ତି ଯେ ଲୋକସଭା ନିର୍ବାଚନରେ ଇଣ୍ଡିଆ ମେଣ୍ଟ ଅତି କମରେ ୩୧୫ ଟି ଆସନ ରେ ବିଜୟୀ ହେଉଛି।…
(Video) ‘ଚତୁର୍ଥ ପର୍ଯ୍ୟାୟରେ ହିଁ ପ୍ରଧାନମନ୍ତ୍ରୀଙ୍କୁ ମିଳିଗଲା ବହୁମତ’: ଅମିତ ଶାହଙ୍କ ବଡ଼ ଦାବି
ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଙ୍ଗଳବାର ଦିନ ପଶ୍ଚିମବଙ୍ଗର ବନଗାଁରେ ଏକ ଜନସମାବେଶକୁ ସମ୍ବୋଧିତ କରି ବିରୋଧୀଙ୍କ ଉପରେ ବର୍ଷିଛନ୍ତି । ରାଲି ସମୟରେ ଅମିତ ଶାହ ଦାବି କରିଛନ୍ତି ଯେ, ୩୮୦ରୁ…
ଭୁବନେଶ୍ୱରରେ ନବୀନଙ୍କ ରୋଡ୍ ଶୋ’: ୧୬ ତାରିଖରେ କମ୍ପିବ ରାଜଧାନୀର ରାଜରାସ୍ତା
ଭୁବନେଶ୍ୱର: ନିର୍ବାଚନ ପାଇଁ ଏବେ ସାରା ଓଡ଼ିଶାରେ କମ୍ପନ ସୃଷ୍ଟି ହୋଇଛି । ରାଜନୈତିକ ଦଳ ବିଜୟ ପାଇଁ ଜାରି ରଖିଛନ୍ତି ମାରାଥନ୍ ପ୍ରଚାର । ବର୍ତ୍ତମାନ ଏହି ପ୍ରଚାର ମଇଦାନରେ ପାଦ ଦେବାକୁ ଯାଉଛନ୍ତି ମୁଖ୍ୟମନ୍ତ୍ରୀ…
ମଣ୍ଡି ଲୋକସଭା ଆସନରୁ ନାମାଙ୍କନ ଦାଖଲ କଲେ କଙ୍ଗନା ରଣାୱତ, ରୋଡ ସୋ’ରେ କମ୍ପୁଛି ମଇଦାନ
ନୂଆଦିଲ୍ଲୀ: ଅଭିନେତ୍ରୀ ଏବଂ ବିଜେପି ପ୍ରାର୍ଥୀ କଙ୍ଗନା ରଣାୱତ ଆଜି ହିମାଚଳ ପ୍ରଦେଶ ମଣ୍ଡି ଲୋକସଭା ଆସନରୁ ନାମାଙ୍କନ ଦାଖଲ କରିଛନ୍ତି । କଙ୍ଗନା ରୋଡ ଶୋ କରିବା ସମୟରେ ନାମାଙ୍କନ ଦାଖଲ କରିବା ପାଇଁ ପହଁଚିଛନ୍ତି ।…
(Video) ନେତା-ମନ୍ତ୍ରୀକୁ ଦେଖି ଗୋଡ଼ାଇଲେ ଲୋକେ; ‘ରୋଡ୍ ନାହିଁ ତ ଭୋଟ୍ ନାହିଁ’ କହି ଗାଁରେ ପଶିବାକୁ ଦେଲେନି
ବାଲେଶ୍ୱର: ଅଭିଶପ୍ତ ଗାଁ ଅର୍ଜୁନୀ, ଗାଁକୁ ନା ଅଛି ରାସ୍ତା, ନା ପାଣି, ନା ଶିକ୍ଷା, ସ୍ୱାସ୍ଥ୍ୟ କିମ୍ବା ବାସଗୃହ, ଗାଁରେ ୮୦ ରୁ ଅଧିକ ଲୋକ ବସବାସ କରୁଥିଲେ ବି ସରକାରୀ ସୁବିଧା ଏମାନଙ୍କ ପାଇଁ ଅପହଞ୍ଚ । ଗାଁରେ…
Big Breaking; ନିର୍ବାଚନ ମଇଦାନରେ ପ୍ରାର୍ଥୀ ହାତାହାତି: ବୁଥ ଆଗରେ ମାରପିଟ ହେଲେ ପ୍ରଦୀପ-ଶିବଶଙ୍କର
ବ୍ରହ୍ମପୁର: ଆଜି ଓଡ଼ିଶାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି । କିନ୍ତୁ ରାଜ୍ୟର ପ୍ରଥମ ପର୍ଯ୍ୟାୟ ମତଦାନରେ ବହୁ ବାଦ ବିବାଦ ଦେଖିବାକୁ ମିଳିଛି । ତେବେ ବ୍ରହ୍ମପୁରରେ ଏକ ଆଶ୍ଚର୍ଯ୍ୟଜନକ ତଥା ଅବିଶ୍ୱସନୀୟ କାଣ୍ଡ…
ଆର୍ଟିକିଲ ୩୭୦ ହଟିବା ପରେ ବଦଳିଗଲା କାଶ୍ମୀରର ଭୋଟିଂ ପ୍ରକିୟା, ଶ୍ରୀନଗରରେ ଭାଙ୍ଗିଲା ୨୫ ବର୍ଷର ରେକର୍ଡ
ଶ୍ରୀନଗର: କେନ୍ଦ୍ର ଶାସିତ ଅଞ୍ଚଳ ଜାମ୍ମୁ-କାଶ୍ମୀରରୁ ଆର୍ଟିକିଲ ୩୭୦ ହଟାଯିବା ପରେ ସେଠାରେ ହେଉଥିବା ପ୍ରଥମ ନିର୍ବାଚନରେ ଲୋକମାନଙ୍କ ମଧ୍ୟରେ ଜବରଦସ୍ତ ଉତ୍ସାହ ଦେଖିବାକୁ ମିଳୁଛି । କେନ୍ଦ୍ରରେ ମୋଦୀ ସରକାର ୨୦୧୯ରେ…
ବିଜେପି ବିଧାୟକ ପ୍ରାର୍ଥୀ ନରସିଂହ ଭତ୍ରାଙ୍କୁ ଆକ୍ରମଣ: ଝରିଗାଁ ଥାନାରେ ଅଭିଯୋଗ
ଗଞ୍ଜାମ: ଆଜି ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିବାଚନ ଜାରି ରହିଛି । ତେବେ ଏହି ନିର୍ବାଚନ ସମୟରେ ଝରିଗାଁର ବିଜେପି ବିଧାୟକ ପ୍ରାର୍ଥୀଙ୍କ ଉପରେ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଝରୀିଗାଁର ବିଜେପି ବିଧାୟକ…