Browsing Category
ରାଜନୀତି
Suspense ବଢାଇଲେ ନିର୍ବାଚନ କମିଶନ୍! ଫଳାଫଳ ପୂର୍ବରୁ ହେବ କି ବଡ଼ ଘୋଷଣା?
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ମତଦାନ ପ୍ରକ୍ରିୟା ଶେଷ ହୋଇ ସାରିଛି । ବର୍ତ୍ତମାନ ଫଳାଫଳ ଘୋଷଣାକୁ ଅପେକ୍ଷା କରି ରହିଥିବା ବେଳେ ଏହାପୂର୍ବରୁ ପ୍ରେସ କନଫରେନ୍ସ ଡକାଇଛନ୍ତି ନିର୍ବାଚନ କମିଶନ୍ । ଆଜି ମଧ୍ୟାହ୍ନ…
ନିର୍ବାଚନର ଫଳାଫଳ ଘୋଷଣା ପୂର୍ବରୁ ଯଦି ପ୍ରାର୍ଥୀଙ୍କର ପରଲୋକ ଘଟେ, ତେବେ ଏ କ୍ଷେତ୍ରରେ କାହାକୁ ବିଜୟୀ ଘୋଷଣା କରାଯିବ?
ନୂଆଦିଲ୍ଲୀ: ୧୮ତମ ଲୋକସଭାର ନିର୍ବାଚନର ମତଦାନ ୭ଟି ପର୍ଯ୍ୟାୟରେ ସମାପ୍ତ ହୋଇଛି । ଆସନ୍ତା ୪ ତାରିଖରେ ଘୋଷଣା ହେବାକୁ ଥିବା ଫଳାଫଳ ଉପରେ ଏବେ ସାରା ଦେଶର ନଜର । ଏହା ମଧ୍ୟରେ ଏଗଜିଟ୍ ପୋଲର ଆକଳନ ସାମ୍ନାକୁ ଆସିଥିବା…
ଅରବିନ୍ଦ କେଜ୍ର୍ରିିୱାଲଙ୍କ ସରେଣ୍ଡର ପରେ ୫ ଜୁନ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତ ବଢାଇଲେ କୋର୍ଟ
ନୂଆଦିଲ୍ଲୀ: ଦିଲ୍ଲୀର ଏକ କୋର୍ଟ ଅରବିନ୍ଦ କେଜ୍ରିୱାଲଙ୍କୁ ୫ ଜୁନ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତରେ ପଠାଇଛନ୍ତି । କୋର୍ଟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଦାଖଲ କରାଯାଇଥିବା ଏକ ଆବେଦନକୁ ନେଇ ଶୁଣାଣି ପରେ ଏହି…
ଏଗଜିଟ୍ ପୋଲର ରିପୋର୍ଟ କେତେ ଠିକ୍-କେତେ ଭୁଲ୍: ୨୦୧୪ ଓ ୨୦୧୯ ନିର୍ବାଚନର ଆକଳନ କିପରି ରହିଥିଲା?
ନୂଆଦିଲ୍ଲୀ: ଦେଶରେ ୭ ପର୍ଯ୍ୟାୟ ବିଶିଷ୍ଟ ମତଦାନ ପ୍ରକ୍ରିୟା ସମାପ୍ତ ହୋଇଛି । ଏବେ କେବଳ ଅପେକ୍ଷା ଭୋଟ ଗଣତିକୁ । ଆସନ୍ତା ୪ ତାରିଖ ଅନେକ ନେତାଙ୍କ ଭାଗ୍ୟର ଇତିହାସ ଲେଖିବ, ଆଉ ଅନେକ ନେତା ରାଜନୀତିରୁ ସବୁଦିନ ପାଇଁ…
(Video) କ’ଣ କହୁଛି Exit Poll? କାହାର ହେବ ’୨୪ ସିଂହାସନ? କିଏ ମାରିବ ବାଜି, କିଏ ମାରିବ ଚିତପଟାଙ୍ଗ? ଦେଖନ୍ତୁ ରିପୋର୍ଟ
ଓଡ଼ିଶା ଭାସ୍କର: ଶେଷ ହୋଇଛି ଗଣତନ୍ତ୍ରର ମହାନ୍ ପର୍ବ । ଜୁନ୍ ୧ ଶେଷ ପର୍ଯ୍ୟାୟ ଭୋଟିଂ ପରେ ଇଭିଏମରେ ବନ୍ଦ ହୋଇଛି ପ୍ରାର୍ଥୀ ଏବଂ ରାଜନୈତିକ ଦଳମାନଙ୍କର ଭାଗ୍ୟ ଭବିଷ୍ୟ । ଜଗନତା ବାଛି ସାରିଛନ୍ତି ନିଜର ନେତା । ବାସ୍…
ମୋଦୀଙ୍କୁ ନେଇ ଏ କ’ଣ କହିଦେଲେ ବାବା ରାମଦେବ, ଏକଜିଟ୍ ପୋଲ୍ ପରେ କହିଦେଲେ ଏହି ବଡ କଥା
ନୂଆଦିଲ୍ଲୀ:ଉତ୍ତରପ୍ରଦେଶ ନୋଏଡାରେ ମିଡିଆ ସହ ଏକ ଆଲୋଚନା ସମୟରେ ଯୋଗଗୁରୁ ବାବା ରାମଦେବ ଏପରି କିଛି କଥା କହି ଦେଇଛନ୍ତି ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ହିମାଳୟ…
ଅରୁଣାଚଳରେ ବିଜେପି କୁ ମିଳିଲା ପ୍ରଚଣ୍ଡ ବହୁମତ: ସିକ୍କିମରେ SKMର ବିଜୟୀ ରଥ, ହାରିଗଲେ ବାଇଚୁଙ୍ଗ
ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶରେ ବିଜେପିକୁ ବହୁମତ ମିଳିଛି । ଦଳ ଏପର୍ଯ୍ୟନ୍ତ ୩୯ ଟି ଆସନ ଜିତିଛି ଏବଂ ୭ ଟି ଆସନରେ ଆଗୁଆ ରହିଛି । ନିରପେକ୍ଷ ପ୍ରାର୍ଥୀମାନେ ୩ ଟି ସିଟ୍ ଜିତିଥିବା ବେଳେ ଏନପିଇପି ମଧ୍ୟ ୨ ଟି ସିଟ୍…
‘ମୋଦୀ ୩ୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେଲେ ମୁଁ ଲଣ୍ଡା ହେବି’, ଏକଜିଟ୍ ପୋଲକୁ ନେଇ ଆପ୍ ପ୍ରାର୍ଥୀ ସୋମନାଥ ଭାରତୀଙ୍କ ବଡ଼ ବୟାନ
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ଭୋଟିଂ ଶେଷ ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତୃତୀୟ ଥର ପାଇଁ କ୍ଷମତାକୁ ଆସିବା ନେଇ ଶନିବାର ଆସିଥିବା ଅନେକ ଏଗଜିଟ୍ ପୋଲରୁ ଅନୁମାନ କରାଯାଉଛି । ଏହା ସହ…
‘୪ ଜୁନ୍ରେ ରାହୁଲ କରିବେ ସାଧନା, ଏବେ ଖୋଜୁଛନ୍ତି ଗୁମ୍ଫା’, ଆଚାର୍ଯ୍ୟ ପ୍ରମୋଦ କୃଷ୍ଣମ୍ଙ୍କ କଟାକ୍ଷ
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ଅନ୍ତିମ ପର୍ଯ୍ୟାୟ ସରିଯିବା ପରେ ଏକଜିଟ୍ ପୋଲ ଅନୁମାନ ସାମ୍ନାକୁ ଆସିଯାଇଛି । ସମସ୍ତ ଏକଜିଟ୍ ପୋଲ୍ରେ ବିଜେପି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜୋରଦାର ବିଜୟ ଦେଖିବାକୁ…
ଅରୁଣାଚଳରେ ବିଜେପି ବିଜୟ ଆଡକୁ ଅଗ୍ରସର, ସିକିମ୍ରେ SKM ର ଜଲୱା
ନୂଆଦିଲ୍ଲୀ: ଅରୁଣାଚଳପ୍ରଦେଶ ଓ ସିକିମ୍ ବିଧାନସଭା ନିର୍ବାଚନ ଲାଗି ଭୋଟ ଗଣତି ଜାରି ରହିଛି । ୬୦ ସିଟ୍ ବିଶିଷ୍ଟ ଅରୁଣାଚଳ ପ୍ରଦେଶରେ ବିଜେପି ବହୁମତ ହାସଲ କରିସାରିଲାଣି । ଏଠାରେ ବିଜେପି ୨୩ ସିଟ୍ରେ ଜିତି…