Browsing Category
ରାଜନୀତି
ଭାରତରେ ପହଞ୍ଚିବା ମାତ୍ରେ ଗିରଫ ହେଲେ ପ୍ରଜୱାଲ ରେଭନ୍ନା; ଆପତ୍ତିଜନକ ଭିଡିଓ ମାମଲାରେ ପଚରାଉଚରା କରିବ SIT
ନୂଆଦିଲ୍ଲୀ: ମହିଳାଙ୍କୁ ଯୌନ ନିର୍ଯାତନା ଦେବା ଘଟଣାରେ ଗିରଫ ହେଲେ ପ୍ରଜୱାଲ ରେଭନ୍ନା । କର୍ଣ୍ଣାଟକର ହାସନରୁ ସାଂସଦ ପ୍ରଜୱାଲ ରେଭାନ୍ନା ଶୁକ୍ରବାର ସକାଳେ ବେଙ୍ଗାଲୁରୁର କେମ୍ପେଗୌଡା ଅନ୍ତର୍ଜାତୀୟ ବିମାନବନ୍ଦରରେ…
ଶେଷ ପର୍ଯ୍ୟାୟ ମତଦାନ ପୂର୍ବରୁ ଚିଠି ଲେଖି ବିଜେପିକୁ ଟାର୍ଗେଟ୍ କଲେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ
ନୂଆଦିଲ୍ଲୀ: ପଞ୍ଜାବବାସୀଙ୍କୁ ଏକ ଚିଠି ଲେଖିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ। ଚିଠିରେ ସେ ବିଜେପି ସରକାରକୁ ଏକଛତ୍ରବାଦୀ ବୋଲି ଲେଖିଛନ୍ତି। ଯେଉଁଥିଲାଗି ଦେଶରେ ଏକଛତ୍ରବାଦ ଆଣିଛି। ସମ୍ବିଧାନ ଓ…
(Video) ବଡ଼ଚଣା ଆସନ ଉପରେ ସଭିଁଙ୍କ ନଜର: ନିର୍ବାଚନରେ ବର୍ଷା ଜିତିବେ ନା ହାରିବେ, କ’ଣ କହୁଛନ୍ତି ପଲିଟିକାଲ ଏକ୍ସପର୍ଟ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଜୁନ୍ ୧ରେ ରାଜ୍ୟରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ ଗ୍ରହଣ କରାଯିବ । ଏହା ପୂର୍ବରୁ ୩ଟି ପର୍ଯ୍ୟାୟରେ ମତଦାନ ମାଧ୍ୟମରେ ରାଜ୍ୟର ଭୋଟରମାନେ ସେମାନଙ୍କର ନେତାଙ୍କୁ ଚୟନ…
ରାଜନୀତିରେ ଜଡ଼ିତ ବ୍ୟକ୍ତିଙ୍କ ଜାତକର କେଉଁ ଭାବରୁ ଜାଣିବେ ହାର୍-ଜିତ୍ କଥା?
ଓଡ଼ିଶା ଭାସ୍କର: ଜ୍ୟୋତିଷ ଶାସ୍ତ୍ରରେ ୯ଟି ଗ୍ରହ ମଧ୍ୟରୁ କିଛି ବିଷୟରେ ବର୍ଣ୍ଣନା କରାଯାଇଛି ଯାହା ଶକ୍ତି-ସୁଖ, ପ୍ରସିଦ୍ଧି ଏବଂ ସ୍ୱତନ୍ତ୍ର ସାମାଜିକ ପରିଚୟର କାରଣ ଅଟେ । ଲୋକସଭା ନିର୍ବାଚନ ଚାଲିଥିବା ବେଳେ ତୃତୀୟ…
ଅନ୍ତିମ ର୍ୟାଲିରେ ମୋଦୀ ଦେଲେ ଏପରି ପ୍ରତିଶ୍ରୁତି, କହିଲେ ସରକାର ଗଠନ ପରେ ୨୫ ଦିନ କେବଳ ଯୁବବର୍ଗଙ୍କ ଲାଗି କେନ୍ଦ୍ରିତ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଞ୍ଜାବ ହୋସିୟାରପୁରରେ ଆଜି ଲୋକସଭା ନିର୍ବାଚନ ୨୦୨୪ର ଶେଷ ର୍ୟାଲିକୁ ସମ୍ବୋଧିତ କରିଛନ୍ତି । ଏହି ର୍ୟାଲିରେ ସେ ଭ୍ରଷ୍ଟାଚାରର ଜନନୀ କହି କଂଗ୍ରେସକୁ ଟାର୍ଗେଟ୍…
କାହିଁକି ଏ ଧ୍ୟାନ? ୪୫ ଘଣ୍ଟାର ଧ୍ୟାନ, ୨୦୦୦ ପୋଲିସକର୍ମୀ… ବିବେକାନନ୍ଦ ରକ୍ ମେମୋରିଆଲରୁ କ’ଣ ଆସିବ ସନ୍ଦେଶ?
ନୂଆଦିଲ୍ଲୀ: ବିବେକାନନ୍ଦ ରକ୍ ମେମୋରିଆଲରେ ୪୫ ଘଣ୍ଟା ପାଇଁ ଧ୍ୟାନରେ ବସିବେ ପ୍ରଧାନମନ୍ତ୍ରୀ ମୋଦୀ । ଏଥିପାଇଁ ଏଠାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଉଛି । ତାମିଲନାଡୁରେ ସତ୍ତାରୁଢ ଦ୍ରବିଡ ମୁନେତ୍ର…
(Video)ନବୀନ ପଟ୍ଟନାୟକଙ୍କ ଉତ୍ତରାଧିକାରୀ କିଏ? ଏଏନଆଇକୁ ସାକ୍ଷାତକାର ଦେଇ ଏପରି ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର:ଆଜି ଏଏନଆଇକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ସ୍ୱତନ୍ତ୍ର ସାକ୍ଷାତକାର ଦେଇ ରାଜ୍ୟର ଜନତାଙ୍କ ମନ ମଧ୍ୟରେ ସୃଷ୍ଟି ହୋଇଥିବା ବହୁ ଦ୍ୱନ୍ଦ୍ୱର ସମାଧାନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ…
ଆଜି ସରିବ ପ୍ରଚାରପର୍ବ: ‘Climax Date’ରେ ଓଡ଼ିଶାରେ ହେବ ତ୍ରିମୁଖୀ ମହାଲଢେଇ
ଓଡ଼ିଶା ଭାସ୍କର: ୨୦୨୪ ନିର୍ବାଚନର ଶେଷ ପର୍ଯ୍ୟାୟ ମତଦାନର ସମୟ ଆସିଯାଇଛି । ଆଉ ୨ଟା ଦିନ ପରେ ଅନ୍ତିମ ପର୍ଯ୍ୟାୟରେ ଭୋଟ ଦେବେ ଜନତା ଜନାର୍ଦ୍ଦନ । ଏହାପରେ ୪ ତାରିଖ ହେବ ଭୋଟଗଣତି । ତେବେ ଏହାପୂର୍ବରୁ ଆଜି ନିର୍ବାଚନ…
ସିଏଏ ଅଧୀନରେ ପଶ୍ଚିମବଙ୍ଗରେ ନାଗରିକତା ପ୍ରମାଣପତ୍ର ପ୍ରଦାନ କଲା ଗୃହ ମନ୍ତ୍ରାଳୟ
ନୂଆଦିଲ୍ଲୀ: କେନ୍ଦ୍ର ଗୃହ ମନ୍ତ୍ରଣାଳୟ ନାଗରିକତା ସଂଶୋଧନ ଆଇନ (ସିଏଏ) ଅଧୀନରେ ପଶ୍ଚିମବଙ୍ଗରେ ନାଗରିକତା ପ୍ରମାଣପତ୍ର ପ୍ରଦାନ ପ୍ରକ୍ରିୟା ଆରମ୍ଭ କରିଛି। ହରିୟାଣା ଏବଂ ଉତ୍ତରାଖଣ୍ଡର ସଂପୃକ୍ତ କମିଟି ମଧ୍ୟ ଆଜି…
ବିଜେପି ଲୋକସଭା ପ୍ରାର୍ଥୀଙ୍କ କାର ଦୁର୍ଘଟଣାଗସ୍ତ: ଦୁଇ ଜଣଙ୍କ ମୃତ୍ୟୁ, ଜଣେ ଗୁରୁତର
ନୂଆଦିଲ୍ଲୀ: ଦେଶରେ ଲୋକସଭା ନିର୍ବାଚନର ୬ଷ୍ଠ ପର୍ଯ୍ୟାୟ ମତଦାନ ସରିଥିବା ବେଳେ ରାଜ୍ୟରେ ୩ୟ ପର୍ଯ୍ୟାୟ ମତଦାନ ସମାପ୍ତ ହେଉଛି । ଆସନ୍ତା ମାସ ପହିଲାରେ ଅନ୍ତିମ ପର୍ଯ୍ୟାୟ ମତଦାନ ସରିବା ପରେ ଜୁନ୍ ୪ରେ ଫଳାଫଳ ଘୋଷଣା…