Browsing Category

ରାଜନୀତି

ମୋଦୀଙ୍କୁ ଶୁଭେଚ୍ଛା ଜଣାଇଲେ ଆମେରିକା ରାଷ୍ଟ୍ରପତି ବାଇଡେନ ଓ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନରେ ବିଜୟ ପାଇଁ ନରେନ୍ଦ୍ର ମୋଦୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏବଂ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନାକ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ…

(Video) ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ପ୍ରଥମ ଥର ମୁହଁ ଖୋଲିଲେ ନବୀନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ବିଜେଡିକୁ କ୍ଷମତାଚ୍ୟୁତ କରି ଅପ୍ରତ୍ୟାଶିତ ଭାବେ ବହୁମତ ହାସଲ କରିଛି ବିଜେପି । ଦୀର୍ଘ ୨୪ ବର୍ଷ ଧରି ମୁଖ୍ୟମନ୍ତ୍ରୀ ରହିବା ପରେ ନବୀନ ପଟ୍ଟନାୟକ ପ୍ରଥମ ଥର ପରାଜୟକୁ ସାମ୍ନା…

ଯଦି ନୀତୀଶ ‘କିଙ୍ଗମେକର’ ହେଉଛନ୍ତି ତେବେ ବିହାରକୁ ସ୍ୱତନ୍ତ୍ର ପାହ୍ୟା ମିଳୁ: ତେଜସ୍ୱୀ ଯାଦବ

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ନେତା ତେଜସ୍ୱୀ ଯାଦବ କହିଛନ୍ତି ଯେ ଯଦି ନୀତୀଶ କୁମାର ଲୋକସଭା ନିର୍ବାଚନ ଫଳାଫଳରେ "କିଙ୍ଗମେକର" ହୁଅନ୍ତି, ତେବେ ତାଙ୍କୁ ବିହାରକୁ ସ୍ୱତନ୍ତ୍ର ପାହ୍ୟା ମିଳିବା ଉଚିତ୍।…

ଲୋକସଭା ନିର୍ବାଚନରେ ଏନଡିଏକୁ ସଂଖ୍ୟାଗରିଷ୍ଠତା ମିଳିବା ପରେ ଚୀନ୍ ରଖିଲା ଏଭଳି ପ୍ରତିକ୍ରିୟା

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନରେ ସଂଖ୍ୟାଗରିଷ୍ଠତା ହାସଲ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିଜେପି ନେତୃତ୍ୱାଧୀନ ଏନଡିଏକୁ ଅଭିନନ୍ଦନ ଜଣାଇଛି ଚୀନ୍ । " ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବିଜେପି…

(Video) କୁଆଡ଼େ ଗଲେ ଭି.କେ ପାଣ୍ଡିଆନ: ନବୀନ ନିବାସରେ ନା ଶଙ୍ଖ ଭବନରେ, ବାସଭବନ ପୂରା ଖାଁ ଖାଁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ୨୦୨୪ ଓଡ଼ିଶା ବିଧାନସଭା ନିର୍ବାଚନ ଫଳାଫଳକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା ଚାଲିଛି । ଏହି ନିର୍ବାଚନରେ ବିଜେପି ଯେପରି ଅପ୍ରତ୍ୟାଶିତ ଭାବେ ରାଜ୍ୟରେ ବହୁମତ ହାସଲ କଲା ତାହାକୁ ନେଇ…

ଅଧାରେ ରହିଗଲା ବିରଳ ରେକର୍ଡ: ଆଉ ମାତ୍ର ୭୪ ଦିନ ପୂରଣ କରିଥିଲେ ଦେଶରେ ସର୍ବାଧିକ ସମୟ ମୁଖ୍ୟମନ୍ତ୍ରୀ ହେବାର ସୌଭାଗ୍ୟ ଲାଭ କରିଥାନ୍ତେ ନବୀନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ୨୦୨୪ ରାଜ୍ୟ ବିଧାନସଭା ନିର୍ବାଚନର ଫଳାଫଳ ସଭିଙ୍କୁ ଚକିତ କରିଦେଇଛି । କ୍ରମାଗତ ୨୪ ବର୍ଷ ଧରି ରାଜ୍ୟରେ ଶାସନ କରିଆସୁଥିବା ବିଜେଡିର ଶାସନ ରେସରେ ଲାଗିଛି ରୋକ । ‘ଜନତା ଚାହିଁଲେ ସରକାର…

ରାଜ୍ୟରେ ବନ୍ଦ ହେବ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା: ବିଜେପି ରାଜ୍ୟ ସଭାପତିଙ୍କ ଘୋଷଣା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଲୋକସଭା ଓ ରାଜ୍ୟ ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଜାରି ରହିଥିବା ବେଳେ ଏହା ମଧ୍ୟରେ ଆସିଛି ଏକ ବଡ଼ ଖବର । ରାଜ୍ୟରେ ବନ୍ଦ ହେବ ବିଜୁ ସ୍ୱାସ୍ଥ୍ୟ…

ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ବଡ ସଉଦା କରିବା ଯୋଜନାରେ ନୀତିଶ କୁମାର, ୪ କ୍ୟାବିନେଟ୍ ମନ୍ତ୍ରୀ ପଦ ସହିତ କରିବେ ଏହି ବଡ ଦାବୀ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନରେ ୧୨ ଆସନ ଜିତି ବିହାର ମୁଖ୍ୟମନ୍ତ୍ରୀ ଏବେ କିଙ୍ଗ୍‌ମେକର ଭୂମିକାରେ ଅଛନ୍ତି । ଏହି କ୍ରମରେ ନୀତିଶ ପ୍ରଧାନମନ୍ତ୍ରୀଙ୍କ ଠାରୁ ଅତି କମ୍‌ରେ ୪ କ୍ୟାବିନେଟ୍ ମନ୍ତ୍ରୀ ପଦ, ଶୀଘ୍ର…

୨୦୨୪ ଲୋକସଭା ନିର୍ବାଚନ ଫଳାଫଳ: ମୋଟ ୫୪୩ଟି ଆସନ ମଧ୍ୟରୁ କିଏ କେଉଁ ଆସନରୁ ଜିତିଲେ, ଦେଖନ୍ତୁ ସମ୍ପୂର୍ଣ୍ଣ ଲିଷ୍ଟ

ନୂଆଦିଲ୍ଲୀ: ଜୁନ ୪ରେ ପ୍ରକାଶ ପାଇଥିବା ୨୦୨୪ ଲୋକସଭା ନିର୍ବାଚନର ଜନାଦେଶ ସଭିଙ୍କ ତାଜୁବ କରିଦେଇଛି । ବିଜେପି ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ)ର ‘୪୦୦ ପାର୍’ ନାରାରେ ଲାଗିଛି ରୋକ୍ । ମୋଟ ୫୪୩ଟି…

NDA ସରକାର ୩ୟ ଥର! ଜୁନ୍ ୮ରେ ଭାରତର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନର ଜନାଦେଶ ସଭିଙ୍କ ତାଜୁବ କରିଦେଇଛି । ବିଜେପି ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ)ର ‘୪୦୦ ପାର୍’ ନାରାରେ ଲାଗିଛି ରୋକ୍ । ମୋଟ ୫୪୩ଟି ଆସନ ମଧ୍ୟରୁ ଏନଡିଏ ମାତ୍ର…