fbpx
Browsing Category

ରାଜନୀତି

Modi is the king of social media: କେଉଁ ଭାରତୀୟ ରାଜନେତାଙ୍କର ସୋସିଆଲ ମିଡ଼ିଆରେ କେତେ ଫଲୋଅର୍ସ

ନୂଆଦିଲ୍ଲୀ: କେଉଁ ଭାରତୀୟ ରାଜନେତାଙ୍କର ଟ୍ୱିଟର, ଫେସବୁକ, ଇନଷ୍ଟାଗ୍ରାମ ବା ୟୁଟ୍ୟୁବ ପରି ସୋସିଆଲ ମିଡ଼ିଆରେ ସର୍ବାଧିକ ଫଲୋଅର୍ସ ରହିଛନ୍ତି? ଏହି ଉତ୍ତର ପାଇଁ କୌଣସି ପୁରସ୍କାର ପ୍ରଦାନ କରାଯିବ ନାହିଁ । ଏହି ସହଜ…

ବିଧାୟକଙ୍କ ପାଇଁ ନୂଆ ନିୟମାବଳୀ: ବିଧାନସଭା ଗୃହକୁ ମୋବାଇଲ, ବ୍ୟାନର, ପୋଷ୍ଟର ନେବା ଉପରେ ଲାଗିବ ରୋକ

ନୂଆଦିଲ୍ଲୀ: ଏଣିକି ବିଧାୟକମାନେ ବିଧାନସଭା ଗୃହକୁ ମୋବାଇଲ ଫୋନ, ପତାକା, ବ୍ୟାନର ଓ ପୋଷ୍ଟକ ନେଇ ଯାଇ ପାରିବେ ନାହିଁ । ଏହିସବୁ ଜିନିଷ ଉପରେ ଲାଗୁ ହେବ କଟକଣା । ଅନେକ ସମୟରେ ଗୃହର ସଦସ୍ୟମାନେ ବ୍ୟାନର ଦେଖାଇ ଗୃହ…

ଫେରିଲା ସାଂସଦ ପଦ, ଦ୍ୱିତୀୟ ପର୍ଯ୍ୟାୟ ଭାରତ ଯୋଡ଼ ଯାତ୍ରାରେ ଗୁଜରାଟରୁ ମେଘାଳୟ ଯିବେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ବହୁ ଚର୍ଚ୍ଚିତ ଭାରତ ଯୋଡ଼ ଯାତ୍ରାର ଦ୍ୱିତୀୟ ପର୍ଯ୍ୟାୟ ଦକ୍ଷିଣରେ ଗୁଜରାଟରୁ ଆରମ୍ଭ ହୋଇ ଉତ୍ତର-ପୁର୍ବ ମେଘାଳୟ ଯାଏଁ ଚାଲିବ । ମଙ୍ଗଳବାର ସାମ୍ବାଦିକ ସମ୍ମିଳନୀରେ…

TMC ସାଂସଦ ସସପେଣ୍ଡ

ନୂଆଦିଲ୍ଲୀ: ରାଜନୈତିକ କ୍ଷେତ୍ରରୁ ଆସିଛି ଏକ ବଡ଼ ଖରବ । ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦ ଡେରେକ ଓ’ବ୍ରାଏନ ରାଜ୍ୟସଭାରୁ ସସପେଣ୍ଡ ହୋଇଛନ୍ତି । ମୌସୁମୀ ଅଧିବେଶନ ଅବସରେ ଖରାପ ଆଚରଣ ଓ ନିୟମ ଉଲ୍ଲଂଘନ କାରଣରୁ…

ସ୍ୱାଧୀନତା ଦିବସରେ ଆମେରିକୀୟ ସାଂସଦମାନେ ଲାଲ କିଲାରେ ଶୁଣିବେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭାଷଣ, ଏହି ଲୋକମାନଙ୍କୁ ମଧ୍ୟ ଭେଟିବେ

ନୂଆଦିଲ୍ଲୀ: ଅଗଷ୍ଟ ୧୫ ରେ ଲାଲ କିଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭାଷଣ ଶୁଣିବା ପାଇଁ ଆମେରିକା ସାଂସଦର ଏକ ଦ୍ୱିପାକ୍ଷିକ ଦଳ ଭାରତ ଗସ୍ତ କରୁଛନ୍ତି। ଦ୍ୱିପାକ୍ଷିକ ସଂସଦୀୟ ପ୍ରତିନିଧିମଣ୍ଡଳର ନେତୃତ୍ୱ…

ସଂସଦରେ ପହଞ୍ଚିଲେ ରାହୁଲ ଗାନ୍ଧୀ: I.N.D.I.A ମେଣ୍ଟର ନେତାମାନେ ସ୍ଲୋଗାନ ଦେଇ କଲେ ସ୍ୱାଗତ

ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନରେ ଅନେକ ଦିନ ହେଲାଣି ହଙ୍ଗାମା ଜାରି ରହିଛି। ଆଜି ମଧ୍ୟ ବିରୋଧୀ ମଣିପୁର, ନୁହ ଏବଂ ଦିଲ୍ଲୀ ସେବା ବିଲକୁ ନେଇ ଚର୍ଚ୍ଚା ଜୋର ଧରିଛି। ନିକଟରେ ଲୋକସଭାରେ ଦିଲ୍ଲୀ ସେବା ବିଲ୍…

ସାଂସଦ ପଦ ଫେରିପାଇଲେ ରାହୁଲ ଗାନ୍ଧୀ, ଲୋକସଭା ସଚିବାଳୟ ପକ୍ଷରୁ ଜାରି ହେଲା ସୂଚନା

ନୂଆଦିଲ୍ଲୀ: ରାହୁଲ ଗାନ୍ଧୀ ପୁଣି ସାଂସଦ ପଦ ଫେରିପାଇଛନ୍ତି। ଲୋକସଭା ସଚିବାଳୟ ଏହି ବିଜ୍ଞପ୍ତି ଜାରି କରିଛି। ସୁପ୍ରିମକୋର୍ଟଙ୍କଠାରୁ ଅଶ୍ଵସ୍ତି ପାଇବା ପରେ ରାହୁଲ ଗାନ୍ଧୀଙ୍କ ଲୋକସଭା ସଦସ୍ୟତା ଫେରାଇବା ପାଇଁ…

ଚାଣକ୍ୟଙ୍କ ବଡ଼ ଅଜବ ଚାଣକ୍ୟନୀତି ; ପ୍ରଥମେ ପ୍ରଶଂସା କରି ପୁଣି ଘେରିବାକୁ ଟିପ୍ସ

ଓଡ଼ିଶା ଭାସ୍କର: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ଦିଲ୍ଲୀ ଫେରିଯାଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ହେଲେ ଦଳୀୟ କର୍ମୀଙ୍କୁ ସେ ଦେଇ ଯାଇଥିବା ଟିପ୍ସ ଏବେ ସମସ୍ତଙ୍କୁ ବଡ଼ ଦ୍ୱନ୍ଦ୍ୱରେ ପକାଇଛି ।…

ନିଜେ କିଛି କରିବେ, ନା ଅନ୍ୟକୁ କରେଇ ଦେବେ; ବିରୋଧୀଙ୍କୁ କଟାକ୍ଷ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦୀ ରବିବାର ବିରୋଧୀଙ୍କ ଉପରେ ଅନେକ ଅଭିଯୋଗ ଲଗାଇ କଟାକ୍ଷ କରିଛନ୍ତି । ସେ କହିଛନ୍ତି ଯେ, ଦେଶରେ ବିଜେପି ସରକାର କିଛି କରିବାକୁ ଗଲେ ବିରୋଧୀମାନେ ଏହାକୁ କରାଇ ଦେଉନାହାନ୍ତି । ଅମୃତ…

ଚର୍ଚ୍ଚାରେ ନବୀନ ଓ ଶାହାଙ୍କ ୩୦ ମିନିଟର ଗୋପନ ଆଲୋଚନା

ଓଡିଶା ଭାସ୍କର: ଗତକାଲି ଦୁଇ ଦିନିଆ ଓଡିଶା ଗସ୍ତରେ ଆସିଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ସୂଚନା ଅନୁଯାଇ ,ଏହା ଶାହାଙ୍କ ସରକାରୀ କାର‌୍ୟ୍ୟକ୍ରମ ପାଇଁ ଗସ୍ତ ରହିଥିଲା । କିନ୍ତୁ ଶାହାଙ୍କ ଅଚାନକ ଏହି ଗସ୍ତ…