Browsing Category
ରାଜନୀତି
ହରିଆଣା: ଗଣତିରେ କଂଗ୍ରେସ ପଛରେ, ଏଥିପାଇଁ ହାତ ଦଳିଆଙ୍କୁ ଦାୟୀ କଲେ ଅନିଲ ବିଜ
ଚଣ୍ଡିଗଡ: ହରିଆଣାର ଭୋଟ ଗଣତିର ଟ୍ରେଣ୍ଡ ଦେଖି ମନେ ହେଉଛି ଏକ୍ଜିଟ ପୋଲର ଆକଳନ ମିଛ ହେବାକୁ ଯାଉଛି । ଗଣନାର ଦୁଇ ଘଣ୍ଟା ପର୍ଯ୍ୟନ୍ତ ଆକଳନ ଅନୁଯାୟୀ ରେଜଲ୍ଟ ଆସିଥିବା ବେଳେ ଧୀରେ ଧୀରେ ପରିବର୍ତ୍ତନ ହୋଇଗଲା ଫଳାଫଳ ।…
ପିଡିପିକୁ ପ୍ରତ୍ୟାକ୍ଷାନ କଲେ ଜମ୍ମୁବାସୀ!
ଶ୍ରୀନଗର: ଜମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ପ୍ରଥମ ଥର ପାଇଁ ହୋଇଥିବା ନିର୍ବାଚନର ଆଜି ଗଣତି ଚାଲିଛି । ଗଣତି ଆରମ୍ଭରୁ ହିଁ ଫଳାଫଳକୁ ନେଇ ସ୍ପଷ୍ଟ ଏକ ଚିତ୍ର ସାମ୍ନାକୁ ଆସିବାକୁ ଲାଗିଲାଣି । ନିର୍ବାଚନରେ…
ଜାମ୍ମୁ-କାଶ୍ମୀରରେ ବାଜି ମାରିଲା କଂଗ୍ରେସ, ବଦଳିଗଲା ବିଜେପି ଗେମ୍
ନୂଆଦିଲ୍ଲୀ: ଆଜି ହରିୟାଣା ଏବଂ ଜାମ୍ମୁ-କାଶ୍ମୀରର ସମସ୍ତ ୯୦ ସିଟ ପାଇଁ ଭୋଟ ଗଣତି ଆରମ୍ଭ ହୋଇଥିଲା। ଫଳାଫଳରେ ଜାମ୍ମୁ-କାଶ୍ମୀରରେ କଂଗ୍ରେସ-ନେସନାଲ କନଫ୍ରେନ୍ସ ମେଣ୍ଟ ଆଗୁଆ ରହିଛି। ବିଜେପି ଏବଂ ପିଡିପି ପଛରେ…
ହରିୟାଣା ବିଧାସଭା ନିର୍ବାଚନ ୨୦୨୪: କଂଗ୍ରେସକୁ ପଛରେ ପକାଇଲା ବିଜେପି
ନୂଆଦିଲ୍ଲୀ: ଆଜି ସକାଳ ୮ଟାରୁ ଆରମ୍ଭ ହୋଇଛି ହରିୟାଣା ବିଧାନସଭା ନିର୍ବାଚନ ୨୦୨୪ର ଭୋଟ ଗଣତି। ରାଜନୈତିକ ମହଲରେ ଚର୍ଚ୍ଚା କରାଯାଉଥିଲା ଯେ, ଏଥର ବିଜେପିକୁ ହରାଇ କଂଗ୍ରେସ ବାଜି ମାରିବ। ଏଗଜିଟ ପୋଲରେ ମଧ୍ୟ କଂଗ୍ରେସ…
‘ତୃତୀୟ ଥର ବି ପଦ୍ମ ଫୁଟିବ’, ଭୋଟ ଗଣତି ମଧ୍ୟରେ ବିଜେପି ପ୍ରାର୍ଥୀ ଜ୍ଞାନ ଚନ୍ଦ ଗୁପ୍ତାଙ୍କ ବଡ଼ ଦାବି
ନୂଆଦିଲ୍ଲୀ: ହରିୟାଣା ବିଧାନସଭା ସାଧାରଣ ନିର୍ବାଚନ ୨୦୨୪ ପାଇଁ ମଙ୍ଗଳବାର ସକାଳ ଆଠଟାରେ ମତଗଣନା ଆରମ୍ଭ ହୋଇସାରିଛି। ଏହାକୁ ନେଇ ଭାରତୀୟ ଜନତା ପାର୍ଟୀର ପ୍ରାର୍ଥୀ ଜ୍ଞାନ ଚନ୍ଦ ଗୁପ୍ତା ମଙ୍ଗଳବାର ନିଜର ବିଶ୍ୱାସକୁ…
ଜମ୍ମୁ-କାଶ୍ମୀର, ହରିୟାଣାରେ କିଏ ଗଢିବ ସରକାର? ଆରମ୍ଭ ହେଲା ଗଣତି
ନୂଆଦିଲ୍ଲୀ: ଆଜି ଆସିବ ଜମ୍ମୁ-କାଶ୍ମୀର ହରିୟାଣା ବିଧିନସଭା ନିର୍ବାଚନ ଫଳାଫଳ । ଭୋଟ ଗଣତି କେନ୍ଦ୍ରରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ବେଳେ ସକାଳ 8ଟାରୁ ଭୋଟ ଗଣତି ଆରମ୍ଭ ହୋଇସାରିଛି । ପ୍ରଥମେ…
ବଦଳିଲା ଦିଲ୍ଲୀର ନୂତନ ମୁଖ୍ୟମନ୍ତ୍ରୀଙ୍କ ଠିକଣା, ଜାଣନ୍ତୁ କେଉଁଠି ଶିଫ୍ଟ ହେଲେ ଆତିଶୀ
ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟିର ଅଧ୍ୟକ୍ଷ ଅରବିନ୍ଦ କେଜରିୱାଲଙ୍କ ଇସ୍ତଫା ପରେ ଦିଲ୍ଲୀର ନୂତନ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ଆତିଶୀ । ନିକଟରେ ଅରବିନ୍ଦ କେଜରିୱାଲ ଏବଂ ମନୀଷ ସିସୋଦିଆଙ୍କୁ ନୂତନ ବାସଭବନ ଆଲଟ୍ କରାଯାଇଛି…
‘ରାଷ୍ଟ୍ରହିତ ଓ ଜନସେବା ପାଇଁ ମୋଦୀ ଜୀ ସମର୍ପିତ, ମୁଁ ତାଙ୍କ ଯାତ୍ରାର ସାକ୍ଷୀ ରହିଛି…’, ଜାଣନ୍ତୁ ଏପରି କାହିଁକି କହିଲେ ଅମିତ ଶାହା
ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଇଁ ବହୁତ ବିଶେଷ ଦିନ । ୨୩ ବର୍ଷ ପୂର୍ବରୁ ଅକ୍ଟୋବର ୭ ତାରିଖ ଦିନ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟଭାର ସମ୍ଭାଳିଥିଲେ । ଏହା କେବଳ ଗୁଜରାଟ ପାଇଁ…
ସମଦୂରତା ନୂହେଁ, କଂଗ୍ରେସ ସହ ହାତ ମିଶେଇବ ବିଜେଡି!
ଭୁବନେଶ୍ୱର: ବିଜେଡି ଇଣ୍ଡିମେଣ୍ଟ ମୁହାଁ । ଏହାକୁ ନେଇ ଚର୍ଚ୍ଚା ଜୋର । ରାଜ୍ୟର ବିଭିନ୍ନ ଗଣମାଧ୍ୟମରେ ଏହାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ଆରମ୍ଭରୁ କ୍ଷମତା ହାତେଇଥିବା ବିଜେଡି ପୁଣି କ୍ଷମତା ହାସଲ କରିବାକୁ…
ଧର୍ମଶାଳା ବିଧାୟକଙ୍କ ଚାପ, ବେଆଇନ ଖଣିର ରିପୋର୍ଟ ତଲବ କଲେ ଖଣି ସଚିବ
ଭୁବନେଶ୍ୱର: ଆକ୍ସନ ମୋଡରେ ରାଜ୍ୟ ଖଣି ବିଭାଗ । ଛାନିଆ ବିଜେଡି ନେତା ।ଯାଜପୁରର ଧର୍ମଶାଳାରେ ଥିବା ବେଆଇନ ଖଣି ଖନନ ଓ କ୍ରସର ୟୁନିଟ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ । ନିର୍ଦ୍ଦେଶ ଦେଲେ ରାଜ୍ୟ ଖଣି…