Browsing Category
ରାଜନୀତି
ସାମ୍ନାକୁ ଆସିଲା ଏକ ବଡ ଖବର: NDAରେ ସାମିଲ ହେବେ ରାଜ ଠାକରେ!
ମୁମ୍ବାଇ:ମହାରାଷ୍ଟ୍ର ରାଜନୀତିରୁ ଏକ ବଡ ଖବର ସାମ୍ନାକୁ ଆସିଛି । ଏମଏନଏସ୍ ଅଧ୍ୟକ୍ଷ ରାଜ ଠାକରେ ଏନଡିଏରେ ସାମିଲ ହୋଇପାରନ୍ତି । ଏକ ବିଶେଷ ସୂତ୍ରରୁ ଏହା ଜଣାପଡିଛି । ରାଜ ଠାକ୍ରେ ଦକ୍ଷିଣ ମୁମ୍ବାଇ ସିଟ୍ରୁ…
(video)ପ୍ରଧାନମନ୍ତ୍ରୀ ମୋଦୀ ଲଞ୍ଚ କଲେ ବିଜେପିର ନିର୍ବାଚନୀ ଗୀତ, ଗୀତର ଭିଡିଓ ପୋଷ୍ଟ କରି ଲେଖିଲେ ଏପରି କିଛି
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪କୁ ନେଇ ନିର୍ବାଚନ କମିଶନଙ୍କ ଘୋଷଣା ସହିତ ସାରା ଦେଶରେ ନିର୍ବାଚନୀ ମାହୋଲ ଜୋରଦାର ହୋଇଛି । ବିଜେପି ସହିତ କଂଗ୍ରେସ, ବାମଦଳ, ସମାଜବାଦୀ ପାର୍ଟି, ଟିଏମସି, ବିଜେଡି ପରି ଦଳ…
ରାଜ୍ୟ କାର୍ଯ୍ୟାଳୟରେ ବିଜେପି କୋର୍ କମିଟି ବୈଠକ; ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଶ୍ବେଶ୍ବର ଟୁଡୁ ଉପସ୍ଥିତ
ଭୁବନେଶ୍ୱର : ( ଓଡ଼ିଶା ଭାସ୍କର ) ରାଜ୍ୟ କାର୍ଯ୍ୟାଳୟରେ ବିଜେପି କୋର୍ କମିଟି ବୈଠକ । ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ବୈଠକ । ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଶ୍ବେଶ୍ବର ଟୁଡୁ ଉପସ୍ଥିତ ।…
ଆଜି ସାରା ଦେଶରେ ଲାଗୁ ହେଉଛି Code of Conduct: ଏହିସବୁ କାର୍ଯ୍ୟରେ ଳାଗିବ ପ୍ରତିବନ୍ଧକ
ନୂଆଦିଲ୍ଲୀ: ଆଜି ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା କରିବେ ନିର୍ବାଚନ କମିସନ୍ । ନିର୍ବାଚନ ତାରିଖ ଘୋଷଣା ପରେ ସାରା ଦେଶରେ ଆଦର୍ଶ ଆଚାର ସଂହିତା ନିୟମ ମଧ୍ୟ ଲାଗୁ ହେବ । ନିଷ୍ପକ୍ଷ ଏବଂ ପାରଦର୍ଶୀ ଭାବରେ…
ସିଏଏକୁ ନେଇ ହିମନ୍ତଙ୍କୁ ଓୱେସିଙ୍କ ଟାର୍ଗେଟ; ୧୨ଲକ୍ଷ ହିନ୍ଦୁ ନାଗରିକତା ପାଇବେ, ଦେଢ଼ ଲକ୍ଷ ମୁସଲମାନଙ୍କର କ’ଣ ହେବ?
ନୂଆଦିଲ୍ଲୀ: ଭାରତରେ ନାଗରିକତା ସଂଶୋଧନ ଆଇନ (ସିଏଏ) ୨୦୧୯ ଲାଗୁ ହେବା ପରଠାରୁ ଆରମ୍ଭ ହୋଇଥିବା ଆନ୍ଦୋଳନ ଥମିବାର ନାଁ ନେଉନାହିଁ । ଏହାକୁ ନେଇ ଅଲ୍ ଇଣ୍ଡିଆ ମଜଲିସ-ଏ-ଇତେହାଦୁଲ ମୁସଲିମିନ୍ (ଏଆଇଏମ୍ଆଇଏମ୍) ମୁଖ୍ୟ…
ଆଜି ଘୋଷଣା ହେବ ସାଧାରଣ ନିର୍ବାଚନର ତାରିଖ: ୭ଟି ପର୍ଯ୍ୟାୟରେ ହେବ ଭୋଟିଂ!
ନୂଆଦିଲ୍ଲୀ: ଆଜି ଦେଶରେ ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା କରିବେ ଇଲେକ୍ସନ କମିସନ୍ । ନୂଆ ଦୁଇ ଜଣ ଅଧିକାରୀ ନିର୍ବାଚନ କମିସନ୍ ଭାବରେ ଦାୟିତ୍ୱ ନେବା ମାତ୍ରେ ନିର୍ବାଚନ ତାରିଖ ଘୋଷଣା କରିବାକୁ ନିଷ୍ପତ୍ତି…
କାହିଁକି ବିଜେଡି ଛାଡିଲେ ଅରିନ୍ଦମ ରାୟ? ଦଳ ଉପରେ ଆଉ ପାଇଲାନି କି ଭରଷା?
ଓଡ଼ିଶା ଭାସ୍କର: ଆଜି ବିଜେପିରେ ସାମିଲ ହୋଇଛନ୍ତି ଅଭିନେତା ତଥା ବିଜେଡି ନେତା ଅରିନ୍ଦମ ରାୟ। ବିଜେଡି ଛାଡିବାର ମାତ୍ର କିଛି ସମୟ ପରେ ସେ ବିଜେପିରେ ଯୋଗ ଦେଇଥିଲେ। ଭୁବନେଶ୍ୱରସ୍ଥିତ ରାଜ୍ୟ ବିଜେପି କାର୍ଯ୍ୟାଳୟରେ…
ଓଡ଼ିଶାରେ ବିଜେଡି-ବିଜେପି ମେଣ୍ଟକୁ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ବଡ଼ ବୟାନ
ଓଡ଼ିଶା ଭାସ୍କର: ଗତ ୧୦ ଦିନ ହେବ କେବଳ ଗୋଟିଏ କଥା ଓଡ଼ିଶାରେ ମେଣ୍ଟ ସରକାର! ହେଲେ ଏନେଇ କୌଣସି ସ୍ପଷ୍ଟତା ଆସିପାରୁ ନାହିଁ । କିନ୍ତୁ ଏହାକୁ ନେଇ ରାଜ୍ୟ ରାଜନୀତିରୁ ଆରମ୍ଭ କରି ଜାତୀୟ ରାଜନୀତି ଯାଏଁ ଚର୍ଚ୍ଚା…
ବିହାର କ୍ୟାବିନେଟ ସଂପ୍ରସାରଣ: ନୀତିଶ କୁମାରଙ୍କ କ୍ୟାବିନେଟରେ ସ୍ଥାନ ପାଇଲେ ବିଜେପିର ୧୨ ଜଣ ଓ ଜେଡିୟୁର ୯ ଜଣ ବିଧାୟକ
ନୂଆଦିଲ୍ଲୀ: ଆଗକୁ ଲୋକସଭା ନିର୍ବାଚନ ଆସୁଥିବା ବେଳେ ତା’ ପୂର୍ବରୁ ବିହାର କ୍ୟାବିନେଟ ସଂପ୍ରସାରଣ କରାଯାଇଛି । ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ କ୍ୟାବିନେଟରେ ମୋଟ ୨୧ ଜଣ ବିଧାୟକ ସ୍ଥାନ ପାଇଥିବା ବେଳେ ସେମାନଙ୍କୁ…
ବିଜେଡି ଛାଡି ବିଜେପିରେ ମିଶିଲେ ପୂର୍ବତନ ବିଧାୟକ ତ୍ରିନାଥ ଗମାଙ୍ଗ
ଗୁଣପୁର: ନିର୍ବାଚନକୁ ଆଖି ଆଗରେ ରଖି ବିଭିନ୍ନ ଦଳର ନେତା ଏବେ ଦଳ ଅଦଳବଦଳ କରିବାରେ ଲାଗିଛନ୍ତି। ବିଶେଷକରି ଗୋଟିଏ ପରେ ଗୋଟିଏ ବିଜେଡି ନେତା ଏବେ ଦଳ ଛାଡି ବିଜେପି ମୁହାଁ ହୋଇଛନ୍ତି। ଏହି କ୍ରମରେ ଆଜି ବିଜେପିରେ…