fbpx
Browsing Category

ରାଜନୀତି

ମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାରେ ବଡ ଟୁଇଷ୍ଟ: ଗୋପାଳ ବଡ ଭାଇଙ୍କୁ ଉଠାଇ ନେଲା କ୍ରାଇମବ୍ରାଞ୍ଚ

ଝାରସୁଗୁଡା: ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସଙ୍କ ମୃତ୍ୟୁ ମାମଲାରେ ଆକ୍ସନ ମୋଡକୁ ଆସିଛି କ୍ରାଇମବ୍ରାଞ୍ଚ ଟିମ୍ । ଫଳରେ ଗୋଟି ଗୋଟି କରି ସମସ୍ତ ତଥ୍ୟକୁ ଯାଞ୍ଚ କରିବା ସହ ପଚରାଉଚରା ମଧ୍ୟ ଜାରି ରଖିଛି । ଏଥିସହିତ ଆଜି…

କାହାକୁ ଦେବ ଶାସକଦଳ ଉପନିର୍ବାଚନର ଟିକେଟ, ଝାରସୁଗୁଡା ରାଜନୀତିରେ ଆସିବ କି ପରିବର୍ତ୍ତନ ?

ଭୁବନେଶ୍ୱର: ଓଡିଶାର ଦିବଂଗତ ନେତା ତଥା ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କର ଦେହାନ୍ତ ହୋଇଛି । ଦିନ ଦ୍ୱିପ୍ରହରରେ ତାଙ୍କ ଉପରକୁ ଗୁଳିମାଡ କରାଯାଇଥିଲା । ତେବେ ଜଣେ ପୋଲିସ କର୍ମଚାରୀ କାହିିଁକି ତାଙ୍କ ଉପରକୁ…

ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ହତ୍ୟା ମାମଲା: ସିବିଆଇ ତଦନ୍ତ ଦାବି କଲା ବିଜେପି

ଭୁବନେଶ୍ୱର: ଆଜକୁ ଦୁଇଦିନ ତଳେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଜଣେ ପୋଲିସ ଅଧିକାରୀ ଗୁଳି କରିଥିଲେ । ଫଳରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ତେବେ ଏହି ଘଟଣାରେ ରାଜ୍ୟ ସରକାର କ୍ରାଇମବ୍ରାଞ୍ଚ ତଦନ୍ତ…

ଏହିପରି ସେମାନେ … ,ସୁପ୍ରିମକୋର୍ଟରେ ପହଞ୍ଚିଥିବା BBC Documentary ନିଷେଧାଦେଶ ଉପରେ ପ୍ରତିକ୍ରିୟା ରଖିଲେ ଆଇନ ମନ୍ତ୍ରୀ

ନୂଆଦିଲ୍ଲୀ:ଗୁଜୁରାଟ ଦଙ୍ଗା ଉପରେ ଆଧାରିତ ବିବିସି ଡକ୍ୟୁମେଣ୍ଟାରୀ କୁ ନେଇ ବିବାଦ ଦିନକୁ ଦିନ ବଢୁଛି। ଏହା ଉପରେ ସରକାର ଲଗାଇଥିବା ପ୍ରତିବନ୍ଧକ ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି। ନିକଟରେ ଡକ୍ୟୁମେଣ୍ଟାରୀ ଉପରେ…

ଉପ-ନିର୍ବାଚନକୁ ନେଇ ପ୍ରତିକ୍ରିୟା ରଖିଲେ ନିର୍ବାଚନ ଆୟୋଗ,କଣ କହିଲେ ଜାଣନ୍ତୁ

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗ (ଇସି) ଲକ୍ଷ୍ମଦ୍ବୀପରେ ଅନୁଷ୍ଠିତ ହେବାକୁ ଥିବା ସଂସଦୀୟ ଉପ-ନିର୍ବାଚନକୁ ସ୍ଥଗିତ ରଖିଛି। ଜାନୁଆରୀ ୨୫, ୨୦୨୩ ରେ କେରଳ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନିର୍ବାଚନ ଆୟୋଗ ଏହି ନିଷ୍ପତ୍ତି…

‘ବରୀରୁ ନିଶ୍ଚିତ ଲଢିବି’, ଜାଣନ୍ତୁ ବିଜେଡି ଟିକେଟ୍ ନଦେଲେ କ’ଣ କରିବାକୁ କହିଲେ ଦେବାଶିଷ ନାୟକ

ଯାଜପୁର: ବିଜୁ ଜନତା ଦଳର ଗଡ଼ ଯାଜପୁର ବରୀ ନିର୍ବାଚନ ମଣ୍ଡଳିରେ ୨୦୨୪ ନିର୍ବାଚନ ପୂର୍ବରୁ ଦେଖା ଦେଇପାରେ ଦଳ ଅସନ୍ତୋଷ। ବରୀର ପୁର୍ବତ୍ତନ ବିଧାୟକ ଦେବାଶିଷ ନାୟକଙ୍କ ଏକ ବିୟାନକୁ ନେଇ ଏହି ଆକଳନ କରାଯାଉଛି। ଦେବାଶିଷ…

ମନ୍ତ୍ରୀ ନବଦାସଙ୍କ ମୃତ୍ୟୁକୁ ନେଇ ମୁହଁ ଖୋଲିଲେ ବିରୋଧୀ ଦଳ ନେତା ନରସିଂହ ମିଶ୍ର, କହିଲେ ନବଙ୍କ ହତ୍ୟା ପାଇଁ…

ଭୁବନେଶ୍ୱର:ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗତ କାଲି ଦିନ ଦ୍ୱିପ୍ରହରରେ ଗୁଳିମାରି ହତ୍ୟା କରାଯାଇଛି । ତେବେ ହତ୍ୟା କାରୀ ଆଉ କେହି ନୁହେଁ ବରଂ ଜଣେ ପୋଲିସ ଏଆଇସି । ବର୍ତ୍ତମାନ ଏହି ଘଟଣାର ତଦନ୍ତ ପାଇଁ…

ଜନତାଙ୍କ ଭଲ ପାଇବା ମୋ ଇର୍ଷାକୁ ମାରି ଦେଇଛି, ଏହି ଯାତ୍ରା ମତେ ବାସ୍ତବିକତା ଦେଖାଇଛି :ରାହୁଲ ଗାନ୍ଧୀ

ଶ୍ରୀନଗର:କଂଗ୍ରେସର ଭାରତ ଯୋଡୋ ଯାତ୍ରାର ଆଜି ଶ୍ରୀନଗର, ଜାମ୍ମୁ କାଶ୍ମୀରରେ ଶେଷ ହେବାକୁ ଯାଉଛି। ରାହୁଲଙ୍କ ନେତୃତ୍ୱରେ ସେପଟେମ୍ବର ୭ ତାରିଖରେ ଆରମ୍ଭ ହୋଇଥିବା ଭାରତ ଯୋଡୋ ଯାତ୍ରାର ଆଜି ହେଉଛି ଅନ୍ତିମ ଦିନ ।…

ନୀତିଶଙ୍କ ବଡ଼ ମନ୍ତବ୍ୟ: ମରିଯିବା ପସନ୍ଦ ମତେ କିନ୍ତୁ ମୁଁ ବିଜେପି ସହିତ ଯିବାକୁ ଚାହୁଁ ନାହିଁ

ନୂଆଦିଲ୍ଲୀ:ଶାସକ ଦଳ ଜେଡିୟୁରେ ରାଜନୈତିକ ଅସ୍ଥିରତା ମଧ୍ୟରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏକ ବଡ଼ ମନ୍ତବ୍ୟ ଦେଇଛନ୍ତି। ମୃତ୍ୟୁ ପର୍ଯ୍ୟନ୍ତ ସେ ବିଜେପି ସହ ଯିବେ ନାହିଁ ବୋଲି ନୀତୀଶ କୁମାର କହିଛନ୍ତି।…

ବିବିସି ଡକ୍ୟୁମେଣ୍ଟ୍ରୀ ଉପରେ ଏହି ଦିନ ଶୁଣାଣି କରିବ ସୁପ୍ରିମ କୋର୍ଟ, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ନୂଆଦିଲ୍ଲୀ : ବିବିସି ଡକ୍ୟୁମେଣ୍ଟ୍ରୀ ଉପରେ ପ୍ରତିବନ୍ଧକ ଲଗାଇବା ମାମଲା ସୁପ୍ରିମକୋର୍ଟରେ ବର୍ତ୍ତମାନ ପହଞ୍ଚିଛି। ବିବିସି ଡକ୍ୟୁମେଣ୍ଟ୍ରୀ ଉପରେ ପ୍ରତିବନ୍ଧକ ଲଗାଇବାକୁ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ…