Browsing Category
ରାଜନୀତି
ନେହେରୁ ବନାମ ପ୍ରଧାନମନ୍ତ୍ରୀ ମୋଦୀ: ସଂସଦ ଉଦଘାଟନ ହେବା ମାତ୍ରେ କଂଗ୍ରେସ ଏବଂ ବିଜେପି ମଧ୍ୟରେ ନୂଆ ଯୁଦ୍ଧ ଆରମ୍ଭ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ନୂତନ ସଂସଦ ଭବନ ଉଦଘାଟନ କରିଛନ୍ତି । ଏହି ଅବସରରେ ଲୋକସଭା ବାଚସ୍ପତି ଓମ ବିର୍ଲା ଏବଂ ଅନ୍ୟ ଦଳର ନେତାମାନେ ଉପସ୍ଥିତ ଥିଲେ । କିନ୍ତୁ କଂଗ୍ରେସ, ଟିଏମ୍ସି…
ଦେଶରେ ପ୍ରତ୍ୟେକ ଦିନ ଇତିହାସ ବଦଳୁଛି: ନୋଟ ବଦଳିବା ଭଳି BJP ସରକାର ମଧ୍ୟ ବଦଳିଯିବ- ମମତା
ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ଅଧ୍ୟକ୍ଷ ମମତା ବାନାର୍ଜୀଙ୍କର ବିଜେପି ସହିତ ସମ୍ପର୍କ କ’ଣ ତାହା ସମସ୍ତେ ଭଲଭାବେ ଜାଣନ୍ତି । ଅଧିକାଂଶ ସମୟରେ ମମତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର…
ସରିଲା ବିଭାଗ ବଣ୍ଟନ କାର୍ଯ୍ୟ ; ଜାଣନ୍ତୁ କାହାକୁ ମିଳିଲା କେଉଁ ବିଭାଗ
ବେଙ୍ଗାଲୁରୁ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ନୂତନ ଭାବେ ଗଠିତ ରାଜ୍ୟ ସରକାରର ଅଧିକାଂଶ ମନ୍ତ୍ରଣାଳୟ ନିଜ ପାଖରେ ରଖିଛନ୍ତି । ସୂଚନାନୁସାରେ, ଅର୍ଥମନ୍ତ୍ରୀ, କ୍ୟାବିନେଟ୍ ପ୍ରସଙ୍ଗ, ଅମଲାତନ୍ତ୍ର ଏବଂ…
JDU ପ୍ରଦେଶ ସାଧାରଣ ସମ୍ପାଦକ ଗିରଫ: ମଦ୍ୟପାନ ମହଙ୍ଗା ପଡ଼ିଲା
ନୂଆଦିଲ୍ଲୀ: ସାରା ଦେଶରେ ଏବେ ନୂଆ ସଂସଦ ଭବନ ଉଦଘାଟନୀ ଉତ୍ସବ ଓ ୨୦୦୦ ଟଙ୍କିଆ ନୋଟ ଏକ୍ସଚେଞ୍ଜକୁ ନେଇ ମାହୋଲ ଜାରି ରହିଛି । ତେବେ ଏହା ମଧ୍ୟରେ ରାଜନୈତିକ କ୍ଷେତ୍ରରୁ ଆସିଛି ଏକ ବଡ଼ ଖବର । ଜେଡିୟୁର ପ୍ରଦେଶ ସାଧାରଣ…
‘ରାଜନୀତିର ଏକ ସୀମା ଅଛି …’, ନୂତନ ସଂସଦ ଭବନ ଉଦଘାଟନ ପ୍ରସଙ୍ଗରେ ବିରୋଧୀ ଦଳକୁ ତୀବ୍ର ସମାଲୋଚନା କରିଛନ୍ତି ଜୟଶଙ୍କର
ନୂଆଦିଲ୍ଲୀ : ବିରୋଧୀ ଦଳଙ୍କ ଦ୍ୱାରା ନୂତନ ସଂସଦ ଗୃହର ଉଦଘାଟନୀ ସମାରୋହକକୁ ବଏକଟ୍ କରିବା ପ୍ରସଙ୍ଗରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଶୁକ୍ରବାର ଦିନ ବିରୋଧୀ ଦଳଙ୍କ ଉପରେ ଆକ୍ରମଣ କରି…
New Parliament Video : ଭିତରୁ କିପରି ଦିଶୁଛି ନୂଆ ସଂସଦ ଭବନ? ଆସିଲା ପ୍ରଥମ ଭିଡିଓ, ମତାମତ ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିଶେଷ ନିବେଦନ
ନୂଆଦିଲ୍ଲୀ : ନୂତନ ସଂସଦ ଭବନର ଭିଡିଓ ବାହାରକୁ ଆସିଛି। ଯେଉଁଥିରେ ଭବନର ବାହାର ପଟର ନୁହେଁ ଭିତର ପଟର ଦୃଶ୍ୟ ଦେଖିବାକୁ ମିଳିଛି । ଭିଡିଓରେ ଅଶୋକା ସ୍ତମ୍ଭଠାରୁ ଆରମ୍ଭ କରି ସାଂସଦମାନଙ୍କ ବସିବା କୋଠରୀ ପର୍ୟ୍ୟନ୍ତ…
ଦିଲ୍ଲୀ ପ୍ରଦେଶ କଂଗ୍ରେସର ପରବର୍ତ୍ତୀ ଅଧ୍ୟକ୍ଷ ହେବେ କହ୍ନେୟା କୁମାର?
ନୂଆଦିଲ୍ଲୀ: ଆସନ୍ତା ୨୦୨୪ ଲୋକସଭା ନିର୍ବାଚନ ପାଇଁ ସାରା ଦେଶରେ ଏବେ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ ହୋଇ ଯାଇଛି । ବିଭିନ୍ନ ରାଜନୈତିକ ଦଳମାନେ ନିଜ ନିଜର ସଂଗଠନକୁ ସଜାଡ଼ିବା ସହିତ ନୂଆ ନେତାଙ୍କୁ ନୂଆ ଦାୟିତ୍ୱ…
ଶାସକ ଦଳର ୯ ବର୍ଷର କ୍ଷମତା ଉପରେ ୯ଟି ପ୍ରଶ୍ନ କରିଛି କଂଗ୍ରେସ …ଉତ୍ତର ରଖିଲା ବିଜେପି
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ରରେ ବିଜେପି ସରକାର ୯ ବର୍ଷ ପୂରଣ କରିଛି । ଏହି ପୂର୍ତ୍ତୀ ଅବସରରେ ପ୍ରଧାନମନ୍ତ୍ରୀଙ୍କ ୯ଟି ଐତିହାସିକ ନିଷ୍ପତ୍ତି ଚର୍ଚ୍ଚାରେ ଥିବାବେଳେ…
୯ ବର୍ଷରେ ମୋଦୀ ସରକାରଙ୍କ ଯାତ୍ରା: ନୋଟବନ୍ଦ, ୩୭୦ ସହ ନେଇଛନ୍ତି ଏହି ଐତିହାସିକ ନିଷ୍ପତ୍ତି
ନୂଆଦିଲ୍ଲୀ: ଆଜି ନିଜ କାର୍ଯ୍ୟକାଳର ୯ବର୍ଷ ପୂରଣ କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ୨୦୧୪ ମେ' ୨୬ ତାରିଖରେ ସେ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରି କାର୍ଯ୍ୟକାଳ ଆରମ୍ଭ କରିଥିଲେ । ତେବେ ଏହି ୯ ବର୍ଷ…
ମନ୍ତ୍ରୀ ଭାବରେ ଶପଥ ନେଇପାରନ୍ତି ଆଉ ୨୪ ବିଧାୟକ: ଆସନ୍ତାକାଲି ମିଳିବ ଦାୟିତ୍ୱ!
କର୍ଣ୍ଣାଟକ: ଆସନ୍ତାକାଲି ଆଉ ୨୪ ଜଣ ବିଧାୟକଙ୍କୁ ମିଳିପାରେ ମନ୍ତ୍ରୀ ପାହ୍ୟା । ବିଧାୟକରୁ ସିଧା ମନ୍ତ୍ରୀ ଭାବରେ ଶପଥ ନେଇ ପାରନ୍ତି ୨୪ ଜଣ ବିଧାୟକ । ଏ ନେଇ ଦିଲ୍ଲୀରେ ହୋଇତିବା ଏକ ବୈଠକରେ କିଛି ନାଁ ଉପରେ ମୋହର…