Browsing Category

ରାଜନୀତି

ମେ ୧୦ରେ ଭୋଟ: କଂଗ୍ରେସର ବଡ଼ ନିଷ୍ପତ୍ତି, ନୂଆ କାର୍ଯ୍ୟକାରୀ ଅଧ୍ୟକ୍ଷଙ୍କ ନାମ ଘୋଷଣା

ନୂଆଦିଲ୍ଲୀ: ଆସନ୍ତା ମାସ ୧୦ ତାରିଖରେ କିଛି ରାଜ୍ୟରେ ନିର୍ବାଚନ ଓ ଉପନିର୍ବାଚନ ହେବା ନେଇ ନିର୍ବାଚନ ଆୟୋଗ ଘୋଷଣା କରିଛନ୍ତି । ଆସନ୍ତା ମାସରେ ଓଡ଼ିଶାର ଝାରସୁଗୁଡ଼ା ବିଧାନସଭା ଆସନ ପାଇଁ ଉପନିର୍ବାଚନ ହେବ । ସେହିପରି…

ଏପ୍ରିଲ୍ ୨୬ ରେ ଦିଲ୍ଲୀ ମେୟର ନିର୍ବାଚନ ! ପସ୍ତାବ ପଠାଇଲେ ଶୈଳୀ ଓବରୟ

ନୂଆଦିଲ୍ଲୀ : ଆସନ୍ତା ୨୬ ରେ ଦିଲ୍ଲୀରେ ନୂତନ ମେୟର ନିର୍ବାଚିତ ହେବେ। ଦିଲ୍ଲୀ ମ୍ୟୁନିସିପାଲିଟି କର୍ପୋରେସନର ବିଦାୟୀ ମେୟର ଶୈଳୀ ଓବରୟ ୨୬ ଏପ୍ରିଲରେ ଏମସିଡି ମେୟର ନିର୍ବାଚନ କରିବାକୁ ପ୍ରସ୍ତାବ ଦେଇଛନ୍ତି।…

ଇନ୍ଦିରା ଗାନ୍ଧୀଙ୍କ କୋଳରେ ବାଘ ଛୁଆ, କଂଗ୍ରେସ ଫଟୋ ସେୟାର କରି ପ୍ରଧାନମନ୍ତ୍ରୀଙ୍କ ସଫାରୀ ଯାତ୍ରା ଉପରେ ଉଠାଇଲେ ପ୍ରଶ୍ନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପ୍ରୋଜେକ୍ଟ ଟାଇଗରର ୫୦ ବର୍ଷ ପୂରିବା ଅବସରରେ କର୍ଣ୍ଣାଟକର ବନ୍ଦୀପୁର ଏବଂ ମୂଦୂମଲାଇ ଟାଇଗର ରିଜର୍ଭ ପରିଦର୍ଶନ କରିବା ପାଇଁ ପହଁଚିଥିଲେ । ଏଥିରେ ସେ ବନ୍ଦୀପୂର…

ନିର୍ବାଚନର ନୂଆ ଟ୍ରେଣ୍ଡ ; ତାମିଲନାଡୁରେ ଦହି..ଏବେ କର୍ଣ୍ଣାଟକର କ୍ଷୀର ପ୍ରସଙ୍ଗ, କଂଗ୍ରେସ ନେତା କହିଲେ ଗୁଜୁରାଟର ମଡେଲ ଦରକାର ନାହିଁ

ନୂଆଦିଲ୍ଲୀ : ସବୁ କ୍ଷେତ୍ରରେ ଏବେ ପରିବର୍ତ୍ତନ ଦେଖିବାକୁ ମିଳିଛି । ସେହିଭଳି ନିର୍ବାଚନ କ୍ଷେତ୍ରରେ ମଧ୍ୟ ନୂଆ ପ୍ରସଙ୍ଗ ଦେଖିବାକୁ ମିଳୁଛି । ପୂର୍ବ ଭଳିଆ ରାସ୍ତା, ପାଣି, ନର୍ଦମା ଆଉ ନିର୍ବାଚନ ପ୍ରସଙ୍ଗ ହୋଇ…

BJPରେ ମିଶିବେ ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ନି? ରାଜ୍ୟ କଂଗ୍ରେସର ମୁଖ୍ୟ କିଏ ହେବ, ପଞ୍ଜାବ ରାଜନୀତି ହଲଚଲ

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ପାଇଁ ସାରା ଦେଶର ରାଜନୈତିକ ମାହୋଲ ସରଗରମ୍ ରହିଛି । ଫଳରେ ବିଭିନ୍ନ ରାଜ୍ୟରେ ରାଜନେତାଙ୍କର ଦଳ ବଦଳ ପ୍ରକ୍ରିୟା ଆରମ୍ଭ ହୋଇ ଯାଇଛି । ତେବେ ଏହା ମଧ୍ୟରେ ପଞ୍ଜାବ ରାଜନୀତିରେ ଏକ…

ତିନି ଦିନରେ କଂଗ୍ରେସକୁ ୩ଟି ଝଟକା ! ଦଳ ଛାଡି ବିଜେପିରେ ଯୋଗ ଦେଲେ ଏହି ସବୁ କର୍ମୀ

ନୂଆଦିଲ୍ଳୀ : ତିନି ଦିନ ମଧ୍ୟରେ କ୍ରମାଗତ ଭାବରେ ଦଳକୁ ୩ଟି ଝଟକା ଲାଗିଛି । ଭାରତର ପ୍ରଥମ ଭାରତୀୟ ରାଜ୍ୟପାଳ ଜେନେରାଲ ସି ରାଜାଗୋପାଲାଚାରିଙ୍କ ନାତି ସିଆର କେସାଭାନ ଶନିବାର ଭାରତୀୟ ଜନତା ପାର୍ଟିରେ ଯୋଗ…

ପକ୍ଷରୁ ସ୍ପଷ୍ଟିକରଣ ଦେଲେ ମୁଖ୍ୟ ନିର୍ବାଚନ ଅଧିକାରୀ: ରାଜ୍ୟରେ ଆଗୁଆ ହେବନାହିଁ ନିର୍ବାଚନ

ଭୁବନେଶ୍ୱର: ରାଜ୍ୟରେ ଆଗୁଆ ନିର୍ବାଚନ ଖବର ପ୍ରସାରଣ ସଂକ୍ରାନ୍ତରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସ୍ପଷ୍ଟିକରଣ ଦିଆଯାଇଛି। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଲୋକ ସମ୍ପର୍କ ଅଧିକାରୀ…

BJD ଘୋଷଣା କଲା ନୂଆ ଟିମ୍: ଝାରସୁଗୁଡ଼ା ଉପନିର୍ବାଚନ ଲଢ଼େଇ ପାଇଁ ପର୍ଯ୍ୟବେକ୍ଷକଙ୍କୁ ମିଳିଲା ଦାୟିତ୍ୱ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ମାସ ୧୦ ତାରିଖରେ ଝାରସୁଗୁଡ଼ା ବିଧାନସଭା ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବ । ତା’ପରେ ୧୩ ତାରିଖରେ ଭୋଟ ଫଳାଫଳ ପ୍ରକାଶ ପାଇବ । ତେବେ ଏହି ନିର୍ବାଚନ ପାଇଁ ରାଜ୍ୟର ତିନି…

ବିଜେପିରେ ସାମିଲ ହେବେ କିରଣ କୁମାର! ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ମିଳିପାରେ ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ: ଆସନ୍ତା ବର୍ଷ ଦେଶରେ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବ । ଏହାକୁ ନେଇ ଦେଶର ଜାତୀୟ ଓ ଆଞ୍ଚଳିକ ଦଳମାନେ ଅଚାନକ ଚଳଚଞ୍ଚଳ ହୋଇ ଉଠିଛନ୍ତି । ସବୁ ଦଳ ଏବେ ତୃଣମୂଳ ସ୍ତରରୁ ନିଜ ନିଜର ସଂଗଠନକୁ ସଜାଡ଼ିବା ସହ…

କର୍ଣ୍ଣାଟକ ନିର୍ବାଚନ ପୂର୍ବରୁ ରାଷ୍ଟ୍ରୀୟ ଦଳ ମାନ୍ୟତା ପାଇବ କି ଆପ୍ ? ଏପ୍ରିଲ ୧୩ ସୁଦ୍ଧା ନିଷ୍ପତ୍ତି ନେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ : ଗୁଜୁରାଟ ସ୍ଥିତି ନିର୍ବାଚନ ପରେ ଆମ୍ ଆଦମୀ ପାର୍ଟି ଏକ ଜାତୀୟ ଦଳ ହୋଇପାରିଛି ବୋଲି ଦାବି କରାଯାଇଛି । କିନ୍ତୁ ତଥାପି ଏପର୍ଯ୍ୟନ୍ତ ନର୍ବାଚନ ଅୟୋଗଙ୍କ ପକ୍ଷରୁ ସେଭଳି କୌଣସି ସୂଚନା ଦିଆଯାଇନାହିଁ ।…