fbpx
BSKY
BJD SHG SKY
BJD MC SKY
Browsing Category

ରାଜନୀତି

ଆଜି ପିିପିଲି ଉପନିର୍ବାଚନ, ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୨ ଲକ୍ଷ ୨୯ ହଜାର ୮୮୯ ଭୋଟର୍

ପିିପିଲି (ଭାସ୍କର ନ୍ୟୁଜ୍‌): ପ୍ରତୀକ୍ଷାର ଅନ୍ତ ଘଟିବାକୁ ଯାଉଛି । ଆଜି ସକାଳ ୭ଟାରୁ ପିିପିଲି ବିଧାନସଭା ଆସନ ପାଇଁ ମତଦାନ ଆରମ୍ଭ ହେବ । ନୂଆ ବିଧାୟକ ବାଛିବେ ପିିପିଲିବାସୀ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ…

ଶାହଙ୍କ ବାସଭବନରେ ଅମରିନ୍ଦର; ବିଜେପିରେ ଯୋଗ ଦେବା ସମ୍ଭାବନା ବଢିଲା

ନୂଆଦିଲ୍ଳୀ: ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ବିଜେପିରେ ଯୋଗ ଦେବାର ସମ୍ଭାବନା ବୃଦ୍ଧି ପାଇବାରେ ଲାଗିଛି । ଦିଲ୍ଲୀ ଗସ୍ତରେ ରହିଥିବା ଅମରିନ୍ଦର…

ଗୁରୁବାର ରାତି ଯାଏଁ ସବୁ ମଦ ଦୋକାନ ବନ୍ଦ, ଜାଣନ୍ତୁ କେଉଁଠି…

ପିପିଲି (ଭାସ୍କର ନ୍ୟୁଜ୍): ରାତି ପାହିଲେ ପିପିଲି ଉପନିର୍ବାଚନ। ଏଥିପାଇଁ ପିପିଲି ନିର୍ବାଚନ ମଣ୍ଡଳୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି ପ୍ରଶାସନ। ମତଦାନକୁ ଶାନ୍ତିଶୃଙ୍ଖଳା ବଜାୟ ସହ ଅବଧା ତଥା ମୁକ୍ତ…

କଂଗ୍ରେସ ନେତାଙ୍କୁ ଆତ୍ମଚିନ୍ତନର ଆବଶ୍ୟକତା ରହିଛି: ଚରଣ ସିଂ ଚନ୍ନି

ନୂଆଦିଲ୍ଲୀ: କଂଗ୍ରେସରେ ଦେଖା ଦେଇଥିବା ଗୋଷ୍ଠୀକନ୍ଦଳକୁ ନେଇ ମୁହଁ ଖୋଲିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣ ସିଂ ଚନ୍ନି । ବୁଧବାର ନଭଜୋତ ସିଂ ସିଦ୍ଧୁଙ୍କ ସହିତ ଆଲୋଚନା ପରେ ଏପରି ମତ ଦେଇଛନ୍ତି ଚନ୍ନି । ଦଳ…

ନୂଆ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ତଲାସରେ ହାଇକମାଣ୍ଡ: ସିଦ୍ଧୁଙ୍କୁ ମନାଇବା ମୁଡରେ ନାହିଁ ଦଳ

ନୂଆଦିଲ୍ଲୀ: ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ପରେ ନବଜୋତ ସିଂହ ସିଦ୍ଧୁଙ୍କ ମନାଇବା ମୁଡରେ ନାହିଁ କଂଗ୍ରେସ । ତେଣୁ ରାଜ୍ୟ ପ୍ରଭାରୀ ହରିଶ ରାୱତଙ୍କ ଚଣ୍ଡିଗଡ଼ ଗସ୍ତକୁ ବାତିଲ କରିଦିଆଯାଇଛି । ପ୍ରଦେଶ…

କଂଗ୍ରେସ ନେତୃତ୍ୱକୁ ଧୋକା ଦେଇଛନ୍ତି ସିଦ୍ଧୁ: ସୁନୀଲ ଜାଖର

ନୂଆଦିଲ୍ଲୀ: କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେବା ପରେ ତାଙ୍କ ଘରେ ଅନୁଷ୍ଠିତ ହୋଇ ଯାଇଛି ଏକ ବୈଠକ । ଏହି ବୈଠକ ପରେ ପୂର୍ବତନ ପଞ୍ଜାବ କଂଗ୍ରେସ ମୁଖ୍ୟ ସୁନୀଲ ଜାଖର ଗଣମାଧ୍ୟମ ସମ୍ମୁଖରେ ବିବୃତ୍ତି ରଖିଛନ୍ତି ।…

କୁକୁରଙ୍କ ହାତରେ ପଞ୍ଜାବ ଶାସନ ଡୋରି; ଜାଣନ୍ତୁ କାହିଁକି ଏମିତି କହିଲେ ବିଜେପି ନେତା

ନୂଆଦିଲ୍ଲୀ: କୁକୁରଙ୍କ ହାତରେ ରହିଛି ପଞ୍ଜାବର ଶାସନ ଡୋରି । ଏମିତି ଏକ ବିବାଦୀୟ ବୟାନ ଦେଇଛନ୍ତି ବିଜେପି ନେତା ତରୁଣ ଚୁଘ । ନଭଜୋତ ସିଂ ସିଦ୍ଧୁ ପଞ୍ଜାବ କଂଗ୍ରେସର ସଭାପତି ପଦରୁ ଇସ୍ତଫା ପ୍ରଦାନ କରିବା କାରଣରୁ…

ସିିଦ୍ଧୁଙ୍କ ସମର୍ଥନରେ ମନ୍ତ୍ରୀପଦରୁ ଇସ୍ତଫା ପ୍ରଦାନ କଲେ ରେଜିଆ ସୁଲତାନା

ନୂଆଦିଲ୍ଲୀ: ପଞ୍ଜାବ କଂଗ୍ରେସରେ ଦେଖା ଦେଇଥିବା ଅର୍ନ୍ତଦ୍ୱନ୍ଦ ଥମିବାର ନାମ ନେଉନାହିଁ । ପଞ୍ଜାବ କଂଗ୍ରେସ ସଭାପତି ଦାୟିତ୍ୱରେ ରହିଥିବା ନଭଜୋତ ସିଂ ସିଦ୍ଧୁ ଇସ୍ତଫା ପ୍ରଦାନ କରିବା ପରେ ଏହି ଅନ୍ତଃକନ୍ଦଳ ଆହୁରି…

କଂଗ୍ରେସର ହାତ ଧରିଲେ କହ୍ନେୟା, ଜିଗ୍ନେଶ

ନୂଆଦିଲ୍ଳୀ: ଜେନଏସୟୁର ପୂର୍ବତନ ଅଧ୍ୟକ୍ଷ ଏବଂ ସିପିଆଇ ନେତା କହ୍ନେୟା କୁମାର ଏବଂ ଗୁଜୁରାଟର ବିଧାୟକ ଜିଗ୍ନେଶ ମେୱାନୀ ଆଜି କଂଗ୍ରେସର ହାତ ଧରିଛନ୍ତି । କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଉପସ୍ଥିତିରେ ସେମାନେ ଆଜି…

ସିଦ୍ଧୁଙ୍କ ଇସ୍ତଫା ପରେ କ୍ୟାପଟେନ୍ କଲେ ଟୁଇଟ୍, କହିଲେ ଏପରି

ପଞ୍ଜାବ: ପଞ୍ଜାବ କଂଗ୍ରେସରେ ଘମାସାନ ଲଢ଼େଇ ଜାରି ରହିଛି । ଇତି ମଧ୍ୟରେ ନଭଜୋତ୍ ସିଦ୍ଧୁ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଇଛନ୍ତି । ସୋନିଆ ଗାନ୍ଧିଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇଛନ୍ତି ସିଦ୍ଧୁ । ତେବେ…