Browsing Category
ରାଜନୀତି
(video) ବିଧାୟକ ପ୍ରାର୍ଥୀଙ୍କ ପାଦ ଛୁଇଁଲେ ପ୍ରଧାନମନ୍ତ୍ରୀ, ଭାଇରାଲ ହେଉଛି ଭିଡ଼ିଓ
ନୂଆଦିଲ୍ଲୀ : ବିଧାୟକ ପ୍ରାର୍ଥୀଙ୍କ ପାଦ ଛୁଇଁ ପ୍ରଣାମ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଥରେ କି ଦୁଇ ଥର ନୁହେଁ ତିନ ତିନି ଥର ପ୍ରଧାନମନ୍ତ୍ରୀ ପ୍ରାର୍ଥୀଙ୍କ ପାଦ ଛୁଉଁଥିବାର ଭିଡ଼ିଓ ଏବେ ଭାଇରାଲ ହେଉଛି।…
ମହାକୁମ୍ଭ ଦଳାଚକଟାରେ ମୃତକଙ୍କ ପରିବାରକୁ ୨୫ ଲକ୍ଷ ଲେଖାଏଁ ସହାୟତା ଘୋଷଣା
ପ୍ରୟାଗରାଜ: ମହାକୁମ୍ଭ ଦଳାଚକଟାରେ ମୃତକଙ୍କ ପରିବାରକୁ ସହାୟତା ଘୋଷଣା। ୨୫ ଲକ୍ଷ ଲେଖାଏଁ ସହାୟତା ଘୋଷଣା କେଲ ୟୁପି ମୁଖ୍ୟମନ୍ତ୍ରୀ।
ଘଟଣାର ତଦନ୍ତ କରିବ ଜୁଡିସିଆଲ କମିଶନ। ତଦନ୍ତ କରି ରିପୋର୍ଟ ଦେବାକୁ…
କୁମ୍ଭମେଳାରେ ଦଳାଚକଟାକୁ ନେଇ ଏପରି କହିଲେ ଚିରାଗ ପାସୱାନ
ନୂଆଦିଲ୍ଲୀ: କୁମ୍ଭମେଳା ଭଙ୍ଗାରୁଜା ଘଟଣା ଏବଂ ଏହାକୁ ନେଇ ବିରୋଧୀଙ୍କ ପ୍ରତିକ୍ରିୟା ଉପରେ ଲୋକ ଜନଶକ୍ତି ପାର୍ଟି (ରାମବିଳାସ) ନେତା ତଥା କେନ୍ଦ୍ରମନ୍ତ୍ରୀ ଚିରାଗ ପାସୱାନ କହିଛନ୍ତି, ସବୁ କ୍ଷେତ୍ରରେ ରାଜନୀତି ଠିକ୍…
ସୁଭଦ୍ରା ଆବେଦନକାରୀଙ୍କୁ ଉପମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ, “ଆସନ୍ତା କାଲି ଓ ପଅରଦିନ ବ୍ୟାଙ୍କ ଯାଆନ୍ତୁ”
ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ସୁଭଦ୍ରା ଆବେଦନକାରୀଙ୍କୁ ଉପମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ। ଆସନ୍ତା କାଲି ଓ ପଅରଦିନ ବ୍ୟାଙ୍କ ଯାଆନ୍ତୁ। ଦୁଇ ଦିନ ବ୍ୟାଙ୍କଗୁଡ଼ିକ ସ୍ବତନ୍ତ୍ର ଭାବେ ଧ୍ୟାନ ଦେବେ।
ଯେଉଁମାନଙ୍କୁ…
ବିଜେପି ନେତାଙ୍କୁ ଖଡ଼ଗେଙ୍କ ଟାର୍ଗେଟ: ‘ଗଙ୍ଗାରେ ଗାଧୋଇଲେ ଗରିବୀ ଶେଷ ହେବ ନାହିଁ’
ନୂଆଦିଲ୍ଲୀ: କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ସୋମବାର ମଧ୍ୟପ୍ରଦେଶର ମହୁଠାରେ 'ଜୟ ବାପୁ, ଜୟ ଭୀମ, ଜୟ ସମ୍ବିଧାନ' ରାଲିକୁ ସମ୍ବୋଧିତ କରିଥିଲେ।
ଏହି ସମୟରେ ମଲ୍ଲିକାର୍ଜୁନ ଖଡଗେ ବିଜେପି…
“ଏହା କେବଳ ଦିଲ୍ଲୀକୁ ବଞ୍ଚାଇବା ପାଇଁ ନିର୍ବାଚନ ନୁହେଁ, ଏହା ଦେଶକୁ ବଞ୍ଚାଇବା ପାଇଁ ନିର୍ବାଚନ”: ଅରବିନ୍ଦ କେଜ୍ରିୱାଲ
ନୂଆଦିଲ୍ଲୀ: ଆସନ୍ତା ଫେବ୍ରୁଆରି ୫ ତାରିଖରେ ଦିଲ୍ଲୀରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ସବୁ ଦଳ ପରସ୍ପରକୁ ଟାର୍ଗେଟ କରୁଛନ୍ତି।
ଏହା କେବଳ ଦିଲ୍ଲୀକୁ ବଞ୍ଚାଇବା ପାଇଁ ନିର୍ବାଚନ ନୁହେଁ, ଏହା ଦେଶକୁ…
ଭାଙ୍ଗିଲା ବିଜେଡିର ସମସ୍ତ ସଂଗଠନ, ଖୁବଶୀଘ୍ର ହେବ ନବକଳେବର
ଭୁବନେଶ୍ୱର: ଭାଙ୍ଗିଲା ବିଜେଡିର ସମସ୍ତ ପ୍ରମୁଖ ସଂଗଠନ। ଦଳର ହେବ ନବକଳେବର। ମଙ୍ଗ ଧରିବେ ନୂଆ ଚେହେରା। ନା ପୁରୁଣାଙ୍କ ଉପରେ ପୁଣିଥରେ ଭରସା କରିବେ ବିଜେଡି ସୁପ୍ରିମୋ।
ପୂର୍ବରୁ ଦଳର ସାଂଗଠନିକ ସମ୍ପାଦକ ପଦରୁ…
ଆପକୁ ଶାହଙ୍କ ଟାର୍ଗେଟ୍, ମୋ ଜାଣିବାରେ କେଜ୍ରିଓ୍ୱାଲ ସବୁଠୁ ବଡ଼ ମିଛୁଆ
ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନ ପାଇଁ ଦିଲ୍ଲୀ ରାଜନୀତି ବେଶ ସରଗରମ। ଶାସକ ଦଳଠୁ ଆରମ୍ଭ କରି ବିରୋଧୀ ଦଳ ସମସ୍ତେ ନିର୍ବାଚନି ବ୍ୟାଟେଲ୍ ପାଇଁ ପୁରା ତୟାର। ଆଉ ପ୍ରତିଟି ଦଳ ନିଜ ନିର୍ବାଚନି ଇନିଂସ ଖେଳିବା ପାଇଁ…
ଆଇଟମ୍ ଡ୍ୟାନସରଙ୍କୁ ତାଗିଦ୍, ୧୦୦ ଠେଙ୍ଗା ରେଡି, ଅଧିକ ଖୋଲିଲେ ହେବ ପାହାର
ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଆଇଟମ୍ ଡ୍ୟାନସରଙ୍କୁ ଠେଙ୍ଗାମାଡ଼ର ଚେତାବନୀ ଦେଲେ ବିଜେପି ବିଧାୟକ ବାବୁ ସିଂ। ଖଣ୍ଡଗିରି ଯାତ୍ରା ପୂର୍ବରୁ ଏପରି ଚେତାବନି ଦେଲେ ବିଜେପି ବିଯାୟକ।
ଏଥର ଯାତ୍ରା ମଞ୍ଚରେ କଲେ…
breaking: ବିଜେପି ଜିଲ୍ଲା ସଭାପତି ଘୋଷଣା, ରାଜ୍ୟ ସଭାପତି କେବେ
ଭୁବନେଶ୍ୱର: ସରିଲା ସଭ୍ୟ ସଂଗ୍ରହ ଅଭିଯାନ। ଘୋଷଣା ହେଲା ଜିଲ୍ଲା ସଭାପତିଙ୍କ ନାଁ। ଆଉ କେବଳ ରାଜ୍ୟ ସଭାପତିଙ୍କ ନାଁ ଘୋଷଣାକୁ ଅପେକ୍ଷା। ଯେହେତୁ ରାଜ୍ୟ ସଭାପତି ଚୟନ ସରିଛି ଆଉ ବିଭିନ୍ନ ଜିଲ୍ଲା ପାଇଁ ସଭାପତିଙ୍କ…