fbpx
BJD
BJD SKY
BJD SKY
Browsing Category

ରାଜନୀତି

୧୨ ଶହ ଭୋଟରେ ନନ୍ଦୀଗ୍ରାମ ଆସନରୁ ମମତା ବାନାର୍ଜୀ ବିଜୟୀ

ପଶ୍ଚିମବଙ୍ଗ ୦୨ ।୦୫ (ଓଡ଼ିଶା ଭାସ୍କର) : ପଶ୍ଚିମବଙ୍ଗରେ ନିର୍ବାଚନ ଫଳାଫଳ ଘୋଷଣା ହେବା ଅଗରୁ ଟିଏମସି ବିଜୟ ପଥରେ ଆଗେଇ ଚାଲିଥିବା ଦେଖିବାକୁ ମିଳୁଛି । ଶେଷ ପର୍ଯ୍ୟାୟ ଭୋଟ ଗଣାନା ସୁଦ୍ଧା ମମତା ବାନାର୍ଜୀ ଶୁଭେନ୍ଦୁ…

୧୬ ପର୍ଯ୍ୟାୟ ଭୋଟ ଗଣତି ଶେଷ ସୁଦ୍ଧା ମମତା ବାନାର୍ଜୀ ୮ ହଜାର ଭୋଟରେ ଆଗୁଆ

ପଶ୍ଚିମବଙ୍ଗ ୦୨ ।୦୫ (ଓଡ଼ିଶା ଭାସ୍କର) : ପଶ୍ଚିମବଙ୍ଗରେ ନିର୍ବାଚନ ଫଳାଫଳ ଘୋଷଣା ହେବା ଅଗରୁ ଟିଏମସି ବିଜୟ ପଥରେ ଆଗେଇ ଚାଲିଥିବା ଦେଖିବାକୁ ମିଳୁଛି । ହେଲେ ନନ୍ଦୀଗ୍ରାମ ବିଧାନସଭା ଆସନ ପାଇଁ ବିଜେପି ଏବଂ ଟିଏମସି…

କେରଳରେ ବାମ ଦୁର୍ଗ କାଏମ୍: ବିଜୟପଥରେ ଅଗ୍ରସର LDF

ନୂଆଦିଲ୍ଲୀ, ୨ା୫: କେରଳରେ ବିଧାନସଭା ନିର୍ବାଚନ ଭୋଟ ଗଣତି ଚାଲିଛି । ତେବେ ବର୍ତ୍ତମାନ ସୁଦ୍ଧା ୧୪୦ଟି ଆସନ ବିଶିଷ୍ଟ ବିଧାନସଭା ନିର୍ବାଚନରେ ବାମ ଗଣତାନ୍ତ୍ରିକ ସାମ୍ମୁଖ୍ୟ (ଏଲଡିଏଫ) ୮୪ଟି ଆସନରେ ଆଗୁଆ ରହିଛି ।…

ବଙ୍ଗଳାରେ ବିଜେପି ପଛରେ ରହିବାକୁ ନେଇ ଗଦଗଦ୍ ହେଲେ ବିରୋଧୀ, କିଏ କଣ କହିଲେ ପଢ଼ନ୍ତୁ

କୋଲକାତା, ୦୨ ।୦୫ (ଓଡ଼ିଶା ଭାସ୍କର) : ପଶ୍ଚିମବଙ୍ଗରେ ବର୍ତ୍ତମାନର ଫଳାଫଳ ପ୍ରଦର୍ଶିତ ଫଳାଫଳକୁ ଦେଖିଲେ ଲାଗୁଛି ଟିଏମସିର ଜିତ୍ ଏବଂ ବିଜେପିର ହାର୍ ହେବ । ଭୋଟ ଗଣତିରେ ଟିଏମସି ଆଗରେ ରହିଥିବା ବେଳେ ବିଜେପି ଅନେକ…

ବିଜୟ ଉତ୍ସବରେ କରୋନା ନିୟମର ଉଲ୍ଲଂଘନ, FIR ପାଇଁ ନିର୍ବାଚନ ଆୟୋଗଙ୍କ ନିଦ୍ଦେର୍ଶ

ନୂଆଦିଲ୍ଲୀ ୦୨ ।୦୫ (ଓଡ଼ିଶା ଭାସ୍କର) : କୋଭିଡ୍ ନିୟମ ଉଲ୍ଲଂଘନ ନେଇ ନିର୍ବାଚନ ଆୟୋଗ ମୁଖ୍ୟ ସଚିବଙ୍କୁ ଚିଠି ଲେଖିଛନ୍ତି । ଏହି ମାମଲାରେ ତୁରନ୍ତ ଲିଖିତ ଅଭିଯୋଗ କରାଯାଉ । ଏହାସହ ପାଖରେ ଥିବା ପୋଲିସ ଷ୍ଟେସନର…

ତାମିଲନାଡ଼ୁରେ ଷ୍ଟାଲିନ୍ ଯାଦୁ: ବହୁମତଠୁ ଆଗରେ ଡିଏମକେ, ଏବେଠାରୁ ଆରମ୍ଭ ହେଲାଣି ବିଜୟ ଉତ୍ସବ

ଚେନ୍ନାଇ, ୨ା୫ : ତାମିଲନାଡ଼ୁରେ ଭୋଟ ଗଣତି ଜାରି ରହିଛି । ତେବେ ନିର୍ବାଚନ ଫଳାଫଳ ଏକପ୍ରକାର ସ୍ପଷ୍ଟ ହୋଇଯାଇଛି । ରାଜ୍ୟରେ ଏମକେ ଷ୍ଟାଲିନଙ୍କ ଯାଦୁ ଡିଏମକେକୁ ନିର୍ବାଚନରେ ଅଗ୍ରଣୀ କରାଇଛି । ମୋଟ ୨୩୪ଟି ଆସନ…

‘ଦି ଓ ଦି’ କହିଥିବା ‘ଦାଦା’ କୁଆଡେ ଗଲେ? ପ୍ରଶ୍ନ କଲେ ଟିଏମସି ସାଂସଦ କୋକିଲି ଘୋଷ

ପଶ୍ଚିମବଙ୍ଗ ୦୨ ।୦୫ (ଓଡ଼ିଶା ଭାସ୍କର) : ଦେଶରେ ହେଉଥିବା ୫ଟି ବିଧାନସଭା ଆସନ ପାଇଁ ଆଜି ଭୋଟ ଗଣତି ଆରମ୍ଭ ହୋଇଯାଇଛି । ଏନେଇ ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସେ ବିଜୟ ଦିଗରେ ନିଜର ପାଦ ବଢେଇ ଚାଲିଛି । ବର୍ତ୍ତମାନ…

ପଶ୍ଚିମବଙ୍ଗରେ ବିଶାଳ ବିଜୟ ଅଭିମୁଖେ ଟିଏମସି

କୋଲକାତା, ୨ା୫: ସମଗ୍ର ଦେଶରେ ବର୍ତ୍ତମାନ ୪ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ବିଧାନସଭା ନିର୍ବାଚନ ଫଳାଫଳକୁ ନେଇ ଚର୍ଚ୍ଚା ଚାଲିଛି । ଜନାଦେଶ କେଉଁ ଦଳ ସପକ୍ଷରେ ଯିବ, ତାହାକୁ ଦେଶବାସୀ ଉତ୍କଣ୍ଠାର ସହ…

ପଶ୍ଚିମବଙ୍ଗରେ କଂଗ୍ରେସ ତଳିତଳାନ୍ତ

କୋଲକାତା : ପଶ୍ଚିମବଙ୍ଗରେ ଚାଲିଛି ଭୋଟ ଗଣତୀ । ଟିଏମସି ଏବଂ ବିଜେପି ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଛି । ହେଲେ ସବୁଥର ପରି ଟିଏମସି ଆଗରେ ରହିଛି । ବର୍ତ୍ତମାନ ସୁଦ୍ଧା ଜାରି ରହିଥିବା ଫଳାଫଳ ଅନୁସାରେ ଟିଏମସି…

ମମତା ବାନାର୍ଜୀଙ୍କ ଘର ଆଗରେ ଉତ୍ସବ ପାଳନ କଲେ ଟିଏମସି ସଦସ୍ୟ

ପଶ୍ଚିମବଙ୍ଗ ୦୨ ।୦୫ (ଓଡ଼ିଶା ଭାସ୍କର) : ପଶ୍ଚିମବଙ୍ଗ ନିର୍ବାଚନର ଫଳାଫଳ ଧୀରେ ଧୀରେ ବାହାରିବାରେ ଲାଗିଛି । ବିଜେପି ବର୍ତ୍ତମାନ ପର୍ଯ୍ୟନ୍ତି ୮୪ଟି ଆସନରେ ବହୁମତ ଆଣି ଥିବା ବେଳେ ମମତାଙ୍କ ତୃଣମୂଳ କଂଗ୍ରେସ…