fbpx
Browsing Category

ରାଜନୀତି

ବିଜେପି ଛାଡିଲେ ବିଧାୟକ ପ୍ରାର୍ଥୀ; ବ୍ଲକ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷଙ୍କ ଇସ୍ତଫା

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜ୍ୟ ବିଜେପିକୁ ଝଟକା । ବିଜେପିର ବିଧାୟକ ପ୍ରାର୍ଥୀ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଶ୍ୱରଞ୍ଜନ ମଲ୍ଲିକ ଦଳରୁ ଇସ୍ତଫା ପ୍ରଦାନ କରିଛନ୍ତି । ବିଶ୍ୱରଞ୍ଜନ ବରୀରୁ ବିଜେପିର…

ନିର୍ବାଚନ ପୂର୍ବରୁ ଟ୍ରାନ୍ସଫର ହେବେ ସମସ୍ତ ଅଫିସର: ନଭେମ୍ବର ୧୫ ପୂର୍ବରୁ କାମ ସାରିବାକୁ ମୁଖ୍ୟ ଶାସନ ସଚିବଙ୍କୁ ରାଜ୍ୟ ନିର୍ବାଚନ କମିଶନଙ୍କ…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ବର୍ଷ ଆରମ୍ଭରୁ ତ୍ରିସ୍ତରୀୟ ପଞ୍ଚାୟତ ଭୋଟ ହେବାକୁ ଯାଉଛି । ତେବେ ନିର୍ବାଚନକୁ ଅବାଧ ଓ ନିରପେକ୍ଷ ରଖିବା ପାଇଁ ରାଜ୍ୟ ନିର୍ବାଚନ କମିଶନ ପ୍ରସ୍ତୁତି ଚଳାଇଛନ୍ତି । ତେବେ ସରକାରୀ…

ମମିତା ମେହେର ନିଖୋଜ ମାମଲା: ଆଜି ୧୨ ଘଣ୍ଟିଆ କଳାହାଣ୍ଡି ବନ୍ଦ ଡାକରା

ଭବାନୀପାଟଣା,  (ଭାସ୍କର ନ୍ୟୁଜ୍‌): ମମିତା ମେହେର ନିଖୋଜ ଘଟଣାକୁ କେନ୍ଦ୍ର କରି କଳାହାଣ୍ଡି ଜିଲ୍ଲା ବିଜେପି ଶାଖା ପକ୍ଷରୁ ବୁଧବାର କଳାହାଣ୍ଡି ବନ୍ଦ ଡ଼ାକରା ଦିଆଯାଇଛି । ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ…

ନୂଆ ଦଳ ଗଢିବେ ଅମରିନ୍ଦର ସିଂ; ବିଜେପି ସହିତ ମେଣ୍ଟ ସମ୍ଭାବନା

ନୂଆଦିଲ୍ଲୀ: ପୂର୍ବତନ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ନିଜର ନୂତନ ରାଜନୈତିକ ଦଳ ଗଢିବା ନେଇ ସୂଚନା ଦେଇଛନ୍ତି । ମଙ୍ଗଳବାର ଅମରିନ୍ଦରଙ୍କ ମିଡିଆ ପରାମର୍ଶଦାତା ରବିନ୍ ଠକରାଲ୍ ଏ ସମ୍ପର୍କରେ ସୂଚନା…

ୟୁପି ନିର୍ବାଚନରେ ମହିଳାଙ୍କୁ ନେଇ ବଡ ବାଜି ଖେଳିପାରେ କଂଗ୍ରେସ, ୩୩ ପ୍ରତିଶତରୁ ଅଧିକ ପ୍ରାର୍ଥୀଙ୍କୁ ଦେଇପାରେ ଟିକେଟ୍

ନୂଆଦିଲ୍ଲୀ : ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ପାର୍ଟି ବଡ ନିଷ୍ପତ୍ତି ନେଇପାରେ । ଦଳ ବିଧାନସଭା ନିର୍ବାଚନରେ ବଡ ସଂଖ୍ୟାରେ ମହିଳାଙ୍କୁ ପ୍ରାର୍ଥୀ କରିବାକୁ ଯୋଜନା କରିଛି । ଦଳ ୩୩ ପ୍ରତିଶତରୁ…

ସୋନିଆଙ୍କ ନିକଟରେ ସିଦ୍ଧୁ ରଖିଲେ ୧୩ ଦାବି; ବଢିଲା ଚନ୍ନିଙ୍କ ଅଡୁଆ

ନୂଆଦିଲ୍ଲୀ: ନିଜର ଇସ୍ତଫାପତ୍ର ପ୍ରତ୍ୟାହାର କରିବା ପରେ ପୁନର୍ବାର ସୋନିଆ ଗାନ୍ଧୀଙ୍କ ନିକଟକୁ ପତ୍ର ଲେଖିଛନ୍ତି ପଞ୍ଜାବ କଂଗ୍ରେସ ସଭାପତି ନଭଜୋତ ସିଂ ସିଦ୍ଧୁ । ନଭଜୋତ ସିଂ ସିଦ୍ଧୁ ବର୍ତ୍ତମାନ କଂଗ୍ରେସ ତଣ୍ଟିରେ…

ଡ୍ରଗ୍ସକୁ ନେଇ ତେଜୁଛି ରାଜନୀତି; ଉଦ୍ଧବ-ଫଡନବିସ ମୁହାଁମୁହିଁ

ନୂଆଦିଲ୍ଲୀ: ଡ୍ରଗ୍ସକୁ ନେଇ ମହାରାଷ୍ଟ୍ର ରାଜନୀତି ତେଜିବାରେ ଲାଗିଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ ଓ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ମଧ୍ୟରେ କାଦୁଅ ଫିଙ୍ଗା ରାଜନୀତି ଜୋର ଧରିବାରେ…

ପ୍ରକାଶ ପାଇଲା ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ସଂରକ୍ଷଣ ଚିଠା ବିଜ୍ଞପ୍ତି: ପଛୁଆବର୍ଗଙ୍କୁ ୪ ଜିଲ୍ଲା, ଜାଣନ୍ତୁ କେଉଁ କେଉଁ ଜିଲ୍ଲା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ସଂରକ୍ଷଣ ନେଇ ଚିଠା ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟର ୩୦ଟି ଜିଲ୍ଲା ମଧ୍ୟରୁ ପଛୁଆବର୍ଗଙ୍କ ପାଇଁ ୪ ଜିଲ୍ଲା ଅଧ୍ୟକ୍ଷ ପଦ ସଂରକ୍ଷିତ ରହିଛି । ଏହି…

ମୁଁ ହିଁ କଂଗ୍ରେସର ‘ବସ୍’, ସିଡବ୍ଲ୍ୟୁସି ବୈଠକରେ ବିଦ୍ରୋହୀ ନେତାଙ୍କୁ ସୋନିଆଙ୍କ ଜବାବ

ନୂଆଦିଲ୍ଲୀ : କଂଗ୍ରେସରେ ଜାରି ଦଳୀୟ କନ୍ଦଳ ମଧ୍ୟରେ ଶନିବାର ସୋନିଆ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ(ସିଡବ୍ଲ୍ୟୁସି) ବୈଠକ ବସିଛି । ପୂର୍ଣ୍ଣକାଳୀନ ଅଧ୍ୟକ୍ଷ ଦାବି କରୁଥିବା ନେତାଙ୍କୁ…

ପଞ୍ଜାବ ନାଟକରେ ଯବନିକା: ଇସ୍ତଫା ପ୍ରତ୍ୟାହାର କଲେ ସିଦ୍ଧୁ

ନୂଆଦିଲ୍ଲୀ: ପଞ୍ଜାବ କଂଗ୍ରେସରେ ଦେଖା ଦେଇଥିବା ନାଟକରେ ପଡିଛି ଯବନିକା । ଶୁକ୍ରବାର ନଭଜୋତ ସିଂ ସିଦ୍ଧୁ ନିଜ ଇସ୍ତଫାପତ୍ର ପ୍ରତ୍ୟାହାର କରି ନେଇଛନ୍ତି । ଏହା ସହିତ ପଞ୍ଜାବ କଂଗ୍ରେସର ମୁଖ୍ୟ ଭାବରେ ସିଦ୍ଧୁ ନିଜର…