fbpx
Browsing Category

ରାଜନୀତି

ରାଜସ୍ଥାନ ବିଜେପିରେ ପୁଣି ବଢ଼ିଲା କନ୍ଦଳ, ମୁଖ୍ୟମନ୍ତ୍ରୀ ପଦ ପାଇଁ ଅନେକ ଦାବିଦାର

ନୂଆଦିଲ୍ଲୀ: ରାଜସ୍ଥାନ ବିଜେପିରେ ପୁଣି ଦଳୀୟ କନ୍ଦଳ ଆରମ୍ଭ ହୋଇଯାଇଛି । ଆସନ୍ତା ୨୦୨୩ରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ କିଏ ମୁଖ୍ୟମନ୍ତ୍ରୀ ଚେହେରା ହେବ, ତାହାକୁ ନେଇ ଘନେଇଛି ବିବାଦ । ତେବେ ପାର୍ଟିର…

୧୦୦ ନୁହେଁ କେବଳ ୨୩ କୋଟି ଡୋଜ୍ ଟିକାକରଣ ହୋଇଛି: ଶିବସେନା

ମୁମ୍ବାଇ: ୧୦୦ କୋଟି ଡୋଜ୍ ଟିକାକରଣ ପରେ ଏବେ ଉତ୍ସବର ମାହୋଲ ରହିଥିବା ବେଳେ ଶିବସେନା ଏହାକୁ ସହଜରେ ଗ୍ରହଣ କରିପାରୁନି । ଶିବସେନା ସାଂସଦ ସଂଜୟ ରାୱତ ଅଭିଯୋଗ ଆଣିଛନ୍ତି ଯେ, ଦେଶରେ କରୋନା ଭାକସିନ୍ ର ୧୦୦ କୋଟି…

ବିଜୟଙ୍କ ସାଂଘାତିକ ଅଭିଯୋଗ: ଗୋବିନ୍ଦ ଓ ମମିତାଙ୍କ ମଧ୍ୟରେ ବୁଝାମଣା ପାଇଁ ଉଦ୍ୟମ କରିଥିଲେ ଦିବ୍ୟଶଙ୍କର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମମିତା ହତ୍ୟା ଘଟଣାକୁ ନେଇ ରାଜନୈତିକ ବିବାଦ ବଢ଼ିବାରେ ଲାଗିଛି । ଆଜି ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ବିଜେପି ନେତା ବିଜୟ ମହାପାତ୍ର । ଗୋବିନ୍ଦ ଓ…

ଶଙ୍ଖ ଧରିବେ ପ୍ରଦୀପ ମାଝୀ, କହିଲେ- ମୁଖ୍ୟମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବାକୁ ପଡିବ

ନବରଙ୍ଗପୁର : ଯାହା କଳ୍ପନା ଜଳ୍ପନା କରାଯାଉଥିଲା ସେଥିରେ ପୂର୍ଣ୍ଣଛେଦ ପଡିଛି । କିଛି ଦିନ ତଳେ କଂଗ୍ରେସ ଛାଡିଥିବା ପୂର୍ବତନ ସାଂସଦ ପ୍ରଦୀପ ମାଝୀ ବିଜୁ ଜନତା ଦଳରେ ଯୋଗ ଦେବେ ବୋଲି ଘୋଷଣା କରିଛନ୍ତି । ରବିବାର…

ଲକ୍ଷ୍ମୀପୁର ହିଂସା: ଆଶିଷ ମିଶ୍ରଙ୍କ ଆଉ ତିନି ସାଥୀ ଗିରଫ, ଘଟଣା ଦିନ ଥିଲେ ସାଙ୍ଗରେ

ଲକ୍ଷ୍ମୀପୁର ଖେରୀ : ଲକ୍ଷ୍ମୀପୁର ଖେରୀ ହିଂସାର ଯାଞ୍ଚ କରୁଥିବା ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଆଉ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି । ଏହି ତିନି ଅଭିଯୁକ୍ତ କୃଷକଙ୍କ ଉପରେ ଚଢାଯାଇଥିବା ଥର ଗାଡିର ପଛେ ପଛେ…

ବିହାରରେ ଭାଙ୍ଗିଲା ମହାମେଣ୍ଟ ! ଭକ୍ତଚରଣ ଦାସ କହିଲେ- କଂଗ୍ରେସ ଆଉ ଆରଜେଡି ସହ ନାହିଁ

ପାଟନା : ବିହାରରେ ବିରୋଧୀ ଦଳଙ୍କ ମହାମେଣ୍ଟ ଭାଙ୍ଗିବାର ଦ୍ୱାର ଦେଶରେ ପହଞ୍ଚି ଯାଇଛି । ଗତ ଅନେକ ଦିନରୁ ଧରି ଜାରି ଟଣାଓଟରା ପରେ ଶୁକ୍ରବାର କଂଗ୍ରେସ ରାଜ୍ୟ ପ୍ରଭାରୀ ଭକ୍ତଚରଣ ଦାସ କହିଛନ୍ତି ଯେ, କଂଗ୍ରେସ ଏବେ…

କଂଗ୍ରେସ ଛାଡ଼ିଲେ ପ୍ରଦୀପ ମାଝୀ, ସୋନିଆଙ୍କୁ ଦେଲେ ଇସ୍ତଫାପତ୍ର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କଂଗ୍ରେସକୁ ଲାଗିଲା ଶକ୍ତ ଝଟକା । ଦଳ ଛାଡ଼ିଲେ ବରିଷ୍ଠ ନେତା ପ୍ରଦୀପ ମାଝୀ । ଆଜି କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ନବରଙ୍ଗପୁରର ପୂର୍ବତନ ସାଂସଦ ପ୍ରଦୀପ ମାଝୀ ।…

ଏନସିବି ଅଧିକାରୀ ସମୀରଙ୍କୁ ୱାଙ୍ଖଡେଙ୍କୁ ମହାରାଷ୍ଟ୍ର ମନ୍ତ୍ରୀଙ୍କ ଧମକ- ‘ଗୋଟିଏ ବର୍ଷରେ ଚାକିରି ଛଡାଇ ନେବି, ଜେଲ୍ ପଠାଇବି’

ମୁମ୍ବାଇ : ଡ୍ରଗ୍ସ କେସରେ ବଲିଉଡର ବଡ ବଡିଆଙ୍କ ନିଦ ହଜାଇ ଦେଇଥିବା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ଅଫିସର ସମୀର ୱାଙ୍ଖଡେଙ୍କୁ ମହାରାଷ୍ଟ୍ର ମନ୍ତ୍ରୀଙ୍କ ଧମକ । ସମୀରଙ୍କୁ ଜେଲ୍ ପଠାଇବାର ଧମକ ଦେଲେ ମନ୍ତ୍ରୀ…

ବିଜେପି ମନ୍ତ୍ରୀଙ୍କ ଅଜବ ବୟାନ- ୯୫ ପ୍ରତିଶତ ଲୋକ ବ୍ୟବହାର କରନ୍ତି ନାହିଁ ପେଟ୍ରୋଲ, ଜମାରୁ ବଢିନି ତୈଳ ଦର

ଲଖନଉ : ଦେଶରେ ପେଟ୍ରୋଲ-ଡିଜେଲ ଦର ନକହିବା ଭଲ । ଲୋକେ ଏହି ଅନିଶ୍ଚିତତାରେ ଅଛନ୍ତି ଯେ, କେବେ କମିବ ତୈଳ ଦର । ହେଲେ ଏହା ମଧ୍ୟରେ ଇନ୍ଧନ ଦାମ ନେଇ ଉତ୍ତର ପ୍ରଦେଶର ମନ୍ତ୍ରୀ ଉପେନ୍ଦ୍ର ତିୱାରୀ ଅଜବ ବୟାନ ଦେଇଛନ୍ତି…

କ’ଣ କାମ କରିଛ ବୋଲି ଭୋଟର ପ୍ରଶ୍ନ କରିବାରୁ ମାଡ଼ ମାରିଲେ ଦବଙ୍ଗ ବିଧାୟକ, ସୋସିଆଲ୍ ମିଡିଆରେ ଭିଡିଓ ଭାଇରାଲ୍

ଚଣ୍ଡିଗଡ଼: ଭୋଟର ପ୍ରଶ୍ନ କରିବାରୁ ମାଡ଼ ମାରିଲେ ବିଧାୟକ । ଏଭଳି ଏକ ଘଟଣା ଘଟିଛି ପଞ୍ଜାବରେ । ଏହାର ଏକ ଭିଡିଓ ମଧ୍ୟ ସୋସିଆଲ୍ ମିଡିଆରେ ଦେଖିବାକୁ ମିଳିଛି । ମାଡ଼ ମାରିଥିବା ବିଧାୟକଙ୍କ ନାଁ ଯୋଗୀନ୍ଦର ପଲ୍‌ ? । ସେ…