Browsing Category

ରାଜନୀତି

ପୌର ନିର୍ବାଚନରେ BJD, BJP ଓ Congressର ଟିକେଟ ବାଣ୍ଟୁଛନ୍ତି ଏଇ ତିନି ନେତା, ଜାଣନ୍ତୁ କାହା ହାତରେ କେଉଁ ଦଳ ଦାୟିତ୍ୱ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପୌର ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ମୋଟ ୧୦୬ଟି ଏନଏସି ଓ ମ୍ୟୁନିସିପାଲିଟି ଏବଂ ୩ଟି ମହାନଗର ନିଗମ ପାଇଁ ଅନୁଷ୍ଠିତ ହେବ ନିର୍ବାଚନ ।…

BMC ନିର୍ବାଚନ: ମଧୁସ୍ମିତା ହେବେ କଂଗ୍ରେସର ମେୟର ପ୍ରାର୍ଥୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭୁବନେଶ୍ୱର ମହାନଗର ନିଗମ (ବିଏମସି)ର ମେୟର ପଦବୀ ପାଇଁ ତିନି ଦଳ ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ ଚଳିତ ଥର କଡ଼ା ଟକ୍କର ହେବ । ତେବେ କେଉଁ ଦଳ କାହାକୁ ପ୍ରାର୍ଥୀ କରିବ ସେନେଇ କଡ଼ା…

ଯାଜପୁରରେ ନିର୍ବାଚନ ପରବର୍ତ୍ତୀ ହିଂସା: ୪ ଗୁରୁତର

ଯାଜପୁର(ଓଡ଼ିଶା ଭାସ୍କର): ରାଜ୍ୟରେ ପଞ୍ଚାୟତ ନିର୍ବାଚନର ଭୋଟ୍ ଗଣତି ଶେଷ ହୋଇଛି । ଏହାରି ମଧ୍ୟରେ ଯାଜପୁରରେ କମେଣ୍ଟମରାକୁ ନେଇ ୨ ଗୋଷ୍ଠୀଙ୍କ ମଧ୍ୟରେ ଦେଖିବାକୁ ମିଳିଛି ସଂଘର୍ଷ । ଏହି ସଂଘର୍ଷରେ ୪ ଜଣ ଗୁରୁତର ଆହତ…

ପୌର ନିର୍ବାଚନ ୨୦୨୨: କଟକରେ ଲଢ଼ିବେ କଂଗ୍ରେସ-ସିପିଆଇ-ସିପିଆଇଏମ ମେଣ୍ଟ

ରାଜ୍ୟରେ ଆସନ୍ତା ମାର୍ଚ୍ଚ ୨୪ରୁ ଆରମ୍ଭ ହେବାକୁ ପୌର ନିର୍ବାଚନ । ଏଥିପାଇଁ ଆଜିଠାରୁ ଆରମ୍ଭ ହୋଇଛି ନାମାଙ୍କନ । ମହାନଗର ନିଗମ, ପୌରପାଳିକା, ମେୟର, ପୌରାଧ୍ୟକ୍ଷ, କର୍ପୋରେଟର, କାଉନସିଲର ପଦବୀ ପାଇଁ ହେବ ନିର୍ବାଚନ…

ପ୍ରତିଶୋଧ ନେଲେ ସରପଞ୍ଚ ପ୍ରାର୍ଥୀ: ପଞ୍ଚାୟତ ନିର୍ବାଚନ ହାରିବାରୁ କଲେ ଏମିତି କାମ

ରାୟଗଡା: ନିର୍ବାଚନରେ ହାରିଗଲେ ବୋଲି ରାସ୍ତା କାଟି ବାଟ ବନ୍ଦ କଲେ ସରପଞ୍ଚ ପ୍ରାର୍ଥୀ । ନିର୍ବାଚନ ହାରିଯିବାରୁ ପ୍ରତିଶୋଧ ପରାଣୟ ହୋଇ ସରପଞ୍ଚ ପ୍ରାର୍ଥୀ ଏମିତି କରିଥିବା ନେଇ ଅଭିଯୋଗ ହୋଇଛି । ଏହି ଘଟଣା ଦେଖିବାକୁ…

CMC ନିର୍ବାଚନ: ଗିରିବାଳା ବେହେରାଙ୍କୁ ମେୟର ପ୍ରାର୍ଥୀ କଲା କଂଗ୍ରେସ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପଞ୍ଚାୟତ ନିର୍ବାଚନ ପରେ ଏବେ ରାଜ୍ୟରେ ଆରମ୍ଭ ହେବାକୁ ଯାଉଛି ପୌର ନିର୍ବାଚନ । ତେବେ ଆଜିଠାରୁ ପୌର ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ ହୋଇଛି । ମହାନଗର ନଗମ, ପୌରପାଳିକା,…

ପୌର ନିର୍ବାଚନରେ ପଡିବନି ପଞ୍ଚାୟତ ନିର୍ବାଚନର ପ୍ରଭାବ: ପ୍ରତିକ୍ରିୟା ରଖିଲେ ଧର୍ମେନ୍ଦ୍ର ଓ ଅପରାଜିତା

ଭୁବନେଶ୍ୱର(ଓଡ଼ିଶା ଭାସ୍କର) : ସମାପ୍ତ ହୋଇଛି ପଞ୍ଚାୟତ ନିର୍ବାଚନ । ଏହା ସହିତ ସମସ୍ତଙ୍କ ନଜର ବର୍ତ୍ତମାନ ପୌର ନିର୍ବାଚନ ଉପରେ । ପୌର ନିର୍ବାଚନ ପାଇଁ ସମସ୍ତ ରାଜନୈତିକ ଦଳ ଅଣ୍ଟା ଭିଡିଥିବା ବେଳେ ପ୍ରତିକ୍ରିୟା…

ହିନ୍ଦତ୍ଵ ମାର୍ଗରେ ଗେହଲଟ ସରକାର ! ରାଜ୍ୟରେ ଆୟୋଜନ କରିବ ଭାଗବତ କଥା, ସୁନ୍ଦର କାଣ୍ଡ

ଜୟପୁର: ରାଜସ୍ଥାନରେ ୨୦୨୩ରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ନିର୍ବାଚନରେ ବିଜେପିକୁ ଟକ୍କର ଦେବା ପାଇଁ କଂଗ୍ରେସ ନରମ ହିନ୍ଦୁତ୍ଵର ସାହାରା ନେଉଥିବା ଦେଖିବାକୁ ମିଳିଛି। ରାଜସ୍ଥାନରେ କଂଗ୍ରେସ ନେତୃତ୍ଵାଧୀନ…

Russia-Ukraine War: ଲାଇଭ୍ ବୋମାମାଡ଼ର ଦୃଶ୍ୟ ଦେଖାଇଲେ ବାଲେଶ୍ୱରର ଡାକ୍ତରୀ ଛାତ୍ର, ଦେଖନ୍ତୁ Video

ଖାରକିଭ: ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି । ୟୁକ୍ରେନର ରାଜଧାନୀ କିଭ ଆଡକୁ ରୁଷ ନିଜର ବିଶାଳ ସେନା ନେଇ ଆଗେଇବାରେ ଲାଗିଛି । ଏହାର ଖୁଲାସା ସାଟେଲାଇଟରୁ ହୋଇଛି । ଅପରେସନ ଗଙ୍ଗା ଅଧୀନରେ ଏୟାର ଇଣ୍ଡିଆର…

ପଞ୍ଚାୟତ ନିର୍ବାଚନ ୨୦୨୨: ଭୋଟ ଗଣତିର ତୃତୀୟ ଦିନରେ ବି ଆଗରେ ବିଜେଡି, ଧରାଶାୟୀ ହେଲେ ବିରୋଧୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ରହିଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ମତଦାନ, ଚାଲିଛି ଭୋଟ ଗଣତି । ଫେବୃଆରୀ ୨୪ ରୁ ମତଦାନ ସରିଥିବା ବେଳେ ୨୬ ତାରିଖ ଠାରୁ ଆରମ୍ଭ ହୋଇଛି ଭୋଟ ଗଣତି । ସୋମବାର ତୃତୀୟ…