Browsing Category
ରାଜନୀତି
ମୁଖ୍ୟମନ୍ତ୍ରୀ ଏବଂ ଆଇନମନ୍ତ୍ରୀଙ୍କ ଇସ୍ତଫା ଦାବି କଲା ବିଜେପି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମାହାଙ୍ଗା ଡବଲ ମର୍ଡର ଘଟଣାରେ ପୋଲିସ ବହୁ ଚଞ୍ଚକତା କରି ୧୩ ନମ୍ବର ମୁଦାଲା ମନ୍ତ୍ରୀ ପ୍ରତାପ ଜେନାଙ୍କ ନାଁ ଚାର୍ଜସିଟରୁ କାଢି ଦେଇଥିବା ବେଳେ ଆଜି ପୁଣି ଥରେ ତାଙ୍କ ନାଁ ଯୋଡିବାକୁ…
ଭାରତ ଛାଡ଼ି ପାକିସ୍ତାନ ପଳାଅ, ଜାଣନ୍ତୁ କାହିଁକି ଏମିତି କହିଲେ ବିଜେପି ନେତା
ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତିଙ୍କୁ ଭାରତ ଛାଡ଼ି ପାକିସ୍ତାନ ପଳାଇବା ପାଇଁ କହିଛନ୍ତି ବିଜେପି ନେତା ଅନୀଲ ଭିଜ୍। କଶ୍ମୀର ଓ ତାଲିବାନ ପ୍ରସଙ୍ଗରେ ମୁଫତିଙ୍କ ବୟାନକୁ ନେଇ ଏଭଳି…
ଅନୁଭବ-ବର୍ଷା ବିବାଦ: ଶେଷ ହେଲା କାଉନ୍ସେଲିଂ, ୨୭ରେ ମାମଲାର ଶୁଣାଣି
ଭୁବନେଶ୍ୱର ( ଭାସ୍କର ନ୍ୟୁଜ୍) : ବର୍ଷା ଓ ଅନୁଭବଙ୍କ ବିବାହ ବିଚ୍ଛେଦ ମାମଲାରେ କାଉନ୍ସେଲିଂ ଶେଷ ହୋଇଥିବା ବେଳେ ଆସନ୍ତା ୨୭ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । କାଉନ୍ସେଲିଂ ରିପୋର୍ଟ ଆଧାରରେ ମାମଲାର…
ତାଲିବାନର ଉଦାହରଣ ଦେଇ ମୋଦୀଙ୍କୁ ଚେତାବନୀ ଦେଲେ ମେହବୁବା ମୁଫତି, କହିଲେ…
ନୂଆଦିଲ୍ଲୀ(ଓଡ଼ିଶା ଭାସ୍କର): ଆଫଗାନିସ୍ତାନରେ ତାଲିବାନ ଯୁଗ ଆରମ୍ଭ ହେବା ପରେ ଉତ୍ସାହିତ ହୋଇ ପଡ଼ିଛନ୍ତି ଆତଙ୍କୀ ସଂଗଠନ। ପଡ଼ୋଶୀ ଦେଶରେ ତାଲିବାନର ଶାସନ ଆରମ୍ଭ ହେବାର ପ୍ରଭାବ ସମ୍ପ୍ରତି ଜମ୍ମୁ-କଶ୍ମୀରରେ…
ବିଧାନସଭାର ମୌସୁମୀ ଅଧିବେଶନ ପ୍ରସ୍ତୁତି : ୨୭ରେ ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି
ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍): ଚଳିତମାସ ୨୭ ତାରିଖରେ ଅନୁଷ୍ଠିତ ହେବ ସର୍ବଦଳୀୟ ବୈଠକ । ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଏହି ବୈଠକ ଡାକିଛନ୍ତି । ସେପ୍ଟେମ୍ବର ପହିଲାରୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ…
ସିନ୍ଧିଆଙ୍କ ପୁରୁଣା ହିସାବ ବରାବର କରିବା ଲକ୍ଷ୍ୟରେ ରହିଛନ୍ତି କମଲ ନାଥ, ହାଇକମାଣ୍ଡଙ୍କୁ ଦେଲେ ନୂଆ ଅଫର୍
ନୂଆଦିଲ୍ଲୀ: ଦିନ ଥିଲା କମଲ ନାଥ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ପଦରେ ଅଧିଷ୍ଠିତ ଥିଲେ । ମାତ୍ର ଅଳ୍ପଦିନ ମଧ୍ୟରେ ତାଙ୍କର ସେଇ ରାଜଗାଦି ଭୁଶୁଡ଼ି ପଡ଼ିଥିଲା । କଂଗ୍ରେସରେ ମନ ମୁତାବକ ପଦ ନ ମଳିବା ଓ କଣଠେସା ହେବା…
୨୦୨୪ରେ କିଏ କରିବ ମୋଦୀଙ୍କ ସହ ମୁକାବିଲା? ସୋନିଆ ଗାନ୍ଧୀ ଆଜି କରିବେ ବିରୋଧୀଙ୍କ ସହ ବୈଠକ, ପଢ଼ନ୍ତୁ ପୂରା ଖବର
ନୂଆଦିଲ୍ଲୀ: ୨୦୨୪ ପାଇଁ ଏବେ ଠାରୁ ଅଣ୍ଟା ଭିଡ଼ିଲାଣି କଂଗ୍ରେସ । ମୋଦୀଙ୍କ ସହ ମୁକାବିଲା କରିବା ପରିପ୍ରେକ୍ଷୀରେ ଏବେ ଠାରୁ ବିରୋଧୀଙ୍କ ସହ ଗୋଟି ଚାଳନା କରିବା ଆରମ୍ଭ କରିଛି କଂଗ୍ରେସ । ତେବେ ଆଜି କଂଗ୍ରେସ ଅଧ୍ୟକ୍ଷ…
ତାଲିବାନୀ ମାନସିକତାର ଝଲକ ଥିଲା କେରଳ ମୋପଲା ବିଦ୍ରୋହ, RSS ନେତା କହିଲେ ଏମିତି
ଓଡ଼ିଶା ଭାସ୍କର ବ୍ୟୁରୋ: ସମ୍ପ୍ରତି ଆଫଗାନିସ୍ତାନରେ ଚାଲିଛି ତାଲିବାନୀ ରାଜ୍ । ସାରା ବିଶ୍ୱରେ ଏନେଇ ଚର୍ଚ୍ଚା ସରଗରମ । ତେବେ କେରଳରେ ମଧ୍ୟ ତାଲିବାନୀ ମାନସିକତାର ଝଲକ ଦେଖିବାକୁ ମିଳିଥିଲା ବୋଲି କହିଛନ୍ତି ଆରଏସଏସ୍…
କଶ୍ମୀର ଏକ ସ୍ୱତନ୍ତ୍ର ଦେଶ, କବଜା କରିଛନ୍ତି ଭାରତ ଓ ପାକିସ୍ତାନ: କଂଗ୍ରେସ ନେତାଙ୍କ ବିବାଦୀୟ ବୟାନ
ନୂଆଦିଲ୍ଳୀ: ଜମ୍ମୁ କଶ୍ମୀରକୁ ନେଇ ପୁଣି ଥରେ ବିବାଦ ଘେରରେ କଂଗ୍ରେସ । କଂଗ୍ରେସ ନେତା ମଲୱିନ୍ଦର ସିଂ ମଲି ଏଭଳି ଏକ ବିବାଦୀୟ ବୟାନ ଦେଇଛନ୍ତି । ମଲି କଶ୍ମୀରକୁ ଏକ ସ୍ୱତନ୍ତ୍ର ଦେଶ ଭାବରେ ଅଭିହିତ କରିଛନ୍ତି । ମଲି…
କମୁନି କରୋନା ସଂକ୍ରମଣ, କେରଳରେ କଲବଲ, ଏମିତି କହିଲେ ଜେପି ନଡ୍ଡା
ଓଡ଼ିଶା ଭାସ୍କର ବ୍ୟୁରୋ: ମହାମାରୀ କରୋନା ଦେଶରେ ପ୍ରଥମେ କେରଳରୁ ଚିହ୍ନଟ ହୋଇଥିଲା । ଆଉ ସେହି କେରଳରେ ହିଁ ସମ୍ପ୍ରତି ସଂକ୍ରମଣ କମିବା ନାଁ ଧରୁନି । ଦ୍ୱିତୀୟ ତରଙ୍ଗ ପରେ ତୃତୀୟ ତରଙ୍ଗ ଆଶଙ୍କା ଦେଶ ପାଇଁ ଘନେଇ…