Browsing Category

ରାଜନୀତି

2026 ତାମିଲନାଡ଼ୁ ନିର୍ବାଚନ ପାଇଁ TVK ପାର୍ଟିର ବଡ଼ ଘୋଷଣା, ମୁଖ୍ୟମନ୍ତ୍ରୀ ଚେହେରା ହେବେ ଅଭିନେତା ବିଜୟ

ତାମିଲନାଡ଼ୁ:  2026 ତାମିଲନାଡ଼ୁ ନିର୍ବାଚନ ପାଇଁ TVK ପାର୍ଟିର ବଡ଼ ଘୋଷଣା । TVK ପାର୍ଟିର ମୁଖ୍ୟମନ୍ତ୍ରୀ ଚେହେରା ହେବେ ଅଭିନେତା ଥାଲାପତି ବିଜୟ । ଚେନ୍ନାଇରେ ଶୁକ୍ରବାର ଅର୍ଥାତ ଆଜି ବସିଥିବା TVK ଦଳୀୟ ବୈଠକରେ…

BMC ଅଫିସରେ ମାଡ଼ ଘଟଣା, ଗିରଫ ହେଲେ ବିଜେପି ନେତା ଜଗନ୍ନାଥ ପ୍ରଧାନ, OAS ସଂଘର ଦାବି ମାନିନେଲେ ସରକାର

ଭୁବନେଶ୍ୱର: ଗିରଫ ହେଲେ ଜଗନ୍ନାଥ ପ୍ରଧାନ। ଆତ୍ମସମର୍ପଣ ପରେ ବିଜେପି ନେତା ଜଗନ୍ନାଥଙ୍କୁ ଗିରଫ କଲା ପୋଲିସ। ଶେଷରେ OAS ସଂଘର ଦାବିକୁ ମାନିନେଲେ ସରକାର। ନିଜ ଦଳର ଜଣେ ବରିଷ୍ଠ ନେତାଙ୍କୁ ଶେଷରେ ପୋଲିସ ହାତରେ…

ହାତୀ ଶିକାର, ଦାନ୍ତ ଲୁଟ ମାମଲାରେ ତେଜିଲା ରାଜନୀତି, ନୀଳଗିରି ବିଧାୟକଙ୍କୁ ଗିରଫ ଦାବି କଲା ବିଜେଡ଼ି

ଭୁବନେଶ୍ବର: ନୀଳଗିରିରେ ହାତୀ ଶିକାର ଓ ହାତୀ ଦାନ୍ତ ଲୁଟ ମାମଲାକୁ ନେଇ ତେଜିଛି ରାଜନୀତି। ଏହି ମାମଲାରେ ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ ସଂପୃକ୍ତି ନେଇ ବିଜେଡି ଅଭିଯୋଗ କରିବା ସହ ତାଙ୍କୁ ଗିରଫ କରିବାକୁ ଦାବି…

“ନୀତିଶ ହିଁ ହେବେ ବିହାରର ମୁଖ୍ୟମନ୍ତ୍ରୀ”, ରାଜନାଥ ସିଂହଙ୍କ ବଡ଼ ଘୋଷଣା, ଲାଲୁଙ୍କ ପାଇଁ କହିଲେ ଏହି କଥା

ନୂଆଦିଲ୍ଲୀ: ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ବୈଠକକୁ ସମ୍ବୋଧିତ କରି କେନ୍ଦ୍ର ରକ୍ଷା ମନ୍ତ୍ରୀ ରାଜନାଥ ସିଂହ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ବିଜେପି ଏବଂ ନୀତିଶ କୁମାରଙ୍କ ନେତୃତ୍ୱରେ ବିହାର ବିକାଶ ପଥରେ…

ରଥ ତଳେ ନମାଜ ପଢୁଛନ୍ତି ମୁସଲମାନ ମହିଳା, ଭିଡ଼ିଓ ଭାଇରାଲ

ପୁରୀ: ଏବେ ସୋସିଆଲ ମିଡ଼ିଆରେ ଏକ ଭିଡ଼ିଓ ଜୋରଦାର ଭାଇରାଲ ହେଉଛି। ଯେଉଁ ଭିଡ଼ିଓ ଦେଖିଲେ ଆପଣଙ୍କ ମନବି ଆନ୍ଦୋଳିତ ହେବ। ମନରେ ଅନେକ ପ୍ରକାର ପ୍ରଶ୍ନ ଉଙ୍କିମାରିବ। କାରଣ ଭିଡ଼ିଓଟି କୋଟି କୋଟି ଓଡ଼ିଆଙ୍କ ମଉଡ଼ମଣି…

୧୧ରେ ଓଡ଼ିଶା ଆସୁଛନ୍ତି ରାହୁଲ ଗାନ୍ଧୀ, ବଦଳିଲା ତାରିଖ

ଭୁବନେଶ୍ୱର: ୧୧ ତାରିଖରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ। ଏନେଇ ସୂଚନା ଦେଲେ ପିସିସି ସଭାପତି ଭକ୍ତଚରଣ ଦାସ। ପୂର୍ବରୁ ଜୁଲାଇ ୯ ତାରିଖରେ ରାହୁଲ ଗାନ୍ଧୀ ଓଡ଼ିଶା ଆସିବେ ବୋଲି କୁହାଯାଉଥିଲା। କିନ୍ତୁ ବର୍ତ୍ତମାନ…

ବିଜେପିକୁ ବଡ଼ ଝଟକା, ଦଳରୁ ଇସ୍ତଫା ଦେଲେ ବିଧାୟକ ଟି ରାଜା ସିଂହ

ନୂଆଦିଲ୍ଲୀ: ତେଲେଙ୍ଗାନାରେ ବିଜେପିକୁ ବଡ଼ ଝଟକା ଲାଗିଛି। ଗୋଶାମହଲର ବିଧାୟକ ଟି ରାଜା ସିଂହ ବିଜେପିରୁ ଇସ୍ତଫା ଦେଇଛନ୍ତି। କୁହାଯାଉଛି ଯେ, ଟି ରାଜା ସିଂହ ତେଲେଙ୍ଗାନା ବିଜେପି ଅଧ୍ୟକ୍ଷ ପଦବୀ ପାଇଁ ନିର୍ବାଚନ…

Big Breaking: ପ୍ରତାପ ଷଡ଼ଙ୍ଗୀଙ୍କ ସୂଚନା, ସ୍ଥଗିତ ରହିଲା ବିଜେପି ରାଜ୍ୟ ସଭାପତି ନିର୍ବାଚନ

ଭୁବନେଶ୍ବର: ସ୍ଥଗିତ ରହିଲା ବିଜେପି ରାଜ୍ୟ ସଭାପତି ନିର୍ବାଚନ । ଏନେଇ ନିର୍ବାଚନ ଅଧିକାରୀ ତଥା ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ସୂଚନା ଦେଇଛନ୍ତି । ବିଜେପି ରାଜ୍ୟ ସଭାପତି ସହ ରାଷ୍ଟ୍ରୀୟ ପରିଷଦ ସଦସ୍ୟ…

କଂଗ୍ରେସ ବିଧାୟକ କଲେ ବଡ଼ ଖୁଲାସା, କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ହେବେ ଡିକେ ଶିବକୁମାର!

ନୂଆଦିଲ୍ଲୀ: କର୍ଣ୍ଣାଟକର କଂଗ୍ରେସ ବିଧାୟକ ଏଚ୍.ଏ. ଇକବାଲ ହୁସେନ ରବିବାର ଏକ ଦାବି କରିଛନ୍ତି । କହିଛନ୍ତି ଉପମୁଖ୍ୟମନ୍ତ୍ରୀ ଡି.କେ. ଶିବକୁମାରଙ୍କୁ ଆଗାମୀ ଦୁଇରୁ ତିନି ମାସ ମଧ୍ୟରେ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବାର…

‘ହନିମୁନ ମନାଇ ଆସିଲେ ଆଉ ଏବେ…’କୋଲକାତା ଗଣଦୁଷ୍କର୍ମ ମାମଲାରେ ମହୁଆଙ୍କ ବୟାନକୁ ନେଇ କଲ୍ୟାଣଙ୍କ ପାଲଟା ଜବାବ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ଶାସକ ତୃଣମୂଳ କଂଗ୍ରେସର ଦୁଇ ବଡ଼ ନେତାଙ୍କ ମଧ୍ୟରେ ପାରସ୍ପରିକ ବିବାଦ ସମସ୍ତେ ଜାଣନ୍ତି । କଲ୍ୟାଣ ବାନାର୍ଜୀ ଏବଂ ମହୁଆ ମୋଇତ୍ରା ସେମାନଙ୍କ ମଧ୍ୟରେ ସାର୍ବଜନୀନ ବିବାଦର ପ୍ରାୟ 3 ମାସ…