Browsing Category

ରାଜନୀତି

ତିରୁପତି ପ୍ରସାଦମରେ ପଶୁ ଚର୍ବି ବିବାଦ: କେନ୍ଦ୍ର ମାଗିଲା ସବିଶେଷ ରିପୋର୍ଟ

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର ତିରୁପତି ମନ୍ଦିର ବିବାଦରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ ପି ନଡ୍ଡା ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ ସବିଶେଷ ରିପୋର୍ଟ ମାଗିଛନ୍ତି । ତିରୁପତି ମନ୍ଦିରରେ ଲାଗି…

କେଜରିୱାଲଙ୍କୁ ମିଳୁ ସରକାରୀ ଆବାସ, ଏହା ତାଙ୍କ ଅଧିକାର… ସାମ୍ବାଦିକ ସମ୍ମିଳନୀରେ ରାଘବ ଚଡ୍ଡାଙ୍କ ଦାବି

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରୁ ଆମ ଆଦମୀ ପାର୍ଟି(AAP) ମୁଖ୍ୟ ଅରବିନ୍ଦ କେଜରିୱାଲଙ୍କ ଇସ୍ତଫା ପରେ ରାଜନୈତିକ ମାହୋଲ ବେଶ ସରଗରମ ରହିଛି । ତାଙ୍କ ଇସ୍ତଫା ପରେ ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ…

ପଡୋଶୀଙ୍କ କାନ୍ଧରେ ବନ୍ଧୁକ ରଖି ଭାରତକୁ ଘେରିବାକୁ ଡ୍ରାଗନ କରୁଛି ଷଡଯନ୍ତ୍ର

ନୂଆଦିଲ୍ଲୀ: ଦକ୍ଷିଣ ଏସିଆର ବହୁ ଦେଶ ଏବେ ବିଭିନ୍ନ କ୍ରାଇସେସ ଦେଇ ଗତିକରୁଛନ୍ତି । ମୁଖ୍ୟତଃ ଭାରତର ପ୍ରାୟ ସବୁ ପଡୋଶୀ ଦେଶ ଭିତରେ ଲାଗିରହିଛି ବିବାଦ ଓ ସମସ୍ୟା । ଆଉ ସେମାନଙ୍କ ଏହି ସମସ୍ୟାର କାରଣ ଓ ତାର ଫାଇଦା…

100 ଦିନର ସରକାରକୁ ପାଠ ପଢାଉଛନ୍ତି ନବୀନ : ସୁରେଶ ପୂଜାରୀ

ଭୁବନେଶ୍ବର: ଭରତପୁର ଥାନାରେ ମେଜରଙ୍କ ସହିତ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ସହି ଦୁର୍ବ୍ୟବହାର ମାମଲା ଥମିବାର ନାଁ ଧରୁନି । ଏହାକୁ ନେଇ ଆଜି ମୁହାଁମୁହିଁ ହୋଇଛନ୍ତି ଶାସକ ଏବଂ ବିରୋଧୀ ଦଳ । ଏହି ମାମଲାରେ ଆଜି…

ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ଲଢ଼ିବ ଚିରାଗ ପାସୱାନଙ୍କ ଦଳ, ଏବେ ଠାରୁ ପ୍ରସ୍ତୁତି ଆରମ୍ଭ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଏବେ ୩ ବର୍ଷ ସମୟ ଅଛି । କିନ୍ତୁ ଏବେ ଠାରୁ ବିଭିନ୍ନ ରାଜନୈତିକ ଦଳ ତରଫରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ବର୍ତ୍ତମାନ ଉତ୍ତରପ୍ରଦେଶ ରାଜନୀତିରେ ନୂତନ ଦଳର ଏଣ୍ଟ୍ରି…

ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀଙ୍କ ବୟାନକୁ ନେଇ କାହିଁକି କଂଗ୍ରେସ ଉପରେ ବର୍ଷିଲେ ଗୃହମନ୍ତ୍ରୀ ଅମିତ ଶାହା

ନୂଆଦିଲ୍ଲୀ: ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀଙ୍କ ବୟାନକୁ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କଂଗ୍ରେସ ଏବଂ ଜମ୍ମୁ-କଶ୍ମୀରର ନ୍ୟାସନାଲ କନଫରେନ୍ସ ପାର୍ଟିକୁ ଟାର୍ଗେଟ କରିଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ…

ଆମେରିକା ଗସ୍ତରେ ଟ୍ରମ୍ପଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତକୁ ନେଇ ଉଠିଲା ପ୍ରଶ୍ନ; ଜବାବ ରଖିଲା ବୈଦେଶିକ ବ୍ୟାପାର ମନ୍ତ୍ରାଳୟ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆମେରିକା ଗସ୍ତ ଅବସରରେ ତାଙ୍କ କାର୍ଯ୍ୟକ୍ରମ ସମ୍ପର୍କରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଭାରତର ବୈଦେଶିକ ସଚିବ ବିକ୍ରମ ମିଶରୀ। ସେପ୍ଟେମ୍ବର ୨୧ରୁ ୨୩…

ମା’ଙ୍କଠାରୁ ଉତ୍ତରାଧିକାର ସୂତ୍ରରେ କଣ ପାଇଛନ୍ତି ପ୍ରଶ୍ନରେ ବାଂଶୁରୀଙ୍କ ଉତ୍ତର ଥିଲା ହୃଦୟସ୍ପର୍ଶୀ

ନୂଆଦିଲ୍ଲୀ: ଏକ ଟିଭି ପ୍ରୋଗ୍ରାମରେ ଭାଗ ନେବା ଅବସରରେ ପୂର୍ବତନ ବିଦେଶ ମନ୍ତ୍ରୀ ସ୍ୱର୍ଗତ ସୁଷମା ସ୍ୱରାଜଙ୍କ ଝିଅ ତଥା ଓକିଲରୁ ରାଜନେତା ହୋଇଥିବା ବାଂଶୁରୀ ସ୍ୱରାଜ କହିଛନ୍ତି କି, ମାଆଙ୍କଠାରୁ ମତେ ଉତ୍ତରାଧିକାରୀ…

ଜେଡିୟୁ ନେତ୍ରୀଙ୍କୁ ମାଡ ସହ ଜୋତା ମାଳ, ଭିଡିଓ ଭାଇରାଲ

ପାଟନା: ବିହାରରେ ଲଜ୍ଜାଜନକ ଘଟଣା । ଶାସକ ଦଳର ଜଣେ ମହିଳା ଜିଲ୍ଲା ଅଧ୍ୟକ୍ଷାଙ୍କୁ ସ୍ଥାନୀୟ ଲୋକେ ସର୍ବସମ୍ମୁଖରେ ଆଖିବୁଜା ମାଡ ମାରିବା ସହ ତାଙ୍କ ଗଳାରେ ଚପଲ ହାର ପିନ୍ଧାଇ ଦେଇଛନ୍ତି । ମାଡ ମାରିବା ପରେ ଚପଲ…

ମହିଳାଙ୍କୁ ମାସିକ ମିଳିବ ୨୧୦୦ ଟଙ୍କା… ହରିୟାଣା ନିର୍ବାଚନ ପାଇଁ BJP ଜାରି କଲା ମେନିଫେଷ୍ଟୋ

ନୂଆଦିଲ୍ଲୀ: ହରିୟାଣା ବିଧାନସଭା ନିର୍ବାଚନ ପାଇଁ ବିଜେପି ଏହାର ସଂକଳ୍ପ ପତ୍ର ଜାରି କରିଛି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ର ମନ୍ତ୍ରୀ ଜେପି ନଡ୍ଡା ରୋହତକରେ ଏହି ସଂକଳ୍ପ ପତ୍ର ଜାରି କରିଛନ୍ତି । ଏଥିରେ…