Browsing Category
ସ୍ପେସାଲ
ଉଦଘାଟିତ ହେଲା ବିଶ୍ବର ସର୍ବୋଚ୍ଚ ଚେନାବ ସେତୁ, ଜମ୍ମୁ-କାଶ୍ମୀରକୁ 46 ହଜାର କୋଟିର ପ୍ରକଳ୍ପ ଭେଟି ଦେଲେ ମୋଦୀ
ଶ୍ରୀନଗର: ଭାରତର ରେଳ ଇତିହାସରେ ନୂଆ ଅଧ୍ୟାୟ । ଲୋକାର୍ପିତ ହେଲା ବିଶ୍ବର ସର୍ବୋଚ୍ଚ ରେଳ ସେତୁ ଚେନାବ୍ ବ୍ରିଜ୍ । ଜାମ୍ମୁ-କାଶ୍ମୀର ଯାଇ ଦେଶବାସୀଙ୍କୁ ଚେନାବ୍ ବ୍ରିଜ୍ ଉତ୍ସର୍ଗ କରିଛନ୍ତି ପ୍ରଧାନମନ୍ତ୍ରୀ…
ଚାଲିଛି କୋଟିଆ କମିଟିର ପ୍ରଥମ ବୈଠକ, କୋଟିଆ ବିବାଦରେ ଆଜି ପଡ଼ିବ କି ଯବନିକା ?
ଭୁବନନେଶ୍ବର: ବିକଶିତ କୋଟିଆ ପାଇଁ ମାଷ୍ଟରପ୍ଲାନ କରିବାକୁ ଆଜି ବସିଛି ବୈଠକ । ଗଠିତ 16 ଜଣିଆ କମିଟିର ଏହା ପ୍ରଥମ ବୈଠକ । ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଛି । ଲୋକସେବା ଭବନରେ…
ଲୋକାର୍ପିତ ହେଲା ବିଶ୍ବର ସର୍ବୋଚ୍ଚ ବ୍ରିଜ ଚେନାବ୍
ଶ୍ରୀନଗର: ଲୋକାର୍ପିତ ହେଲା ବିଶ୍ବର ସର୍ବୋଚ୍ଚ ରେଳ ସେତୁ ଚେନାବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାମ୍ମୁ-କାଶ୍ମୀରରେ ପହଞ୍ଚି ଆଜି ଏହି ରେଳ ସେତୁର କଲେ ଉଦ୍ଘାଟନ । ପ୍ରାୟ 15 ଶହ କୋଟି ଖର୍ଚ୍ଚରେ ନିର୍ମିତ ହୋଇଛି…
ସକାଳୁ ଉଠିବା ମାତ୍ରେ ଥକ୍କାପଣ, ଦୁର୍ବଳତା ଓ ମୁଣ୍ଡବ୍ୟଥା ଅନୁଭବ ହେଉଛି? ଥରେ କରନ୍ତୁ ଏହି ଭିଟାମିନର ପରୀକ୍ଷା, ହୋଇପାରେ ଗମ୍ଭୀର ଅଭାବ
ଯଦି ଆପଣ ସକାଳୁ ଉଠିବା ମାତ୍ରେ ଥକ୍କାପଣ, ଦୁର୍ବଳତା ଓ ମୁଣ୍ଡବ୍ୟଥା ଅନୁଭବ କରୁଛନ୍ତି, ତେବେ ଏହା ଆପଣଙ୍କ ଶରୀରରେ ଭିଟାମିନର ଅଭାବର ସଙ୍କେତ ହୋଇପାରେ। ବିଶେଷଜ୍ଞମାନେ କହୁଛନ୍ତି ଯେ ଏପରି ଲକ୍ଷଣ ସାଧାରଣତଃ ଭିଟାମିନ…
ଏଥର ଜନଗଣନାରେ କେଉଁ କେଉଁ ପ୍ରଶ୍ନ ପଚାରିଯିବ? ଜାଣନ୍ତୁ ଭାରତରେ କିପରି ହୁଏ ଲୋକଙ୍କ ଗଣନା
ନୂଆଦିଲ୍ଲୀ: ଭାରତରେ ଦଶବର୍ଷିଆ ଜନଗଣନା ଏବଂ ରାଷ୍ଟ୍ରୀୟ ଜନସଂଖ୍ୟା ରେଜିଷ୍ଟର (ଏନପିଆର) ଅପଡେଟ କାର୍ଯ୍ୟ ୨୦୨୫ରେ ଆରମ୍ଭ ହେବାକୁ ଯାଉଛି। ଏହି ଜନଗଣନା ଦୁଇଟି ପର୍ଯ୍ୟାୟରେ ହେବ: ପ୍ରଥମ ପର୍ଯ୍ୟାୟ ଅକ୍ଟୋବର ୨୦୨୬ରେ…
ନର୍ମାଲ ଡେଲିଭରୀ ପରେ ଶାରୀରିକ ସମ୍ପର୍କ: କେତେ ଦିନ ଅପେକ୍ଷା କରିବା ଉଚିତ? ଜାଣନ୍ତୁ ବିଶେଷଜ୍ଞଙ୍କ ମତ
ସାଧାରଣ ପ୍ରସବ (ନର୍ମାଲ ଡେଲିଭରୀ) ପରେ ଶାରୀରିକ ସମ୍ପର୍କ ଆରମ୍ଭ କରିବା ନେଇ ଅନେକ ଦମ୍ପତିଙ୍କ ମନରେ ପ୍ରଶ୍ନ ଉଠିଥାଏ। ବିଶେଷଜ୍ଞଙ୍କ ମତ ଅନୁସାରେ, ଏହା ମାତାଙ୍କ ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ଉପରେ ନିର୍ଭର କରେ।…
ରେଳ ବିଭାଗର ବଡ଼ ନିଷ୍ପତ୍ତି: ତତ୍କାଳ ଟିକେଟ୍ ପାଇଁ ଇ-ଆଧାର ବାଧ୍ୟତାମୂଳକ
ନୂଆଦିଲ୍ଲୀ: କିଛି ସମୟ ଧରି IRCTC ରେ ବହୁ ସଂଖ୍ୟକ ଅଭିଯୋଗ ପାଉଥିଲା। ଯାତ୍ରୀମାନେ ଅଭିଯୋଗ କରୁଥିଲେ ଯେ, ସେମାନେ ମୋବାଇଲ୍ ଆପ୍ କିମ୍ବା ୱେବସାଇଟରୁ ତତ୍କାଳ ଟିକେଟ୍ ବୁକ୍ କରିପାରୁନାହାଁନ୍ତି।
ତେବେ ତତ୍କାଳ…
ଖାଦ୍ୟରେ ଆଲର୍ଜି ହେଉଛି ବୋଲି କିପରି ଜାଣିବେ ଓ ଏହାର ଲକ୍ଷଣ କ’ଣ? ବିଶେଷଜ୍ଞଙ୍କଠାରୁ ଜାଣନ୍ତୁ
ଖାଦ୍ୟ ଆଲର୍ଜି ଏକ ଏପରି ସ୍ୱାସ୍ଥ୍ୟ ସମସ୍ୟା, ଯେଉଁଥିରେ ନିର୍ଦ୍ଦିଷ୍ଟ ଖାଦ୍ୟ ଖାଇବା ପରେ ଶରୀରରେ ଅସ୍ୱାଭାବିକ ପ୍ରତିକ୍ରିୟା ଦେଖାଯାଏ। ଏହା ସାଧାରଣତଃ ରୋଗ ପ୍ରତିରୋଧକ ଶକ୍ତିର ଅତ୍ୟଧିକ ସକ୍ରିୟତା ଯୋଗୁଁ ହୁଏ।…
ଚଳିତ ବର୍ଷ ଲାଗିବ 7.5 କୋଟି ଗଛ, ବିଶ୍ବ ପରିବେଶ ଦିବସରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
ଭୁବନେଶ୍ବର: ଦିନକୁ ଦିନ ଗମ୍ଭୀର ହେଉଛି ଜଳବାୟୁ ସଙ୍କଟ । କେହି ବି ଏଥିରୁ ନିସ୍ତାର ପାଉନାହାନ୍ତି । ଲଘୁଚାପ ନହେଲେ ମୌସୁମୀ ସକ୍ରିୟ ହେଉନି । ପାଣି, ପବନ, ମାଟି ସବୁଥିରେ ବିଷ ଖୁନ୍ଦି ହୋଇଗଲାଣି । ଏହାର ମୂଳ କାରଣ…
ଏବେ ପିନକୋଡ଼କୁ ବାଏ ବାଏ; India Post ଲଞ୍ଚ କଲା DIGIPIN, ଜାଣନ୍ତୁ କିପରି କରିବେ ବ୍ୟବହାର
ନୂଆଦିଲ୍ଲୀ: ଯେତେବେଳେ ଆପଣ ଆପଣଙ୍କର ଠିକଣା କାହାକୁ କୁହନ୍ତି, ସେତେବେଳେ ପିନ୍ କୋଡ୍ ବ୍ୟବହାର କରନ୍ତି । ପିନ୍ କୋଡ୍ ହେଉଛି ଏକ 6-ଅଙ୍କ ବିଶିଷ୍ଟ ସଂଖ୍ୟା । ଯାହା ଡାକ ବିଭାଗ ଦ୍ୱାରା ଭାରତର ଏକ ଅଞ୍ଚଳ କିମ୍ବା…