fbpx
Browsing Category

ସ୍ପେସାଲ

CAA କ’ଣ? ଯାହାକୁ ଦେଶରେ ଲାଗୁ କଲେ ମୋଦୀ ସରକାର, ଜାଣନ୍ତୁ ପ୍ରତି ଛୋଟ-ବଡ ପ୍ରଶ୍ନର ଉତ୍ତର

ନୂଆଦିଲ୍ଲୀ: ୧୧ ମାର୍ଚ୍ଚ ୨୦୨୪ ସୋମବାର ଏହା ଭାରତ ଇତିହାସରେ ଆଉ ଏକ ସାଧାରଣ ତାରିଖ ନୁହେଁ। ଏହା ଏକ ତାରିଖ ଯାହା ଭବିଷ୍ୟତ ପିଢି ମନେ ରଖିବେ। ନାଗରିକତ୍ୱ ସଂଶୋଧନ ଅଧିନିୟମ (CAA) ସୋମବାର ଠାରୁ ଲାଗୁ ହୋଇଛି। ଗୃହ…

ବର୍ଷରେ ଗୋଟିଏ ଦିନ ଭକ୍ତଙ୍କ ମଙ୍ଗଳ କାମନା କରି ଉପବାସ ରୁହନ୍ତି ଏହି ଠାକୁରାଣୀ…

ଓଡ଼ିଶା ଭାସ୍କର: ଓଡ଼ିଶାରେ ଏପରି ଏକ ଗାଁ ନାହିଁ ଯେଉଁଠି ମା' ତାରିଣୀଙ୍କ ମନ୍ଦିର ନ ଥିବ। ଆଉ ଏମିତି କିଛି କାମ ନାହିଁ ମା'ଙ୍କୁ ସ୍ମରଣ ନକରି ଅନୁକୂଳ ହୋଇଥିବ। ସେ କେନ୍ଦୁଝରର ଅଧିଷ୍ଠାତ୍ରୀ ଦେବୀ ସତ ହେଲେ, ସାରା…

(Video) ସତ ପ୍ରେମର ଭିନ୍ନ ଏକ ଉଦାହରଣ; ବରର ଗୋଡ଼ ନଥିଲେ ବି ଝିଅର କଥା ଶୁଣି ରାଜି ହୋଇଗଲେ ବାପା…

ବାଲେଶ୍ୱର: ପ୍ରେମ କେଉଁଠି, କେମିତି, କାହା ସହିତ ହୋଇଯାଏ ସେ ବିଷୟରେ କେହି କହିପାରିବେ ନାହିଁ । ଆଉ ଏମିତିରେ କହିବାକୁ ଗଲେ ପ୍ରେମ ତ ଅନ୍ଧ । ପ୍ରେମ ସାମ୍ନାରେ ବୟସ, ଜାତି, ଧର୍ମ, ବର୍ଣ୍ଣ, ଅକ୍ଷମତା କିଛି ବି ମାନେ…

ହୁ ହୁ ହୋଇ କାହିଁକି ବଢୁଛି ସମଲିଙ୍ଗୀ ସଂପର୍କ, କେବଳ ଭାରତରେ ୨୦ କୋଟି ପାର: ଡାକ୍ତରଙ୍କ ଠାରୁ ଜାଣନ୍ତୁ କାରଣ

ନୂଆଦିଲ୍ଲୀ: ଏକବିଂଶ ଶତାବ୍ଦୀରେ ଦ୍ରୁତଗତିରେ ବଢିଚାଲିଛି ସମଲିଙ୍ଗୀ ସଂପର୍କ । ସୋସାଇଟିରେ ଏପରି ସଂପର୍କ ପୂର୍ବରୁ ରହିଥିଲେ ସୁଦ୍ଧା ବର୍ତ୍ତମାନ ଏପରି ସଂପର୍କ ଖୋଲାଖୋଲି ଭାବେ ସାମ୍ନାକୁ ଆସୁଛି । ଏହି ସଂପର୍କକୁ…

Virtual Water Diplomacy କ’ଣ? ଏହା ଦେଶର ପାଣି ସମସ୍ୟାକୁ କିପରି କରିବ ସମାଧାନ, ଜାଣନ୍ତୁ ଡିଟେଲ୍ସ

ନୂଆଦିଲ୍ଲୀ: ଗ୍ରୀଷ୍ମ ଋତୁରେ ଦେଶର ଅନେକ ରାଜ୍ୟରେ ପାଣିର ସମସ୍ୟା ଦେଖାଯାଉଛି । ଏଥର ଖରା ହେବା ପୂର୍ବରୁ କର୍ଣ୍ଣାଟକ ରାଜ୍ୟରେ କୂଅ ଶୁଖିଯାଇଛି । ପାଣିର ସମସ୍ୟା ପ୍ରତି ବର୍ଷ ଦେଶର କୋଟି କୋଟି ଲୋକଙ୍କୁ ପ୍ରଭାବିତ…

ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମହାଦୀପ ଉଠିଲା; ଦର୍ଶନକଲେ ଲକ୍ଷାଧିକ ଶ୍ରଦ୍ଧାଳୁ

ଭୁବନେଶ୍ବର: ଉଠିଲା ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମହାଦୀପ। ଦର୍ଶନକଲେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ। ଶିବଙ୍କୁ ସ୍ତୁତି କରି କରି ବସିଛନ୍ତି ଉଜାଗର। ବ୍ରତ ଭଙ୍ଗ କରିବେ ଶ୍ରଦ୍ଧାଳୁ। ଅନ୍ୟପଟରେ ଲିଙ୍ଗରାଜ ମନ୍ଦିର ପରିସର…

ହର ହର ମହାଦେବ… ସନ୍ଧ୍ୟା ଆକାଶରେ ଆବିର୍ଭାବ ହେଲେ ପ୍ରଭୁ ଲିଙ୍ଗରାଜ! କୋଟି କୋଟି ଭକ୍ତଙ୍କୁ ଦେଲେ ଦିବ୍ୟଦର୍ଶନ

ଭୁବନେଶ୍ୱର: ପବିତ୍ର ଜାଗରରେ ଦେବ ଦେବ ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ଭକ୍ତଙ୍କ ସୁଅ ଛୁଟିଛି । ଯୋଜନ ଯୋଜନ ଦୂର ଅତିକ୍ରମ କରି ଶିବଲିଙ୍ଗରେ ପାଣି ଢାଳିବା ସହ ପାପକ୍ଷୟ କରୁଛନ୍ତି ଭକ୍ତ । ବିଭିନ୍ନ ଶୈବ…

ଇଂଲଣ୍ଡ ଦେଖିଲା ପ୍ରକୃତ Bazball Test: ଇଂରେଜର ନୂଆ ଫର୍ମାଟରେ ଟିମ ଇଣ୍ଡିଆ

ଓଡ଼ିଶା ଭାସ୍କର: ପଞ୍ଚମ ଟେଷ୍ଟରେ ଇଂଲଣ୍ଡକୁ ଆଇନା ଦେଖାଇଛି ଟିମ ଇଣ୍ଡିଆ । ଇଂରେଜ ଦଳ ଆରମ୍ଭ କରିଥିବା ବାଜବଲ୍ ଟେଷ୍ଟ ଫର୍ମାଟରେ ଭାରତ ନିଜର ଦମ୍ ଦେଖାଇଛି । ଟିମ ଇଣ୍ଡିଆର ଟପ୍ ଅର୍ଡର ଇଂଲଣ୍ଡକୁ ବାଜବଲ ଟେଷ୍ଟର…

ମାର୍ଚ୍ଚ ୮ରେ କାହିଁକି ପାଳନ କରାଯାଏ ମହିଳା ଦିବସ? ଏହା ପଛରେ ବି ଥିଲା ଏକ ସଂଘର୍ଷ କାହାଣୀ

ଓଡ଼ିଶା ଭାସ୍କର: ନାରୀର ଜୀବନ ସଂଘର୍ଷ ପୂର୍ଣ୍ଣ। ଆଉ ଯେତେ ସମୟ ବିତିଗଲେ ମଧ୍ୟ ଏଥିରେ ପରିବର୍ତ୍ତନ ହେବ ନାହିଁ । ବରଂ ଏହି ସଂଘର୍ଷ ବଢ଼ି ଚାଲିବ । କିନ୍ତୁ ନାରୀ ଏବେ ଲଢ଼ିବା ଶିଖିଲାଣି। ନିଜକୁ ଆତ୍ମନିର୍ଭର କରିବା…

ଶିବଙ୍କ ଡମ୍ବୁରୁ, ପୃଥିବୀର ଘୂର୍ଣ୍ଣନ ଆଉ ବିନାଶର ଭବିଷ୍ୟବାଣୀ; ବୈଜ୍ଞାନିକଙ୍କ ଅଧ୍ୟୟନରେ ବି ସାମିଲ ଶିବ

ନୂଆଦିଲ୍ଲୀ: ଭଗବାନ ଶିବଙ୍କୁ ସଂହାରର ଦେବତା କୁହାଯାଏ । ଏହି କଥା ସହ ବୈଜ୍ଞାନିକ ବି ସହମତ । ପୃଥିବୀର କେବେ ବିନାଶ ଘଟିବ? ପୃଥିବୀ ପୃଷ୍ଠରେ କେବେ ଜୀବସତ୍ତାର ବିଲୋପ ଘଟିବ ଓ ଏହା ପଛରେ କ’ଣ କାରଣ ରହିଛି ଏହା ଉପରେ…