Browsing Category
ସ୍ପେସାଲ
ଚୀନ ପରେ ଏବେ ଜାପାନର ଏହି ଭାଇରସ କରିବ କି ତାଣ୍ଡବ ? ଜାଣନ୍ତୁ ଲକ୍ଷଣ ଓ ବର୍ତ୍ତିବାର ଉପାୟ
ନୂଆଦିଲ୍ଲୀ: ଚୀନରୁ ବ୍ୟାପିଥିବା କରୋନା ଭାଇରସ ପରେ ଏବେ ଜାପାନର ଇନସେଫାଲାଇଟିସ୍ ଭାଇରସ ବଢ଼ିବାରେ ଲାଗିଲାଣି । ଏହି ଭାଇରସ ଏସିଆରେ ଭାଇରାଲ ଇନସେଫାଲାଇଟିସର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କାରଣ। ଏହା ଏକ ମଶା ଜନିତ…
ବ୍ରହ୍ମାଣ୍ଡ ସହ ମିଶିଯାଏ ଆମ ଶରୀରର ଏହି ସବୁ ଅଂଶ: ଜାଣନ୍ତୁ ଛୋଟ ଶରୀରରେ କେମିତି ଲୁଚି ରହିଛି ବିଶାଳ ବ୍ରହ୍ମାଣ୍ଡ
ବ୍ରହ୍ମାଣ୍ଡ ଏପରି ଏକ ଶବ୍ଦ ଯାହାକୁ ଭାବିବା ଓ ଚିନ୍ତା କରିବା ପାଇଁ ବି ଆମ ମସ୍ତିଷ୍କ କମ ପଡ଼ିଯାଏ । ଯାହା ଆମ ଭାବନା ଠାରୁ ବି ଅନେକ ବଡ଼ । ବ୍ରହ୍ମଣ୍ଡ ଭିତରେ ରହିଛି ଆକାଶ ଗଙ୍ଗା ଏବଂ ଆକାଶ ଗଙ୍ଗା ଭିତରେ ରହିଛି…
ସାମ୍ନାକୁ ଆସିଲା ରାମ ମନ୍ଦିର ନିର୍ମାଣର ଫଟୋ ; ଜାଣନ୍ତୁ କେତେ ପ୍ରସ୍ତୁତ ହେଲାଣି ମନ୍ଦିର
ରାମଙ୍କ ନଗରୀ ଅଯୋଧ୍ୟାରେ ରାମ ମନ୍ଦିରର ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଛି । ମନ୍ଦିର ବର୍ତ୍ତମାନ ଆକାର ନେବା ଆରମ୍ଭ କରିଛି । ରାମ ମନ୍ଦିର ନିର୍ମାଣର ଉଚ୍ଚତା ଦିନକୁ ଦିନ ବଢୁଥିବାର ଆଉ ଏକ ନୂଆ ଫଟୋ ଶ୍ରୀ ରାମ…
ନିଜ ଝିଅ ସମେତ ୨୦ ଝିଅଙ୍କ ସହ ବିବାହ କରି ଗିରଫ ହେଲେ ଧର୍ମଗୁରୁ
ନୂଆଦିଲ୍ଲୀ: ଜଣେ ବ୍ୟକ୍ତି ଅନେକ ବିବାହ କରିବାର ଘଟଣା ଅନେକ ଥର ସାମ୍ନାକୁ ଆସିଛି । କିନ୍ତୁ ଯଦି ଜଣେ ବ୍ୟକ୍ତି ନିଜ ଝିଅକୁ ବିବାହ କରେ, ତେବେ ଏହାକୁ ବିଶ୍ୱାସ କରିବା ନିଶ୍ଚିତ ଅସମ୍ଭବ ହେବ । କିନ୍ତୁ ଆମେରିକାର ଜଣେ…
ସମୁଦ୍ର ପାଣିରେ ଭାସି ଆସିଲେ ୨୫୦୦ ମୃତ ବିରଳ ସିଲ; ଆଶ୍ଚର୍ଯ୍ୟ କରୁଛି ଏପରି ଘଟଣା
ନୂଆଦିଲ୍ଲୀ: ରୁଷର କାସପିନ୍ ସାଗର ଉପକୂଳରେ ବିରଳ ପ୍ରଜାତିର ୨୫୦୦ ମୃତ ସିଲ୍ ଭାସି ଆସି ସମୁଦ୍ର ତଟରେ ପଡ଼ିଥିବା ଦେଖିବାକୁ ମିଳିଛି । ଏହି ସମସ୍ତ ସିଲଙ୍କର ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ । କାସପିନ୍…
କେଉଁ ବୟସରେ ଲୋକଙ୍କୁ ଅଣ୍ଡା ଖାଇବା ନିହାତି ଜରୁରୀ: ନଚେତ୍ ହୋଇପାରନ୍ତି ଦୁର୍ବଳ
ଅଣ୍ଡାକୁ ସୁପରଫୁଡ କୁହାଯାଏ, କାରଣ ଏଥିରେ ଅନେକ ପୋଷକ ତତ୍ତ୍ୱ ମିଳିଥାଏ, ଯାହା ଆମ ଶରୀରକୁ ଅନେକ ଉପାୟରେ ଫାଇଦା ପହଞ୍ଚାଇଥାଏ । ଅନେକ ଲୋକ ଏହାକୁ ଜଳଖିଆରେ ରୁଟି ସହିତ ଖାଇବାକୁ ପସନ୍ଦ କରନ୍ତି କାରଣ ଏହା ଶୀଘ୍ର…
୭୦ ବର୍ଷ ବୟସରେ ୫୦ କେଜି ଓଜନ କମାଇଲେ ମହିଳା: କେବଳ ଗୋଟିଏ ନିୟମକୁ କଲେ ଫଲୋ
ଆଜିକାଲି ଖରାପ ଲାଇଫଷ୍ଟାଇଲ ଓ ଫାଷ୍ଟଫୁଠଡ ଭଳି ଖାଦ୍ୟ ଯୋଗୁଁ ଓଜନ ବଢ଼ିବାରେ ଲାଗିଛି । ଏହାକୁ ନେଇ ଚିନ୍ତିତ ଲୋକମାନେ ଡାଏଟ କଣ୍ଟ୍ରୋଲ କରୁଛନ୍ତି ତ ଆଉ କିଏ ବ୍ୟାୟାମ କରିବାରେ ଲାଗିଛନ୍ତି । ସେହିପରି ଗର୍ଭବତୀ…
ଖାଉଛନ୍ତି କି ମୋମୋସ୍ ହୋଇ ଯାଆନ୍ତୁ ସାବଧାନ: ଆପଣଙ୍କ ପ୍ରିୟ ଷ୍ଟ୍ରିଟ ଫୁଡରୁ ହୋଇପାରେ ଏପରି ମାରାତ୍ମକ ରୋଗ
ଫ୍ରାଏଡ୍, ଷ୍ଟିମ୍ଡ୍ କିମ୍ବା ତନ୍ଦୁରି ମୋମୋସ୍ ଯେକୌଣସି ଭାବେ ଖାଇଲେ ମଧ୍ୟ ତାହା ସ୍ୱାଦିଷ୍ଟ ଲାଗିଥାଏ । ତେବେ ବର୍ତ୍ତମାନ ସମୟରେ ସବୁଠାରୁ ଲୋକପ୍ରିୟ ଷ୍ଟ୍ରିଟ୍ ଖାଦ୍ୟ ମଧ୍ୟରୁ ମୋମୋସ୍
ସବୁଠାରୁ ଅନ୍ୟତମ । ଯାହା…
ବିଲେଇକୁ ବିଶ୍ୱାସ କରୁଛନ୍ତି କି ? ଜାଣନ୍ତୁ ବିଲେଇ ଦେଇଥାଏ ଶୁଭ ଅଶୁଭ ସଂକେତ
ଶାସ୍ତ୍ର, ଧର୍ମ, ପରମ୍ପରାରେ ପରିପୂର୍ଣ୍ଣ ଭାରତ । ଯେଉଁଠାରେ ସବୁଧର୍ମର ଲୋକେ ବସବାସ କରନ୍ତି । ଏଥିସହିତ ବିଶ୍ୱରେ ଧାର୍ମିକ ଦେଶ କୁହାଗଲେ ଭାରତକୁ ହିଁ ବୁଝାଇଥାଏ । କାରଣ ଏଠାରେ ଲୋକଙ୍କ ମଧ୍ୟରେ ଅନେକ ପ୍ରକାରର…
ପ୍ରେମରେ ପଡିଥିଲେ ମାନନ୍ତୁ ଏହି ନିୟମ: କେବେବି ହେବନି ଝଗଡା
ଯେକୌଣସି ସମ୍ପର୍କରେ, ପ୍ରେମ, ବିଶ୍ୱାସ ଏବଂ ବୁଝାମଣା ଆପଣଙ୍କ ସମ୍ପର୍କକୁ ମଜବୁତ କରିବା ପାଇଁ କାମ କରେ। କିନ୍ତୁ ଅନେକ ସମ୍ପର୍କରେ ଦେଖାଯାଏ ଯେ ସମୟ ସହିତ କପଲଙ୍କ ମଧ୍ୟରେ ପାରସ୍ପରିକ ବୁଝାମଣା କମିବା ଆରମ୍ଭ କରେ…