fbpx
Browsing Category

Commonwealth Games

Commonwealth Games 2022

ରାଜ୍ୟଗୋଷ୍ଠୀ କ୍ରୀଡା: ବିଜୟରୁ ଅଭିଯାନ ଆରମ୍ଭ କଲା ଭାରତୀୟ ପୁରୁଷ ହକି ଟିମ୍, ଘାନାକୁ ୧୧-୦ଗୋଲରେ ପରାସ୍ତ କଲା

ବର୍ମିଂହାମ: ଭାରତୀୟ ପୁରୁଷ ହକି ଦଳ ବିଜୟରୁ ଆରମ୍ଭ କରିଛନ୍ତି ରାଜ୍ୟଗୋଷ୍ଠୀ କ୍ରୀଡା ଅଭିଯାନ । ରବିବାର ଅନୁଷ୍ଠିତ ପୁଲ ବି’ ପ୍ରଥମ ମ୍ୟାଚରେ ଭାରତ ୧୧-୦ ଗୋଲରେ ଘାନାକୁ ପରାସ୍ତ କରିଛି ଭାରତ । ଭାରତୀୟ ଦଳ ପ୍ରଥମରୁ…

ଭାରତ ହାତରେ ଆଉ ଏକ ସ୍ୱର୍ଣ୍ଣ ପଦକ: ଭାରୋତ୍ତଳନରେ ଗୌରବ ଆଣିଲେ ଅଚିନ୍ତା ଶୁଲୀ

ବର୍ମିଂହାମ: ବର୍ମିଂହାମରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତକୁ ମିଳିଛି ଆଉ ଏକ ବଡ ସଫଳତା । ଟୁର୍ଣ୍ଣାମଣ୍ଟେରେ ଦେଶକୁ ସ୍ୱର୍ଣ୍ଣ ଜିତାଇଛନ୍ତି ଆଉ ଜଣେ ସୁପରଷ୍ଟାର । ମୀରାବାଇ ଚାନୁ ଏବଂ ଜେରେମୀଙ୍କ ପରେ…

ରାଜ୍ୟଗୋଷ୍ଠୀ କ୍ରୀଡା: ୫୦ମିଟର ବ୍ୟାକଷ୍ଟ୍ରୋକ ସେମିକୁ ଗଲେ ଶ୍ରୀହରି

ବର୍ମିଂହାମ: ଭାରତୀୟ ଯୁବ ସନ୍ତରଣକାରୀ ଶ୍ରୀହରି ନଟରାଜ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡା ପୁରୁଷ ୫୦ ମିଟର ବ୍ୟାକଷ୍ଟ୍ରୋକ ଇଭେଣ୍ଟ ସେମିଫାଇନାଲ ପର୍ଯ୍ୟାୟରେ ପ୍ରବେଶ କରିଛନ୍ତି । ରବିବାର ଅନୁଷ୍ଠିତ ଏହି ଇଭେଣ୍ଟର…

ପାକିସ୍ତାନକୁ ଧୂଳି ଚଟାଇଲା ଟିମ ଇଣ୍ଡିଆ: ସ୍ମୃତି ମନ୍ଧାନାଙ୍କ ଅର୍ଦ୍ଧଶତକରେ ବାଜି ମାରିଲା ଭାରତ

ବର୍ମିଂହାମ: କମନୱେଲଥ ଗେମର କ୍ରିକେଟ ଟୁର୍ଣ୍ଣାମେଣ୍ଟରେ କମବ୍ୟାକ କରିଛି ଟିମ ଇଣ୍ଡିଆ । ନିଜର ଦ୍ୱିତୀୟ ମ୍ୟାଚରେ ଚିର ପ୍ରତିଦ୍ୱନ୍ଦୀ ପାକିସ୍ତାନ ଉପରେ ହାସଲ କରିଛି ବିଶାଳ ବିଜୟ । ସ୍ମୃତି ମନ୍ଧାନାଙ୍କ ଦମଦାର…

ଭାରୋତ୍ତୋଳନରେ ଆଉ ଏକ ସ୍ୱର୍ଣ୍ଣ ଜିତିଲା ଭାରତ, ଇତିହାସ ରଚିଲେ ଲାଲାରିନୁଙ୍ଗା

କମନୱେଲଥ ଗେମ୍ସରେ ଭାରତ ପଦକ ବିଜୟ ଅଭିଯାନ ଜାରି ରହିଛି । ବର୍ମିଂହାମରେ ଚାଲିଥିବା କମନୱେଲଥ୍ ଗେକ୍ସ ୨୦୨୨ର ତୃତୀୟ ଦିନରେ ଭାରତୀୟ ୱେଟଲିଫ୍ଟର ଲାଲରିନୁଙ୍ଗା ଜେରେମୀ ପୁରୁଷ ୬୭ କେଜି ବର୍ଗରେ ରେକର୍ଡ ଓଜନ ଉଠାଇ…

ଭାରତୀୟ ମହିଳା ହକି ଦଳକୁ ଝଟକା : ନବଜୋତ କୌରଙ୍କୁ କରୋନା ପଜିଟିଭ, ଖୁବଶୀଘ୍ର ଫେରିବେ ଭାରତ

ବର୍ମିଂହାମ: ଭାରତୀୟ ମହିଳା ହକି ଦଳକୁ ଝଟକା । କରୋନାରେ ଆକ୍ରାନ୍ତ ହେବା କାରଣରୁ ଖୁବ ଶୀଘ୍ର ସ୍ୱଦେଶ ଫେରିବେ ଭୋତୀୟ ମହିଳା ହକି ଦଳର ମିଡଫିଲ୍ଡର ନବଚୋତ କୌର । ତେଣୁ ଏତିକିରେ କୌରଙ୍କର ରାଜ୍ୟଗୋଷ୍ଠୀ କ୍ରୀଡା…

କମନୱେଲଥ ଗେମ୍ସ ୨୦୨୨ରେ ଭାରତ ଜିତିଲା ପ୍ରଥମ ସ୍ୱର୍ଣ୍ଣ ପଦକ

ନୂଆଦିଲ୍ଲୀ: କମନୱେଲଥ ଗେମ୍ସର ଆଜି ଦ୍ୱିତୀୟ ଦିନରେ ଭାରତ ନିଜର ବିଜୟ ଅଭିଯାନ ଜାରି ରଖିଛି । ଭାରତୀୟ ଭାରୋତ୍ତଳନକାରୀ ମୀରାବାଈ ଚାନୁ ଦେଶ ପାଇଁ ପ୍ରଥମ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଟୋକିଓ ଅଲିମ୍ପିକରେ ସେ ରୌପ୍ୟ…

ପ୍ରଥମ ମ୍ୟାଚରେ ଫେଲ ମାରିଲା ଭାରତୀୟ ଦଳ: ୩ ୱିକେଟରେ ଅଷ୍ଟ୍ରେଲିଆ ବିଜୟୀ

ବର୍ମିଂହାମ: ପରାଜୟ ସହିତ କମନୱେଲଥ ଗେମ ଟୁର୍ଣ୍ଣାମେଣ୍ଟକୁ ଆରମ୍ଭ କରିଛି ଭାରତୀୟ ମହିଳା ଦଳ। ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ମ୍ୟାଚରେ ୩ ୱିକେଟରେ ପରାସ୍ତ ହୋଇଛି ଟିମ ଇଣ୍ଡିଆ। ଅଷ୍ଟ୍ରେଲିଆର ଆସଲେ ଗାର୍ଡନରଙ୍କ…

କମନୱେଲଥ ଗେମରେ ପହଞ୍ଚିଲା ‘ମହାଦାନବ’! ଶରୀର ଦେଖି ଅଶ୍ଚର୍ଯ୍ୟ ହୋଇଗଲେ ଦର୍ଶକ

ବର୍ମିଂହାମ: ଜୁଲାଇ ୮ ତାରିଖ ଗୁରୁବାର ଇଂଲଣ୍ଡର ବର୍ମିଂହାମରେ କମନୱେଲଥ ଗେମର ଶୁଭାରମ୍ଭ ହୋଇଯାଇଛି । ବିଭିନ୍ନ ଦେଶର ଖେଳାଳିମାନେ ଏହି ଓପନିଙ୍ଗ ସେରିମନିରେ ନ୍ଖକ୍ସ ଜଲୱା ଦେଖାଇଛନ୍ତି । କିନ୍ତୁ ଓପନିଙ୍ଗ ସେରିମନିର…