Browsing Category

T20 World Cup

ଚଳିତ ଟି-୨୦ ବିଶ୍ୱକପରେ ହାରିବ ପାକିସ୍ତାନ, ଜିତିବ ଭାରତ! ଜାଣନ୍ତୁ ଏହା ପଛର କାରଣ

ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ମଧ୍ୟରେ କ୍ରିକେଟ ମ୍ୟାଚକୁ ସାରା ବିଶ୍ୱର କ୍ରୀଡ଼ାପ୍ରେମୀ ଉତ୍ସୁକତାର ସହିତ ଚାହିଁ ରହିଥାନ୍ତି । ତେବେ ଚଳିତ ଟି-୨୦ ବିଶ୍ୱକପରେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଗୋଟିଏ ଗ୍ରୁପ…

ଟି-୨୦ ବିଶ୍ୱକପ ଇତିହାସରେ ପ୍ରଥମ ଥର ନ୍ୟୁଜିଲାଣ୍ଡକୁ ପରାସ୍ତ କଲା ଆଫଗାନିସ୍ତାନ: ବଢ଼ିଲା ସୁପର-୮ ଆଶା

ନୂଆଦିଲ୍ଲୀ: ଚଳିତ ଟି-୨୦ ବିଶ୍ୱକପରେ ଏକ ବଡ଼ଧରଣର ଓଲଟପାଲଟ ଦେଖିବାକୁ ମିଳିଛି । ଗତ ୬ ତାରିଖରେ ପାକିସ୍ତାନକୁ ହରାଇ ଆମେରିକା ବିପର୍ଯ୍ୟୟ ଘଟାଇଥିବା ବେଳେ ପୁଣି ଏକ ଛୋଟ ଟିମ୍ ବିପର୍ଯ୍ୟୟ ଘଟାଇଛି । ଟି-୨୦ ବିଶ୍ୱକପ…

ନୂଆ Lookରେ ମାହି: ଟି-୨୦ ବିଶ୍ୱକପରେ ନଜର ଆସିଲେ ଏମ.ଏସ ଧୋନୀ

ନୂଆଦିଲ୍ଲୀ: ଆଇପିଏଲ ପ୍ଲେ-ଅଫରୁ ଚେନ୍ନାଇ ସୁପର କିଙ୍ଗସ ବାଦ୍ ପଡ଼ିବା ପରେ ସତେ ଯେମିତି କେଉଁଆଡ଼େ ହଜି ଯାଇଛନ୍ତି ଏମ.ଏସ ଧୋନୀ । ସେବେଠାରୁ ତାଙ୍କ ଦେଖା ବି ମିଳୁନାହିଁ । ଚେନ୍ନାଇର ପରାଜୟ ଧୋନୀଙ୍କୁ ଖୁବ ଆଘାତ…

Ball Tampering କରିଥିଲେ ହାରିସ ରୌଫ? ଆମେରିକା ପାଇଁ ହୀନ ଚକ୍ରାନ୍ତ କରିଥିଲା ପାକିସ୍ତାନ!

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପରେ ଦେଖିବାକୁ ମିଳିଛି ଏକ ବଡ଼ ଆଶ୍ଚର୍ଯ୍ୟଜନକ ଖବର । ସୁପର ଓଭର ମ୍ୟାଚରେ ପାକିସ୍ତାନକୁ ମାତ୍ ଦେଇଛି ଆମେରିକା । ଆମେରିକା ବର୍ତ୍ତମାନ ସୁଦ୍ଧା କ୍ରିକେଟରେ ବଡ଼ ପରିଚୟ ସୃଷ୍ଟି କରିବାରେ…

ଟି-୨୦ ବିଶ୍ୱକପ୍: ସୁପର ଓଭରରେ ପାକିସ୍ତାନକୁ ହରାଇ ଇତିହାସ ରଚିଲା ଆମେରିକା

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ୍ ୨୦୨୪ରେ ଚମତ୍କାର ପ୍ରଦର୍ଶନ କରି ପାକିସ୍ତାନକୁ ସୁପର ଓଭରରେ ପରାସ୍ତ କଲା ଆମେରିକା। ସୁପର ଓଭରରେ ଆମେରିକା ପ୍ରଥମେ ବ୍ୟାଟିଂ କରି ୧୮ ରନ୍ କରିଥିଲା। ବିଜୟ ପାଇଁ ସୁପର ଓଭରରେ…

ଆହତ ହେଲେ ରୋହିତ ଶର୍ମା: ଭାରତ-ପାକିସ୍ତାନ ମ୍ୟାଚ ପୂର୍ବରୁ ଟିମ୍ ଇଣ୍ଡିଆକୁ ବିଶ୍ୱକପରେ ବଡ଼ ଝଟକା

ନୂଆଦିଲ୍ଲୀ: ବର୍ତ୍ତମାନ ଚାଲିଥିବା ଟି-୨୦ ବିଶ୍ୱକପରେ ଟିମ୍ ଇଣ୍ଡିଆକୁ ଲାଗିଛି ଏକ ବଡ଼ ଝଟକା । ଗତ ୫ ତାରିଖରେ ଭାରତ ତା’ର ପଦାର୍ପଣ ମ୍ୟାଚରେ ଆୟର୍ଲାଣ୍ଡ ବିପକ୍ଷରେ ୮ ୱିକେଟରେ ବିଜୟରୁ ଶୁଭାରମ୍ଭ କରିଥିବା ବେଳେ…

AUSvsOMAN: ମ୍ୟାଚ୍ ପୂର୍ବରୁ ଅଷ୍ଟ୍ରେଲିଆକୁ ଖୋଲା ଚ୍ୟାଲେଞ୍ଜ ଦେଲା ଓମାନ, ଟେକ୍ନିକ୍ ଉପରେ ଆଣିଲା ପ୍ରଶ୍ନ

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ୍ ୨୦୨୪ରେ ଅଷ୍ଟ୍ରେଲିଆ ଓ ଓମାନ ମଧ୍ୟରେ ମ୍ୟାଚ୍ ଆଜି ରାତି ସାଢ଼େ ୧୨ଟାରୁ ଆରମ୍ଭ ହେବ। ଗ୍ରୁପ୍ ବି'ରେ ଓମାନ ତା'ର ଦ୍ବିତୀୟ ମ୍ୟାଚ୍ ଖେଳିବ। କିନ୍ତୁ ଅଷ୍ଟ୍ରେଲିଆ ବିଶ୍ବକପ୍ ରେ ପ୍ରଥମ…

ଆଜିଠୁ ବିଶ୍ୱକପ ଖେଳିବ ଟିମ ଇଣ୍ଡିଆ: ପ୍ରଥମ ମ୍ୟାଚରେ ଆୟରଲାଣ୍ଡ ସହ ଲଢେଇ, କ’ଣ ରହିବ Playing-11?

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପରେ ଆଜିଠାରୁ ଅଭିଯାନ ଆରମ୍ଭ କରିବ ଟିମ ଇଣ୍ଡିଆ । ଆୟରଲାଣ୍ଡ ବିପକ୍ଷ ମ୍ୟାଚରୁ ରୋହିତ ସେନା ବିଶ୍ୱକପର ପ୍ରଥମ ମ୍ୟାଚ ଖେଳିବାକୁ ଯାଉଛି । ଆୟରଲାଣ୍ଡକୁ ଏକ ଦୁର୍ବଳ ଦଳ କୁହାଯାଉଥିଲେ ମଧ୍ୟ…

T-20 World Cup ଚମ୍ପିଆନ୍ ହେବ ମାଲାମାଲ: ବିଶ୍ୱବିଜେତାଙ୍କୁ ମିଳିବ ଡବଲ ରାଶି, ଜାଣନ୍ତୁ Prize Money

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ ଏବେ ରୋମାଞ୍ଚକର ରୂପ ନେଉଛି । ପ୍ରତିଟି ମ୍ୟାଚରେ ଦେଖିବାକୁ ମିଳୁଛି ବିଶ୍ୱକପର ଝଲକ ଆଉ ସଂଘର୍ଷ । ଟୁର୍ଣ୍ଣାମେଣ୍ଟ ଆରମ୍ଭରୁ କଡ଼ା ମୁକାବିଲା ବିଶ୍ୱକପ ମଜାକୁ ଆହୁରି ଦ୍ୱିଗୁଣିତ…

ଟି-୨୦ ବିଶ୍ୱକପରେ ଇତିହାସ ରଚିବେ କିଙ୍ଗ କୋହଲି: ବିରାଟଙ୍କ ନଜରରେ ଜୟବର୍ଦ୍ଦନେଙ୍କ ବଡ଼ ରେକର୍ଡ

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପରେ ବିରାଟ କୋହଲି ଅନେକ ରେକର୍ଡ ନିଜ ନାମରେ କରି ସାରିଛନ୍ତି । ସର୍ବାଧିକ ରନ୍ ରୁ ଆରମ୍ଭ କରି ପ୍ଲେୟର ଅଫ ଦ ମ୍ୟାଚ ରେକର୍ଡ ସବୁ ସେ ହାସଲ କରିଛନ୍ତି । ଏଥର ମଧ୍ୟ ସେ ଆଉ ଏକ ବିରାଟ…