Browsing Category
IPL
ପାକିସ୍ତାନର ଆକ୍ରମଣ ପାଇଁ ଅଧାରୁ ବନ୍ଦ ହେଲା IPL ମ୍ୟାଚ୍
ଧର୍ମଶାଳା: ଆରମ୍ଭ ହେଲା ଯୁଦ୍ଧ। ଭାରତର ବିଭିନ୍ନ ସ୍ଥାନକୁ ଆଟାକ୍ କରୁଛି ପାକିସ୍ତାନ। ଜମ୍ମୁ, ଗୁଜୁରାଟ ଭଳି ଅନେକ ସ୍ଥାନରେ ଡ୍ରୋନ ସହ ମିଜାଇଲ୍ ମାଡ କରିବାକୁ ଚେଷ୍ଟା କରୁଛି ପାକିସ୍ତାନ। ଆଉ ପାକିସ୍ତାନର ଆଟାକକୁ…
IPL ମ୍ୟାଚ୍ ଉପରେ ପାକିସ୍ତାନର ନଜର, ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍ ବମରେ ଉଡ଼ାଇଦେବାକୁ ଆସିଲା ଧମକ
ନୂଆଦିଲ୍ଲୀ: ଭାରତୀୟ ସେନା ବିଗୁଲ ବଜାଇ ସାରିଛି। ପହଲଗାମ ଆତଙ୍କୀ ଆକ୍ରମଣର ପ୍ରତିଶୋଧ ନେଇଛି। ସେମାନେ ୨୬ ଜଣଙ୍କ ଜୀବନ ନେଇଥିଲେ, ଆମେ ଆତଙ୍କବାଦୀଙ୍କ ପରିବାର ନିପାତ କରିଦେଲୁ।
ତେଣୁ ଏବେ ଔଷଧ ବିକଳରେ ତାଟିଆ…
କ୍ରିକେଟର ମହମ୍ମଦ ସାମିଙ୍କୁ ହତ୍ୟା ଧମକ, ପୋଲିସର ତଦନ୍ତ ଜାରି
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ମହମ୍ମଦ ସାମିଙ୍କୁ ଏକ ଧମକପୂର୍ଣ୍ଣ ମେଲ୍ ପଠାଯାଇଛି । ରବିବାର ସନ୍ଧ୍ୟାରେ ରାଜପୁତ ସିନ୍ଧର ନାମକ ଜଣେ ଯୁବକ ମହମ୍ମଦ ସାମିଙ୍କ ମେଲ୍ ଆଇଡିକୁ ଏକ ଇମେଲ୍ ପଠାଇ ତାଙ୍କୁ ହତ୍ୟା ଧମକ…
IPL 2025: ମ୍ୟାଚ ପରେ ରିଙ୍କୁ ସିଂହଙ୍କୁ ଚାପୁଡ଼ା ମାରିଲେ କୁଲଦୀପ ଯାଦବ, ଭିଡିଓ ଭାଇରାଲ
ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୫ରେ ଦିଲ୍ଲୀ କ୍ୟାପିଟାଲ୍ସ (DC) ଏବଂ କୋଲକାତା ନାଇଟ୍ ରାଇଡର୍ସ (KKR) ମଧ୍ୟରେ ଏପ୍ରିଲ ୨୯ରେ ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚ ପରେ ଏକ ଅପ୍ରତ୍ୟାଶିତ…
IPL 2025: ୧୪ ବର୍ଷର ବୈଭବ ସୂର୍ଯ୍ୟବଂଶୀଙ୍କ ୩୫ ବଲ୍ରେ ଶତକ, ଭାଙ୍ଗିଲେ ବିଶ୍ୱ ରେକର୍ଡ
ଜୟପୁର: ଆଇପିଏଲ୍ ୨୦୨୫ରେ ଏକ ଐତିହାସିକ ମୁହୂର୍ତ୍ତ ସୃଷ୍ଟି କରିଛନ୍ତି ମାତ୍ର ୧୪ ବର୍ଷ ବୟସ୍କ ବିହାରର କ୍ରିକେଟ୍ ପ୍ରତିଭା ବୈଭବ ସୂର୍ଯ୍ୟବଂଶୀ। ରାଜସ୍ଥାନ ରୟାଲ୍ସ ପାଇଁ ଖେଳୁଥିବା ଏହି ବାମହାତୀ ବ୍ୟାଟର୍ ଗୁଜରାଟ…
IPL 2025: ବିରାଟ କୋହଲି, କେଏଲ ରାହୁଲଙ୍କ ମୁହାଁମୁହିଁ, ଭାଇରାଲ ହେଲା ଭିଡିଓ
ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ୍ (IPL) ୨୦୨୫ର ୪୬ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ଏବଂ ଦିଲ୍ଲୀ କ୍ୟାପିଟାଲ୍ସ (DC) ମଧ୍ୟରେ ରୋମାଞ୍ଚକର ଲଢ଼େଇ ଦେଖିବାକୁ ମିଳିଥିଲା। ଏହି ମ୍ୟାଚରେ…
IPL ୨୦୨୫ର ସର୍ବୋତ୍ତମ କ୍ୟାଚ୍: କାମିନ୍ଦୁ ମେଣ୍ଡିସ୍ଙ୍କ ଚମତ୍କାର ଡାଇଭ୍ରେ ଡେୱାଲ୍ଡ ବ୍ରେଭିସ୍ ଆଉଟ୍
ଚେନ୍ନାଇ: ଆଇପିଏଲ୍ ୨୦୨୫ର ୪୩ ନମ୍ବର ମ୍ୟାଚ୍ରେ ଚେନ୍ନାଇ ସୁପର କିଙ୍ଗସ୍ (CSK) ଏବଂ ସନରାଇଜର୍ସ ହାଇଦ୍ରାବାଦ (SRH) ମଧ୍ୟରେ ଏମ୍ଏ ଚିଦାମ୍ବରମ୍ ଷ୍ଟାଡିୟମ୍ରେ ଖେଳାଯାଇଥିବା ରୋମାଞ୍ଚକର ମୁକାବିଲାରେ ଶ୍ରୀଲଙ୍କାର…
କେଏଲ ରାହୁଲ ରଚିଲେ ଇତିହାସ: ବିରାଟ, ୱାର୍ନରଙ୍କୁ ପଛରେ ପକାଇ କଲେ ବଡ ରେକର୍ଡ
ଲକ୍ଷ୍ନୌ: ଭାରତୀୟ ଷ୍ଟାର ୱିକେଟକିପର-ବ୍ୟାଟର କେଏଲ ରାହୁଲ ଇଣ୍ଡିଆନ ପ୍ରିମିଅର ଲିଗ୍ (ଆଇପିଏଲ) ଇତିହାସରେ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି। ମଙ୍ଗଳବାର ଲକ୍ଷ୍ନୌର ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀ ଏକନା କ୍ରିକେଟ…
(Video) ପ୍ରୀତି ଜିଣ୍ଟାଙ୍କୁ ପୁଅ ଅକାୟଙ୍କ ଭିଡିଓ ଦେଖାଇଲେ ବିରାଟ କୋହଲି, ଖୁସି ହୋଇଗଲେ ଅଭିନେତ୍ରୀ
ନୂଆଦିଲ୍ଲୀ: ରବିବାର ହୋଇଥିବା ମୁକାବିଲାରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ ପଞ୍ଜାବ କିଙ୍ଗସକୁ ୭ ୱିକେଟରେ ଧରାଶାୟୀ କରିଥିଲା। ମୁଲ୍ଲାମ୍ପୁରରେ ହୋଇଥିବା ଏହି ମ୍ୟାଚରେ ବିରାଟ କୋହଲି।
୫୪ ବଲରେ ୭୩ ରନ କରିଥିଲେ।…
ଯଦି ଆମେ କ୍ୱାଲିଫାଏ ନ କରୁଛୁ ତେବେ ଆସନ୍ତା ବର୍ଷ.., MS Dhoni କହିଲେ ଏହି ବଡ଼ କଥା
ନୂଆଦିଲ୍ଲୀ: ଆଇପିଏଲ ୨୦୨୫ରେ ରବିବାର ଦିନ ଚେନ୍ନାଇ ସୁପର କିଙ୍ଗସକୁ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ପରାଜୟର ଶିକାର ହେବାକୁ ପଡିଛି। ଏହି ସିଜନରେ ଚେନ୍ନାଇର ଅବସ୍ଥା ସୋଚନୀୟ ହୋଇପଡିଛି। ଟିମ ପଏଣ୍ଟସ ଟେବଲରେ ସବୁଠୁ…