CHARIDHAM
Browsing Category

Cricket

Cricket News, Live Cricket Score Online: Get the Latest Cricket News Today, top cricket headlines, and live cricket match scores online at OdishaBhaskar.com

ମୋବାଇଲ ରିଚାର୍ଜଠାରୁ ବି ଶସ୍ତାରେ ମିଳୁଛି ବିଶ୍ୱ କପର ଟିକେଟ୍‌, ଇତିହାସରେ ପ୍ରଥମଥର ଘଟୁଛି ଏମିତି

ନୂଆଦିଲ୍ଲୀ: ମହିଳା ଦିନିକିଆ ବିଶ୍ୱକପ୍ 2025 ଭାରତ ଏବଂ ଶ୍ରୀଲଙ୍କା ମିଳିତ ଭାବରେ ଆୟୋଜନ କରୁଛନ୍ତି। ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ପ୍ରଥମ ମ୍ୟାଚ୍ 30 ସେପ୍ଟେମ୍ବରରେ ଖେଳାଯିବ। ମହିଳା ବିଶ୍ୱକପ୍ 2025 ପାଇଁ…

ଏସିଆ କପ ପୂର୍ବରୁ ଟିମ୍ ଇଣ୍ଡିଆକୁ ମିଳିଗଲା ସ୍ପନସର! ବର୍ଷା ହେବ ଏତେ କୋଟି, ଖେଳାଳି ହେବେ ମାଲାମାଲ୍…

ଓଡ଼ିଶା ଭାସ୍କର:  ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ ଟିମ୍ ଇଣ୍ଡିଆର ଜର୍ସି ପାଇଁ ଜଣେ ପ୍ରାୟୋଜକ ଖୋଜୁଛି। କିନ୍ତୁ ଭାରତୀୟ ଦଳ ପାଇଁ ଯେକୌଣସି କମ୍ପାନୀକୁ ପ୍ରାୟୋଜକ କରିବା ବହୁତ ମହଙ୍ଗା। BCCI ଏକ…

ଫିଟନେସରେ ମାଡ଼ ଖାଇଗଲେ ବିରାଟ କୋହଲି, ଏହି ୪ ଖେଳାଳି ରନ୍ ମେସିନଙ୍କୁ ପଛରେ ପକାଇଦେଲେ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟରେ ଫିଟନେସ୍ କହିଲେ ବିରାଟ କୋହଲି । କୋହଲି ତାଙ୍କ ଫିଟନେସ୍ ସହିତ ଟିମ୍ ଇଣ୍ଡିଆ ପାଇଁ କେବଳ ନୂତନ ମାନଦଣ୍ଡ ସ୍ଥାପନ କରି ନଥିଲେ ବରଂ ୟୋ-ୟୋ ଟେଷ୍ଟ ସମ୍ପର୍କରେ ଖେଳାଳିମାନଙ୍କ ପାଇଁ…

ଏହି ଦୁର୍ଦ୍ଦଶ ବ୍ୟାଟର ଭାଙ୍ଗିଦେଲେ 48 ବର୍ଷର ବିଶ୍ୱ ରେକର୍ଡ, ଏମିତି କରିବାରେ ବିଶ୍ୱରେ ପ୍ରଥମ…

ଓଡ଼ିଶା ଭାସ୍କର: ଦକ୍ଷିଣ ଆଫ୍ରିକାର ମାଥ୍ୟୁ ବ୍ରିଜ୍‌କେଙ୍କ ଏକଦିବସୀୟ କ୍ୟାରିୟର ଏକ ଐତିହାସିକ ଆରମ୍ଭ ହୋଇଛି। ସେ ତାଙ୍କ କ୍ୟାରିୟରର ପ୍ରଥମ ପାଞ୍ଚଟି ଦିନିକିଆ ଇନିଂସରେ ଅତି କମରେ ୫୦ ରନ କରି ଏକ ବିଶ୍ୱ ରେକର୍ଡ…

ଘାତକ ବୋଲିଂ, ହ୍ୟାଟ୍ରିକ ସହ 4 ବଲରେ 4 ୱିକେଟ, 44 ୱିକେଟ ନେଇ ଏବେ ଟିମ୍ ଇଣ୍ଡିଆରେ ଖେଳିବାର ପାଦ ଦେଶରେ…

ଓଡ଼ିଶା ଭାସ୍କର: ଉତ୍ତର କାଶ୍ମୀରର ବାରାମୁଲ୍ଲା ଜିଲ୍ଲାର ଏକ ଛୋଟ ଗାଁ ଶେରି କ୍ରିକେଟ ପାଇଁ ଅପରିଚିତ ନୁହେଁ। ଜମ୍ମୁ ଏବଂ କାଶ୍ମୀର କ୍ରିକେଟ ଇତିହାସରେ ପ୍ରଥମ ଥର ପାଇଁ, ଏହି ଗାଁର ଜଣେ ପେସର ଅକିବ ନବି ଭାରତର କିଛି…

ଏସିଆ କପ୍ ୨୦୨୫ ପୂର୍ବରୁ ହାର୍ଦ୍ଦିକ୍ ପାଣ୍ଡ୍ୟାଙ୍କ ନୂଆ ଲୁକ୍ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଲା

ନୂଆଦିଲ୍ଲୀ: ଏସିଆ କପ୍ ୨୦୨୫ ଆରମ୍ଭ ହେବାକୁ ଆଉ ବେଶୀ ଦିନ ବାକି ନାହିଁ। ଯେଉଁଥିରେ ଟୁର୍ଣ୍ଣାମେଣ୍ଟ ସେପ୍ଟେମ୍ବର ୯ରୁ ଆରମ୍ଭ ହେବ। ଭାରତୀୟ ଦଳ ଟୁର୍ଣ୍ଣାମେଣ୍ଟରେ ଏହାର ପ୍ରଥମ ମ୍ୟାଚ୍ ୧୦ ସେପ୍ଟେମ୍ବରରେ ଦୁବାଇ…

କିଏ ହେବ ଟିମ୍ ଇଣ୍ଡିଆର ନୂଆ ସ୍ପନ୍ସର, ୪୦୦ କୋଟି ଇନକମ୍ ଆଶା ରଖିଛି BCCI

ନୂଆଦିଲ୍ଲୀ: ଡ୍ରିମ୧୧ ସହିତ ଚୁକ୍ତି ଶେଷ ହେବା ପରେ, ବିସିସିଆଇ ଭାରତୀୟ କ୍ରିକେଟ ଦଳର ଟାଇଟଲ୍ ପ୍ରାୟୋଜକ ଖୋଜୁଛି। ପୂର୍ବରୁ, ବୋର୍ଡ ଜର୍ସି ପ୍ରାୟୋଜନର ମୂଳ ମୂଲ୍ୟ ବୃଦ୍ଧି କରିଛି। ରିପୋର୍ଟ ଅନୁଯାୟୀ,…

ପୁଣି କ୍ରିକେଟ୍ ଜଗତକୁ ଫେରିଲେ ଏହି ଷ୍ଟାର ଖେଳାଳି, ୩ ବର୍ଷ ପରେ ପ୍ରତ୍ୟାହାର କଲେ ଅବସର

ନ୍ୟୁଜିଲାଣ୍ଡ: ତିନି ବର୍ଷ ପରେ କ୍ରିକେଟ ଜଗତରୁ ସନ୍ନ୍ୟାସ ନେଇଥିଲେ ଆଉ ଏବେ ନିଜେ ନିଜର ସନ୍ନ୍ୟାସକୁ ପ୍ରତ୍ୟାହାର କରିନେଇଛନ୍ତି। ତେଣୁ ତାଙ୍କୁ ଏବେ ପୁଣି ଥରେ ପଡିଆରେ ଦେଖିବାକୁ ମିଳିବ। ଯାହାକୁ ନେଇ କ୍ରିକେଟ୍…

Asia Cup 2025: ଏସିଆ କପ୍ ପୂର୍ବରୁ ପାକିସ୍ତାନ ଟିମ୍ ହାତରେ ବଡ଼ ଅସ୍ତ୍ର; ଭାରତ ପାଇଁ ସତର୍କ ଘଣ୍ଟି !

ନୂଆଦିଲ୍ଲୀ: ଏସିଆ କପ୍ ପୂର୍ବରୁ ପାକିସ୍ତାନ ଟିମ୍ ହାତରେ ଲାଗିଛି ବଡ଼ ଅସ୍ତ୍ର । ଯାହା ଭାରତ ପାଇଁ ବଡ଼ ଡେଞ୍ଜର ସାବ୍ୟସ୍ତ ହୋଇପାରେ । ସଂଯୁକ୍ତ ଆରବ ଏମିରାତ (ୟୁଏଇ)ରେ ଆୟୋଜିତ ତ୍ରି-ସିରିଜରେ ପ୍ରଥମ ଥର ପାଇଁ…

ଏସିଆ କପ୍ ୨୦୨୫ରେ ଭାରତର ପ୍ରଥମ ମ୍ୟାଚ୍ କେତେବେଳେ ଏବଂ କେଉଁଠି ଲାଇଭ୍ ଷ୍ଟ୍ରିମିଂ ଦେଖିବେ, ଜାଣନ୍ତୁ ଡିଟେଲ୍ସ

ନୂଆଦିଲ୍ଲୀ: ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳ ସେପ୍ଟେମ୍ବର ୯ ତାରିଖରୁ UAEରେ ଆରମ୍ଭ ହେଉଥିବା ଟି-୨୦ ଏସିଆ କପରେ ଅଂଶଗ୍ରହଣ କରିବ। ଟିମ୍ ଇଣ୍ଡିଆର ସମସ୍ତ ଖେଳାଳିଙ୍କୁ ସେପ୍ଟେମ୍ବର ୪ ତାରିଖ…