Browsing Category

Cricket

Cricket News, Live Cricket Score Online: Get the Latest Cricket News Today, top cricket headlines, and live cricket match scores online at OdishaBhaskar.com

Asia Cup-2023 ପାଇଁ ପ୍ରସ୍ତୁତ ହେଲା କାର୍ଯ୍ୟସୂଚୀ: ଦେଖନ୍ତୁ କେବେ ଭାରତ-ପାକିସ୍ତାନ ମ୍ୟାଚ

ନୂଆଦିଲ୍ଲୀ: ଅନେକ ବାଦ-ବିବାଦ ପରେ ଫାଇନାଲ ହୋଇଛି ଏସିଆ କପ୍-୨୦୨୩ର କାର୍ଯ୍ୟସୂଚୀ । ଚଳିତବର୍ଷ ହାଇବ୍ରିଡ ମଡେଲରେ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯିବାକୁ ଥିବା ବେଳେ ୪ଟି ମ୍ୟାଚ ପାକିସ୍ତାନରେ ଖେଳାଯିବ । ଏହାପରେ…

Team Indiaର ନୂଆ ଅଧିନାୟକ ତାଲିକାରେ ୪ ଜଣ ଷ୍ଟାର ଖେଳାଳି: ରୋହିତଙ୍କ ସ୍ଥାନରେ କିଏ?

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ ଉପରେ ଭାରତୀୟ ଟିମ୍ କବଜା କରିସାରିଛି । ରୋହିତଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ୧୪୧ ରନରେ ଏହି ମ୍ୟାଚରେ ବିଜୟ ହୋଇଛି । ତେବେ ଏହାପରେ ମଧ୍ୟ ରୋହିତଙ୍କ…

ଦିନିକିଆ ବିଶ୍ୱକପରେ କମବ୍ୟାକ କରିବେ ଶିଖର ଧୱନ! ଏସିଆନ ଗେମ୍ସରେ ସୁଯୋଗ ଦେଲାନି BCCI

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ବୋର୍ଡ ତରଫରୁ ଏସିଆନ୍ ଗେମ୍ସ ପାଇଁ ଦଳ ଘୋଷଣା ହୋଇଯାଇଛି । ଏହି ଦଳରେ ଯୁବ ପ୍ରତିଭାମାନଙ୍କୁ ସୁଯୋଗ ଦିଆଯାଇଥିବା ବେଳେ ଦଳର ନେତୃତ୍ୱ ଷ୍ଟାର ଓପନର ଋତୁରାଜ ଗାଏକ୍ୱାଡଙ୍କୁ ମିଳିଛି ।…

ଏସିଆ କପ ‘ହାଇବ୍ରିଡ ମଡେଲ’ରେ ପୁଣି ପାକିସ୍ତାନର ଚାଲବାଜି: ବାରମ୍ବାର ନିଷ୍ପତ୍ତି ବଦଳାଉଛି PCB

ନୂଆଦିଲ୍ଲୀ: ଏସିଆ କପ୍-୨୦୨୩ କୁ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ ଲାଗି ରହିଛି ଦ୍ୱନ୍ଦ୍ୱ । ପାକିସ୍ତାନ କ୍ରିକେଟ ବୋର୍ଡର ସର୍ତ୍ତ ଅନୁସାରେ, ଏହି ଟୁର୍ଣ୍ଣାମେଣ୍ଟ ହାଇବ୍ରିଡ ମଡେଲରେ ଖେଳାଯିବାକୁ ନିଷ୍ପତ୍ତି ନିଆଯାଇଛି ।…

IPL-2024ରେ ଭାଙ୍ଗିଯିବ କି ରାହୁଲ-ଗମ୍ଭୀର ଯୋଡ଼ି? ଲକ୍ଷ୍ନୌ ଟିମ୍ ନେଲା ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ପୂର୍ବତନ ଓପନର ତଥା ଆଇପିଏଲ ଟିମ୍ ଲକ୍ଷ୍ନୌ ସୁପର ଜିଆଣ୍ଟସର ମେଣ୍ଟର ଗୌତମ ଗମ୍ଭୀରଙ୍କ ପଦବୀ ଉପରେ ବିପଦ ସୃଷ୍ଟି ହୋଇଛି । ଆଇପିଏଲ-୨୦୨୪ ପୂର୍ବରୁ ଟିମ ମ୍ୟାନେଜମେଣ୍ଟ ନେଇଛି ଏକ ବଡ…

ୱେଷ୍ଟଇଣ୍ଡିଜ ଗସ୍ତ ଭିତରେ ବଡ଼ ଘୋଷଣା କଲା BCCI: ଅଚାନକ ଏହି ସିରିଜ ଉପରେ ନେଲା ନିଷ୍ପତ୍ତି

ନୂଆଦିଲ୍ଲୀ: ବର୍ତ୍ତମାନ ୱେଷ୍ଟଇଣ୍ଡିଜ ଗସ୍ତରେ ରହିଛି ଭାରତୀୟ କ୍ରିକେଟ ଟିମ୍ । ୱେଷ୍ଟଇଣ୍ଡିଜ ବିପକ୍ଷରେ ଏବେ ପ୍ରଥମ ଟେଷ୍ଟ ଜାରି ରହିଥିବା ବେଳେ ଏହାପରେ ଦିନିକିଆ ଏବଂ ଟି-୨୦ ସିରିଜ ଖେଳିବ ଟିମ ଇଣ୍ଡିଆ । କିନ୍ତୁ…

ବଡ଼ ଖବର: ଆଇସିସି ଇଭେଣ୍ଟରେ ପୁରୁଷ ଏବଂ ମହିଳା ଦଳକୁ ସମାନ ପୁରସ୍କାର ରାଶି ଦେବାକୁ ଘୋଷଣା

ନୂଆଦିଲ୍ଲୀ: ଆଇସିସି ଇଭେଣ୍ଟରେ ଏଣିକି ପୁରୁଷ ଏବଂ ମହିଳା ଦଳକୁ ସମାନ ପୁରସ୍କାର ରଶି ଦେବାକୁ ନିଷ୍ପତି ନେଇଛି ଆନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) । ଗୁରୁବାର ଦକ୍ଷିଣ ଆଫ୍ରିକାରେ ଡର୍ବାନ୍‌ରେ ବସିଥିବା…

ଇତିହାସ ରଚିଦେଲେ ଆର. ଅଶ୍ୱୀନ: ବାପ-ପୁଅ ଉଭୟଙ୍କ ୱିକେଟ ନେଇ ଲେଖିଲେ ବିରଳ ରେକର୍ଡ

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟେଷ୍ଟ ଆରମ୍ଭ ହୋଇଯାଇଛି । ଏହି ମ୍ୟାଚରେ ଡେବ୍ୟୁ କରିଛନ୍ତି ଟିମ ଇଣ୍ଡିଆର ଷ୍ଟାର ପ୍ଲେୟର ଇଶାନ କିଶାନ ଏବଂ ଯଶସ୍ୱୀ ଜଏସ୍ୱାଲ । ତେବେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି…

ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଲା ୱେଷ୍ଟଇଣ୍ଡିଜ: Team Indiaରେ ଡେବ୍ୟୁ କରୁଛନ୍ତି ଇଶାନ-ଯଶସ୍ୱୀ, ଭରତ ବାଦ୍

ନୂଆଦିଲ୍ଲୀ: ଆଜି ଡୋମିନିକା ଷ୍ଟାଡିୟମରେ ଆରମ୍ଭ ହୋଇଛି ଭାରତ-ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟେଷ୍ଟ । ଏହି ମ୍ୟାଚରେ ଟିମ ଇଣ୍ଡିଆର ଦୁଇ ଷ୍ଟାର ଖେଳାଳିଙ୍କୁ ସୁଯୋଗ ଦେଇଛି ଟିମ ମ୍ୟାନେଜମେଣ୍ଟ । ଯୁବ ୱିକେଟକିପର ଇଶାନ…

ନେତୃତ୍ୱ ନେବେ KKR ଅଧିନାୟକ ନୀତିଶ ରାଣା: ଏହି ଟୁର୍ଣ୍ଣାମେଣ୍ଟରୁ ମିଳିବ ନୂଆ ଦାୟିତ୍ୱ

ନୂଆଦିଲ୍ଲୀ: ଆଇପିଏଲ-୨୦୨୩ରେ ଅଧିନାୟକ ଭାବରେ ଏକ ନୂଆ ନାମ ଚର୍ଚ୍ଚାରେ ଆସିଛି । କୋଲକାତା ନାଇଟ ରାଇଡର୍ସରେ ଗତ ଆଇପିଏଲରେ ନେତୃତ୍ୱ ନେଇଥିବା ନୀତିଶ ରାଣା ଅଧିନାୟକ ଭାବରେ ନିଜର ସ୍ୱତନ୍ତ୍ର ଛାପ ଛାଡିଛନ୍ତି । ତେବେ…