Browsing Category

Cricket

Cricket News, Live Cricket Score Online: Get the Latest Cricket News Today, top cricket headlines, and live cricket match scores online at OdishaBhaskar.com

Video: ବିଜୁଳି ଠାରୁ ତୀବ୍ର ଗତିରେ ଶୁଭମନ୍ ଗିଲ୍‌ଙ୍କୁ ଷ୍ଟମ୍ପିଂ କଲେ ଧୋନି: ହାସଲ କଲେ ବଡ଼ ରେକର୍ଡ

ଅହମଦାବାଦ: ଗୋଟିଏ ଦିନର ଅପେକ୍ଷା ପରେ ଆଇପିଏଲ୍ ୨୦୨୩ ରୋମାଞ୍ଚ ଆରମ୍ଭ ହୋଇଛି । ଏହି ମ୍ୟାଚ୍‌ରେ ଏମଏସ. ଧୋନି ଟସ୍ ଜିତି ଗୁଜରାଟକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲେ । ଏହାପରେ ୨୩ ବର୍ଷୀୟ ଶୁଭମାନ ଗିଲ ଦୁର୍ଦଶ…

ଆଇପିଏଲ୍ ୨୦୨୩ ଫାଇନାଲ୍: ପୁଣି ବର୍ଷା ସାଜିଲା ପ୍ରତିବନ୍ଧକ, ଅଧାରୁ ବନ୍ଦ ହେଲା ମ୍ୟାଚ୍

ଅହମ୍ମଦାବାଦ: ଆଇପିଏଲ ଫାଇନାଲ ମ୍ୟାଚରେ ବଡ଼ ପ୍ରତିବନ୍ଧକ ସାଜିଛି। ପ୍ରଥମ ଇନିଂସ ସାରିବା ପରେ ଦ୍ୱିତୀୟ ଇନିଂସ ଆରମ୍ଭରୁ ହିଁ ମୁଷଳ ଧାରାରେ ବର୍ଷା ହୋଇଛି। ବର୍ଷା ଯୋଗୁଁ ମ୍ୟାଚ୍ ବନ୍ଦ ହୋଇଯାଇଛି। ଚେନ୍ନାଇର ଇନିଂସରେ…

IPL ୨୦୨୩ Final: ଫାଇନାଲରେ ଗର୍ଜିଲା ସାଇ ସୁଦର୍ଶନ, ଶାହାଙ୍କ ବ୍ୟାଟ୍‌: ଚେନ୍ନାଇ ଆଗରେ ବିଜୟ ଲକ୍ଷ୍ୟ ୨୧୫

ଅହମଦାବାଦ: ଇଣ୍ଡିଆନ ପ୍ରିମିୟର ଲିଗ୍ ୨୦୨୩ ଫାଇନାଲରେ ଚେନ୍ନାଇ ସୁପର କିଙ୍ଗସ୍ ଆଗରେ ୨୧୫ ରନ୍‌ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି ଗୁଜରାଟ ଟାଇଟାନ୍ସ । ଚାରି ୱିକେଟ୍ ହରାଇ ଗୁଜୁରାଟ ୨୦ ଓଭରରେ ୨୧୪ ରନ୍ ସଂଗ୍ରହ କରିଛି…

ଫାଇନାଲ ମ୍ୟାଚ୍‌ରେ ଟସ୍ ଜିତିଲା ଚେନ୍ନାଇ ସୁପର କିଙ୍ଗସ୍‌: ପ୍ରଥମେ କରିବ ବୋଲିଂ, ଜାଣନ୍ତୁ ଉଭୟ ଦଳର ପ୍ଲେଇଂ ୧୧

ଅହମଦାବାଦ: ଚେନ୍ନାଇ ସୁପର କିଙ୍ଗସ୍‌(ସିଏସ୍‌କେ) ଅଧିନାୟକ ଧୋନି ଟସ୍ ଜିତିବା ପରେ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି । ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ପ୍ରଥମେ ବୋଲିଂ କରିବାକୁ ଚାହୁଁଥିଲେ । କିନ୍ତୁ…

Video: ଆଇପିଏଲ୍ ଫାଇନାଲ ଉତ୍କଣ୍ଠା: ବର୍ଷା ପାଇଁ ଷ୍ଟେସନ୍‌ରେ ଶୋଇଲେ ସିଏସ୍‌କେ ପ୍ରଶଂସକ

ଅହମଦାବାଦ: ରବିବାର ହେବାକୁ ଥିବା ଅଇପିଏଲ୍ ଫାଇନାଲ ମ୍ୟାଚ୍ ବର୍ଷା କାରଣରୁ ଋଦ୍ଧ ହୋଇଥିଲା। ରିଜର୍ଭ ଡେ' ସୋମବାର (ମେ ୨୯ ତାରିଖ)ରେ ଫାଇନାଲ ଖେଳାଯିବ। ତେବେ ରବିବାର ଖେଳ ନହେବା କାରଣରୁ ଫାଇନାଲ ମ୍ୟାଚ୍ ଦେଖିବାକୁ…

IPL-2024ରେ କେଉଁ ଭୂମିକା ନେବେ M.S Dhoni? ଇମ୍ପାକ୍ଟ ପ୍ଲେୟର ଭାବରେ ଖେଳିବା ନେଇ କହିଲେ କ୍ରିକେଟର

ନୂଆଦିଲ୍ଲୀ: ଆଜି ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ ଆଇପିଏଲ-୨୦୨୩ର ପାଇନାଲ ମ୍ୟାଚ । ଏହି ମ୍ୟାଚ ଚେନ୍ନାଇର ଅଧିନାୟକ ଏମ.ଏସ ଧୋନୀଙ୍କର ଶେଷ ମ୍ୟାଚ ବୋଲି ମଧ୍ୟ କୁହାଯାଉଛି । ତେବେ ମାହି କିମ୍ବା ସିଏସକେ ତରଫରୁ…

ଧୋନୀଙ୍କ ସହ ହୋଇଗଲା ଧୋକା? ଫାଇନାଲ ପୂର୍ବରୁ ଚମ୍ପିଆନ ଦଳ ଘୋଷଣା!

ନୂଆଦିଲ୍ଲୀ: ଆଇପିଏଲ-୨୦୨୩ ଫାଇନାଲକୁ ନେଇ ଏବେ ଉତ୍ସାହ ଆହୁରି ବଢିଯାଇଛି । ମେ" ୨୮ ତାରିଖ ରବିବାର ଏହି ମ୍ୟାଚ ଖେଳାଯିବାକୁ ଥିବା ବେଳେ ବର୍ଷା ଯୋଗୁଁ ଏହା ବାଧାପ୍ରାପ୍ତ ହୋଇ ରିଜର୍ଭ ଡେ"(ମେ' ୨୯) ତାରିଖରେ…

IPL ୨୦୨୩ ଫାଇନାଲ୍ ଆଗରେ ବର୍ଷା ସାଜିଲା ବାଧକ: ସୋମବାର ଖେଳାଯିବ ଫାଇନାଲ

ଅହମଦାବାଦ: ହାଇଭୋଲଟେଜ୍ ଆଇପିଏଲ୍ ୨୦୨୩ ଫାଇନାଲ ମ୍ୟାଚ୍ ପାଇଁ ପୁରା ଦୁନିଆ ଅପେକ୍ଷା କରିଥିବା ବେଳେ ଭିଲେନ ସାଜିଛି ବର୍ଷା। ରବିବାର ନିୟମିତ ବ୍ୟବଧାନରେ ବର୍ଷା ହେତୁ ବାତିଲ କରାଯାଇଛି। ରାତି ୧୧ ଟା ସୁଦ୍ଧା ବର୍ଷା…

ଆଜି ଫାଇନାଲ ମ୍ୟାଚ୍ ନହୋଇପାରିଲେ କ’ଣ ହେବ ? ଜାଣନ୍ତୁ କଣ ରହିଛି BCCI ର ପ୍ଲାନିଂ

ନୂଆଦିଲ୍ଲୀ: ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଆଜି ଆଇପିଏଲ ୨୦୨୩ର ହାଇଭୋଲଟେଜ୍ ଫାଇନାଲ ମ୍ୟାଚକୁ ସମସ୍ତେ ଚାତକ ଭଳି ଚାହିଁ ରହିଛନ୍ତି। କିନ୍ତୁ ଚେନ୍ନାଇ ସୁପର କିଙ୍ଗସ ଓ ଗୁଜରାଟ ଟାଇଟନ୍ସ ମଧ୍ୟରେ ହେବାକୁ…

ଆଇପିଏଲ୍ ଟ୍ରଫିରେ ସଂସ୍କୃତରେ କ’ଣ ଲେଖାଯାଇଛି?

ଓଡ଼ିଶା ଭାସ୍କର: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୩ ଏହାର ଶେଷ ଶେଷ ଚରଣରେ ପହଞ୍ଚିଛି। ୧୬ ତମ ସିଜନର ଅନ୍ତିମ ମ୍ୟାଚ୍ ଆଜି (ମେ ୨୮) ଅହମ୍ମଦାବାଦର ଖେଳାଯିବ। ଟାଇଟଲ୍ ପାଇଁ ଏମଏସ ଧୋନିଙ୍କ ନେତୃତ୍ୱାଧୀନ…