Browsing Category

Cricket

Cricket News, Live Cricket Score Online: Get the Latest Cricket News Today, top cricket headlines, and live cricket match scores online at OdishaBhaskar.com

ଧୋନୀଙ୍କୁ ଝଟକା ଦେଲେ ବେନ ଷ୍ଟୋକ୍ସ: ସିଜନ ଅଧାରୁ ୟେଲୋ ଆର୍ମିରୁ ନେବେ ବିଦାୟ

ନୂଆଦିଲ୍ଲୀ: ଆଇପିଏଲ-୨୦୨୩ ପୂର୍ବରୁ ଚେନ୍ନାଇ ଅଧିନାୟକ ଏମ.ଏସ ଧୋନୀଙ୍କୁ ଲାଗିଛି ଏକ ଶକ୍ତ ଝଟକା । ସିଜନ ଅଧାରୁ ଦଳରୁ ବିଦାୟ ନେଇପାରନ୍ତି ଚେନ୍ନାଇ ସୁପର କିଙ୍ଗସର ଷ୍ଟାର ଅଲରାଉଣ୍ଡର ବେନ ଷ୍ଟୋକ୍ସ । ୨୦୨୩ ଆଇପିଏଲ…

IPL-2023ରେ କମବ୍ୟାକ କରିବେ ଚେନ୍ନାଇର ସୁପର କିଙ୍ଗ: ପୁଣି ଦୁନିଆ ଦେଖିବ ଧୋନୀ-ଚହରଙ୍କ ଯୁଗଳବନ୍ଦୀ

ନୂଆଦିଲ୍ଲୀ: ଦୀର୍ଘ ଦିନର ଆହତ ସମସ୍ୟା ଯୋଗୁୁଁ ଦଳରୁ ବାଦ ରହିବା ପରେ କମବ୍ୟାକ କରିବେ ଦୀପକ ଚହର । ତେବେ ଦୁଇଟି ବଡ ଆଘାତ ଲାଗିବା ପରେ ବର୍ତ୍ତମାନ ଦୀପକ ସୁସ୍ଥ ଅନୁଭବ କରୁଛନ୍ତି । ଆସନ୍ତା ମାର୍ଚ୍ଚ ୩୧ ତାରିଖରୁ…

TATA IPL-2023 ପୂର୍ବରୁ ଧୋନୀଙ୍କୁ ଝଟକା: ଟୁର୍ଣ୍ଣାମେଣ୍ଟରୁ ବାଦ ପଡିଲେ ଚେନ୍ନାଇର ଷ୍ଟାର ଖେଳାଳି

ନୂଆଦିଲ୍ଲୀ: ଟାଟା ଆଇପିଏଲ-୨୦୨୩ ପୂର୍ବରୁ ୟେଲୋ ଆର୍ମିକୁ ଶକ୍ତ ଝଟକା ଲାଗିଛି । ଆହତ ସମସ୍ୟା ଯୋଗୁଁ ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରୁ ବାଦ ପଡିଛନ୍ତି ଚେନ୍ନାଇ ସୁପର କିଙ୍ଗସର ଜଣେ ଷ୍ଟାର ପ୍ଲେୟର । ଦଳରେ ତାଙ୍କ…

ମାର୍ଚ୍ଚ ୩୧ ରେ ଆରମ୍ଭ ହେବ IPL୨୦୨୩; ପ୍ରଥମ ଦିନରେ ଡିଫେଣ୍ଡିଂ ଚାମ୍ପିଅନ୍ ଗୁଜୁରାଟ ଟାଇଟାନ୍ସକୁ ଭେଟିବ ଚେନ୍ନାଇ ସୁପରକିଙ୍ଗ୍ସ

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ର ୧୬ ତମ ସିଜନର କାର୍ଯ୍ୟସୂଚୀ ଶୁକ୍ରବାର ପ୍ରକାଶ ପାଇଛି।ମାର୍ଚ୍ଚ ୩୧ରେ ଡିଫେଣ୍ଡିଂ ଚାମ୍ପିଅନ୍ ଗୁଜୁରାଟ ଟାଇଟାନ୍ସ ସହିତ ଚାରିଥର ବିଜେତା ଚେନ୍ନାଇ ସୁପର…

(VIDEO)ଭାରତ ଏବଂ ଅଷ୍ଟ୍ରେଲିଆ ଟେଷ୍ଟ ମ୍ୟାଚ; ଆରମ୍ଭରୁ ଦର୍ଶକଙ୍କୁ ନିରାଶ କଲା ଅଷ୍ଟ୍ରେଲିଆ

ନୂଆଦିଲ୍ଲୀ: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ନାଗପୁରରେ ଅନୁଷ୍ଟିତ ହୋଇଯାଇଛି । ଯେଉଁଥିରେ ଅଷ୍ଟ୍ରେଲିଆ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇ ନିରାଶ ହୋଇଛି ।…

ପୂର୍ବତନ କ୍ରିକେଟର ବିନୋଦ କାମ୍ବଲିଙ୍କ ନାଁରେ ମାମଲା; ଏହି କାରଣ ପାଇଁ ଯାଇପାରନ୍ତି ଜେଲ୍ !

ମୁମ୍ବାଇ: ଭାରତର ପୂର୍ବତନ କ୍ରିକେଟର ବିନୋଦ କାମ୍ବଲି ପୁଣି ଥରେ ବିବାଦ ଘରରେ ଛନ୍ଦି ହୋଇଯାଇଛନ୍ତି । ଫଳରେ ତାଙ୍କ ନାଁରେ ମାମଲା ରୁଜୁ ହୋଇଛି । ତେବେ ପୋଲିସ ୩୨୪ ଓ ୫୦୪ ଆଇପିସି ଦଫାରେ ମାମଲା ରୁଜୁ କରିଛି । ତେବେ…

(VIDEO) ଟିମ୍ ଇଣ୍ଡିଆର ଏହି ୨ ଖେଳାଳୀ ଚନ୍ଦନ ଲଗାଇବାକୁ କରିଲେ ମନା; ଭାଇରାଲ ହେଉଛି ଭିଡିଓ

ନୂଆଦିଲ୍ଲୀ: ଅଭିଜ୍ଞ ଓପନର୍ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ କ୍ରିକେଟ୍ ଦଳ ଫେବୃଆରୀ ୯ ରୁ ଅଷ୍ଟ୍ରେଲିଆ ବିପକ୍ଷରେ ୪ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିବ । ଏଥିପାଇଁ ଖେଳାଳିମାନେ ପ୍ରସ୍ତୁତିରେ ବ୍ୟସ୍ତ…

IPL Auction :୧୩.୨୫କୋଟି ଟଙ୍କାରେ ନିଲାମ ହେଲେ ହ୍ୟାରି ବ୍ରୁକ

ନୂଆଦିଲ୍ଲୀ : ଆଜି କେରଳର କୋଚିରେ ‘ଇଣ୍ଡିଆନ୍‌ ପ୍ରିମିୟର୍‌ ଲିଗ୍‌’ର (ଆଇପିଏଲ୍‌) ‘ମିନି-ଅକ୍‌ସନ୍‌’ ପ୍ରକ୍ରିୟା ଆରମ୍ଭ ହୋଇଛି। ଇଂଲଣ୍ଡର ହ୍ୟାରି ବ୍ରୁକ ୧୩.୨୫କୋଟି ଟଙ୍କାରେ ନିଲାମ ହୋଇଛନ୍ତି । ଏତେ ଉଚ୍ଚ…

ଆଜି ଆଇପିଏଲ୍ ନିଲାମି, ଏହି ୫ ବିଦେଶୀ ଖେଳାଳିଙ୍କ ହୋଇପାରେ ଟଙ୍କାର ବର୍ଷା

ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୩ ପାଇଁ ଆଜିଠାରୁ ଆକସନ୍ ଆରମ୍ଭ ହୋଇଯିବ । ଆଗାମୀ ସଂସ୍କରଣ ପୁର୍ବରୁ ଆଜି କେରଳରେ ମିନି ଅକ୍ସନ(ନିଲାମି) ହେବ । ଏହି ନିଲାମି ପାଇଁ ସମୁଦାୟ ୫୯୧ ଜଣ ଖେଳାଳି ଆବେଦନ କରିଥିବା ବେଳେ ଏହା…

(Video)ତୃତୀୟ ଥର ପାଇଁ ଦୃଷ୍ଟିହୀନ ଟି-୨୦ ବିଶ୍ୱକପ ଟ୍ରଫି ହାତେଇଲା ଭାରତ

ନୂଆଦିଲ୍ଲୀ :ଭାରତୀୟ କ୍ରିକେଟ୍ ଫ୍ୟାନ୍ସଙ୍କ ପାଇଁ ଏକ ଖୁସି ଖବର । ବାଂଲାଦେଶକୁ ହରାଇ ଦୃଷ୍ଟିହୀନ ଟି-୨୦ ବିଶ୍ୱକପ୍ ଟ୍ରଫି ହାତେଇଛି ଟିମ୍ ଇଣ୍ଡିଆ । ତେବେ ଦୃଷ୍ଟିହୀନ ଟି-୨୦ ବିଶ୍ୱକପର ଫାଇନାଲ ମ୍ୟାଚ୍…