Browsing Category
IPL
ଆଇପିଏଲ୍ ଅପ୍ଡେଟ୍.. ଅରେଞ୍ଜ କପ୍ ଦୌଡରେ ଜୋସ୍ ବଟଲର, କେଏଲ ରହୁଲ
କୋଲକାତା: ରାଜସ୍ଥାନ ରୟାଲ୍ସ ବ୍ୟାଟର ଜୋସ୍ ବଟ୍ଟଲର ଚଳିତ ଆଇପିଏଲରେ ସର୍ବାଧିକ ରନ ସଂଗ୍ରହ କରି ଅରେଞ୍ଜ କପ ପାଇବା ନିଶ୍ଚିତ ହୋଇ ଯାଇଛି । କାରଣ ସେ ୧୫ ମ୍ୟାଚ ଖେଳି ୩ ଶତକ ଓ ୪ ଅର୍ଦ୍ଧଶତକ ସହିତ ୫୧.୨୯ ହାରେ ୭୧୮…
କୋଲକାତାରେ ରଜତଙ୍କ ରାଜୁତି: ଧୂଆଁଧାର ଶତକ ସହ ୨୦୮ ରନର ବିଶାଳ ଲକ୍ଷ୍ୟ ଦେଲା RCB
କୋଲକାତା: ଟସ ଜିତି ପ୍ରଥମେ ବୋଲିଂ କରିବା ନିଷ୍ପତ୍ତି ରାହୁଲଙ୍କର ବିଫଳ ହୋଇଛି । ୨୦ ଓଭରରେ ୨୦୭ ରନର ଏକ ବିଶାଳ ସ୍କୋର ଛିଡା କରିଛି ରୋୟଲ ଚାଲେଞ୍ଜର୍ସ ବାଙ୍ଗାଲୋର । ପ୍ରଥମେ ସପଳତା ହାସଲ କରିଥିବା ସୁପର ଜିଆଣ୍ଟସର…
ଟସ ଜିତି ବୋଲିଂ ପାଇଁ ନିଷ୍ପତ୍ତି ନେଲେ ରାହୁଲ: ଏଲମିନେଟର ମହା ଲଢେଇରେ କିଏ ମାରିବ ବାଜି?
କୋଲକାତା: ଖଚାଖଚ ଭରି ରହିଛି କୋଲକାତାର ଇଡେନ ଗାର୍ଡେନ୍ସ । ଚଳିତ ସିଜନର ଏଲିମିନେଟର ମ୍ୟାଚରେ ଆଜି ମୁହାଁମୁହିଁ ହେବାକୁ ଯାଉଛନ୍ତି ରୋୟଲ ଚାଲେଞ୍ଜର୍ସ ବାଙ୍ଗାଲୋର ଏବଂ ସୁପର ଜିଆଣ୍ଟସ । ଏହି ମ୍ୟାଚରେ ଟସ ଜିତି…
ଏଲିମିନେଟର ମ୍ୟାଚକୁ ନେଇ ସେହୱାଗ ଓ ପାର୍ଥିବଙ୍କ ସତର୍କବାଣୀ: ଲକ୍ଷ୍ନୌ ପାଇଁ ଘାତକ ହୋଇପାରେ ଏହି ଦୁର୍ବଳତା
ନୂଆଦିଲ୍ଲୀ: ନିଜ ପ୍ରଥମ ସିଜନରେ ହିଁ ପ୍ଲେଅଫରେ ସ୍ଥାନ ପାଇଛି ଲକ୍ଷ୍ନୌ ସୁପର ଜିଆଣ୍ଟସ । ସିଜନରେ ଦମଦାର ଏଣ୍ଟ୍ରି ପରେ କିଛିଟା ମ୍ୟାଚରେ ଦଳ ସାମାନ୍ୟ ଲୟ ହରାଇଥିବା ମନେ ହେଉଛି । କୋଲକାତା ନାଇଟ ରାଇଡର୍ସକୁ ହରାଇ…
RCB ପ୍ରଶଂସକଙ୍କ ପାଇଁ ଖୁସିଖବର, ଆସନ୍ତା IPLରେ ପ୍ରତ୍ୟାବର୍ତ୍ତନ କରିବେ ଏବି ଡିଭିଲିୟର୍ସ
ନୂଆଦିଲ୍ଲୀ: ଏବି ଡିଭିଲିୟର୍ସ ଏମିତି ଜଣେ କ୍ରିକେଟର ଯାହାଙ୍କ ସମଗ୍ର ବିଶ୍ଵର କୋଣ ଅନୁକୋଣରେ ପ୍ରଶଂସକ ଅଛନ୍ତି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ କଥା ଯେବେ ଆସିଥାଏ ତେବେ ବିରାଟ କୋହଲିଙ୍କ ସହିତ ଦକ୍ଷିଣ…
IPL 2022: ଆଜି ଏଲିମିନେଟରେ ମୁହାଁମୁହିଁ ହେବେ ଲକ୍ଷ୍ନୌ ଏବଂ ବେଙ୍ଗାଲୁରୁ, ହାରିବା ଦଳ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡିବ
ନୂଆଦିଲ୍ଲୀ: ପ୍ରଥମ ଦଳ ଭାବେ ଗୁଜରାଟ ଟାଇଟନ୍ସ ଆଇପିଏଲ ୨୦୨୨ର ଫାଇନାଲରେ ପହଞ୍ଚି ସାରିଛି। ଫାଇନାଲରେ ଦ୍ଵିତୀୟ ଦଳ କିଏ ହେବ ସେ ନେଇ ଚାରୋଟି ଦଳ ଦୌଡରେ ଅଛନ୍ତି। ବୁଧବାର କୋଲକାତାର ଇଡେନ ଗାର୍ଡେନ୍ସରେ ଲକ୍ଷ୍ନୌ…
ବଟଲରଙ୍କ ଆଉ ଏକ ଧୂଆଁଧାର ପାଳି: ଫାଇନାଲ ମ୍ୟାଚରୁ ୧୮୯ ରନ ଦୂରରେ ଗୁଜୁରାଟ ଟାଇଟନ୍ସ
କୋଲକାତା: କୋଲକାତାର ଐତିହାସିକ ଇଡେନ ଗାର୍ଡେନ୍ସରେ ଖେଳାଯାଉଛି ଚଳିତ ସିଜନର ପ୍ରଥମ କ୍ୱାଲିଫାୟାର ମ୍ୟାଚ । ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଗୁଜୁରାଟ ଟାଇଟନ୍ସକୁ ୧୮୯ ରନର ଲକ୍ଷ୍ୟ ଦେଇଛି ରାଜସ୍ଥାନ ରୋୟଲ୍ସ ।…
କୋଲକାତାରେ କଳା ବାଦଲ: ବର୍ଷା ପାଇଁ ମ୍ୟାଚ ନ ହେଲେ କିଏ ପାଇବ ଫାଇନାଲର ଟିକେଟ?
କୋଲକାତା: ଚଳିତ IPL ସିଜନର ପ୍ରଥମ କ୍ୱାଲିଫାୟାର ମ୍ୟାଚ ଆଜି ଗୁଜୁରାଟ ଏବଂ ରାଜସ୍ଥାନ ମଧ୍ୟରେ ଖେଳାଯିବ । ଐତିହାସିକ ଇଡେନ ଗାର୍ଡେନ୍ସରେ ଏହି ମ୍ୟାଚ ଅନୁଷ୍ଠିତ ହେବାକୁ ଯାଉଛି । କିନ୍ତୁ ଏଠାରେ ଆଜି ପ୍ରବଳ ବର୍ଷା…
ଜାଣନ୍ତୁ ପ୍ଲେଅଫରେ ୪ ଦଳର କଣ ହୋଇପାରେ ସୁପରହିଟ ପ୍ଲେଇଙ୍ଗ ୧୧: କିଏ ହେବେ ଅଧିନାୟକ
ନୂଆଦିଲ୍ଲୀ: ଶେଷ ପର୍ଯ୍ୟାୟରେ ପହଞ୍ଚିଛି ର ୧୫ତମ ସିଜନ । ଆଉ ହାତରେ ମାତ୍ର ୪ଟି ମ୍ୟାଚ ବାକି । ଅର୍ଥାତ ପ୍ଲେଅଫ ପାଇଁ ପ୍ରସ୍ତୁତ ସିଜନର ୪ଟି ଶକ୍ତିଶାଳୀ ଦଳ । ଗୁଜୁରାଟ ଟାଇଟନ୍ସ, ରାଜସ୍ଥାନ ରୋୟଲ୍ସ, ଲକ୍ଷ୍ନୌ ସୁପର…
କାହିଁକି ଏମିତି କହିଲେ ସୁରେଶ ରାଇନା?: ଚେନ୍ନାଇ ବଦଳରେ ଫାଇନାଲରେ ଏହି ଟିମ ପାଇଁ କଲେ ପ୍ରାର୍ଥନା
ମୁମ୍ବାଇ: ଶେଷ ପର୍ଯ୍ୟାୟରେ ପହଞ୍ଚିଛି ଇଣ୍ଡିଆନ ପ୍ରିମିୟର ଲିଗର ୧୫ତମ ସଂସ୍କରଣ । ଏବେ ଫାଇନାଲକୁ ନେଇ ଖେଳାଳି ଏବଂ କ୍ରିକେଟପ୍ରେମୀମାନଙ୍କ ମନରେ ଉତ୍ସାହ । ତେବେ କିଏ ପିନ୍ଧିବ ଚଳିତ ସିଜନର ବିଜୟ ମୁକୁଟ, ତାକୁ ନେଇ…