Browsing Category

ଖେଳ

BCCIର ବଡ଼ ନିଷ୍ପତ୍ତି: ୩ ଜଣ ବରିଷ୍ଠ ଖେଳାଳିଙ୍କ ବ୍ୟତୀତ ଅନ୍ୟ ସମସ୍ତ ଖେଳାଳିଙ୍କୁ ଘରୋଇ କ୍ରିକେଟ୍ ଖେଳିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଘରୋଇ କ୍ରିକେଟ ଖେଳିବେ ଅନ୍ତର୍ଜାତୀୟ ଖେଳାଳି । ଏନେଇ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଏକ ବଡ଼ ନିଷ୍ପତ୍ତି ଗ୍ରହଣ କରିଛି । ଘରୋଇ କ୍ରିକେଟର ମାନ ବୃଦ୍ଧି ଓ ଅଧିକ…

ମଇଦାନରେ ଦେଖିବାକୁ ମିଳିବ ଫାଷ୍ଟ ବୋଲରଙ୍କ ଜଲୱା, ଏହି ସିରିଜରେ ଭାରତୀୟ ଟିମରେ ସାମିଲ ହେବେ ମୋହମ୍ମଦ ଶାମି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳ ପାଇଁ ଖୁସି ଖବର । ୨୦୨୩ ବିଶ୍ୱକପ ପରେ ଆଘାତ ଲାଗିବା କାରଣରୁ ଟିମରୁ ବାହାରେ ଥିବା ମୋହମ୍ମଦ ଶାମି ଦୀର୍ଘ ଦିନ ପରେ ଟିମକୁ ଫେରିଛନ୍ତି । ବର୍ତ୍ତମାନ ଶାମି ନ୍ୟାସନାଲ କ୍ରିକେଟ…

ODI ସିରିଜ ଖେଳିବେନି ହାର୍ଦ୍ଦିକ ପାଣ୍ଡ୍ୟା! ଶ୍ରୀଲଙ୍କା ଗସ୍ତ ପୂର୍ବରୁ ନେଲେ ବ୍ରେକ, କିଏ ହେବେ ଅଧିନାୟକ?

ନୂଆଦିଲ୍ଲୀ: ଚଳିତ ମାସ ଶେଷରେ ଶ୍ରୀଲଙ୍କା ଗସ୍ତରେ ଯିବ ଟିମ ଇଣ୍ଡିଆ । ଶ୍ରୀଲଙ୍କା ବିପକ୍ଷରେ ଭାରତ ଟି-୨୦ ଏବଂ ଦିନିକିଆ ସିରିଜ ଖେଳିବ । କିନ୍ତୁ ଏହାପୂର୍ବରୁ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା…

IPL-2025 କୁ ଫେରିବେ ‘କୋଚ୍ ଦ୍ରାବିଡ’! ଦିଲ୍ଲୀ କ୍ୟାପିଟାଲ୍ସର ନୂଆ କୋଚ୍ ଭାବରେ ମିଳିପାରେ ଦାୟିତ୍ୱ

ଓଡ଼ିଶା ଭାସ୍କର: ଆଇପିଏଲ ଟିମ୍ ଦିଲ୍ଲୀ କ୍ୟାପିଟାଲ୍ସ ଦଳର କୋଚ୍ ରିକି ପଣ୍ଟିଂଙ୍କୁ କୋଚ୍ ପଦବୀରୁ ହଟାଇଛି । ତେଣୁ ଆଗାମୀ ସିଜନ ପାଇଁ ଦଳକୁ ଜଣେ ନୂଆ କୋଚ୍ ସନ୍ଧାନରେ ରହିଛି ଦିଲ୍ଲୀ । ଏହାଭିତରେ ଭାରତର ଟି-୨୦…

ହାର୍ଦ୍ଦିକ ହେବେ ନୂଆ ଅଧିନାୟକ… ଶ୍ରୀଲଙ୍କା ଟି-୨୦ ସିରିଜ ପାଇଁ ଗମ୍ଭୀର କରିବେ ବଡ଼ ପ୍ଲାନ

ନୂଆଦିଲ୍ଲୀ: ଶ୍ରୀଲଙ୍କା ବିପକ୍ଷ ସିରିଜ ପାଇଁ ଅଣ୍ଟା ଭିଡ଼ୁଛି ଟିମ ଇଣ୍ଡିଆ । ଏହି ସିରିଜରେ ଭାରତକୁ ନୂଆ କୋଚ୍ ସହିତ ନୂଆ ଅଧିନାୟକ ମଧ୍ୟ ମିଳିବେ । କୋଚ୍ ଭାବରେ ଗୌତମ ଗମ୍ଭୀର ଦାୟିତ୍ୱ ଗ୍ରହଣ କରିବାକୁ ଥିବା ବେଳେ…

(Video) କ୍ରିକେଟ ଇତିହାସର ଏକ ବିରଳ ଇନିଂସ! ଶେଷ ଦୁଇ ଓଭରରେ ସଂଗ୍ରହ ହେଲା ୬୧ ରନ୍, ୧୦ ଓଭର ଖେଳରେ ବ୍ୟାଟ୍ସମ୍ୟାନଙ୍କ ଶତକ ଅର୍ଜନ

ନୂଆଦିଲ୍ଲୀ: କ୍ରିକେଟକୁ ଏକ ଅନିଶ୍ଚିତତାର ଖେଳ କୁହାଯାଇଥାଏ । କେତେବେଳେ ଗୋଟିଏ ଓଭରରେ ୬ଟି ବଲରେ ୬ଟି ଛକା ହୋଇଥାଏ ତ ଆଉ କେତେବେଳେ ପ୍ରତି ବଲରେ ୱିକେଟର ପତ୍ତନ ଘଟିଥାଏ । ତେବେ ଏହା ମଧ୍ୟରେ କ୍ରିକେଟ ଇତିହାସର ଏକ…

ଧମକ ପରେ ପାକିସ୍ତାନ ରଖିଲା ଡିମାଣ୍ଡ: Champions Trophy ପାଇଁ BCCIକୁ ଦେଲା ଏହି ଆଦେଶ…

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ ପରେ ଏବେ ଚମ୍ପିଆନ୍ସ ଟ୍ରଫିକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଆସନ୍ତାବର୍ଷ ପାକିସ୍ତାନରେ ଅନୁଷ୍ଠିତ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟ ପାଇଁ ପାକିସ୍ତାନ ଯିବାକୁ ମନା କରିଛି…

IPL-2025; କୋଚ୍ ଗଲେ, ଏବେ ଦଳ ଛାଡ଼ିବେ ଋଷଭ! ଦିଲ୍ଲୀ କ୍ୟାପିଟାଲ୍ସରେ ହେବ ବଡ଼ ପରିବର୍ତ୍ତନ

ଓଡ଼ିଶା ଭାସ୍କର: ଆସନ୍ତା ଆଇପିଏଲ ସିଜନକୁ ନେଇ ଏବେଠାରୁ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ବିଶେଷ କରି ଦିଲ୍ଲୀ କ୍ୟାପିଟାଲ୍ସ ଦଳ ଆଇପିଏଲ-୨୦୨୫ ପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଛି । ଟୁର୍ଣ୍ଣାମେଣ୍ଟ ପାଇଁ ନିଲାମୀ…

ସେ କ୍ରିକେଟରୁ ବିଦାୟ ନେଇଛନ୍ତି… ଖେଳିବେନି Champions Trophy! ବୋର୍ଡ ଦେଲା ସୂଚନା

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ ପରେ ଚମ୍ପିଆନ୍ସ ଟ୍ରଫିକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଟି-୨୦ ଚମ୍ପିଆନ୍ ଟିମ ଇଣ୍ଡିଆ ସହ ଅନ୍ୟ ସମସ୍ତ ଦଳ ମଧ୍ୟ ଏହି ଟୁର୍ଣ୍ଣାମେଣ୍ଟ ପାଇଁ ପ୍ରସ୍ତୁତି ଜାରି ରଖିଛନ୍ତି । ତେବେ…

ହାର୍ଦ୍ଦିକ vs ଶୁଭମନ୍… କିଏ ହେବେ Permanent Captain? ଅଧିନାୟକ ତାଲିକାରେ ୫ ଖେଳାଳି

ଓଡ଼ିଶା ଭାସ୍କର: ଟି-୨୦ ବିଶ୍ୱକପ୍ ପରେ ଟି-୨୦ କ୍ରିକେଟରୁ ଅବସର ନେଇଛନ୍ତି ଅଧିନାୟକ ରୋହିତ ଶର୍ମା । ଏବେ ଜଣେ ନୂଆ ଅଧିନାୟକ ସନ୍ଧାନରେ ରହିଛି ବିସିସିଆଇ । ତେବେ ରୋହିତଙ୍କ ନେତୃତ୍ୱ ସମୟରେ ହାର୍ଦ୍ଦିକଙ୍କୁ ଦଳର…