
Browsing Category
ଖେଳ
ଏତେ ବଡ଼ ଧୋକା.. ବୈଭବ ସୂର୍ଯ୍ୟବଂଶୀଙ୍କୁ ୧୪ ବର୍ଷ ନୁହେଁ, ଏହି ଦାବିକୁ ନେଇ ହଇଚଇ
ନୂଆଦିଲ୍ଲୀ: ବିହାରର ଯୁବ ବ୍ୟାଟସମ୍ୟାନ୍ ବୈଭବ ସୂର୍ଯ୍ୟବଂଶୀ ବର୍ତ୍ତମାନ ସମଗ୍ର କ୍ରିକେଟ୍ ଜଗତରେ ରାଜ କରୁଛନ୍ତି। ସେ ମାତ୍ର ୧୪ ବର୍ଷ ବୟସର, କିନ୍ତୁ ତାଙ୍କର କାରନାମା ସର୍ବୋତ୍ତମ ବୋଲରମାନଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ…
ପାକିସ୍ତାନୀ ଖେଳାଳିଙ୍କ ଉପରେ ଭାରତର ‘ସର୍ଜିକାଲ୍ ଷ୍ଟ୍ରାଇକ୍’, ଇନଷ୍ଟାଗ୍ରାମ୍ ଆକାଉଣ୍ଟ୍ ବ୍ୟାନ୍
ନୂଆଦିଲ୍ଲୀ: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ସରକାର ଆକ୍ସନ ମୋଡରେ ଅଛନ୍ତି । ଏହି ଆକ୍ରମଣରେ ୨୬ ଜଣ ପ୍ରାଣ ହରାଇଥିଲେ । ଏହା ପରେ ସରକାର ସିନ୍ଧୁ ଜଳ ଚୁକ୍ତିନାମା ବାତିଲ କରିଦେଲେ ।
ସରକାର ଏତିକିରେ ଅଟକି…
ସୋସିଆଲ ମିଡିଆରେ ଏହି କ୍ରିକେଟରଙ୍କର ରହିଛନ୍ତି ଅଧିକ ସବ୍ସ୍କ୍ରାଇବର, ଜାଣନ୍ତୁ ଧୋନୀ-ବିରାଟଙ୍କର କେତେ…
ଆଜିକାଲି ଚାଲିଛି ସୋସିଆଲ ମିଡିଆର ଜମାନା। ଏଥିରେ ଯାହାର ଯେତେ ଅଧିକ ସବ୍ସ୍କ୍ରାଇବର ସେ ସେତେ ପ୍ରସିଦ୍ଧ ବା ତାଙ୍କର ସେତେ ଅଧିକ ରୋଜଗାର ବି। ତେବେ ୟୁଟ୍ୟୁବ୍ରେ ସବ୍ସ୍କ୍ରାଇବରଙ୍କ ବିଷୟରେ ଯଦି କଥା ହେବା ତେବେ…
Rohit Sharma Birthday: କଠିନ ପରିସ୍ଥିତିରେ କେବେବି ମାନି ନାହାନ୍ତି ହାର୍, ଜାଣନ୍ତୁ ରୋହିତ ଶର୍ମା କେମିତି ହେଲେ Hitman
ଓଡ଼ିଶା ଭାସ୍କର: ଭାରତୀୟ ଦଳର ଅଧିନାୟକ ଏବଂ ଟିମର ଷ୍ଟାର ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ଆଜି ନିଜର 38ତମ ଜନ୍ମଦିନ ପାଳନ କରୁଛନ୍ତି। କ୍ରିକେଟ ଜଗତରେ ହିଟମ୍ୟାନ୍ ଭାବରେ ଜଣାଶୁଣା ରୋହିତ ଶର୍ମା ବର୍ତ୍ତମାନ ଆଇପିଏଲ୍…
IPL 2025: ମ୍ୟାଚ ପରେ ରିଙ୍କୁ ସିଂହଙ୍କୁ ଚାପୁଡ଼ା ମାରିଲେ କୁଲଦୀପ ଯାଦବ, ଭିଡିଓ ଭାଇରାଲ
ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୫ରେ ଦିଲ୍ଲୀ କ୍ୟାପିଟାଲ୍ସ (DC) ଏବଂ କୋଲକାତା ନାଇଟ୍ ରାଇଡର୍ସ (KKR) ମଧ୍ୟରେ ଏପ୍ରିଲ ୨୯ରେ ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚ ପରେ ଏକ ଅପ୍ରତ୍ୟାଶିତ…
IPL 2025: ୧୪ ବର୍ଷର ବୈଭବ ସୂର୍ଯ୍ୟବଂଶୀଙ୍କ ୩୫ ବଲ୍ରେ ଶତକ, ଭାଙ୍ଗିଲେ ବିଶ୍ୱ ରେକର୍ଡ
ଜୟପୁର: ଆଇପିଏଲ୍ ୨୦୨୫ରେ ଏକ ଐତିହାସିକ ମୁହୂର୍ତ୍ତ ସୃଷ୍ଟି କରିଛନ୍ତି ମାତ୍ର ୧୪ ବର୍ଷ ବୟସ୍କ ବିହାରର କ୍ରିକେଟ୍ ପ୍ରତିଭା ବୈଭବ ସୂର୍ଯ୍ୟବଂଶୀ। ରାଜସ୍ଥାନ ରୟାଲ୍ସ ପାଇଁ ଖେଳୁଥିବା ଏହି ବାମହାତୀ ବ୍ୟାଟର୍ ଗୁଜରାଟ…
IPL 2025: ବିରାଟ କୋହଲି, କେଏଲ ରାହୁଲଙ୍କ ମୁହାଁମୁହିଁ, ଭାଇରାଲ ହେଲା ଭିଡିଓ
ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ୍ (IPL) ୨୦୨୫ର ୪୬ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ଏବଂ ଦିଲ୍ଲୀ କ୍ୟାପିଟାଲ୍ସ (DC) ମଧ୍ୟରେ ରୋମାଞ୍ଚକର ଲଢ଼େଇ ଦେଖିବାକୁ ମିଳିଥିଲା। ଏହି ମ୍ୟାଚରେ…
ପହଲଗାମ ଆକ୍ରମଣ ପରେ ଭାରତ-ପାକିସ୍ତାନ କ୍ରିକେଟକୁ ନେଇ ଏହି ବଡ଼ କଥା କହିଲେ ଗାଙ୍ଗୁଲି
କୋଲକାତା,୨୬ା୪: ଜମ୍ମୁ-କାଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ସାରା ଦେଶରେ ଅସନ୍ତୋଷ ପ୍ରକାଶ ପାଇଛି। ଏହି ଘଟଣାକୁ ନେଇ ପୂର୍ବତନ ଭାରତୀୟ ଦଳର ଅଧିନାୟକ ସୌରଭ ଗାଙ୍ଗୁଲି ଏକ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି…
ହାର୍ଦ୍ଦିକଙ୍କଠାରୁ ଛାଡ଼ପତ୍ର ନେବା ପରେ ପୁଣି ଏକ ପୋଷ୍ଟ ଶେୟାର କଲେ ସ୍ତ୍ରୀ ନତାଶା, ଲେଖିଲେ ଏମିତି…
ମୁମ୍ବାଇ: ନତାଶା ଷ୍ଟାନକୋଭିକ୍ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ଉଭୟଙ୍କ ବିବାହ ବିଚ୍ଛେଦ ହୋଇଛି। ଏହି ଦମ୍ପତି ୨୦୨୪ରେ ଛାଡପତ୍ର ଘୋଷଣା କରିଥିଲେ ଏବଂ ସେମାନଙ୍କର ୫ ବର୍ଷର ସମ୍ପର୍କ ଶେଷ କରିଥିଲେ। ନତାଶା ତାଙ୍କ ପୁଅ…
ହନୁମାନଙ୍କୁ ସାଙ୍ଗରେ ନେଇ ବୁଲୁଛନ୍ତି ବିରାଟ କୋହଲି, ସେଥିପାଇଁ ଆଇପିଏଲ ୨୦୨୫ରେ କରୁଛନ୍ତି ଭଲ ପ୍ରଦର୍ଶନ
ନୂଆଦିଲ୍ଲୀ: ଆଇପିଏଲ ୨୦୨୫ରେ ବିରାଟ କୋହଲି ଖୁବ ଭଲ ପ୍ରଦର୍ଶନ କରୁଛନ୍ତି। ଏହି ସିଜନରେ ସେ ଏପର୍ଯ୍ୟନ୍ତ ୯ଟି ମ୍ୟାଚରେ ୩୯୨ ରନ କରିସାରିଛନ୍ତି। ଏହି ସିଜନରେ ଏବେ ସାଇ ସୁଦର୍ଶନଙ୍କ ପରେ ସବୁଠୁ ଅଧିକ ରନ କରିଛନ୍ତି…