
Browsing Category
ଖେଳ
ଓ୍ଵାଙ୍ଖେଡେ ଷ୍ଟାଡିୟମରେ ଚାଲିଥିଲା ଆଇପିଏଲ୍ ମ୍ୟାଚ୍, ଚୋରି ହୋଇଗଲା ବିଚାରପତିଙ୍କ ଆଇଫୋନ୍
ମୁମ୍ବାଇ: ଦକ୍ଷିଣ ମୁମ୍ବାଇର ଏକ କୋର୍ଟର ମୁଖ୍ୟ ବିଚାରପତିଙ୍କର ଆଇଫୋନ୍ ଓ୍ଵାଙ୍ଖେଡେ ଷ୍ଟାଡିୟମରେ ଚୋରି ହୋଇଛି। ଏକ ଆଇପିଏଲ୍ (ଇଣ୍ଡିଆନ୍ ପ୍ରିମିଅର୍ ଲିଗ୍) ମ୍ୟାଚ୍ ଦେଖିବାକୁ ଦେଖିବାକ ଯାଇଥିଲା ବେଳେ ଏହି ଘଟଣା…
ଅସୁସ୍ଥ ହୋଇପଡିଲେ ପଞ୍ଜାବ କିଙ୍ଗସର ମାଲିକାଣୀ ପ୍ରୀତି ଜିଣ୍ଟା, ଟ୍ରାଭେଲିଙ୍ଗକୁ ଦେଲେ ଦୋଷ
ନୂଆଦିଲ୍ଲୀ: ଆଇପିଏଲ ୨୦୨୫ରେ ଆଜି ଡବଲ ହେଡରର ପ୍ରଥମ ମ୍ୟାଚ ମୂଲ୍ଲମ୍ପୁର କ୍ରିକେଟ ଷ୍ଟାଡିୟମରେ ପଞ୍ଜାବା କିଙ୍ଗସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ ମଧ୍ୟରେ ଖେଳାଯିବ।
ଏହାପରେ ପଞ୍ଜାବ ନିଜ ଘରୋଇ ମ୍ୟାଚ…
IPLରେ ଏୈତିହାସିକ ଡେବ୍ୟୁ କଲେ ୧୪ ବର୍ଷୀୟ ନାବାଳକ, ଆଶ୍ଚର୍ଯ୍ୟକର ଅଭିଜ୍ଞତା ସେୟାର କଲେ ଗୁଗୁଲ୍ CEO
ନୂଆଦିଲ୍ଲୀ: ଏବେ ଚାଲିଛି IPL। ଆଉ ଏହି IPL ଅନେକ ପିଲାଙ୍କୁ କ୍ରିକେଟରେ ନିଜର କ୍ୟାରିୟର ଗଢ଼ିବାର ସୁଯୋଗ ଦେଇଛି। ଠିକ୍ ଯେପରି ମାତ୍ର ୧୪ ବର୍ଷ ବୟସର ଅଷ୍ଟମ ଶ୍ରେଣୀର ଛାତ୍ର ବୈଭବ ସୂର୍ଯ୍ୟବଂଶୀ। ଯିଏକି ରାଜସ୍ଥାନ…
(Video) ୟଙ୍ଗ ପ୍ଲେୟର ବୈଭବଙ୍କ ଅର୍ଦ୍ଧ ଶତକ କରିବାର ଆଶା ମଉଳିଗଲା, କାନ୍ଦି କାନ୍ଦି ଫିଲ୍ଡରୁ ଫେରିଲେ
କୋଲକାତା: ବୈଭବ ସୂର୍ଯ୍ୟବଂଶୀ ମାତ୍ର ୧୪ ବର୍ଷ ବୟସରେ ଇଣ୍ଡିଆନ୍ ପ୍ରିୟିମିୟର ଲିଗ୍ (ଆଇପିଏଲ)ରେ କରିଛନ୍ତି ଡେବ୍ୟୁ । ଆଇପିଏଲ୍ ଖେଳୁଥିବା ଖେଳାଳିଙ୍କ ମଧ୍ୟରେ ବୈଭବ ସବୁଠାରୁ ସାନ ।
ରାଜସ୍ଥାନ ରୟାଲ୍ସ ପାଇଁ…
ପାକିସ୍ତାନ ନେଲା ବଡ଼ ଦକ୍ଷେପ: ମହିଳା ବିଶ୍ୱକପ ୨୦୨୫ ପାଇଁ ଭାରତ ଯାତ୍ରା କରିବାକୁ କଲା ମନା
ନୂଆଦିଲ୍ଲୀ: ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ଅଧ୍ୟକ୍ଷ ମହସିନ ନାକଭି ଶନିବାର ଘୋଷଣା କରିଛନ୍ତି ଯେ ସେମାନଙ୍କ ମହିଳା ଦଳ ଚଳିତ ବର୍ଷ ଶେଷରେ ଆଇସିସି ଦିନିକିଆ ବିଶ୍ୱକପ ପାଇଁ ଭାରତ ଯାତ୍ରା କରିବେ ନାହିଁ ଏବଂ…
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଲେ RCBର କ୍ୟାପ୍ଟେନ, ଆଇପିଏଲରେ ରଚିଲେ ଇତିହାସ
ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗର ୧୮ତମ ସଂସ୍କରଣରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁର ଟିମ କମାଲ ଲକ୍ଷ୍ୟରେ ନଜର ଆସୁଛି। ରଜତ ପଟିଦାର ନିଜ ଅଧିନାୟକତ୍ୱରେ କମାଲ ପଦର୍ଶନ କରିଛନ୍ତି।
ଏହାରି ମଧ୍ୟରେ ସେ ଆଉ ଏକ…
ଚେନ୍ନାଇ ସୁପର କିଙ୍ଗ୍ସରେ ସାମିଲ ହେଲେ ଦୁର୍ଦ୍ଦଷ ବ୍ୟାଟ୍ସମ୍ୟାନ, ଶକ୍ତିଶାଳୀ ହେଲା ଧୋନୀଙ୍କ ଟିମ୍
ମୁମ୍ବାଇ: ଚେନ୍ନାଇ ସୁପର କିଙ୍ଗ୍ସ ଆଇପିଏଲ ୨୦୨୫ର ଅବଶିଷ୍ଟ ମ୍ୟାଚ୍ ପାଇଁ ଦକ୍ଷିଣ ଆଫ୍ରିକାର ଯୁବ ଖେଳାଳି ଡେୱାଲ୍ଡ ବ୍ରେଭିସଙ୍କୁ ଦଳରେ ସାମିଲ କରିଛି। ବ୍ରେଭିସଙ୍କୁ ପେସର ଗୁର୍ଜପନୀତ ସିଂଙ୍କ ସ୍ଥାନରେ ନିଆଯାଇଛି।…
ଇନ୍ଷ୍ଟାଗ୍ରାମରୁ ଚହଲ ଡିଲେଟ୍ କଲେ ଫୁଲତୋଡ଼ାର ଫଟୋ, ୟୁଜର୍ସ କହିଲେ ଏମିତି…
ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ସ୍ପିନ୍ ମାଷ୍ଟର ୟୁଜଭେନ୍ଦ୍ର ଚହଲ ଆଜିକାଲି ଆଇପିଏଲରେ ରାଜ କରୁଛନ୍ତି। ତାଙ୍କ ଆଫେୟାର ହେଉ କି ତାଙ୍କ ପ୍ରଦର୍ଶନ, ଚହଲଙ୍କୁ ନେଇ ସବୁଠି ଆଲୋଚନା ହେଉଛି।
କେକେଆର ବିପକ୍ଷ ମ୍ୟାଚ୍ ସମୟରେ,…
IPL 2025: ମୁମ୍ବାଇ-ହାଇଦ୍ରାବାଦ ମ୍ୟାଚ୍ରେ ବବାଲ୍.. ବଡ଼ ଭୁଲ କଲେ ହେନରିଚ୍ କ୍ଲାସେନ୍, ଜାଣନ୍ତୁ ପୁରା ଘଟଣା
ନୂଆଦିଲ୍ଲୀ: ମୁମ୍ବାଇ ଇଣ୍ଡିଆନ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ରୋମାଞ୍ଚକର ମ୍ୟାଚ ଖେଳାଯାଇଥିଲା । ତେବେ ଖେଳପ୍ରେମୀ ଜୀଶାନ ଅନସାରି ଏବଂ ରିଆନ ରିକେଲଟନଙ୍କ ଏକ ନାଟକୀୟ ମୁହୂର୍ତ୍ତରେ କିଛି ସମୟ ପାଇଁ…
ରୋହିତ ଶର୍ମା ୱାଙ୍ଖେଡେରେ ରଚିଲେ ଇତିହାସ, ଆଇପିଏଲରେ ପୂରା କଲେ ସ୍ପେଶାଲ ‘ଶତକ’
ନୂଆଦିଲ୍ଲୀ: ରୋହିତ ଶର୍ମା ୨୦୦୮ ମସିହାରେ ଆଇପିଏଲରେ ଖେଳି ଆସୁଛନ୍ତି ଏବଂ ତାଙ୍କ ନାମରେ ଆଇପିଏଲରେ ବଡ଼ ବଡ଼ ରେକର୍ଡ ରହିଛି । ଏବେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଖେଳି ସେ ନୂଆ ରେକର୍ଡ ଜାରି କରିଛନ୍ତି ।…