Browsing Category

ଖେଳ

ବାବରଙ୍କୁ ଲାଗିବ ଶକ୍ତ ଝଟକା! ଅଷ୍ଟ୍ରେଲିଆ ସିରିଜ ପୂର୍ବରୁ ନୂଆ ଅଧିନାୟକ ବାଛିପାରେ ପାକିସ୍ତାନ ବୋର୍ଡ

ନୂଆଦିଲ୍ଲୀ: ପାକିସ୍ତାନକୁ କଡ଼ା ଟକ୍କର ଦେଇ କ୍ଲିନ୍ ସ୍ୱିପ୍ କରିବା ସହ ଟେଷ୍ଟ ସିରିଜ କବଜା କରିଛି ବାଂଲାଦେଶ । ସିରିଜରେ ଦୁଇଟି ଯାକ ମ୍ୟାଚ୍ ହାରିବା ପରେ ପାକିସ୍ତାନ୍ ଟିମ୍ ଏକ ଲଜ୍ଜାଜନକ ପରିସ୍ଥିତିରେ ପଡ଼ିଛି ।…

ଗଣେଶ ଚତୁର୍ଥୀ ପାଳନ କଲେ କଙ୍ଗାରୁ ଓପନର; ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଡେଭିଡ୍ ୱାର୍ଣ୍ଣରଙ୍କ ଫଟୋ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ କ୍ରିକେଟର ଡେଭିଡ୍ ୱାର୍ଣ୍ଣରଙ୍କ କାହାଣୀ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ବାସ୍ତବରେ ଅଷ୍ଟ୍ରେଲିଆବ୍ୟାଟ୍ସମ୍ୟାନ୍ ଡେଭିଡ୍ ୱାର୍ଣ୍ଣର ଗଣେଶ ଚତୁର୍ଥୀ ପର୍ବକୁ ଉତ୍ସାହର ସହ…

ହରିୟାଣାରେ କଂଗ୍ରେସ ଜାରି କଲା ପ୍ରଥମ ଲିଷ୍ଟ୍, ଜାଣନ୍ତୁ କେଉଁଠାରୁ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି ଭିନେଶ

ନୂଆଦିଲ୍ଲୀ: ହରିୟାଣା ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନିଜର ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି । ଏହି ତାଲିକାରେ କଂଗ୍ରେସ ୩୧ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । କଂଗ୍ରେସ ଶୁକ୍ରବାର ଦିନ…

ଭାରତର ଧ୍ୱଜାବାହକ ହେବେ ହରବିନ୍ଦର-ପ୍ରୀତି: ପାରା ଅଲିମ୍ପିକ୍ସ ସମାପନ ସମାରୋହରେ ମିଳିଲା ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ: ପାରା ଅଲିମ୍ପିକ୍ସ-୨୦୨୪ ରେ ଦମଦାର ପ୍ରଦର୍ଶନ ଜାରି ରଖିଛି ଭାରତ । ବର୍ତ୍ତମାନ ସୁଦ୍ଧା ଦେଶର ଷ୍ଟାର ଆଥଲେଟ୍ ମୋଟ ୨୬ଟି ପଦକ ହାସଲ କରିଛନ୍ତି । ତେବେ ଏହି ମେଗା ଇଭେଣ୍ଟର ସମାପନ ସମାରୋହ ପାଖେଇ ଆସୁଛି ।…

ବଡ଼ ଭବିଷ୍ୟବାଣୀ… WTC Finalରେ ଲଢିବେ ଏହି ଦୁଇ ଦଳ! ହେବ କଡ଼ା ଟକ୍କର

ନୂଆଦିଲ୍ଲୀ: ବିଶ୍ୱ ଟେଷ୍ଟ ଚମ୍ପିଆନସିପ୍ ଫାଇନାଲ ମ୍ୟାଚରେ ସ୍ଥାନ ପକ୍କା କରିବା ପାଇଁ ଚାଲିଛି କଡ଼ା ସଂଘର୍ଷ । ଆସନ୍ତାବର୍ଷ ଜୁନ୍ ୧୧ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ଏହି ମେଗା ଇଭେଣ୍ଟ ଖେଳାଯିବ । ଇଂଲଣ୍ଡର ଲର୍ଡସ…

Para Olympics-2024… ଭାରତକୁ ଆଉ ଏକ ସ୍ୱର୍ଣ୍ଣ: ହାଇ-ଜମ୍ପରେ Gold Medal ଜିତି ରେକର୍ଡ କଲେ ପ୍ରବୀଣ କୁମାର

ନୂଆଦିଲ୍ଲୀ: ପାରା ଅଲିମ୍ପିକ୍ସ-୨୦୨୪ ଭାରତକୁ ମିଳିଛି ଆଉ ଏକ ସ୍ୱର୍ଣ୍ଣ ପଦକ । ଉଚ୍ଚ ଡିଆଁ(ହାଇ ଜମ୍ପ)ରେ ଭାରତ ପାଇଁ ସୁନା ପୁଅ ପାଲଟିଛନ୍ତି ପାରା ଆଥଲେଟ୍ ପ୍ରବୀଣ କୁମାର । ଏଫ୬୪ ଫାଇନାଲରେ ସର୍ବାଧିକ ଉଚ୍ଚତାର…

ଜୁଡୋରେ କାଂସ୍ୟ ପଦକ ଜିତିଲେ କପିଲ ପରମାର, ଅଷ୍ଟମ ଦିନରେ ଭାରତର ପଦକ ସଂଖ୍ୟା ୨୫କୁ ବୃଦ୍ଧି

ପ୍ୟାରିସ୍‌: ପାରାଲିମ୍ପିକ୍ସରେ ଇତିହାସ ରଚିଲେ ଜୁଡୋ ଖେଳାଳି କପିଲ ପରମାର । ଅଷ୍ଟମ ଦିନରେ ଭାରତକୁ ଜିତାଇଲେ ୨୫ତମ ପଦକ । ଜୁଡୋର ୬୦ କିଲୋଗ୍ରାମ ବର୍ଗରେ କପିଲ କାଂସ୍ୟ ପଦକ ଜିତିଛନ୍ତି । ପ୍ଲେ ଅଫ୍ ରାଉଣ୍ଡରେ କପିଲ…

ଅଲିମ୍ପିକ୍ସ ଆଥଲେଟଙ୍କୁ ହତ୍ୟା; ପେଟ୍ରୋଲ ଢାଳି ଜାଳିଦେଲା ପ୍ରେମିକ, ଜାଣନ୍ତୁ କାହିଁକି ମାରିଲା ଜହ୍ଲାଦ

ନୂଆଦିଲ୍ଲୀ: ଉଗାଣ୍ଡା ଅଲିମ୍ପିକ୍ସ ଆଥଲେଟଙ୍କୁ ହତ୍ୟା। ପେଟ୍ରୋଲ ଢାଳି ଜାଳିଦେଲା ପ୍ରେମିକ। ଉଗାଣ୍ଡା ଅଲିମ୍ପିକ୍ ଆଥଲେଟ୍ ରେବେତା ଚେପ୍ଟେଗିଙ୍କ ମୃତ୍ୟୁ ଘଟିଛି। ଉଗାଣ୍ଡା ଅଧିକାରୀଙ୍କ କହିବା ଅନୁଯାୟୀ, ତାଙ୍କ…

ସେପ୍ଟେମ୍ବର ୨୯ରେ BCCI ବୈଠକ; ୧୮ଟି ପ୍ରସଙ୍ଗ ଉପରେ ହୋଇପାରେ ଆଲୋଚନା

ନୂଆଦିଲ୍ଲୀ: ଆସନ୍ତା ସେପ୍ଟେମ୍ବର ୨୯ରେ BCCIର ବାର୍ଷିକ ବୈଠକ ଅନୁଷ୍ଠିତ ହେବ । ବେଙ୍ଗାଲୁରୁରେ ହେବାକୁ ଥିବା ଏହି ବୈଠକରେ ମୋଟ୍ ୧୮ଟି ପ୍ରସଙ୍ଗ ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି । ତେବେ ଏହି ବୈଠକରେ…

ରାଜନୀତିରେ ଏଣ୍ଟ୍ରି କଲେ ରବୀନ୍ଦ୍ର ଜାଡେଜା, ବିଜେପିରେ ସାମିଲ ହେବା ନେଇ ‘ଏକ୍ସ’ରେ ପୋଷ୍ଟ କଲେ ପତ୍ନୀ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମର ଅଲରାଉଣ୍ଡର ଖେଳାଳି ରବୀନ୍ଦ୍ର ଜାଡେଜା ବିଜେପିରେ ସାମିଲ ହୋଇଛନ୍ତି । ଗୁରୁବାର ସେ ଦଳରେ ସାମିଲ ହୋଇଥିବା ନେଇ ତାଙ୍କ ପତ୍ନୀ ରିଭାବା ଜାଡେଜା ଏକ୍ସରେ ସୂଚନା ଦେଇଛନ୍ତି ।…