Browsing Category

ଖେଳ

କ୍ଷମା ମାଗିଲେ ଦିନେଶ କାର୍ତ୍ତିକ, କ୍ୟାପଟେନ କୁଲଙ୍କ ସହ ଜଡିତ ଏ ମାମଲା, କହିଲେ – ଭୁଲ ହୋଇଯାଇଛି ….

ଓଡିଶା ଭାସ୍କର: ଭାରତୀୟ କ୍ରିକେଟ ଦଳର ପୂର୍ବତନ ୱିକେଟରକ୍ଷକ ବ୍ୟାଟର ଦିନେଶ କାର୍ତ୍ତିକଙ୍କୁ ହଠାତ ସାର୍ବଜନୀନ ଭାବରେ କ୍ଷମା ପ୍ରାର୍ଥନା କରିବାକୁ ପଡିଛି । ଏହି ଷ୍ଟାଇଲିସ ବ୍ୟାଟର କହିଛନ୍ତି ଯେ ତାଙ୍କର ଅଜାଣତରେ…

ଗୋଟିଏ କି ଦୁଇଟି ନୁହେଁ ୪ଟି ସ୍ୱର୍ଣ୍ଣ ପଦକ ଜିତିଲା ଭାରତ; ୧୭ ବର୍ଷରୁ କମ୍ କୁସ୍ତିରେ କମାଲ କଲେ ଝିଅ

ନୂଆଦିଲ୍ଲୀ: ୧୭ ବର୍ଷରୁ କମ୍ ବିଶ୍ୱ କୁସ୍ତି ଚାମ୍ପିୟନଶିପ୍ ୨୦୨୪ରେ ବିଶ୍ୱରେ ଦେଶର ନାଁ ରଖିଲେ କୁସ୍ତିଯୋଦ୍ଧା। ୧୭ ବର୍ଷରୁ କମ୍ ବିଶ୍ୱ କୁସ୍ତିରେ ଭାରତ ଜିତିଲା ୪ଟି ସ୍ୱର୍ଣ୍ଣ ପଦକ। ଏହା ସହ ସେ ୨ଟି କାଂସ୍ୟ ପଦକ।…

Virat Kohli: ସିନେମାକୁ ନ ଆସନ୍ତୁ ବିରାଟ, ବଲିଉଡର ଲୋକପ୍ରିୟ ନିର୍ଦ୍ଦେଶକ ଦେଲେ ବଡ ବୟାନ

ଓଡିଶା ଭାସ୍କର: କ୍ରିକେଟ ଜଗତର ସୁପରଷ୍ଟାର କିଙ୍ଗ କୋହଲି, ବିଜ୍ଞାପନରୁ କୋଟି କୋଟି ଟଙ୍କା ରୋଜଗାର କରନ୍ତି । ମାତ୍ର ବିରାଟ ଆଜି ପର୍ଯ୍ୟନ୍ତ ଅଭିନୟରେ ସମ୍ପୂର୍ଣ୍ଣ ଭୂମିକା ନିଭାଇ ନାହାନ୍ତି । ଯଦିବା ସେ ଭଲ ଅଭିନୟ…

ଛାଡ଼ପତ୍ର ପରେ ତୃତୀୟ ବିବାହ କରିଥିଲେ ସ୍ୱାମୀ; ଏବେ କାହା ସହ ଜୀବନ ବିତାଉଛନ୍ତି ସାନିଆ ମିର୍ଜା?

ନୂଆଦିଲ୍ଲୀ: ଭାରତୀୟ ଟେନିସ୍ ତାରକା ସାନିଆ ମିର୍ଜା ସବୁବେଳେ ତାଙ୍କ ଖେଳ ପାଇଁ ସେ ଖୁବ୍ ଚର୍ଚ୍ଚାରେ ରୁହନ୍ତି । ସାନିଆଙ୍କୁ ୨୦୨୪ ଆରମ୍ଭରେ ଏକ ବଡ଼ ଝଟକା ଲାଗିଥିଲା, ଯେତେବେଳେ ତାଙ୍କ ପୂର୍ବତନ ସ୍ୱାମୀ ସୋଏବ…

ୟ୍ୟୁଟୁବରେ ରୋନାଲଡୋଙ୍କ ରାଜ୍‌, ୨୪ ଘଣ୍ଟାରେ ୧୦ ନିୟୁତ ସବଷ୍କ୍ରାଇବର୍‌,କଣ୍ଟେଣ୍ଟ କ୍ରିଏଟର ଭାବରେ ଆରମ୍ଭ କଲେ ନୂଆ କ୍ୟାରିଅର

ଓଡିଶା ଭାସ୍କର: ଗତ ଦୁଇ ଦଶନ୍ଧି ଧରି ଫୁଟବଲକୁ ନିଜ ମାୟାଜାଲରେ ଫସାଇଥିବା ପର୍ତ୍ତୁଗାଲ ଷ୍ଟାର ତଥା ସେ ଦେଶର ହୀରା ଖ୍ରୀଷ୍ଟିଆନ ରୋନାଲଡୋ ସର୍ବକାଳୀନ ଶ୍ରେଷ୍ଠ କ୍ରୀଡାବିତ ଭାବରେ ବେଶ୍ ଖ୍ୟାତ । ଫୁଟବଲରେ ସେ ଯେମିତି…

ଡାଇମଣ୍ଡ ଲିଗ୍ ଫାଇନାଲରେ ସ୍ଥାନ ପାଇଲେ ନୀରଜ ଚୋପ୍ରା; ଫିଙ୍ଗିଲେ ସିଜନର ଶ୍ରେଷ୍ଠ ଥ୍ରୋ 

ନୂଆଦିଲ୍ଲୀ: ଅଗଷ୍ଟ ୨୨ ତାରିଖ ଗୁରୁବାର ଲଉସାନ୍ ଡାଇମଣ୍ଡ ଲିଗ୍ ରେ ନୀରଜ ଚୋପ୍ରା ଚମତ୍କାର ପ୍ରଦର୍ଶନ କରି ସିଜନର ଶ୍ରେଷ୍ଠ ଥ୍ରୋ ୮୯.୪୯ ମିଟର ସହ ଦ୍ବିତୀୟ ସ୍ଥାନରେ ରହିଥିଲେ। ପ୍ୟାରିସ୍ ଅଲିମ୍ପିକ୍ସରେ ରୌପ୍ୟ ପଦକ…

ଅବସର ନେଉଛନ୍ତି କେଏଲ ରାହୁଲ!; ସୋସିଆଲ ମିଡିଆରେ କରିଲେ ଏପରି ପୋଷ୍ଟ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର କେଏଲ୍ ରାହୁଲ ସୋସିଆଲ ମିଡିଆରେ ଏକ ରହସ୍ୟମୟ ପୋଷ୍ଟ୍ ପାଇଁ ଚର୍ଚ୍ଚାକୁ ଆସିଛନ୍ତି। ନିକଟରେ ସେ ଏକ ଇନଷ୍ଟାଗ୍ରାମ ଷ୍ଟୋରି ଅପଡେଟ୍ କରିଛନ୍ତି, ଯାହା ପରେ ତାଙ୍କ ଅବସରକୁ ନେଇ…

ଭାରତୀୟ ହକି ଦଳର ଖେଳାଳିଙ୍କୁ ସମ୍ବର୍ଦ୍ଧନା: ପ୍ରତ୍ୟେକଙ୍କୁ ୧୫ ଲକ୍ଷ, ଓଡ଼ିଆ ଖେଳାଳି ଅମିତ୍‌ଙ୍କୁ ମିଳିଲା ୪ କୋଟି

ଭୁବନେଶ୍ବର: ଭାରତୀୟ ହକି ଦଳର ଖେଳାଳିଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି । ଦଳର ପ୍ରତ୍ୟେକ ଖେଳାଳିଙ୍କୁ ୧୫ ଲକ୍ଷ ଟଙ୍କା ଦିଆଯିବା ସହ ଓଡ଼ିଆ ଖେଳାଳି ଅମିତ୍‌ଙ୍କୁ ୪ କୋଟି ମିଳିଛି, ଗୋଲକିପର ଶ୍ରୀଜେସ୍‌ଙ୍କୁ…

କେଉଁ ଖେଳ ବେଶୀ Popular? ଭାରତର ସବୁଠୁ ପ୍ରିୟ ଖେଳର ତାଲିକା… ଜାଣନ୍ତୁ କିଏ ଆଗରେ

ଓଡ଼ିଶା ଭାସ୍କର: ଆଗକୁ ଆସୁଛି ଭାରତର ଖେଳ ଦିବସ । ମହାନ୍ ହକି ତାରକା ମେଜର ଧ୍ୟାନଚାନ୍ଦଙ୍କ ଜନ୍ମଦିବସକୁ ଭାରତରେ ଖେଳ ଦିବସ ଭାବରେ ପାଳନ କରାଯାଏ । ମେଜର ଧ୍ୟାନଚାନ୍ଦଙ୍କୁ ହକି ଯାଦୁଗର ବୋଲି ମଧ୍ୟ କୁହାଯାଏ । ଖେଳରେ…

(Video) ମନ କିଣିନେଲେ ମନୁ ଭାକର… ‘Kala Chashma’ ଗୀତରେ କାଂସ୍ୟ ବିଜୟୀନୀଙ୍କ ଠୁମକା…

ନୂଆଦିଲ୍ଲୀ: ଅଲିମ୍ପିକ୍ସରେ ୨ଟି ବ୍ରୋଞ୍ଜ ପଦକ ହାସଲ କରି ଭାରତ ପାଇଁ ଗୌରବ ଆଣିଛନ୍ତି ଶୁଟର୍ ମନୁ ଭାକର । ଫ୍ୟାରିସ୍ ଅଲିମ୍ପିକ୍ସ ପରେ ସାରା ଭାରତ ପାଇଁ ସେ ପାଲଟିଛନ୍ତି ଗେହ୍ଲାଝିଅ । ପ୍ୟାରିସରେ ଶୁଟିଙ୍ଗର କମାଲ…